ରାଜସ୍ଥାନକୁ ହରାଇ ବାଙ୍ଗାଲୋରର ଚତୁର୍ଥ ବିଜୟ
ବେଙ୍ଗାଲୁରୁ,୨୩।୪: ବେଙ୍ଗାଲୁରୁସ୍ଥିତ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲ୍ର ୩୨ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ୭ ରନ୍ରେ ବିଜୟୀ ହୋଇଛି। ଏହି ବିଜୟ ସହ ବ ାଙ୍ଗାଲୋର ୭ଟି ମ୍ୟାଚ ଖେଳି ୪ଟିରେ ବିଜୟ ହୋଇଛି। ଫଳରେ ୮…
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କେକେଆର
କୋଲକାତା,୨୩।୪ : ଆଇପିଏଲ-୨୦୨୩ର ୩୩ ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (କେକେଆର) ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଛି। କେକେଆର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସିଏସକେ ବ୍ୟାଟିଂ କରିବାକୁ…
ଅନ୍ୟକୁ ପ୍ରଶ୍ନ କରିବା ସହଜ ହେଲେ ନିଜକୁ ପ୍ରଶ୍ନ କରିବା କଷ୍ଟ: ରାହୁଲ
ବେଙ୍ଗାଲୁରୁ,୨୩।୪: ପାଖେଇ ଆସୁଛି କର୍ନାଟକ ବିଧାନସଭା ନିର୍ବାଚନ। ଆଉ ଏହି ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଲେଣି। କଂଗ୍ରେସ ବି ପଛରେ ନାହିଁ। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ କର୍ନାଟକ ଗସ୍ତରେ ଅଛନ୍ତି।…
ରାଜସ୍ଥାନ ଆଗରେ ୧୯୦ ରନ୍ର ବିଜୟ ଟାର୍ଗେଟ୍
ବେଙ୍ଗାଲୁରୁ,୨୩।୪: ବେଙ୍ଗାଲୁରୁସ୍ଥିତ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲ୍ର ୩୨ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ(ଆର୍ଆର୍) ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ବ୍ୟାଟିଂ କରି ନିର୍ଦ୍ଧାରିତ…
ବିଶ୍ୱର ଅଦ୍ଭୁତ ଭିଡିଓ ଜାରି କଲା ନାସା
ଓ୍ବାଶିଂଟନ,୨୩ା୪: ବ୍ରହ୍ମାଣ୍ଡ ବିଷୟରେ ଜାଣିବା, ବୁଝିବା ଏବଂ ପଢ଼ିବା ଏକ ରହସ୍ୟ ଆବିଷ୍କାର କରିବା ପରି। ନାସାର ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲ ହେଉଛି ଯେଉଁମାନେ ରହସ୍ୟ ଭିତରକୁ ଗଭୀର ଭାବରେ ବୁଡ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଭଣ୍ଡାର। ସ୍ପେସ ଏଜେନ୍ସି ନାସାର…
ସେନା ଶିବିର ନିକଟରେ କାର ବୋମା ବିସ୍ଫୋରଣ: ୧୦ ମୃତ…
ବମାକୋ,୨୩।୪ : କେନ୍ଦ୍ରୀୟ ମାଲିର ଏକ ସାମରିକ ବେସ ନିକଟରେ ହୋଇଥିବା ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ମାଲି ସେନାର ମୁଖପାତ୍ର କର୍ନେଲ ସୋଲେମେନ ଡେମ୍ବଲେ ଆସୋସିଏଟେଡ ପ୍ରେସକୁ କହିଛନ୍ତି ମୋପାଟି ଅଞ୍ଚଳର…
କେଦାରନାଥରେ ଅଘଟଣ: ହେଲିକପ୍ଟର ପଙ୍ଖାରେ ଅଧିକାରୀଙ୍କ ଗଳା କଟିଲା…
ଡେରାଡୁନ,୨୩।୪ : ଉତ୍ତରାଖଣ୍ଡ ଚାର୍ ଧାମ ଯାତ୍ରାର ଦ୍ୱିତୀୟ ଦିନରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା କେଦାରନାଥ ହେଲିପ୍ୟାଡରେ ଘଟିଛି। କେଦାରନାଥ ହେଲିପ୍ୟାଡରେ ହେଲିକପ୍ଟରରୁ ଅବତରଣ କରିବା ମାତ୍ରେ ଉତ୍ତରାଖଣ୍ଡର ଜଣେ ଅଧିକାରୀଙ୍କ ଗଳା ହେଲିକପ୍ଟରର…
୮୦ ବର୍ଷ ପରେ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୁଡ଼ିଥିବା ଜାପାନ ଜାହାଜ
ଓ୍ବାଶିଂଟନ,୨୩ା୪: ପ୍ରଥମ ବିଶ୍ୱଯୁଦ୍ଧ ପରେ ଦୁନିଆର ସବୁଠାରୁ ବିନାଶକାରୀ ଯୁଦ୍ଧ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ଏହି ଯୁଦ୍ଧରେ ଜାପାନ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ଦେଶରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଏଥିରେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ରୁଷିଆ…
ଦୁର୍ନୀତି ଯାଞ୍ଚ୍ ପ୍ରତିଶ୍ରୁତି ଦେଇ ଭୋଟ ମାଗି କ୍ଷମତାକୁ ଆସିଥିଲୁ: ଗେହଲୋଟଙ୍କୁ ଘେରିଲେ ସଚିନ…
ଜୟପୁର,୨୩।୪ : ରାଜସ୍ଥାନର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତିଶାଳୀ କଂଗ୍ରେସ ନେତା ସଚିନ ପାଇଲଟ ଆଜିକାଲି ନିଜ ସରକାରକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ଦିନକୁ ଦିନ ବଢ଼ିବାରେ…
ଗାଜିଆବାଦ-ନଏଡାରେ ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି…
ନୂଆଦିଲ୍ଲୀ, ୨୩।୪: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ଆଜି କୌଣସି ପରିବର୍ତ୍ତନ ହୋଇନାହିଁ। ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍ ଅଶୋଧିତ ତେଲ ବ୍ୟାରେଲ ପିଛା ୭୭.୮୭ ଡଲାରରେ ଟ୍ରେଡ୍ କରୁଛି। ଏହି ସମୟରେ ବ୍ରେଣ୍ଟ ଅଶୋଧିତ ତୈଳ ୮୧.୬୬ ଡଲାରରେ ଟ୍ରେଡ…
ଟସ ଜିତିଲା ଆରଆର, ପ୍ରଥମେ ବୋଲିଂ…
ବେଙ୍ଗାଲୁରୁ,୨୩।୪ : ଆଇପିଏଲ-୨୦୨୩ର ୩୨ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଯାଉଛି। ଟସ ଜିତି ଆରଆର ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ…
ସୁପ୍ରିମକୋର୍ଟ ୫ ବିଚାରପତିଙ୍କୁ କରୋନା: ସମଲିଙ୍ଗୀ ବିବାହ ମାମଲା ଶୁଣାଣିରେ ବିଳମ୍ବ…
ନୂଆଦିଲ୍ଲୀ,୨୩।୪ : ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲାରେ ଦ୍ରୁତ ଗତିରେ ଚାଲିଛି। ଏଥି ସହିତ ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇଜଣ ବିଚାରପତି ମଧ୍ୟ ଅଛନ୍ତି ଯେଉଁମାନେ ସମଲିଙ୍ଗୀ ବିବାହ ପାଇଁ…
Archives


