Home Middle

ହ୍ବାଇଟ ହାଉସରେ ଗୀତ ଗାଇଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି…

ଓ୍ବାଶିଂଟନ,୨୭।୪ : ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ ସୁକ-ୟୋଲ ବର୍ତ୍ତମାନ ଆମେରିକାରେ ଅଛନ୍ତି। ତାଙ୍କୁ ବୁଧବାର ରାତିରେ ଏକ ଭିନ୍ନ ମୁଡରେ ଦେଖିବାକୁ ମିଳିଥିଲା। ଏପରିକି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୋଲଙ୍କ ଏଭଳି ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।…

ମମତା ସରକାରଙ୍କୁ ଝଟ୍‌କା: ରାମନବମୀ ହିଂସା ମାମଲା ଏନଆଇଏକୁ ହସ୍ତାନ୍ତର…

କୋଲକାତା,୨୭।୪ : ପଶ୍ଚିମବଙ୍ଗର ବିଭିନ୍ନ ଜିଲାରେ ରାମ ନବମୀ ଅବସରରେ ଘଟିଥିବା ହିଂସାକୁ ନେଇ କଲିକତା ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବର୍ତ୍ତମାନ ହାଓ୍ବଡା ଏବଂ ଦାଲକୋଲା ସମେତ ବିଭିନ୍ନ ସହରରେ ହିଂସା ଘଟଣାର ତଦନ୍ତକୁ କୋର୍ଟ ଆତଙ୍କବାଦ ବିରୋଧୀ…

ଉତ୍ତେଜନା ସୃଷ୍ଟିକାରୀ ଭାଷଣ:ଭାଜପା-ଶାହାଙ୍କ ବିରୋଧ ଅଭିଯୋଗ ଦାଖଲ କଲା କଂଗ୍ରେସ…

ବେଙ୍ଗାଲୁରୁ,୨୭।୪ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଏହା ସହିତ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହିକ୍ରମରେ ବର୍ତ୍ତମାନ କଂଗ୍ରେସ ଦଳ ପକ୍ଷରୁ ଭାଜପା ବିରୋଧରେ ଉତ୍ତେଜନାମୂଳକ ଭାଷଣ ସହ ଘୃଣାଭାବ ବୃଦ୍ଧି…

ଦୀପାବଳି ପାଇଁ ପେନସିଲଭାନିଆରେ ହେବ ଛୁଟି…

ଓ୍ବାଶିଂଟନ,୨୭।୪ : ଦୀପାବଳି ପାଇଁ ବର୍ତ୍ତମାନ ଆମେରିକାର ପେନସିଲଭାନିଆରେ ଏବେ ଛୁଟି ହେବ। କାରଣ ଏହି ଦିନକୁ ଏଠାରେ ଏକ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି। ପେନସିଲଭାନିଆର ସିନେଟର ନିକିଲ ସାଭାଲ ଏନେଇ ଟୁଇଟ କରି କହିଛନ୍ତି, ଆମେରିକା…

କଂଗ୍ରେସର ଓ୍ବାରେଣ୍ଟି ଶେଷ ହୋଇଛି, ତାହାର ଗ୍ୟାରେଣ୍ଟିକୁ କେହି କରିବେନି ବିଶ୍ୱାସ: ମୋଦିଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୭।୪ : କର୍ନାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତ ଦଳ ନିଜର ପ୍ରଚାର ଅଭିଯାନକୁ ତ୍ୱରାନ୍ବିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମୀଙ୍କୁ ଭେଟି ଭାଜପା ଜିତିବାରେ ସାହାଯ୍ୟ କରିବାକୁ ସେମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି।…

ସକ୍ରିୟ ମାମଲା-ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ଯେଉଁଠି ଡବଲ ଇଞ୍ଜିନ ସରକାର, ସେଠାରେ ବଢିଯାଏ ବିକାଶର ଗତି: ମୋଦି

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ନାଟକ ବିଧାନସଭା ନିର୍ବାଚନ ଅବସରରେ ଭିଡିଓ କନଫରେନସିଂ ଜରିଆରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନୁଶାସିତ କର୍ମୀଭାବେ ଆପଣ ସମସ୍ତ କର୍ମୀ ଓ ଜନତାଙ୍କୁ ଦର୍ଶନ…

ଦ୍ୱିତୀୟ ଗଭୀର ନୀଳ ଗର୍ତ୍ତର ମିଳିଲା ସନ୍ଧାନ…

ମେକ୍ସିକୋ ସିଟି,୨୭।୪ : ବୈଜ୍ଞାନିକମାନେ ମେକ୍ସିକୋର ୟୁକାଟାନ ଉପଦ୍ୱୀପ ଉପକୂଳରେ ପୃଥିବୀର ଦ୍ୱିତୀୟ ଗଭୀର ନୀଳ ଗର୍ତ୍ତ ଆବିଷ୍କାର କରିଛନ୍ତି। ବ୍ଲୁ ହୋଲ ଚେଟୁମାଲ ବେ’ର ଜଳ ତଳେ ଅବସ୍ଥିତ, ପ୍ରାୟ ୮୦୦ ଫୁଟ ଗଭୀରରେ ଏବଂ ୧୪୭,୦୦୦ ବର୍ଗଫୁଟ ଅଞ୍ଚଳରେ…

ଖୋଲିଲା ବଦ୍ରିନାଥଙ୍କ ଫାଟକ: ପ୍ରଥମ ପୂଜା ମୋଦିଙ୍କ ନାମରେ…

ବଦ୍ରିନାଥ,୨୭।୪ : ଭଗବାନ ଶ୍ରୀ ବଦ୍ରିନାଥ ମନ୍ଦିରର ଫାଟକ ଭକ୍ତମାନଙ୍କ ପାଇଁ ଗୁରୁବାର ସକାଳ ୭ଟା ୧୦ରେ ବ୍ରହ୍ମ ବେଳା ଶୁଭ ସମୟରେ ପୂର୍ଣ୍ଣ ବୈଦିକ ଜପ ଓ ରୀତିନୀତି ସହିତ ଖୋଲା ଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଆୟୁର୍ବେଦ ଡାକ୍ତରଙ୍କ ଦରମା ଏମବିବିଏସ ଡାକ୍ତରଙ୍କ ସହ ହେବନି ସମାନ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୭।୪ : ଆୟୁର୍ବେଦ ଡାକ୍ତରମାନେ ଏମବିବିଏସ କରିଥିବା ଡାକ୍ତରଙ୍କ ଭଳି ସମାନ କାମ କରନ୍ତି ନାହିଁ। ତେଣୁ ସେମାନେ ସମାନ ଦରମା ପାଇବାକୁ ହକଦାର ନୁହଁନ୍ତି । ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି। ସୁପ୍ରିମକୋର୍ଟ ଗୁଜରାଟ ହାଇକୋର୍ଟଙ୍କ…

ଆଣବିକ ଆକ୍ରମଣ କଲେ କିମ୍‌ଙ୍କ ସରକାରଙ୍କ ଅନ୍ତ ଘଟିବ: ବାଇଡେନଙ୍କ ଚେତାବନୀ…

ଓ୍ବାଶିଂଟନ,୨୭।୪ : କିମ ଜୋଙ୍ଗ ଉନଙ୍କ ଶାସନକୁ ଅନ୍ତ କରିବାକୁ ଦକ୍ଷିଣ କୋରିଆ ଏବଂ ଆମେରିକା ଚେତାବନୀ ଦେଇଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ ସୁକ ୟୋଲ କହିଛନ୍ତି, ଯଦି ଉତ୍ତର କୋରିଆ ଆଣବିକ ଅସ୍ତ୍ର…

ପୃଥିବୀର ଭବିଷ୍ୟତ ପାଇଁ ଭାରତ-ଆମେରିକା ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ,୨୭।୪ : ଭାରତରେ ନୂତନ ଭାବେ ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟି କହିଛନ୍ତି ପୃଥିବୀର ଭବିଷ୍ୟତ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦେଶ ଅନେକ ପ୍ରସଙ୍ଗରେ ଏକାଠି କାମ କରୁଛନ୍ତି ଏବଂ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri