ପୁଣି ତୀବ୍ର ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ
ମସ୍କୋ,୧ା୬: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ୟୁକ୍ରେନ କ୍ରମାଗତ ଭାବରେ ରୁଷିଆ ଅଞ୍ଚଳ ଉପରେ ଆକ୍ରମଣ କରୁଛି। ରୁଷିଆର ଶେବିକିନୋ ସହରରେ ୟୁକ୍ରେନ ଏକ ଏୟାର ଷ୍ଟ୍ରାଇକ୍ କରିଥିଲା। ଯେଉଁଥିରେ ରାତାରାତି ୫ ଜଣ ଆହତ…
ବାୟୁସେନା ଟ୍ରେନିଂ ବିମାନ ଦୁର୍ଘଟଣା ଗ୍ରସ୍ତ…
କାମରାଜନଗର,୧।୬ : ଭାରତୀୟ ବାୟୁସେନାର ଏକ ଟ୍ରେନିଂ ବିମାନ କାମରାଜନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନାନୁସାରେ, ବିମାନରେ ଦୁଇଜଣ ପାଇଲଟ ଥିଲେ, ଯେଉଁମାନେ ସୁରକ୍ଷିତ ଅଛନ୍ତି। ଭାରତୀୟ ବାୟୁସେନାର ଏକ କିରଣ ଟ୍ରେନିଂ ବିମାନ କର୍ନାଟକର ଚାମରାଜାନଗରର ମାକାଲି ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ…
୨ ହଜାର ଟଙ୍କିଆ ନୋଟ ବଦଳାଇବା ନୁହେଁ ଜରୁରୀ ମାମଲା: ଶୁଣାଣି ପାଇଁ ମନା କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧।୬ : ପରିଚୟ ପତ୍ର ନ ଦେଖାଇ ୨ ହଜାର ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଆବେଦନର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କୋର୍ଟର ଅବକାଶ ବେଞ୍ଚ କହିଛନ୍ତି ଏହା ଏକ ଜରୁରୀ ମାମଲା ନୁହେଁ ଯାହା…
ବିଦେଶରେ ବିଳାପ କରୁଛନ୍ତି ରାହୁଲ, ପ୍ରେମ ନୁହେଁ ଘୃଣା ଦୋକାନ ଖୋଲିବା ତାଙ୍କ ଉଦ୍ଦେଶ୍ୟ: ଭାଜପା…
ନୂଆଦିଲ୍ଲୀ,୧।୬ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ଏମପି ରବି ଶଙ୍କର ପ୍ରସାଦ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ରାହୁଲ ବିଦେଶ ଯାଇ ଦେଶର ଅନୁଷ୍ଠାନକୁ ସମ୍ମାନ କରନ୍ତି ନାହିଁ। ତାଙ୍କର ପ୍ରେମର…
ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରନ୍ତୁ କୁସ୍ତିଯୋଦ୍ଧା: ଅନୁରାଗ ଠାକୁର…
ନୂଆଦିଲ୍ଲୀ,୧।୬ : କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବିରୋଧୀ କୁସ୍ତିଯୋଦ୍ଧାମାନଙ୍କୁ ଧୈର୍ଯ୍ୟ ଧରିବାକୁ ଏବଂ ପୂର୍ବତନ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଚାଲିଥିବା ଅଭିଯୋଗର ତଦନ୍ତ ଉପରେ ବିଶ୍ୱାସ କରିବାକୁ କହିଛନ୍ତି। ସେ କହିଛନ୍ତି…
ଆସନ୍ତା ବର୍ଷଠାରୁ ଜୁନ୍ ୧ରେ ଭୋପାଳରେ ସରକାରୀ ଛୁଟି: ଶିବରାଜଙ୍କ ଘୋଷଣା…
ଭୋପାଳ,୧।୬ : ମଧ୍ୟପ୍ରଦେଶର ରାଜଧାନୀରେ ଭୋପାଳ ମିଶ୍ରଣ ତଥା ଭୋପାଳର ଗୌରବ ଦିବସ ଅବସରରେ ଭୋପାଳ ଆସନ୍ତା ବର୍ଷ ଠାରୁ ଜୁନ ୧ ତାରିଖ ଏକ ସରକାରୀ ଛୁଟିଦିନ ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ସକାଳ ୮ଟା ୧୫ରେ…
ମୋଦିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧।୬ : ଚାରି ଦିନିଆ ଗସ୍ତରେ ଭାରତରେ ପହଞ୍ଚିଥିବା ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡ ଗୁରୁବାର ଣ୍ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଉଭୟ ନେତା ପରସ୍ପରକୁ ଉତ୍ସାହର ସହିତ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ…
୩ଶହ ତଳେ ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ୪ ହଜାରରୁ କମ…
ନୂଆଦିଲ୍ଲୀ, ୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…
ମୃତଦେହକୁ ବଳାତ୍କାର କରୁଥିବା ଅପରାଧୀଙ୍କ ଦଣ୍ଡବିଧାନ ପାଇଁ ନାହିଁ କୌଣସି ଧାରା: ହାଇକୋର୍ଟ…
ବେଙ୍ଗାଲୁରୁ,୧।୬ : କର୍ନାଟକ ହାଇକୋର୍ଟ କେନ୍ଦ୍ରକୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ସଂଶୋଧନ କରିବାକୁ କିମ୍ବା ମୃତଦେହକୁ ବଳାତ୍କାର କରିବା ଅପରାଧଭୁକ୍ତ କରିବା ସହିତ ଏଥିପାଇଁ ଦଣ୍ଡ ବିଧାନ ପାଇଁ ଏକ ନୂତନ ଆଇନ ଆଣିବାକୁ କହିଛନ୍ତି। ଜଷ୍ଟିସ ବି ବିରପ୍ପା…
ଝିଅମାନଙ୍କୁ ସରକାରୀ ସ୍କୁଲରେ, ପୁଅମାନଙ୍କୁ ଇଂଲିଶ ମାଧ୍ୟମ ସ୍କୁଲରେ ଶିକ୍ଷା ଦେବାକୁ ଚାହୁଁଛନ୍ତି ଅଭିଭାବକ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରିପୋର୍ଟ…
ନୂଆଦିଲ୍ଲୀ,୧।୬ : ଦେଶର ଝିଅମାନେ ସବୁ କ୍ଷେତ୍ରରେ ଆଗୁଆ ରହିଥିବା ସ୍ଥଳେ ଆଜି ମଧ୍ୟ ସମାଜରେ ସେମାନଙ୍କୁ ଦ୍ୱିତୀୟ ସ୍ଥାନ ଦିଆଯାଉଛି। ଅଧିକାଂଶ ଲୋକ ସରକାରୀ ସ୍କୁଲରେ ଝିଅମାନଙ୍କୁ ଶିକ୍ଷା ଦେଇଥାନ୍ତି। ଅପର ପକ୍ଷରେ ଏଥି ସହିତ, ପୁଅମାନଙ୍କ ପାଇଁ ତାଙ୍କର…
ତମାଖୁ ଦ୍ରବ୍ୟରୁ ପ୍ରତିବର୍ଷ ୧.୭ ଲକ୍ଷ ଟନ ବର୍ଜ୍ୟବସ୍ତୁ, ୮୨ ହଜାର ପ୍ଲାଷ୍ଟିକ କଣିକା ପ୍ରବେଶ କରୁଛି ମାନବ ଶରୀରରେ…
ନୂଆଦିଲ୍ଲୀ,୧।୬ : ତମାଖୁ ଦ୍ରବ୍ୟରୁ ପ୍ରତିବର୍ଷ ୧.୭ ଲକ୍ଷ ଟନ ବର୍ଜ୍ୟବସ୍ତୁ ସୃଷ୍ଟି ହୋଇଥାଏ। ଏହା ଦ୍ୱାରା ୮୨ ହଜାର ପ୍ଲାଷ୍ଟିକ କଣିକା ମାନବ ଶରୀରକୁ ଯାଇଥାଏ । ତମାଖୁ ଦ୍ରବ୍ୟ ପ୍ୟାକେଜ କରିବା ପାଇଁ ଦେଶରେ ପ୍ରତିବର୍ଷ ପ୍ରାୟ ୨୨…
ଦେଶରେ ପାଞ୍ଚ କୋଟିଙ୍କୁ ଆୟୁଷ୍ମାନ ଯୋଜନାର ଲାଭ: ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୬୧,୫୦୧ କୋଟି…
ନୂଆଦିଲ୍ଲୀ,୧।୬ : ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପାଞ୍ଚ କୋଟି ଲୋକ ଆୟୁଷ୍ମାନ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି। ପ୍ରଧାନ ମନ୍ତ୍ର ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସେମାନେ ମାଗଣା ଚିକିତ୍ସା ସେବା ପାଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଏହି ଲୋକଙ୍କ…
Archives


