ଟସ୍ ଜିତିଲା ଆରସିବି, ବ୍ୟାଟିଂ ନିଷ୍ପତ୍ତି…
ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୩ର ୪୩ତମ ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଆରସିବି ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା…
ଏପ୍ରିଲରେ ଜିଏସ୍ଟି ଆଦାୟରେ ରେକର୍ଡ
ନୂଆଦିଲ୍ଲୀ,୧।୫: ଏପ୍ରିଲ ୨୦୨୩ରେ ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଦାୟରେ ଇତିହାସ ସୃଷ୍ଟି କରିଛି। ଏପ୍ରିଲରେ ଜିଏସଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ ୧.୮୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଯାହା ରେକର୍ଡ ସଂଖ୍ୟକ ଅଟେ।…
ପୋଷ୍ଟର ଲଗାଇଲେ ମୁଖ୍ୟମନ୍ତ୍ରୀ ହୁଅନ୍ତି ନାହିଁ: ଏକନାଥ ସିନ୍ଦେ
ମୁମ୍ବାଇ, ୧।୫: ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଲାଗିରହିଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏନସିପି ନେତା ଜୟନ୍ତ ପାଟିଲଙ୍କ ବୟାନରେ ତାଙ୍କୁ ଟାର୍ଗେଟ କରି କହିଛନ୍ତି, ଆମେ ଜନତାଙ୍କ ପାଇଁ କାମ କରୁଛୁ। ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ…
ନ୍ୟାୟ ପାଇବାରେ ବିଳମ୍ବ ହେଲେ ଜୀବନ ବାଜିରେ ଲଗାଇ ଦେବି: ନବଜୋତ ସିଦ୍ଧୁ
ନୂଆଦିଲ୍ଲୀ,୧।୫: ଭାରତୀୟ କୁସ୍ତି ମହାସଂଘରର ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରେସଲରମାନେ ଦୀର୍ଘ ଏକ ସପ୍ତାହ ଧରି ଧାରଣାରେ ବସିଛନ୍ତି। ତେବେ ସେମାନଙ୍କୁ ସମର୍ଥନ ଦେବା ପାଇଁ ବହୁ ବଡ ବଡ ନେତା ଧାରଣାସ୍ଥଳରେ ପହଞ୍ଚିଛନ୍ତି।…
‘ଅପରେଶନ କାବେରୀ’ ଅଧୀନରେ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସାହାର୍ଯ୍ୟ କରିବ ସ୍ପାଇସଜେଟ
ନୂଆଦିଲ୍ଲୀ,୧।୫: ‘ଅପରେଶନ କାବେରୀ’ ଅଧୀନରେ ଭାରତୀୟମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସ୍ପାଇସଜେଟ ଏହାର ସ୍ବତନ୍ତ୍ର ବିମାନ ଚଳାଇବ। ସୋମବାର କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏୟାରଲାଇନ ‘ଅପରେଶନ କାବେରୀ’ ଅଧୀନରେ ଏପ୍ରିଲ ୩୦ରେ ଜେଡ୍ଡାରୁ କୋଚି ପର୍ଯ୍ୟନ୍ତ ଏକ…
୪୩ ତମ ମ୍ୟାଚରେ ଏଲଏସଜି-ଆରସିବି ଲଢ଼େଇ…
ଲକ୍ଷ୍ନୌ,୧।୫ : ଆଇପିଏଲ ୨୦୨୩ର ୪୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମଧ୍ୟରେ ଲଢ଼େଇ ହେବ। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ସନ୍ଧ୍ୟା ସାଢ଼େ ୭ଟାରେ ଅନୁଷ୍ଠିତ ହେବ।…
ବିଦ୍ୟୁତ ସରବରାହ ବନ୍ଦ: ୪୦ ବିମାନର ଉଡାଣ ବାତିଲ…
ମାନିଲା,୧।୫ : ସୋମବାର ମାନିଲା ବିମାନବନ୍ଦରର ଟର୍ମିନାଲ ୩ ରେ ହଠାତ ବିଦ୍ୟୁତ ସରବରାହ ବନ୍ଦ ହେବା ଯୋଗୁ ୪୦ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ବିମାନବନ୍ଦରରେ ଉପସ୍ଥିତ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବିଦ୍ୟୁତ ସରବରାହ ବନ୍ଦ ହେବାର କାରଣ…
କର୍ନାଟକ ବିଧାନସଭା ନିର୍ବାଚନ: ଭାଜପା ଜାରି କଲା ଇସ୍ତାହାର: ବିପିଏଲ ପରିବାର ପାଇଁ ୫ କିଲୋଗ୍ରାମ ଚାଉଳ-ଗହମ, ଅଧ ଲିଟର ନନ୍ଦିନୀ କ୍ଷୀର…
ବେଙ୍ଗାଲୁରୁ,୧।୫ : କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି। ବେଙ୍ଗାଲୁରୁରେ ଥିବା ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଜେ.ପି. ନଡ୍ଡା ଏହି ସମୟରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଏବଂ ଭାଜପାର ବରିଷ୍ଠ ନେତା ବି.ଏସ ୟେଦୁରପ୍ପା ଉପସ୍ଥିତ…
ବିବାହ ରଦ୍ଦ କରିବାର ଅଧିକାର ସୁପ୍ରିମ୍କୋର୍ଟଙ୍କର ରହିଛି …
ନୂଆଦିଲ୍ଲୀ,୧।୫ : ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିିନ୍ତି, ବିବାହକୁ ରଦ୍ଦ ବୋଲି ଘୋଷଣା କରିବାର ସର୍ବୋଚ୍ଚ ନ୍ୟାୟାଳୟର ଅଧିକାର ରହିଛି। ଯଦି ବିବାହକୁ ଜାରି ରଖିବା ଅସମ୍ଭବ ତେବେ ସୁପ୍ରିମକୋର୍ଟ ତାଙ୍କ ତରଫରୁ ଛାଡପତ୍ର ପାଇଁ ନିର୍ଦ୍ଦେଶ…
ମହିଳା କୁସ୍ତି ଯୋଦ୍ଧାଙ୍କ ମନର କଥା ଶୁଣନ୍ତୁ ପ୍ରଧାନମନ୍ତ୍ରୀ: ସିବଲ…
ନୂଆଦିଲ୍ଲୀ,୧।୫ : ରାଜ୍ୟସଭା ଏମବି କପିଲ ସିବଲ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ନେଇ କଟାକ୍ଷ କରିଛନ୍ତି। ସିବଲ କହିଛନ୍ତି ,ପ୍ରଧାନମନ୍ତ୍ରୀ ମଧ୍ୟ ଜନ୍ତର ମନ୍ତରକୁ ଯାଇ ମହିଳା କୁସ୍ତିଯୋଦ୍ଧାଙ୍କ ମନର କଥା ଶୁଣନ୍ତୁ ।…
ମିଶନାରୀ ଦ୍ୱାରା ଖ୍ରୀଷ୍ଟିଆନ ଧର୍ମ ପ୍ରସାର କରାଯିବା ବେଆଇନ ନୁହେଁ: ସୁପ୍ରିମକୋର୍ଟରେ ଷ୍ଟାଲିନ ସରକାରଙ୍କ ଜବାବ…
ନୂଆଦିଲ୍ଲୀ,୧।୫ : ସୁପ୍ରିମକୋର୍ଟରେ ଜାରି କରାଯାଇଥିବା ଧର୍ମ ପରିବର୍ତ୍ତନ ବିରୋଧୀ ଆଇନ ସମ୍ପର୍କରେ ବିତର୍କରେ ତାମିଲନାଡୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ସରକାର କହିଛନ୍ତି, ମିଶନାରୀ ଦ୍ୱାରା ଖ୍ରୀଷ୍ଟିଆନ ଧର୍ମ ବିସ୍ତାର କରିବାରେ କୌଣସି ବେଆଇନ…
‘ଦେଶ ନିର୍ମାଣରେ ଶ୍ରମିକମାନଙ୍କ କଠିନ ପରିଶ୍ରମ ଅତୁଳନୀୟ’
ଭୁବନେଶ୍ୱର,୧ା୫(ବ୍ୟୁରୋ): ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଶ୍ରମିକ ଭଉଣୀଭାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରମିକ ଦିବସ ଅବସରରେ ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଦେଶ…
Archives


