Home Middle

‘ଟାଇଟାନ’ ବୁଡ଼ିବା ଘଟଣା: ୫ ମୃତ

ବୋଷ୍ଟନ,୨୩ା୬: ଉତ୍ତର ଆଟ୍‌ଲାଣ୍ଟିକରେ ନିଖୋଜ ହୋଇଯାଇଥିବା ଏକ ବୁଡ଼ା ଜାହାଜରେ ଥିବା ସମସ୍ତ ୫ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ସର୍ଚ୍ଚ ଅପରେଶନ ସମୟରେ ଟାଇଟାନିକ ଜାହାଜ ନିକଟରେ ନିଖୋଜ ବୁଡ଼ାଜାହାଜର ଭଗ୍ନାବଶେଷ ଦେଖିବାକୁ ମିଳିଥିଲା। ଆମେରିକାର କୋଷ୍ଟଗାର୍ଡ ଏହି ସୂଚନା…

ବିରୋଧୀ ମଞ୍ଚ ପ୍ରସ୍ତୁତ

ପାଟନା/ନୂଆଦିଲ୍ଲୀ,୨୩ା୬ (ପ୍ରସ୍ତୁତିି: ଦୁର୍ଯ୍ୟୋଧନ ମିଶ୍ର): ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଓ ୨୦୧୯ରେ ଲଗାତର ଦୁଇଥର ଭାଜପା ପାଇଁ ଅଭୂତପୂର୍ବ ସଫଳତା ଆଣିଦେଇ ନିରଙ୍କୁଶ କ୍ଷମତା ଉପଭୋଗ କରୁଛନ୍ତି। ମୋଦିଙ୍କ ଲୋକପ୍ରିୟତା ଆଗରେ ବିରୋଧୀଙ୍କ ଅଧିକାଂଶ…

ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କଲେ ବାଇଡେନ

ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ଏହି ସମୟରେ ପିଏମ ମୋଦିଙ୍କୁ ହ୍ବାଇଟ ହାଉସରେ ସ୍ବରଗତ କରାଯାଇଥିଲା। ବାଇଡେନଙ୍କ ବ୍ୟତୀତ ଉପରାଷ୍ଟ୍ରପତି କମଳା ହାରିସ, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ବହୁ…

ଲାଲୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ମମତା

ପାଟନା,୨୨।୬: ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ବିରୋଧୀ ଦଳର ଏକ ବୈଠକ ହେବାକୁ ଯାଉଛି। ଅନେକ ଦଳର ନେତା ଏହି ବୈଠକରେ ସାମିଲ ହେବେ। ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମସି ନେତା ଅଭିଷେକ ବାନାର୍ଜୀ…

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର,୨୨।୬(ଅନିଲ ଦାସ): ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ମାଲକାନଗିରି, କୋରାପୁଟ, ଗଜପତି ଜିଲାକୁ ମୌସୁମୀ ଛୁଇଁଥିବା ବେଳେ ଆଗାମୀ ୨…

ବିଶ୍ୱରେ ବଢୁଛି ମୋଦିଙ୍କ ଲୋକପ୍ରିୟତା, କାରଣ ଜାଣିଲେ…

ନ୍ୟୁୟର୍କ/ନୂଆଦିଲ୍ଲୀ,୨୨ା୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର୍‌ରେ ୮୯.୫ ମିଲିୟନ ଫଲୋଅର୍ସଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା। କିନ୍ତୁ ଆପଣ ଲୋକପ୍ରିୟତାର ରହସ୍ୟ ଜାଣନ୍ତି…

ସ୍ପେଶ ମିଶନ: ଏକାଠି ହେବେ ଭାରତ-ଆମେରିକା

ଓ୍ବାଶିଂଟନ,୨୨।୬: ଭାରତ-ଆମେରିକା ୨୦୨୪ପାଇଁ ମିଳିତ ମହାକାଶଚାରୀ ମିଶନ ଘୋଷଣା କରିଛନ୍ତି॥ ହ୍ବାଇଟ ହାଉସ ପକ୍ଷରୁ ଗୁରୁବାର କୁହାଯାଇଛିି ଯେ ଭାରତ ଆର୍ଟେମିସ ଚୁକ୍ତିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି ଏବଂ ଆମେରିକାର ସ୍ପେସ ଏଜେନ୍ସି ନାସା (ନାସା) ଏବଂ ଭାରତୀୟ ମହାକାଶ ଅନୁସନ୍ଧାନ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ମଧ୍ୟରେ ୨୦୨୪ ମିଳିତ ମହାକାଶଚାରୀ ମିଶନର ଘୋଷଣା

ଓ୍ବାଶିଂଟନ,୨୨।୬: ଭାରତ-ଆମେରିକା ୨୦୨୪ ପାଇଁ ମିଳିତ ମହାକାଶଚାରୀ ମିଶନ ଘୋଷଣା କରିଛି। ହ୍ବାଇଟ ହାଉସ ଗୁରୁବାର କହିଛି ଯେ ଆର୍ଟେମିସ ଚୁକ୍ତିରେ ଯୋଗଦେବାକୁ ଭାରତ ନିଷ୍ପତ୍ତି ନେଇଛି ଏବଂ ଆମେରିକାର ସ୍ପେସ ଏଜେନ୍ସି (ନାସା) ଏବଂ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ…

ସାମରିକ ସୁରକ୍ଷାରେ ଐତିହାସିକ ନିଷ୍ପତ୍ତି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଗୁରୁବାର ମୋଦି ଏବଂ ଜେନେରାଲ ଇଲେକ୍ଟ୍ରିକ ଚେୟାରମ୍ୟାନ ଏଚ୍‌ ଲରେନ୍ସ କୁଲପ ଜୁନିୟରଙ୍କ ବୈଠକ ପରେ ଜେଟ୍‌ ଇଞ୍ଜିନ ସମ୍ବନ୍ଧରେ ଏକ ଐତିହାସିକ ଚୁକ୍ତି ଘୋଷଣା କରାଯାଇଛି। ଆମେରିକୀୟ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ କରିବ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଆମେରିକାର କମ୍ପାନୀ ଜିଇ ଏରୋସ୍ପେସ ଭାରତରେ ଯୁଦ୍ଧ ବିମାନ ଇଞ୍ଜିନର ମିଳିତ ଉତ୍ପାଦନ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ((ହଲ) ଲିମିଟେଡ ସହିତ ଚୁକ୍ତିନାମା ସ୍ବାକ୍ଷର କରିଛି। ଏହାପୂର୍ବରୁ ହ୍ବାଇଟ ହାଉସ କହିଥିଲା, ଏଠାରେ…

ବାହାନଗା ହାଇସ୍କୁଲ ୫-ଟି ଉପକ୍ରମରେ ହେବ ପୁନଃନିର୍ମାଣ

ଭୁବନେଶ୍ୱର,୨୨ା୬(ସୁନିତ୍‌ ମିଶ୍ର): ବାଲେଶ୍ୱର ଜିଲାର ବାହାନଗା ହାଇସ୍କୁଲର ୫-ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ସୂଚନାଯୋଗ୍ୟ, ଗତ…

ପ୍ରତିରକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ନୂଆ ମାଇଲଖୁଣ୍ଡ ସ୍ଥାପନ କରିବ କି ମୋଦିଙ୍କ ଆମେରିକା ଗସ୍ତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ତେବେ ମୋଦିଙ୍କ ଗସ୍ତକୁ ଭାରତ ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କୁହାଯାଉଛି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂଆ ଦିଗ ଦେଖାଇବ ବୋଲି ଆଲୋଚନା କରାଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?