୨୦୨୪ ନିର୍ବାଚନରେ ଏସପି ସମସ୍ତ ୮୦ ଆସନ ଜିତିବ: ଅଖିଳେଶ…
ଲକ୍ଷ୍ନୌ,୧୧।୬ : ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ୨୦୨୪ ଲୋକସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ବିରୋଧୀ ଏକତା ଉଦ୍ୟମ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି। ୟୁପିରେ ଥିବା ୮୦ ଟି…
ନାମାଙ୍କନ ପତ୍ର ଦାଖଲର ହେବ ଭିଡିଓ ରେକର୍ଡିଂ, ମମତା କାହିଁକି ଚୁପ ପଚାରିଲା କଂଗ୍ରେସ…
କୋଲକାତା,୧୧।୬ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ବେଳେ ହିଂସା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ରାଜ୍ୟ ନିର୍ବାଚନ କମିଶନର ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟାର ଭିଡିଓଗ୍ରାଫି ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଆଧୀର…
ଗୋଟିଏ ଦିନ ବିବାହରେ ସ୍ବାମୀଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିବା ଏକ ଭୁଲ: ହାଇକୋର୍ଟ…
ବେଙ୍ଗାଲୁରୁ,୧୧।୬ : ଆଇନଗତ ପ୍ରକ୍ରିୟାର ଅପବ୍ୟବହାରର ଏକ ଉଦାହରଣ ଭାବରେ କର୍ନାଟକ ହାଇକୋର୍ଟ ଗୋଟିଏ ଦିନର ବିବାହରେ ସ୍ବମୀଙ୍କ ଦ୍ୱାରା ବଳାତ୍କାର ଅଭିଯୋଗ ଏବଂ ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ଜଣେ ମହିଳାଙ୍କ ବିଚାର ଉପରେ ରୋକ ଲଗାଇଛନ୍ତି। ଏହି…
ଖାଇବର ପସ୍ତୁନଖ୍ବା-ପଞ୍ଜାବରେ ପ୍ରବଳ ବର୍ଷା, ୨୮ ମୃତ, ୧୪୦ରୁ ଅଧିକ ଆହତ…
ଇସଲାମାବାଦ,୧୧।୬ : ପାକିସ୍ତାନର ଖାଇବର ପସ୍ତୁନଖ୍ବା ଏବଂ ପଞ୍ଜାବ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ୨୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୦ ରୁ ଅଧିକ ଆହତ ହୋଇଛନ୍ତି। ବର୍ଷା ଯୋଗୁ ଅନେକ ଘର ନଷ୍ଟ ହୋଇଯାଇଛି। ବହୁ ଗଛ ଉପୁଡ଼ି…
ବୋଝ ଉପରେ ନଳିତା ବିଡ଼ା: ବାଂଲାଦେଶରେ ଆର୍ଥିକ ସଙ୍କଟ ସହିତ ବିଦ୍ୟୁତ କାଟ୍, ଗରମରେ ଲୋକେ ଛଟପଛ…
ଢାକା,୧୧।୬ : ବାଂଲାଦେଶରେ ଗୋଟିଏ ପରେ ଗୋଟିଏ ସମସ୍ୟା ବୋଝ ଉପରେ ନଳିତା ବିଡ଼ା ପରି ଲଦି ହେବାରେ ଲାଗିଛି। ଆର୍ଥିକ ସଙ୍କଟ ଦେଇ ଜତି କରୁଥିବା ଦେଶରେ ଏବେ ବିଦ୍ୟୁତ ଶକ୍ତିର ଅଭାବ ଦେଖାଦେଇଛି। ଫଳରେ ଖରାଦିନେ ଦେଶରେ ମାତ୍ରାଧିକ…
ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ନେଲା ଭୟଙ୍କର ରୂପ,୧୫ ଜୁନ୍ ଅପରାହ୍ନରେ ସୌରାଷ୍ଟ୍ର-କଚ୍ଛ ଉପକୂଳ ଦେଇ ଗତି କରିବ…
ନୂଆଦିଲ୍ଲୀ,୧୧।୬ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ଝଡ ବିପର୍ଯ୍ୟୟ ଭୟଙ୍କର ରୂପ ନେଇଛି। ପାଣିପାଗ ବିଭାଗ ଅନୁଯାୟୀ, ରବିବାର ସକାଳେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହୋଇଛି। ଗୁଜରାଟର ପୋରବନ୍ଦର ଠାରୁ ୪୮୦ କିଲୋମିଟର, ଦ୍ୱାରକା ଠାରୁ…
ଏଲନ୍ ମସ୍କଙ୍କ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ସବୁଠୁ କମ୍ ବୟସ୍କ ଇଞ୍ଜିନିୟର
ଓ୍ବାଶିଂଟନ,୧୧ା୬: ଏଲନ ମସ୍କଙ୍କ କମ୍ପାନୀ ‘ସ୍ପେସ୍ଏକ୍ସ’ ଜଣେ ୧୪ ବର୍ଷୀୟ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛି। ଯିଏ କମ୍ପାନୀର ‘ଟେକ୍ନିକାଲ ଚ୍ୟାଲେଞ୍ଜିଂ’ ଏବଂ ‘ଫନ୍’ ଇଣ୍ଟରଭ୍ୟୁରେ ପାସ୍ କରିଛନ୍ତି। ‘ସ୍ପେସ୍ଏକ୍ସ’ ଦ୍ୱାରା ନିଯୁକ୍ତି ପାଇଥିବା ସବୁଠୁ କମ୍ ବୟସ୍କ ଇଞ୍ଜିନିୟରଙ୍କ ନାମ…
ସମଲିଙ୍ଗୀ ପ୍ରାଇଡ୍ ପରେଡକୁ ନେଇ ଆମେରିକାରେ ତେଜିଲା ବିବାଦ
ଓ୍ବାଶିଂଟନ୍,୧୧।୬: ଆମେରିକାରେ ସମଲିଙ୍ଗୀ ପ୍ରାଇଡ୍ ପରେଡକୁ ନେଇ ରାଜନୀତି ସରଗରମ ରହିଛି। ଆମେରିକାରେ ଚଳିତ ମାସରେ ସେମାନଙ୍କର ପ୍ରାଇଡ୍ ପରେଡକୁ ବାତିଲ କରି ଦିଆଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରୁ ବୟାନବାଜି ଜାରି ରହିବା ସହ ପରେଡ ବନ୍ଦ ପାଇଁ ଧମକ…
ଧରାପଡିଲା ତାଲିବାନର ଚାଲାକି, ଭାରତକୁ ଯୋଡୁଥିବା ଗ୍ୟାସ ପାଇପ ଲାଇନ ଉପରେ ନିୟନ୍ତ୍ରଣ କରିବାକୁ ଚାହୁଁଛି ହକ୍କାନି ଗ୍ରୁପ
ନ୍ୟୁୟର୍କ,୧୧।୬: ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନର ତାଲିବାନ ଦ୍ୱାରା ନିଯୁକ୍ତ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ଅନେକ ଅର୍ଥନୈତିକ ପ୍ରକଳ୍ପକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟତଃ ତୁର୍କମେନିସ୍ତାନ-ଆଫଗାନିସ୍ତାନ-ପାକିସ୍ଥାନ-ଭାରତ (TAPI) ଗ୍ୟାସ ପାଇପଲାଇନର ଆଫଗାନିସ୍ତାନ ବିଭାଗ ନିର୍ମାାଣକୁ ନିୟନ୍ତ୍ରଣ…
ଉଷ୍ମ ହେଲା ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ନେଇ ବାହାରିଥିବା ମେଢ ପ୍ରସଙ୍ଗ, କାନାଡା ମେୟର କହିଲେ ଏହା କୌଣସି ଅପରାଧ ନୁହେଁ
ଟରଣ୍ଟୋ,୧୧।୬: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ନେଇ କାନାଡାରେ ବାହାରିଥିବା ମେଢକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ଦୃଷ୍ଟିରେ ରଖି କାନାଡାର ଆଇନ ପ୍ରଣୟନକାରୀ ସଂସ୍ଥା କହିଛି ଯେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାର ମେଢ ବାହାର…
କ୍ୟୁବା ସହିତ ଚାଇନାର ଗୁପ୍ତ ଚୁକ୍ତି, ଆମେରିକା ବିରୋଧରେ ଚଳାଇଛି ଗୁପ୍ତ କାର୍ଯ୍ୟ
ଓ୍ବାଶିଂଟନ,୧୧ା୬: ଚାଇନା ନାକ ତଳେ ଆମେରିକା ଉପରେ ଗୁପ୍ତଚର କରୁଛି କି? ଏଭଳି ପ୍ରଶ୍ନ ବାଇଡେନ ପ୍ରଶାସନର ଜଣେ ଅଧିକାରୀ କରିଛନ୍ତି। ସେ କହିଛନ୍ତି, ଚାଇନା କ୍ୟୁବାରେ ଏକ ଗୁପ୍ତଚର କାର୍ଯ୍ୟ କରୁଛି ଏବଂ ୨୦୧୯ ଏହାର ଗୁପ୍ତଚର ଆଧାରକୁ ନବୀକରଣ…
ଇସାଇଙ୍କ ସବୁଠାରୁ ବଡ ଦେଶରେ ପ୍ରଥମଥର ହେବ ହିନ୍ଦୁ-ଆମେରିକୀୟ ଶିଖର ସମ୍ମିଳନୀ, ‘ହିନ୍ଦୁ ଫୋବିୟା’ ଉପରେ ହେବ ଆଲୋଚନା
ଓ୍ବାଶିଂଟନ,୧୧।୬: ବୃହତ୍ତମ ଖ୍ରୀଷ୍ଟିଆନ ଦେଶ ବା ଇସାଇଙ୍କ ସବୁଠାରୁ ବଡ ଦେଶ ଆମେରିକା ଜୁନ ୧୪ରେ ପ୍ରଥମ ଥର ପାଇଁ ହିନ୍ଦୁ-ଆମେରିକୀୟ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ସେଠାରେ ନିକଟରେ ଗଠିତ ’ଆମେରିକୀୟ ହିନ୍ଦୁ’ ରାଜନୈତିକ କ୍ରିୟାନୁଷ୍ଠାନ କମିଟି ଏହି…
Archives


