ଯୁଦ୍ଧଜାହାଜରୁ ବ୍ରହ୍ମୋସ୍ ମିଶାଇଲ ପରୀକ୍ଷା
ନୂଆଦିଲ୍ଲୀ, ୧୫।୫: ନୌସେନାର ଫ୍ରଣ୍ଟଲାଇନ୍ ଗାଇଡେଡ୍ ମିଶାଇଲ ଡେଷ୍ଟ୍ରୋୟର ଆଇଏନ୍ଏସ୍ ମୋର୍ମୁଗାଓରୁ ବ୍ରହ୍ମୋସ୍ ସୁରପସୋନିକ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି। ଜାହାଜ ଏବଂ ଅସ୍ତ୍ର ଦୁଇଟିଯାକ ଭାରତରେ ନିର୍ମାଣ କରାଯାଇଥିବାବେଳେ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ଏହା ଆଉ ଏକ ସଫଳତା।…
ଦେଶରେ ଶୀଘ୍ର ଲାଗୁ ହେବ ୟୁସିସି: ବିଶ୍ୱଶର୍ମା
ହାଇଦ୍ରାବାଦ,୧୫ା୫: ଭାରତରେ ଶୀଘ୍ର ସମାନ ଦଓ୍ବୋନୀ ସଂହିତା (ୟୁସିସି) ଲାଗୁ ହେବ। ଏଥିସହ ବହୁ ବିବାହ ପ୍ରଥା ମଧ୍ୟ ଉଚ୍ଛେଦ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରବିବାର ସୂଚନା ଦେଇଛନ୍ତି। ତେଲଙ୍ଗାନା ଭାଜପା ସଭାପତି ତଥା ଲୋକ ସଭା…
ବିଷାକ୍ତ ମଦ ପିଇ ୧୦ ମୃତ
ଭିଲୁପୁରମ୍, ୧୫।୫: ତାମିଲନାଡ଼ୁ ମାରାକାନମସ୍ଥିତ ଇକିୟାର୍କୁପ୍ପାମ ଓ ଚେଙ୍ଗେଲପେଟ୍ରେ ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ୩୩ରୁ ଊଦ୍ଧର୍ବ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ୪ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା…
ମୁଖ୍ୟମନ୍ତ୍ରୀ ବଛା ଚାଲିଛି, ୧୮ରେ ଶପଥ
ବେଙ୍ଗାଲୁରୁ,୧୫ା୫: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ନିଷ୍ପତ୍ତି ନେବେ। ନୂଆ ନେତା ଚୟନ ପାଇଁ ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ବସିଥିବା କଂଗ୍ରେସ ବିଧାୟକ ଦଳ (ସିଏଲ୍ପି) ବୈଠକ ଏଥିପାଇଁ ସର୍ବସମ୍ମତିକ୍ରମେ ଖାର୍ଗେଙ୍କୁ…
ଆଜି ବିଧାୟିକା ଭାବେ ଶପଥ ନେବେ ଦୀପାଳି
ଭୁବନେଶ୍ବର,୧୫ା୫(ବ୍ୟୁରୋ): ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ରବିବାର ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି। ଝାରସୁଗୁଡ଼ା ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବାକୁ ଦୀପାଳିଙ୍କୁ ନବୀନ…
ତୃତୀୟ ସାମ୍ମୁଖ୍ୟ ‘ଯିବେ ନ ଯିବେ’
ଭୁବନେଶ୍ବର, ୧୫ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଦାପି ନିଜ ଆଭିମୁଖ୍ୟ ବଦଳାଇବେ ନାହିଁ। ମନ୍ମଥ ନାଥ ଦାସଙ୍କ ଭଳି ଜଣେ ବିଶିଷ୍ଟ ଐତିହାସିକଙ୍କୁ ରାଜ୍ୟ ସଭା ନିର୍ବାଚନରେ ବିଜେଡି ସମର୍ଥନ କରି ନ ଥିଲା। ହେଲେ ନିକଟରେ ଭାଜପା ରାଜ୍ୟ ସଭା…
ଆଜିଠାରୁ ଦୁବାଇକୁ ସିଧାସଳଖ ବିମାନ ଯାତ୍ରା
ଭୁବନେଶ୍ୱର, ୧୫।୫(ବ୍ୟୁରୋ): ସୋମବାରଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସନ୍ଧ୍ୟା ୬ଟା ୪୫ରେ ଭୁବନେଶ୍ୱରରୁ ପ୍ରଥମ ବିମାନ ଦୁବାଇ ଅଭିମୁଖେ ଉଡ଼ାଣ ଭରିବ। ୧୮୦…
ଭୋକରେ ରହି ଯୀଶୁଙ୍କୁ ଭେଟିବା ପାଇଁ ଜୀବନ ଦେଇଥିଲେ ୨୦୧ ଲୋକ, ୬୦୦ ଏବେ ବି ନିଖୋଜ…
ନାଇରୋବି,୧୫।୫ : କେନିଆରେ ଲୋକମାନେ ଯୀଶୁଙ୍କୁ ଭେଟିବା ପାଇଁ ନିଜ ଜୀବନ ଦେଇଛନ୍ତି। ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ଶନିବାର ଶାଖୋଲା ଜଙ୍ଗଲରେ ଆଉ ୨୨ ଟି ମୃତଦେହ ମିଳିଥିଲା। ଏପର୍ଯ୍ୟନ୍ତ ୨୦୧ ଟି ମୃତଦେହ ମିଳିଛି। ୬୦୦ ଲୋକ ନିଖୋଜ…
ଆଜିଠୁ ହିଟ୍ ଓ୍ବେଭ୍
ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ ପୁଣି ତାପମାତ୍ରା ବଢ଼ି ଚାଲିଛି। ରବିବାର ୧୪ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ସଞ୍ଜୀବ ଦ୍ୱିବେଦୀଙ୍କ ସୂଚନାରେ, ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ବଲାଙ୍ଗୀରରେ…
ଚେନ୍ନାଇକୁ ହରାଇ କୋଲକାତାର ଷଷ୍ଠ ବିଜୟ
ଚେନ୍ନାଇ,୧୪ା୫: ଚେନ୍ନାଇର ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲ୍ର ୬୧ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୬ ଉଇକେଟରେ ବିଜୟୀ ହୋଇଛି। ଏହି ବିଜୟ ସହ କୋଲକାତା ୬ଟି ମ୍ୟାଚ୍ରେ ବିଜୟୀ ହୋଇ ୧୨ ପଏଣ୍ଟ ପାଇଛି। ଅଧିନାୟକ ମହେନ୍ଦ୍ର…
ରୁଷିଆ-ଚାଇନାର ନୋ ଲିମିଟ୍ ଚୁକ୍ତି ପୃଥିବୀ ପାଇଁ ଆଣିବ ବିପଦ: ଜାପାନ…
ମସ୍କୋ/ବେଜିଂ,୧୪।୫ : ୟୁକ୍ରେନରେ ଚାଲିଥିବା ମହାଯୁଦ୍ଧ ସମୟରେ ରୁଷିଆ ଏବଂ ଚାଇନା ପରସ୍ପରର ଅତି ନିକଟତର ହୋଇଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ଯଥେଷ୍ଟ ବୃଦ୍ଧି ପାଇଛି। ଏହି କାରଣରୁ କେବଳ ୟୁରୋପ ନୁହେଁ…
ଆତ୍ମନିର୍ଭର ଭାରତ: ଦେଶରେ ନିର୍ମିତ ହେବ ୯୨୮ ପ୍ରତିରକ୍ଷା ଉତ୍ପାଦ, ସଞ୍ଚୟ ହେବ ୭୧୫ କୋଟି…
ନୂଆଦିଲ୍ଲୀ,୧୪।୫ : ଆତ୍ମନିର୍ଭର ଭାରତ ଅନ୍ତର୍ଗତ ପ୍ରତିରକ୍ଷା ମନ୍ତ୍ରଣାଳୟ ୯୨୮ ଉତ୍ପାଦ ତାଲିକା ଜାରି କରିଛି। ଏସବୁ ପ୍ରତିରକ୍ଷା ଉତ୍ପାଦ ଭାରତରେ ନିର୍ମିତ ହେବ। ଏହାଦ୍ୱାରା ଦେଶର ୭୧୫ କୋଟି ଟଙ୍କା ସଞ୍ଚୟ ହେବ। ଆଗାମୀ ୫ ଅବା ସାଢ଼େ ୫…
Archives


