Home Middle

ଧୋନୀଙ୍କୁ ଅଟୋଗ୍ରାଫ୍‌ ମାଗିଲେ ଗାଭାସ୍କର, ଟି-ଶର୍ଟରେ ଲେଖିଲେ ମାହୀ

ନୂଆଦିଲ୍ଲୀ,୧୫ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଶେଷ ମ୍ୟାଚ୍‌ରେ ରବିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୬ ଓ୍ବିକେଟରେ ପରାସ୍ତ କରିଛି। ଚେପକ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସର ଶେଷ ଲିଗ୍‌ ମ୍ୟାଚ୍‌ ପରେ ମହେନ୍ଦ୍ର…

ଆଇପିଏଲକୁ ଗୁଡବାଏ କହିବେନି ଧୋନି !…

କୋଲକାତା,୧୫।୫ : ଆଇପିଏଲ ୨୦୨୩ ଏହାର ଶେଷ ହେବାକୁ ଯାଉଛି । ଟୁର୍ନାମେଣ୍ଟରେ କେବଳ ୯ ଟି ଲିଗ ମ୍ୟାଚ ବାକି ଅଛି । ଏହା ପରେ ଚାରିଟି ଦଳ ଫାଇନାଲ ପାଇଁ ଲଢ଼ିବେ। ଏହି ସମୟରେ ଚେନ୍ନାଇ ସୁପର କିଙ୍ଗ୍ସର…

ନିର୍ମାଣ ହେବ ଲବକୁଶ ମନ୍ଦିର: ଶିବରାଜଙ୍କ ଘୋଷଣା…

ଭୋପାଳ,୧୫।୫ : ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ କର୍ନାଟକ ନିର୍ବାଚନର ଫଳାଫଳ ବିଜେପିକୁ ସତର୍କ କରାଇ ଦେଇଛି।ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୁଶୱା ଏବଂ ଜଟ ସମ୍ପ୍ରଦାୟର କଲ୍ୟାଣ ପାଇଁ ଅନେକ ବଡ଼…

ଭାରତ ମହାସାଗର-ଆଫ୍ରିକା ଉପକୂଳ ଉପରେ ଚାଇନାର ନଜର…

ବେଜିଂ,୧୫।୫ : ସମ୍ମିଳିତ ଐତିହାସିକ ଅଧିକାର ଆଧାରରେ ଦକ୍ଷିଣ ଚାଇନା ସାଗରକୁ ସୁରକ୍ଷିତ କରିବା ପରେ ଚାଇନ ବର୍ତ୍ତମାନ ଭାରତର ମହାସାଗରରେ ଆଟଲାଣ୍ଟିକ ମହାସାଗରରେ ଆଫ୍ରିକାର ପଶ୍ଚିମ ଉପକୂଳରେ ଦେଇ ଦକ୍ଷିଣ ଆମେରିକାରେ ପ୍ରବେଶ କରିବାର ଯୋଜନା କରୁଛି। ତଥାକଥିତ ସଫ୍ଟ…

୮ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୫।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ମଲ୍ଲିକାର୍ଜୁନଙ୍କ ଉପରେ ୧୦୦ କୋଟିର ମାନହାନୀ ମାମଲା

ନୂଆଦିଲ୍ଲୀ,୧୫।୫: ବଜରଙ୍ଗ ଦଳକୁ ନେଇ ଦେଇଥିବା ବୟାନ ଆଧାରରେ ଏବେ ଅଡୁଆରେ ଫସିବାକୁ ଯାଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ଖାର୍ଗେଙ୍କୁ ବଜରଙ୍ଗ ଦଳକୁ ମାନହାନୀ ମାମଲାରେ ସମନ ଜାରି କରାଯାଇଛି। ସଙ୍ଗରୁରର ଜିଲା ଅଦାଲତର ସିଭଲ ଜଜ(ସିନିୟର ଡିଭିଜନ) ରମନଦୀପ…

ବେଆଇନ ଶିନ୍ଦେ ସରକାରଙ୍କ ଆଦେଶ ମାନୁଥିବା ଅଧିକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସଞ୍ଜୟ ରାଉତ…

ମୁମ୍ବାଇ,୧୫।୫ : ଶିବସେନା (ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରରେ ବର୍ତ୍ତମାନର ସରକାର ବେଆଇନ ଏବଂ ଆସନ୍ତା ଦିନରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କ ନିର୍ଦ୍ଦେଶ ପାଳନ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଞ୍ଜୟ ରାଉତଙ୍କ…

କମ ହେଇଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ଥିବା ଚାଇନା ଆରମ୍ଭ କରିବ ଏକ ବିଶେଷ ପ୍ରୋଜେକ୍ଟ, ପୁରୁଣା ପ୍ରଥା ଉପରେ ଲାଗିବ ଅଙ୍କୁଶ

ବେଜିଂ,୧୫।୫: ଚାଇନାରେ ଏବେ ଦ୍ରୁତ ଗତିରେ ଜନସଂଖ୍ୟା ହ୍ରାସ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ଚାଇନା। ଜନସଂଖ୍ୟା ବୃଦ୍ଧି କରିବାକୁ ଚାଇନା ଏବେ ଯୁବବର୍ଗଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ୨୦ ରୁ ଅଧିକ ସହରରେ…

‘ମୁଁ ଏକେଲା ଅନୁଭବ କରୁଛି, ମୋ ସହ କାହାକୁ…’, ଜେଲରଙ୍କୁ ଚିଠି ଲେଖିଲେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୧୫।୫: ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ବନ୍ଦ ଥିବା ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପୁଣିଥରେ ଚର୍ଚ୍ଚାକୁ ଆସିଯାଇଛନ୍ତି। ଏଥର ସେ ଭିଡିଓ ଭାଇରାଲ କାରଣରୁ ନୁହେଁ, ବରଂ ଜେଲ ଅଧିକ୍ଷକଙ୍କୁ ସେଲରେ କଏଦୀଙ୍କ ସଂଖ୍ୟା ବଢାଇବାକୁ…

ଶପଥ ନେଲେ ଦୀପାଳି

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ଲାଭ କରିଥିବା ଦୀପାଳି ଦାସ ସୋମବାର ପୂର୍ବାହ୍ନରେ ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି। ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ତାଙ୍କ ମା’ ଏବଂ ଭାଇଙ୍କ ସହ ଆସି…

ଆଇପିଏଲ ୨୦୨୩ର ୬୨ତମ ମ୍ୟାଚ: ଜିଟି-ଏସଆରଏଚ ଲଢ଼େଇ…

ଅହମଦାବାଦ,୧୫।୫ : ଆଇପିଏଲ ୨୦୨୩ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ(ଜିଟି) ସୋମବାର ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)କୁ ଭେଟିବ। ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ପଏଣ୍ଟ ଟେବୁଲରେ ଜିଟି ଦଳ ପ୍ରଥମ ସ୍ଥାନରେ ଏବଂ ଏସଆରଏଚ…

ମତେ ୧୦ ବର୍ଷ ଜେଲରେ ରଖିବାକୁ ଚାହୁଁଛନ୍ତି ପାକିସ୍ତାନୀ ସୈନ୍ୟ: ଇମ୍ରାନ…

ଇସଲାମାବାଦ,୧୫।୫ : ଦେଶଦ୍ରୋହ ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନୀ ସୈନ୍ୟବିଭାଗ ୧୦ ବର୍ଷ ଜେଲରେ ରଖିବାକୁ ଚାହୁଁଛନ୍ତି । ସୋମବାର ସେ ଏଭଳି ଅଭିଯୋଗ କରିଛନ୍ତି। ସୋମବାର ସକାଳେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ କହିଛନ୍ତି , ତେଣୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri