Home Middle

ମିଶନାରୀ ଦ୍ୱାରା ଖ୍ରୀଷ୍ଟିଆନ ଧର୍ମ ପ୍ରସାର କରାଯିବା ବେଆଇନ ନୁହେଁ: ସୁପ୍ରିମକୋର୍ଟରେ ଷ୍ଟାଲିନ ସରକାରଙ୍କ ଜବାବ…

ନୂଆଦିଲ୍ଲୀ,୧।୫ : ସୁପ୍ରିମକୋର୍ଟରେ ଜାରି କରାଯାଇଥିବା ଧର୍ମ ପରିବର୍ତ୍ତନ ବିରୋଧୀ ଆଇନ ସମ୍ପର୍କରେ ବିତର୍କରେ ତାମିଲନାଡୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ ସରକାର କହିଛନ୍ତି, ମିଶନାରୀ ଦ୍ୱାରା ଖ୍ରୀଷ୍ଟିଆନ ଧର୍ମ ବିସ୍ତାର କରିବାରେ କୌଣସି ବେଆଇନ…

‘ଦେଶ ନିର୍ମାଣରେ ଶ୍ରମିକମାନଙ୍କ କଠିନ ପରିଶ୍ରମ ଅତୁଳନୀୟ’

ଭୁବନେଶ୍ୱର,୧ା୫(ବ୍ୟୁରୋ): ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଶ୍ରମିକ ଭଉଣୀଭାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରମିକ ଦିବସ ଅବସରରେ ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଦେଶ…

୧୪ ମୋବାଇଲ ଆପକୁ ଅବରୋଧ କଲେ ଭାରତ ସରକାର: ଆତଙ୍କବାଦୀଙ୍କ ଦ୍ୱାରା ହେଉଥିଲା ବ୍ୟବହାର…

ନୂଆଦିଲ୍ଲୀ,୧।୫ : ପାକିସ୍ତାନରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୧୪ ଟି ମେସେଞ୍ଜର ମୋବାଇଲ ଆପକୁ କେନ୍ଦ୍ର ସରକାର ଅବରୋଧ କରିଛନ୍ତି। କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି, ସରକାରଙ୍କ ଦ୍ୱାରା ଅବରୋଧିତ ହୋଇଥିବା ଆପଗୁଡ଼ିକ ମଧ୍ୟରେ କ୍ରିପଭାଇଜର, ଏନିଗମା, ସେଫସୱିସ, ୱିକର୍ମ, ମିଡିଆଫାୟାର,…

ସକ୍ରିୟ ମାମଲା-ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ, ୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ପ୍ରଧାନ ବିଚାରପତିଙ୍କୁ ପ୍ରଶଂସା କଲେ ଆଇନ ମନ୍ତ୍ରୀ…

ନୂଆଦିଲ୍ଲୀ,୧।୫ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଦେଶର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ପ୍ରକୃତରେ, ଜଣେ ଯୁବକ ଅସୁସ୍ଥତା ଯୋଗୁ ଲେଖିବାରେ ଅସୁବିଧା ଭୋଗୁଥିଲେ। ଏହା ଉପରେ ଯୁବକ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ…

ପାଠ ପଢ଼ାଇବେ ଜ୍ୟାକ୍‌ ମା

ଟୋକିଓ,୧ା୫: ‘ଆଲିବାବା ଗ୍ରୁପ୍‌ ହୋଲ୍ଡିଂ ଲିମିଟେଡ’ର ସହ-ପ୍ରତିଷ୍ଠାତା ତଥା ଚାଇନା ବିଲିୟନେୟାର୍‌ ଜ୍ୟାକ୍‌ ମା’ ‘ୟୁନିଭର୍ସିଟି ଅଫ୍‌ ଟୋକିଓ’ର ‘ଟୋକିଓ କଲେଜ’ରେ ଗବେଷଣା କରିବା ସହିତ ପିଲାଙ୍କୁ ଶିକ୍ଷାଦାନ କରିବେ ବୋଲି ବିଶ୍ବବିଦ୍ୟାଳୟ ଓ୍ବେବ୍‌ସାଇଟ୍‌ରୁ ଜଣାପଡ଼ିଛି। ଜ୍ୟାକ୍‌ ମା ଗବେଷଣା କ୍ଷେତ୍ରରେ…

ମେ’ ୬ରେ ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ, ଲୋକେ ନେବେ ରାଜପରିବାର ପ୍ରତି ନିଷ୍ଠାର ଶପଥ…

ଲଣ୍ଡନ,୧।୫ : କିଙ୍ଗ ଚାଲର୍‌ସ ତୃତୀୟଙ୍କର ଲଣ୍ଡନର ୱେଷ୍ଟମିନିଷ୍ଟର ଆବେରେ ମେ ୬ ରେ ରାଜ୍ୟାଭିଷେକ ହେବାକୁ ଯାଉଛି। ଏହା ପରେ ଚାଲର୍‌ସ ଆନୁଷ୍ଠାନିକ ଭାବରେ ବ୍ରିଟେନର ରାଜା ହେବେ।ରାଜ୍ୟାଭିଷେକକୁ ଦେଖୁଥିବା ଲୋକଙ୍କୁ ରାଜା ଏବଂ ତାଙ୍କ ଉତ୍ତରାଧିକାରୀମାନଙ୍କ ନିକଟରେ ଶପଥ…

ସୋସିଆଲ ମିଡିଆରେ ଗୋପନୀୟ ତଥ୍ୟ ପ୍ରକାଶ କରିବେନି ବୀମା କମ୍ପାନୀ…

ନୂଆଦିଲ୍ଲୀ,୧।୫ : ବୀମା କମ୍ପାନୀଗୁଡିକର କର୍ମଚାରୀମାନେ ସୋସିଆଲ ମିଡିଆରେ ଗୋପନୀୟ ତଥ୍ୟ ପ୍ରକାଶ କରିବାକୁ ସମର୍ଥ ହେବେ ନାହିଁ। ବୀମା ନିୟାମକ ଇରଦାଇ କହିଛନ୍ତି ଯେ ବୀମା କମ୍ପାନୀଗୁଡିକ ଏ ବାବଦରେ ଏକ ଗାଇଡଲାଇନ ସ୍ଥିର କରିବା ଉଚିତ, ଯାହାଫଳରେ ଏହି…

ଅଭ୍ୟାସଗତ ମଦ୍ୟପ ପୋଲିସକୁ ସେୱଚ୍ଛାକୃତ ଅବସର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ଗୁଆହାଟୀ,୧।୫ : ଆସାମ ସରକାର ବର୍ତ୍ତମାନ ମଦ୍ୟପ ପୋଲିସ ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଅନ୍ତର୍ଗତ ଅଭ୍ୟାସଗତ ମଦ୍ୟପ ପୋଲିସ କର୍ମଚାରୀ ଏବଂ ଅଧିକାରୀଙ୍କୁ ସରକାର ସେୱଚ୍ଛାକୃତ ଅବସର ଦେବେ। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା…

ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ ଶସ୍ତା ହେଲା…

ନୂଆଦିଲ୍ଲୀ,୧।୫ : ମେ’ ୧ରେ ଶ୍ରମିକ ଦିବସରେ ସରକାର ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ଫଳରେ ଅନେକ ସହରରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଦଳି ଯାଇଛି। ତେବେ କେବଳ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ବର୍ତ୍ତମାନ ୧୪.୨…

ଏକ ଭାରତ ଶ୍ରେଷ୍ଠ ଭାରତ : ମହାରାଷ୍ଟ୍ର-ଗୁଜରାଟ ପ୍ରତିଷ୍ଠା ଦିବସ ପାଳନ କଲେ ସମସ୍ତ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳ…

ନୂଆଦିଲ୍ଲୀ,୧।୫ : ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଅନ୍ତର୍ଗତ ମେ‘୧ରେ ମହାରାଷ୍ଟ୍ର ଏବଂ ଗୁଜରାଟ ପ୍ରତିଷ୍ଠା ଦିବସ ଦେଶର ସମସ୍ତ ରାଜ୍ୟ ଏବଂ ପାଳନ କରିଛନ୍ତି। କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାର ଏନ୍ନେଇ ଏକ ବଡ଼ ଐତିହାସିକ ନିଷ୍ପତ୍ତି…

ରୋନିତ ଚାମ୍ପିୟନ

ଭୁବନେଶ୍ୱର, ୧।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ରବିବାର ୨ୟ ଶ୍ୟାମଳୀ ଦେ ମେମୋରିଆଲ ସ୍କୁଲ୍ସ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ଜଟଣୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri