Home Middle

ଜମ୍ମୁ-କଶ୍ମୀରର ୬ଟି ସ୍ଥାନରେ ଏନଆଇଏ ରେଡ

ଶ୍ରୀନଗର,୨୬।୬: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ)ସୋମବାର ଘାଟିରେ ପ୍ରାୟ ଅଧା ଡଜନ ସ୍ଥାନରେ ଚଢାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀ ଗତିବିଧି ସମ୍ପର୍କିତ ଏକ ମାମଲାର ଯାଞ୍ଚ ଆଧାରରେ ଏହି ଚଢାଉ କରାଯାଇଛି। ସୋମବାର ସକାଳେ ଏଜେନ୍ସିର ଟିମ ସୁରକ୍ଷାକର୍ମୀଙ୍କ ସହ…

ପାକିସ୍ତାନରେ ମହିଳା ନିର୍ଯାତନା ବଢୁଛି, ୪ ମାସରେ ୯୦୦ରୁ ଅଧିକ ମାମଲା…

ଇସଲାମାବାଦ,୨୬।୬ : ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧ ବଢ଼ିବାରେ ଲାଗିଛି। ଦେଶରେ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି। ସ୍ଥାୟୀ ସାମାଜିକ ବିକାଶ ସଂଗଠନର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ଚାରି ମାସରେ…

ବିଦେଶରୁ ଫେରି ମୋଦିଙ୍କ ପ୍ରଶ୍ନ, ଦେଶରେ କ’ଣ ଚାଲିଛି…

ନୂଆଦିଲ୍ଲୀ,୨୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଳମ୍ବିତ ରାତିରେ ତାଙ୍କ ବିଦେଶ ଗସ୍ତରୁ ଭାରତ ଫେରିଛନ୍ତି। ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ନେତାମାନଙ୍କୁ ଭାରତରେ କ’ଣ ଚାଲିଛି ବୋଲି…

କେନିଆର ୨ ଗାଁରେ ଆକ୍ରମଣ, ଘରେ ନିଆଁ ଲଗାଇଲେ ବିଦ୍ରୋହୀ: ୫ ମୃତ…

ନାଇରୋବି,୨୬।୬ : କେନିଆର ଦୁଇଟି ଗାଁ ଉପରେ ବିଦ୍ରୋହୀମାନେ ଆକ୍ରମଣ କରିଛନ୍ତି। ଦକ୍ଷିଣ ପୂର୍ବ କେନିଆର ଦୁଇଟି ଗ୍ରାମରେ ହୋଇଥିବା ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଅଛନ୍ତି। ପୋଲିସ କହିଛି ଆକ୍ରମଣକାରୀମାନେ ସୋମାଲିଆ…

ହୋଣ୍ଡୁରାସରେ ହିଂସା ତେଜିଲା, ଗୋଟିଏ ରାତିରେ ୨୦ରୁ ଅଧିକ ମୃତ୍ୟୁ, କର୍ଫ୍ୟୁ ଘୋଷଣା କଲେ ରାଷ୍ଟ୍ରପତି…

ଓ୍ବାଶିଂଟନ,୨୬।୬ : କେନ୍ଦ୍ରୀୟ ଆମେରିକାରେ ଅବସ୍ଥିତ ହୋଣ୍ଡୁରାସରେ ହିଂସା ବୃଦ୍ଧି ପାଇବାରେ ଲାଗିଛି। ପୃଥକ ପୃଥକ ଆକ୍ରମଣରେ ଗୋଟିଏ ରାତିରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ସରକାର ରବିବାର ଦୁଇଟି ଉତ୍ତର ସହରରେ କର୍ଫ୍ୟୁ ଲାଗୁ…

ବୁଡ଼ା ଜାହାଜରେ ବିସ୍ଫୋରଣର ତଦନ୍ତ ଆରମ୍ଭ କଲା ଆମେରିକା…

ଓ୍ବାଶିଂଟନ,୨୬।୬ : ଆମେରିକାର ତଟରକ୍ଷୀ ବାହିନୀ ପର୍ଯ୍ୟଟନ ବୁଡ଼ାଜାହାଜ ବିସ୍ଫୋରଣର କାରଣ ଅନୁସନ୍ଧାନ କରୁଛି। ବୁଡ଼ାଜାହାଜ ଟାଇଟାନିକର ଧ୍ୱଂସାବଶେଷ ଦେଖାଇବାକୁ ଯାଉଥିଲା, କିନ୍ତୁ ଏଥିରେ ବିସ୍ଫୋରଣ ହୋଇ ଜାହାଜରେ ଥିବା ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା। କାନାଡା ଏହି ବୁଡ଼ାଜାହାଜ…

ଇଦ୍‌ ପୂର୍ବରୁ ସିରିଆ ଉପରେ ଆକ୍ରମଣ କଲା ରୁଷିଆ: ୯ ମୃତ…

ମସ୍କୋ,୨୬।୬ : ରୁଷିଆ ସିରିଆର ଉତ୍ତର-ପଶ୍ଚିମ ଇଡଲିବ ପ୍ରଦେଶରେ ଏୟାର ଷ୍ଟ୍ରାଇକ କରିଛି। ଏହି ବିସ୍ଫୋରଣ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣ ସିରିଆ ବିଦ୍ରୋହୀମାନଙ୍କ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳରେ କରାଯାଇଛି। ଏହି…

ଓଡ଼ିଶା ଆଥ୍‌ଲେଟଙ୍କୁ ଆଶାତୀତ ସଫଳତା

ଭୁବନେଶ୍ୱର, ୨୬।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଓଡ଼ିଶା ଆଥ୍‌ଲେଟ୍‌ମାନେ ଆଶାତୀତ ସଫଳତା ପାଇଛନ୍ତି। ପ୍ରତିଯୋଗିତାର ଇତିହାସରେ ପ୍ରଥମଥରପାଇଁ ଓଡ଼ିଶା ପ୍ରତିଯୋଗୀମାନେ ୮ଟି ପଦକ ପାଇଛନ୍ତି ଏବଂ ଜଣେ ପ୍ରତିଯୋଗୀ ୪ର୍ଥ ସ୍ଥାନରେ…

କ୍ରୀଡ଼ା ମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିର ନକଲ ଶେୟାର କଲେ ଭିନେଶ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ଆନ୍ଦୋଳନରତ ୬ଜଣ କୁସ୍ତିଯୋଦ୍ଧା ଏସିଆନ ଗେମ୍ସ ଏବଂ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଲାଗି ହେବାକୁ ଥିବା ସିଲେକ୍ସନ ଟ୍ରାଏଲ୍‌ରୁ ରିହାତି ଦିଆଯିବା ସମ୍ପର୍କରେ କୌଣସି ଦାବି ଉପସ୍ଥାପନ କରି ନ ଥିଲେ। ତାହା ପ୍ରମାଣ କରିବାକୁ ଯାଇ ଭିନେଶ ଫୋଗତ…

ଭାରତୀୟ କୋର୍‌ ଗ୍ରୁପ୍‌ରେ ଓଡ଼ିଶାର ୪

ନୂଆଦିଲ୍ଲୀ, ୨୬।୬(ପି.ଟି.): ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଜାତୀୟ କ୍ୟାମ୍ପ ପାଇଁ ରବିବାର ୩୯ ଜଣିଆ କୋର୍‌ ଗ୍ରୁପ୍‌ ଖେଳାଳି ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୪ ଖେଳାଳି ସାମିଲ ଅଛନ୍ତି। ସେମାନେ…

ପ୍ରାର୍ଥୀ ହେବା ପୂର୍ବରୁ ପିଏମ୍‌ଓ କଲ୍‌ ମିସ୍‌ କରିଥିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୬ା୬ : ଦ୍ରୌପଦୀ ମୁର୍ମୁ କମ୍‌ ସମୟ ମୋବାଇଲ ଫୋନ୍‌ ବ୍ୟବହାର କରିଥାନ୍ତି। ସେଥିପାଇଁ ସେ ସମ୍ଭବତଃ ତାଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଲ୍‌କୁ ହରାଇଥିଲେ ବୋଲି ସାମ୍ବାଦିକ କସ୍ତୁରୀ ରାୟଙ୍କ ଦ୍ୱାରା ଲିଖିତ ଜୀବନୀ ପୁସ୍ତକ ‘ଦ୍ରୌପଦୀ ମୁର୍ମୁ:…

ଭୁଲ୍‌ରେ ଡ୍ରାଇଭରଙ୍କୁ ହତ୍ୟାକଲେ ମହିଳା

ଓ୍ବାଶିଂଟନ୍‌,୨୬ା୬: ଆମେରିକାର ଜଣେ ମହିଳା ଏକ ଉବର କାର୍‌ରେ ଯାଉଥିଲେ। ଡ୍ରାଇଭର ଜଣକ ଅପହରଣ କରି ନେଉଥିବା ସନ୍ଦେହ ହେବାରୁ ସେ ତାଙ୍କୁ ଗୁଳି କରିଥିଲେ। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାବେଳେ ଏଲ୍‌ପାସୋ ପୋଲିସ ମହିଳା ଯାତ୍ରୀଙ୍କୁ ଗିରଫ ପରେ ୧.୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri