ଟ୍ରେନ୍ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିଛି: ରେଳ ମନ୍ତ୍ରୀ
ବାଲେଶ୍ୱର,୪।୬:ବାଲେଶ୍ୱର ବାହାନଗା ଦୁର୍ଘଟଣାର କାରଣ ଜଣାପଡିଛି। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇଲୋକ୍ଟ୍ରନିକ୍ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଏପରି ଦୁର୍ଘଟଣା ଘଟିଛି। କବଚ ସହିତ ଏହି ଦୁର୍ଘଟଣା ସହ କୌଣସି…
ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୪।୬(ବ୍ୟୁରୋ)/ ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଗୁରତର ଓ ଆହତଙ୍କୁ ସେ ଭେଟିବେ। ସେ ପ୍ରଥରେ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିବା ଆହତଙ୍କୁ ଭେଟିବେ। ଚିକିତ୍ସା ନେଇ…
ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ୨ ଲୋକପାଇଲଟଙ୍କ ଚାଲିଛି ଚିକିତ୍ସା
ଖୋର୍ଦ୍ଧା ଅଫିସ,୪।୬: ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଭୁବନେଶ୍ୱରସ୍ଥିତ ଏକ୍ଷ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରୀ ବେହେରାଙ୍କ ମୁଣ୍ଡ,…
ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ ଅଫିସ,୪।୬: ବିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏ ନେଇ ସଜେଇ ହୋଇଛି ସ୍ନାନବେଦି। ଏପଟେ ଶ୍ରୀମନ୍ଦିର ରତ୍ନସିଂହାସନରେ ଓହ୍ଲାଇ ଆସିଛନ୍ତି ଦାରୁଦିଅଁ। ପହଣ୍ଡି କରି ସ୍ନାନମଣ୍ଡପ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି…
ଆଜି ଦାରୁଦିଅଁଙ୍କ ସ୍ନାନଯାତ୍ରା
ପୁରୀ ଅଫିସ, ୪।୬: ରବିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସେଥିପାଇଁ ସଜେଇ ହୋଇଛି ସ୍ନାନବେଦି। ଅପେକ୍ଷା କରିଛି ମହାପ୍ରଭୁଙ୍କ ଆଗମନକୁ। ଆଉ କେଇ ଘଣ୍ଟା ପରେ ଚତୁର୍ଦ୍ଧାବିଗ୍ରହ ରନତ୍ବେଦୀରୁ ସ୍ନାନବେଦିକୁ ଓହ୍ଲାଇ ଆସିବେ। ପହଣ୍ଡି ପାଇଁ ରନତ୍ସିଂହାସନ ତଳେ ଚାରମାଳ ବନ୍ଧାଯିବା…
ଆଜି ଜେଇଇ ଆଡ୍ଭାନ୍ସଡ୍
ଭୁବନେଶ୍ବର, ୪।୬(ବ୍ୟୁରୋ): ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ଗୁଡ଼ିକରେ ନାମଲେଖା ପାଇଁ ଜେଇଇ ଆଡ୍ଭାନ୍ସଡ୍ ପରୀକ୍ଷା ରବିବାର ଅନୁଷ୍ଠିତ ହେବ। ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଏହି ପ୍ରପେଶିକା ପରୀକ୍ଷା ପାଇଁ ମନୋନୀତ ହୋଇଥିବାବେଳେ ଆଡ୍ମିଟ୍ କାର୍ଡ ଅନ୍ଲାଇନ୍ରେ ଉପଲବ୍ଧ ହୋଇଛି। ସକାଳ…
ବିଭୀଷିକା
ଲହୁ ଓ ଲୁହରେ ଭିଜିଛି ବାହାନଗା ମାଟି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ଏଠାରେ ଘଟିଥିବା ୩ ଟ୍ରେନ ଦୁର୍ଘଟଣା ୨୮ବର୍ଷର ରେକର୍ଡ ଭାଙ୍ଗିଛି। ଉଦ୍ଧାର କାର୍ଯ୍ୟକୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ତାହା ସରିନାହିଁ। ମୋଡ଼ିଭାଙ୍ଗି ହୋଇ…
ଅଖିଳେଶ କେବଳ ନାମକୁ ମାତ୍ର ଅଧ୍ୟକ୍ଷ: ଭାଜପା…
ଲକ୍ଷ୍ନୌ,୩।୬ : ସମାଜବାଦୀ ପାର୍ଟି (ଏସପି)ର ପୃଷ୍ଠପୋଷକ ତଥା ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ମୁଲାୟମ ସିଂ ଯାଦବଙ୍କ ସମୁଦି ତଥା ପୂର୍ବତନ ବିଧାୟକ ହରିଓମ ଯାଦବ ପୁଣି ଥରେ ଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଏସପି ଜାତୀୟ ସାଧାରଣ…
ବିଶ୍ୱାସଘାତକଙ୍କ ଉପରେ ଛେପ ପକାଇବା ହିନ୍ଦୁ ସଂସ୍କୃତି: ସଞ୍ଜୟ ରାଉତ…
ମୁମ୍ବାଇ,୩।୬ : ବିଶ୍ୱାସଘାତକ ଲୋକଙ୍କ ଉପରେ ଛେପ ପକାଇବା ହିନ୍ଦୁ ସଂସ୍କୃତି। ଏପରିକି ସ୍ବାଧୀନତା ସଂଗ୍ରାମୀ ବୀର ସାବରକର ମଧ୍ୟ ବିଶ୍ୱାସଘାତକଙ୍କ ଉପରେ ଛେପ ପକାଇଥିଲେ। ମୁଁ ଯାହା କରିଛି ସେଥିପାଇଁ କାହିଁକି ଏତେ ପାଟି ତୁଣ୍ଡ ହେଉଛି? ଏହା ହେଉଛି…
ପଙ୍କଜା ଦଳର, କିନ୍ତୁ ଦଳ ପଙ୍କଜାଙ୍କର ନୁହେଁ: ଭାଜପା…
ମୁମ୍ବାଇ,୩।୬ : ମହାରାଷ୍ଟ୍ର ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାଲକଲେ ବିଧାୟକ ପଙ୍କଜା ମୁଣ୍ଡେଙ୍କ ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ପଙ୍କଜା ଦଳର, କିନ୍ତୁ ଦଳ ପଙ୍କଜାଙ୍କର ନୁହେଁ। ପାର୍ଲି ବିଧାନସଭା ନିର୍ବାଚନରେ ପରାଜୟ ପରେ ଭାଜପାର ବରିଷ୍ଠ ନେତା…
ଆସନ ଭାଗବଣ୍ଟା ପାଇଁ ଏମଭିଏ କରିବ ବୈଠକ: ଅଜିତ ପାଓ୍ବାର…
ମୁମ୍ବାଇ,୩।୬ : ଏନସିପି ନେତା ଅଜିତ ପାୱାର ପୁଣେ ଏବଂ ଭାୟନ୍ଦର-ଗୋନ୍ଦିଆ ଲୋକସଭା ଆସନରେ ପରିବର୍ତ୍ତନ ହେବାର ଚର୍ଚ୍ଚାକୁ ଗୁଜବ ପ୍ରଚାର ବୋଲି କରିଛନ୍ତି। ନାଗପୁରରେ ସେ କହିଛନ୍ତି ସିଟ ବାଣ୍ଟିବା ପାଇଁ ଆଲୋଚନା ଚାଲିଛି। ଶନିବାର ନାଗପୁରରେ ସେ ଖବରଦାତାଙ୍କୁ…
ବିଶ୍ୱର ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା, ଜାଣନ୍ତୁ କେତେ ଲୋକଙ୍କର ହୋଇଥିଲା ମୃତ୍ୟୁ
କଲମ୍ବୋ,୩ା୬: ଶୁକ୍ରବାର ଓଡ଼ିଶାର ବାଲେଶ୍ୱର ଜିଲାର ବାହାନଗା ଷ୍ଟେଶନରେ ଟ୍ରେନ ଦୁର୍ଘଟଣା ଭାରତକୁ ଥରାଇ ଦେଇଛି। ଏହା ଭାରତର ଦ୍ୱିତୀୟ ବୃହତ୍ତମ ରେଳ ଦୁର୍ଘଟଣା ବୋଲି କୁହାଯାଉଛି। ଯେଉଁଥିରେ ଖବର ଲେଖିବା ପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ୧୯୮୧ରେ…
Archives


