Home Middle

କାନାଡାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଜ୍ଞାପନ ମେଢକୁ ନେଇ ଜୟଶଙ୍କର କହିଲେ, ନା ଏହା ସମ୍ପର୍କ ପାଇଁ ଠିକ ନା ସେମାନଙ୍କ ପାଇଁ ଠିକ

ନୂଆଦିଲ୍ଲୀ,୮।୬: ବର୍ହିବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଗୁରୁବାର କାନାଡାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡର ଏକ ପ୍ରଜ୍ଞାପନ ମେଢ ବାହାର କରିବା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ବଡ ପ୍ରସଙ୍ଗ…

ପ୍ରକାଶ ପାଇଲା ଯୁକ୍ତଦୁଇ କଳା, ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଜି ଅପରାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସଚିବ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି।  www.orissaresults.nic.inରେ ଛାତ୍ରୀଛାତ୍ର ସେମାନଙ୍କ…

ମୌସୁମୀ ବିଳମ୍ବ ହେଲେ ବି ବର୍ଷା ସ୍ବଭାବିକ ହେବ: ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୮।୬: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ପ୍ରଭାବରେ ସପ୍ତାହ ବିଳମ୍ବରେ ମୌସୁମୀ ଗୁରୁବାର କେରଳ ଛୁଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଯଦିଓ ଦେଶରେ ମୌସୁମୀ ବିଳମ୍ବ ହୋଇଛି ଏହା ବର୍ଷା ଉପରେ ପ୍ରଭାବ ପକାଇବ ନାହିଁ ବୋଲି…

ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ନେଇ ଉତ୍ସବ ପାଳିଲେ ଖଲିସ୍ତାନୀ

ଓଣ୍ଟାରିଓ,୮।୬: କାନାଡାରେ ଖାଲିସ୍ତାନୀଙ୍କ ଆଉ ଏକ ଲଜ୍ଜାଜନକ କାର୍ଯ୍ୟ ସାମ୍ନାକୁ ଆସିଛି। ବାସ୍ତବରେ କାନାଡାର ବ୍ରମ୍ପଟନ ଅଞ୍ଚଳରେ ଏକ ପ୍ରଜ୍ଞାପନ ମେଢ ବାହାରିଥିଲା। ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ଏଥିରେ ସାମିଲ କରାଯାଇଥିଲା। ପ୍ରଜ୍ଞାପନ ମେଢରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ଏହାକୁ…

ଆମେରିକାରେ କାନାଡା ଜଙ୍ଗଲ ନିଆଁର ପ୍ରଭାବ

ଓ୍ବାଶିଂଟନ,୮ା୬: କାନାଡା ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁର ପ୍ରଭାବ ଆମେରିକାରେ ଦେଖିବାକୁ ମିଳିଛି। ଆମେରିକାର ପୂର୍ବ ତଟ ଏବଂ ମଧ୍ୟପଶ୍ଚିମ ଦେଶରେ ଜଙ୍ଗଲ ନିଆଁରୁ ଧୂଆଁ ବ୍ୟାପି ଉଭୟ ଦେଶର ରାଜଧାନୀକୁ ଘନ କୁହୁଡ଼ିରେ ବୁଧବାରଠାରୁ ଆଚ୍ଛାଦିତ କରି ରଖିଛି। ଫଳରେ…

ଦୂରଦର୍ଶନର ଲୋକପ୍ରିୟ ଆଙ୍କର୍‌ ଗୀତାଞ୍ଜଳି ଆୟରଙ୍କ ଦେହାନ୍ତ

ନୂଆଦିଲ୍ଲୀ,୮।୬: ଦୂରଦର୍ଶନର କ ଆଙ୍କର୍‌ ଗୀତାଞ୍ଜଳି ଆୟରଙ୍କ ବୁଧବାର ଦେହାନ୍ତ ହୋଇଛି। ବ୍ରେନ୍‌ ହାମ୍ରେଜ୍‌ ଯୋଗୁ ଗୀତାଞ୍ଜଳିଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳେ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଗୀତାଞ୍ଜଳି ଦୂରଦର୍ଶନରେ ପ୍ରଥମେ ଇଂରାଜୀ ଆଙ୍କର୍‌ ଥିଲେ। ତାଙ୍କ ମୃତ୍ୟୁ ଖବରରେ…

କେରଳ ଛୁଇଁଲା ମୌସୁମୀ, ବିଳମ୍ବରେ ଓଡ଼ିଶା ଆସିବ

ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୬(ବ୍ୟୁରୋ): ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। କିନ୍ତୁ ଏହା ଓଡ଼ିଶା ଛୁଇଁବାରେ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତରୁ ପ୍ରକାଶ। ଆଇଏମ୍‌ଡି କହିଛି, ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଆସନ୍ତା ଦୁଇ ଦିନ…

୫୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଛି, ମୋଟ ପରିମାଣ ୧.୮ ଲକ୍ଷ କୋଟି…

ନୂଆଦିଲ୍ଲୀ,୮।୬ : ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୧.୮ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ଆସିଛି। ସେ କହିଛନ୍ତି ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କାରବାର ହେଉଥିବା ମୋଟ ୫୦…

କଂଗ୍ରେସର ପ୍ରତିଶ୍ରୁତି କେବଳ ପାଣିର ଗାର: ଭାଜପାର କଟାକ୍ଷ…

ଭୋପାଳ,୮।୬ : ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ପୁଣି ଥରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି କଂଗ୍ରେସ ସବୁବେଳେ ପ୍ରତିଶ୍ରୁତି ପୂରଣରେ ବିଫଳ ରହିଆସିଛି ଏବଂ ପୁଣି ଥରେ ସମାନ କାର୍ଯ୍ୟ କରିଛି। କର୍ନାଟକରେ ବିଦ୍ୟୁତ ହାର…

ନିଶ୍ଚିତ ବିଜୟ ଆସନରୁ ଲଢ଼ିବା ଜରୁରୀ: ଶରଦ ପାଓ୍ବାର…

ମୁମ୍ବାଇ,୮।୬ : ଏନସିପି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାର ଔରଙ୍ଗାବାଦରେ କହିଛନ୍ତି ରାଜନୈତିକ ଦଳମାନେ ପ୍ରଥମେ କେଉଁ ଆସନ ଜିତିବେ ସେନେଇ ନିଶ୍ଚିତ ହେବା ପରେ ନିବ;ାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଆକଳନ କରିବା ଉଚିତ। କିନ୍ତୁ ଏହା…

ଗାନ୍ଧୀ ଉପନାମ ଯୋଗୁ ରାହୁଲଙ୍କ ଚିନ୍ତାଧାରା ମହାତ୍ମାଙ୍କ ପରି ହେବ ବୋଲି ଭାବିବା ଭୁଲ:…

ଲକ୍ଷ୍ନୌ,୮।୬ : ପୁଣିଥରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ତ୍ରିବେନ୍ଦ୍ର ସିଂ ରାୱତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ଦେଶଭକ୍ତ ବୋଲି କହିଛନ୍ତି। ଯେ ପର୍ଯ୍ୟନ୍ତ ମୁଁ ଗଡସେଙ୍କୁ…

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ‘ଗୋଡସେ ଦେଶଭକ୍ତ ଥିଲେ’

ଡେରାଡୁନ,୮।୮:ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ସେ ଗୋଡସେଙ୍କୁ ଦେଶପ୍ରେମୀ ବୋଲି କହିଛନ୍ତି। ଏଥିସହ ସେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri