Home Middle

ଜଳବାୟୁ ପରିବର୍ତ୍ତନ ଯୋଗୁ ଅସୁରକ୍ଷିତ ଭାରତ

କୋଏମ୍ବାଟୁର, ୧୨।୬: ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ଅସୁରକ୍ଷିତ। ଏହା ପଛର ମୁଖ୍ୟ କାରଣ ଜନସଂଖ୍ୟା ବୃଦ୍ଧି ବୋଲି ଜାତିସଂଘ ଏନ୍‌ଭାଇରୋନମେଣ୍ଟାଲ ପ୍ରୋଗ୍ରାମ (ୟୁଏନ୍‌ଇପି) ଏକ୍‌ଜିକ୍ୟୁଟିଭ୍‌ ଡିରେକ୍ଟର ଏରିକ୍‌ ସୋଲହେମ କହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାରା ବିଶ୍ୱରେ ପଡ଼ୁଥିବାବେଳେ ଅନ୍ୟ…

କୋଭିଡ୍‌ର ବିପଜ୍ଜନକ ଗବେଷଣାରେ ସାମିଲ ଥିଲେ ଉହାନ ବୈଜ୍ଞାନିକ, ଚାଇନା ସେନା

ଓ୍ବାଶିଂଟନ, ୧୨ା୬ : ୨୦୧୯ରେ କୋଭିଡ୍‌ ମହାମାରୀ ବ୍ୟାପିବା ପୂର୍ବରୁ ଚାଇନାର ଉହାନସ୍ଥିତ ଭାଇରୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ଏବଂ ଚାଇନା ସେନା ବିଶ୍ୱର ସବୁଠୁ ବିପଜ୍ଜନକ କରୋନା ଭୂତାଣୁଗୁଡ଼ିକର ମିଶ୍ରଣ କରି ନୂଆ ମ୍ୟୁଟାଣ୍ଟ ଭୂତାଣୁ ସୃଷ୍ଟି କରିବାକୁ ବିପଜ୍ଜନକ ପରୀକ୍ଷା…

ବିଳାସପୁରରେ ଟଳିଲା ବାଲେଶ୍ୱର ଭଳି ଟ୍ରେନ୍‌ ଦୁର୍ଘଟଣା

ବିଳାସପୁର, ୧୨ା୬ : ବାଲେଶ୍ୱରର ବାହାନଗା ବଜାର ରେଳଷ୍ଟେଶନ ନିକଟରେ ମର୍ମନ୍ତୁଦ ଟ୍ରିପଲ୍‌ ଟ୍ରେନ୍‌ ଧକ୍କା ପରେ ଦୁର୍ଘଟଣା ରେଲ୍‌ଓ୍ବେର ପିଛା ଛାଡ଼ୁନାହିଁ। ଶନିବାର ସନ୍ଧ୍ୟାରେ ଛତିଶଗଡ଼ର ବିଳାସପୁର ଜିଲାରେ ଦୁଇଟି ଟ୍ରେନ୍‌ ସମ୍ଭାବ୍ୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମେମୁ ଟ୍ରେନ୍‌…

ୟୁପିରେ ମାତ୍ରାଧିକ ଦେଶଦ୍ରୋହ ମାମଲା

ଲକ୍ଷ୍ନୌ,୧୨ା୬(ଆଇଏଏନ୍‌ଏସ୍‌): ୨୦୧୯ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ଉତ୍ତର ପ୍ରଦେଶରେ ଦେଶଦ୍ରୋହ ମାମଲା ଅତ୍ୟଧିକ ମାତ୍ରାରେ ରୁଜୁ ହେଉଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଦଫା ୧୨୪ଏ ଅନୁସାରେ ଶବ୍ଦ, ସଙ୍କେତ କିମ୍ବା…

ଆଉ ୨ଦିନ ଅସମ୍ଭାଳ ତାତି

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ଧରି ଗ୍ରୀଷ୍ମପ୍ରବାହ ଜାରି ରହିଛି। ଖରା ସାଙ୍ଗକୁ ହିଟ୍‌ଓ୍ବେଭ୍‌ (ଗୁଳୁଗୁଳି) ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ରବିବାର ମଧ୍ୟ ସମାନ ସ୍ଥିତି ଲାଗି ରହିଥିଲା। ୪୪ ଡିଗ୍ରୀ ଉପରେ ୪ ସହର ରହିଥିଲାବେଳେ ସର୍ବାଧିକ ୪୪.୫ ଡିଗ୍ରୀ…

କୋଭିଡ୍‌ର ବିପଜ୍ଜନକ ଗବେଷଣାରେ ସାମିଲ ଥିଲେ ଉହାନ ବୈଜ୍ଞାନିକ

ଓ୍ବାଶିଂଟନ, ୧୨ା୬ : ୨୦୧୯ରେ କୋଭିଡ୍‌ ମହାମାରୀ ବ୍ୟାପିବା ପୂର୍ବରୁ ଚାଇନାର ଉହାନସ୍ଥିତ ଭାଇରୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ଏବଂ ଚାଇନା ସେନା ବିଶ୍ୱର ସବୁଠୁ ବିପଜ୍ଜନକ କରୋନା ଭୂତାଣୁଗୁଡ଼ିକର ମିଶ୍ରଣ କରି ନୂଆ ମ୍ୟୁଟାଣ୍ଟ ଭୂତାଣୁ ସୃଷ୍ଟି କରିବାକୁ ବିପଜ୍ଜନକ ପରୀକ୍ଷା…

ସ୍ପେସ୍‌ଏକ୍ସରେ ୧୪ ବର୍ଷୀୟ ଇଞ୍ଜିନିୟର

କାଲିଫର୍ନିଆ, ୧୨।୬: ଏଲନ ମସ୍କଙ୍କ ସ୍ପେସ୍‌ଏକ୍ସରେ କାମ କରିବେ ଜଣେ ୧୪ ବର୍ଷୀୟ ବାଳକ। କାଇରାନ କ୍ୱାଜି ନାମକ ଏହି ବାଳକ ସ୍ପେସ୍‌ଏକ୍ସରେ ସଫ୍ଟ୍‌ଓ୍ବେର୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବେ। ଇଞ୍ଜିନିୟର ଚୟନ ଲାଗି କରାଯାଇଥିବା ଟେକ୍‌ନିକାଲି ଚ୍ୟାଲେଞ୍ଜିଙ୍ଗ୍‌ ଏବଂ ଫନ୍‌…

ଜୋକୋଭିଚ୍‌ଙ୍କୁ ରେକର୍ଡ ଟାଇଟଲ

ପ୍ୟାରିସ୍‌, ୧୨ା୬: କ୍ଲେ କୋର୍ଟ ଟେନିସ୍‌ ଫ୍ରେଞ୍ଚ୍‌ ଓପନ୍‌ ଜିତିବା ସହିତ କ୍ୟାରିୟରର ୨୩ ତମ ଗ୍ରାଣ୍ଡସ୍ଲାମ ବିଜୟୀ ହୋଇଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌। ରବିବାର ଅନୁଷ୍ଠିତ ଫାଇନାଲରେ ନରଓ୍ବେରେ କାସ୍ପର ରୁଡ୍‌ଙ୍କୁ ୭-୬(୭-୧), ୬-୩ ଓ ୭-୫ ସେଟ୍‌ରେ ପରାସ୍ତ…

ହାର୍ଭାର୍ଡ ଛାତ୍ରରୁ ସିରିଏଲ୍‌ କିଲର

ଓ୍ବାଶିଂଟନ୍‌,୧୨ା୬: ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିବା କୁଖ୍ୟାତ୍‌ ଗଣିତଜ୍ଞ ଟେଡ୍‌ କଜିନ୍‌ସ୍କିଙ୍କ ଶନିବାର ୮୧ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଆମେରିକାର ନର୍ଥ କାରୋଲିନା ଜେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ୟୁନାବମ୍ବର ନାମରେ କୁଖ୍ୟାତ୍‌ ଏହି ସିରିଏଲ୍‌ କିଲର…

ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏଲ ନିନୋ ସକ୍ରିୟ: ଭାରତର ମୌସୁମୀକୁ କରିପାରେ ଦୁର୍ବଳ,ବୈଜ୍ଞାନିକ ଦେଲେ ଚେତାବନୀ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୬ : ଆମେରିକାର ବୈଜ୍ଞାନିକମାନେ ଏଲ ନିନୋ ଆରମ୍ଭକୁ ନିଶ୍ଚିତ କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପୃଥିବୀର ପାଣିପାଗ ଉପରେ ପ୍ରଭାବ ପକାଇପାରେ ଏବଂ ଭାରତର ମୌସୁମୀକୁ ଦୁର୍ବଳ କରିପାରେ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ପୃଥିବୀର ତାପମାତ୍ରାକୁ ବୃଦ୍ଧି କରିପାରେ…

ଜର୍ମାନୀରେ ନାରୀ ନିର୍ଯାତନା: ଏକ ତୃତୀୟାଂଶ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା…

ବର୍ଲିନ,୧୧।୬ : ବିକଶିତ ଦେଶ ତାଲିକାରେ ଥିବା ଜର୍ମାନୀରୁ ଏକ ଲଜ୍ଜାଜନକ ଖବର ଆସିଛି। ଜର୍ମାନୀରେ କରାଯାଇଥିବା ଏକ ସର୍ଭେ ପରେ ଏହା ଜଣାପଡିଛି ଦେଶର ଏକ ତୃତୀୟାଂଶରୁ ଅଧିକ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା।ମହିଳାଙ୍କ ପ୍ରତି ହେଉଥିବା…

ଇରାନ ଆଣବିକ ଅସ୍ତ୍ର ବିକଶିତ କରିବାକୁ ଚାହିଁଲେ କେହି ରୋକି ପାରିବେ ନାହିଁ…

ତେହେରାନ,୧୧।୬ : ଆମେରିକା ସହିତ ପରମାଣୁ ଚୁକ୍ତି ସଂପର୍କରେ ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମେନି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପଶ୍ଚିମ ଦେଶ ସହ ଆଣବିକ ଚୁକ୍ତିରେ କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି। ତେବେ ଇରାନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri