ଗୀତା ପ୍ରେସକୁ ୨୦୨୧ ଗାନ୍ଧୀ ଶାନ୍ତି ପୁରସ୍କାର, ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା…
ନୂଆଦିଲ୍ଲୀ,୧୮।୬ : ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଗୋରଖପୁରର ଗୀତା ପ୍ରେସକୁ ଦିଆଯିବ। ଧର୍ମ, ସଂସ୍କୃତି ଏବଂ ପରମ୍ପରାକୁ ଅନ୍ତର୍ଭୁକ୍ତ କରିବାରେ ପ୍ରେସର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଗାନ୍ଧୀ ଶାନ୍ତି ପୁରସ୍କାର ହେଉଛି…
ଖୁସବୁ ସୁନ୍ଦରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପଡ଼ିଲା ମହଙ୍ଗା, ଡିଏମକେରୁ ବହିଷ୍କୃତ ହେେଊ ଶିବାଜୀ କୃଷ୍ଣମୂର୍ତ୍ତି…
ଚେନ୍ନାଇ,୧୮।୬ : ଡିଏମକେ ନେତା ତଥା ମୁଖପାତ୍ର ଶିବାଜୀ କୃଷ୍ଣମୂର୍ତ୍ତିଙ୍କ ବିରୋଧରେ ଦଳ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଡିଏମକେ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ତାମିଲନାଡୁ ଭାଜପା ନେତା ଖୁସବୁ ସୁନ୍ଦରଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଶିବାଜୀଙ୍କୁ ମହଙ୍ଗା ପଡ଼ିଛି।…
ମଣିପୁର ହିଂସା: ଜୋରାମଥାଙ୍ଗାଙ୍କୁ ଫୋନ କଲେ ବିରେନ ସିଂ…
ଇମ୍ଫାଲ/ଆଇଜଲ,୧୮।୬ : ମଣିପୁରରେ ଚାଲିଥିବା ହିଂସା ସମ୍ପର୍କରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ରବିବାର ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ ଫୋନରେ କଥା ହୋଇଛନ୍ତି। କଥାବାର୍ତ୍ତା ସମୟରେ ବିରେନ ସିଂ ଜୋରାମଥାଙ୍ଗାଙ୍କ ସହାୟତା ଲୋଡିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ…
୧୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍ରେ ସମୁଦ୍ର ମଝିରେ ଲାଗିଲା ନିଆଁ
ମାନିଲା,୧୮ା୬: ଫିଲିପାଇନ୍ସରେ ୧୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଟ୍ରେ ନିଆଁ ଲାଗିଯାଇଥିଲା। ବୋଟ୍ଟି ସମୁଦ୍ର ମଝିରେ ଥିବା ବେଳେ ନିଆଁ ଲାଗିଯାଇଥିଲା। ତଟରକ୍ଷୀ ବାହିନୀ କହିଛି, ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି। ତଟରକ୍ଷୀ ବାହିନୀ କହିଛି ଯେ,…
ଡ୍ରାଫ୍ଟ ପ୍ରାଣୀ ବିଲକୁ ପ୍ରାଣୀପ୍ରେମୀ-କାର୍ଯ୍ୟକର୍ତ୍ତାଙ୍କ ବିରୋଧ, ଦେଶୀୟ ପ୍ରାଣୀଙ୍କର ଜିନ୍ ପୁଲକୁ ପ୍ରଭାବିତ କରିବା ଆଶଙ୍କା…
ନୂଆଦିଲ୍ଲୀ,୧୮।୬ : ପ୍ରାଣୀପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟର ୱେବସାଇଟରେ ୭ ଜୁନରେ ଜନସାଧାରଣଙ୍କ ଯାଞ୍ଚ ପାଇଁ ରଖାଯାଇଥିବା ପ୍ରାଣୀପାଳନ ବିଲ ଡ୍ରାଫ୍ଟକୁ ପ୍ରାଣୀପ୍ରେମୀ ତଥା କାର୍ଯ୍ୟକର୍ତ୍ତାମାନଙ୍କ ପକ୍ଷରୁ ବିରୋଧ କରାଯାଇଛି। ବିଲ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ପ୍ରାଣୀପାଳନ ତାଲିକାରେ…
‘ପଞ୍ଜାବରେ ନିଶା ତ ଆପଣଙ୍କ ସରକାର ସମୟରେ ବ୍ୟାପିଥିଲା’, ଶାହାଙ୍କ ବୟାନର ପ୍ରତିକ୍ରିୟା ଦେଲେ କେଜରିଓ୍ବାଲ
ଚଣ୍ଡିଗଡ଼,୧୮।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ପଞ୍ଜାବର ଗୁରୁଦାସପୁରରେ ଏକ ରାଲିକୁ ସମ୍ବୋଧିତ କରି ଆମ ଆଦମୀ ପାର୍ଟି(ଏଏପି) ଉପେର ଖୁବ ବର୍ଷିଛନ୍ତି। ଏବେ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ଶାହାଙ୍କ ବୟାନର…
ରୁଷିଆ କବ୍ଜାରେ ଥିବା ଗାଁକୁ ମୁକ୍ତ କରୁଛି ୟୁକ୍ରେନ
କିଭ୍,୧୮ା୬): ରୁଷିଆ-ୟୁକ୍ରେନ ଯୁଦ୍ଧ ନିରନ୍ତର ଜାରି ରହିଛି। ଏହି ସମୟରେ ରୁଷିଆର ଆକ୍ରମଣକୁ ନେଇ ୟୁକ୍ରେନ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଉଠିଛି। ବର୍ତ୍ତମାନ ୟୁକ୍ରେନ ଦକ୍ଷିଣ ଜାପୋରିଜିଆ ଅଞ୍ଚଳର ଏକ ଗ୍ରାମ ଦଖଲ କରିଛି ୟୁକ୍ରେନ। ରବିବାର ରୁଷିଆର ଜଣେ ଅଧିକାରୀ ଏହା…
୮୪ ଦଙ୍ଗା କଥା ମନେପକାଇ କଂଗ୍ରେସକୁ ଟାର୍ଗେଟ କଲେ ଶାହା
ଚଣ୍ଡିଗଡ଼,୧୮।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ପଞ୍ଜାବରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଶିଖ ଦଙ୍ଗା କଥା ମନେପକାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏହାସହ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଉପରେ ବି ଖୁବ…
କୋହଲିଙ୍କ ସମ୍ପତ୍ତି ପରିମାଣ ୧୦୦୦ କୋଟି ଟପିଲା…
କୋଲକାତା,୧୮।୬ : ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ପରିମାଣ ୧୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ଇନଷ୍ଟାଗ୍ରାମରେ ୨୫୨ ନିୟୁତ ଅନୁସରଣକାରୀ ଥିବା କୋହଲିଙ୍କ ନିଟ ମୂଲ୍ୟ ବିଷୟରେ ଷ୍ଟକ ଗ୍ରୋ ଦ୍ୱାରା ଏହି ସୂଚନା ଦିଆଯାଇଛି।…
୨୦୧୪ରେ ଯେମିତି ଆସିଥିଲା ସେପରି ୨୦୨୪ରେ ବିଦାୟ ନେବ ଭାଜପା: ଅଖିଳେଶ…
ଲକ୍ଷ୍ନୌ,୧୮।୬ : ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ୨୦୧୪ ରେ ଭାଜପା ସେପରି କ୍ଷମତାକୁ ଆସିଥିଲା ଏବେ ୨୦୨୪ରେ ସେଭଳି ବିଦାୟ ନେବ। ପିଡିଏର ଏକତା ଅର୍ଥାତ ପଛୁଆ, ଦଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକତା ଭାଜପା ମିଳିତ…
ରାଜସ୍ଥାନରେ ଏଏପିର ନିର୍ବାଚନୀ ଶଙ୍ଖନାଦ: ଦେଶରେ ଗଣତନ୍ତ୍ର ଶେଷ ହେବାରେ ଲାଗିଛି କହିଲେ କେଜରିଓ୍ବାଲ…
ଜୟପୁର,୧୮।୬ : ରବିବାର ରାଜସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପଞ୍ଜାବର ସିଏମ ଭଗଓ୍ବନ୍ତ ମନ ନିର୍ବାଚନୀ ଶଙ୍ଖନାଦ ଆରମ୍ଭ କରିଛନ୍ତି। ଏଏପିର ଉଭୟ ନେତା ରାଜ୍ୟର ଶ୍ରୀ ଗଙ୍ଗନଗରରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ବିଦ୍ୟୁତ, ପାନୀୟ ଜଳ,…
ଡିଏମକେ ନେତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ଖୁସବୁ ସୁନ୍ଦର, କହିଲେ ଏହା ଆପଣଙ୍କ ଅପମାନ…
ଚେନ୍ନାଇ୧୮।୬ : ତାମିଲନାଡୁ ଭାଜପା ନେତା ଖୁସବୁ ସୁନ୍ଦର ଡିଏମକେକୁ ଟାର୍ଗେଟ କରିଛନ୍ତି। ବାସ୍ତବରେ ଜଣେ ଡିଏମକେ ନେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଡିଏମକେ ନେତା ଖୁସବୁ ସୁନ୍ଦରଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହା…
Archives


