Home Middle

ଜୁଲାଇ ୩ , ପୃ୍‌ଥିବୀର ସବୁଠାରୁ ଉତ୍ତପ୍ତ ଦିନ…

ଓ୍ବାଶିଂଟନ,୫।୭ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବଢୁଥିବା ଉତ୍ତାପ ଯୋଗୁଁ ସମଗ୍ର ବିଶ୍ୱ ଯନ୍ତ୍ରଣା ଭୋଗୁଛି। ଏହି ସମୟରେ, ଆମେରିକାର ନ୍ୟାଶନାଲ ସେଣ୍ଟର ଫର ପରିବେଶ ପୂର୍ବାନୁମାନ ଉତ୍ତାପ ଉପରେ ଏକ ରିପୋର୍ଟ…

ସ୍କୁଲରେ ମୋବାଇଲ ବ୍ୟବହାର ବନ୍ଦ: ନେଦରଲାଣ୍ଡ ସରକାରଙ୍କ ନିଷ୍ପତ୍ତି…

ଆମଷ୍ଟରଡାମ,୫।୭ : ନେଦରଲାଣ୍ଡ ସରକାର ଆସନ୍ତା ବର୍ଷ ସୁଦ୍ଧା ବିଦ୍ୟାଳୟରେ ମୋବାଇଲ ଫୋନ, ଟାବଲେଟ ଏବଂ ସ୍ମାର୍ଟ ୱାଚ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ସରକାରଙ୍କ ଅନୁସାରେ ଏହି ଜିନିଷଗୁଡିକ ଛାତ୍ରମାନଙ୍କ ଅଧ୍ୟୟନରେ ବାଧା ସୃଷ୍ଟି କରୁଛି, ଯେଉଁଥିପାଇଁ ସେସବୁକୁ…

ଆଫଗାନିସ୍ତାନ ସଡକ ଦୁର୍ଘଟଣାରେ ୫ଦିନରେ ମଲେଣି ୨୦୦ରୁ ଅଧିକ

କାବୁଲ,୫।୭: ଆଫଗାନିସ୍ତାନ ଟ୍ରାଫିକ ପୋଲିସ ବିଭାଗର ଏକ ରିପୋର୍ଟ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯେଉଁଥିରେ ଦିନକୁ ଦିନ ବଢୁଥିବା ଟ୍ରାଫିକ ଦୁର୍ଘଟଣା ବିଷୟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଗତ ପାଞ୍ଚ ଦିନ ମଧ୍ୟରେ ୨୦୦ରୁ ଅଧିକ ଲୋକଙ୍କର…

ଚାଇନାରେ ପାଣିପାଗ ବିପର୍ଯ୍ୟୟ: ପ୍ରବଳ ଉତ୍ତାପ ସହ ଅନେକ ସହରରେ ବନ୍ୟା ପରିସ୍ଥିତି, ରାଷ୍ଟ୍ରପତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ…

ବେଜିଂ,୫।୭ : ଆସନ୍ତା ମାସରେ ଚରମ ଉତ୍ତାପ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ବିଷୟରେ ଚାଇନା ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ପ୍ରବଳ ବର୍ଷା ହେତୁ ଚାଇନା ବହୁତ କ୍ଷତି ସହିଛି। ହଜାର ହଜାର ଲୋକଙ୍କୁ ନିଜ ଘର ଛାଡି ନିରାପଦ ସ୍ଥାନକୁ…

ହ୍ବାଇଟ ହାଉସରୁ ମିଳିଲା କୋକିନ…

ଓ୍ବାଶିଂଟନ,୫।୭ : ଆମେରିକାର ହ୍ବାଇଟ ହାଉସରେ ଉତ୍ତେଜନା ଦେଖାଦେଇଛି। ସିକ୍ରେଟ ସର୍ଭିସ ଅଧିକାରୀଙ୍କ ପାଟ୍ରୋଲିଂ ସମୟରେ ଏକ ସନ୍ଦିଗ୍ଧ ଧଳା ପାଉଡର ମିଳିଥିଲା। ଅଧିକାରୀମାନେ ଶୀଘ୍ର କୋଠା ବନ୍ଦ କରି ତଦନ୍ତ କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଏହି ପାଉଡର ହେଉଛି…

ଉପ-ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀଙ୍କ ଉନ୍ମତ୍ତ କାଣ୍ଡ, ବ୍ୟକ୍ତିଙ୍କୁ କାର୍‌ ଭିତରୁ ଟାଣି ଆଣି ରାସ୍ତାରେ ପିଟିଲେ

ଦକ୍ଷିଣ ଆଫ୍ରିକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦ. ଆଫ୍ରିକାର କେପ୍‌ ଟାଉନ,୫।୭: ଉପରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀ ଦଳ ଜଣେ ବ୍ୟକ୍ତିଙ୍କୁ କାର ଭିତରୁ ଟାଣି ବିଚ୍‌ ରାସ୍ତାରେ ପିଟିଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ…

ଓ୍ବେଷ୍ଟ ବ୍ୟାଙ୍କରେ ଉତ୍ତେଜନା, ଗାଜା ଉଗ୍ରବାଦୀଙ୍କ ପକ୍ଷରୁ ଇସ୍ରାଏଲ ଉପରେ ୫ ରକେଟ ମାଡ଼…

ଜେରୁଜେଲମ,୫।୭ : ବୁଧବାର ସକାଳେ ଗାଜାରେ ଉଗ୍ରବାଦୀମାନେ ଦକ୍ଷିଣ ଇସ୍ରାଏଲ ଉପରେ ପାଞ୍ଚଟି ରକେଟ ମାଡ଼ କରିଛନ୍ତି। ଇସ୍ରାଏଲର ଆଇରନ ଡୋମ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାର ପାଲଟା ଜବାବ ଦେଇଥିଲା ଏବଂ ସମସ୍ତ ରକେଟକୁ ପ୍ରତିରୋଧ କରାଯାଇଥିଲା। ଇସ୍ରାଏଲ ସେନା…

ବିମାନ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ ୩ ଆହତ…

କାଲିଫର୍ନିଆ,୫।୭ : ଦକ୍ଷିଣ କାଲିଫର୍ନିଆରେ ଗୋଟିଏ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ କହିଛି ସେସନା ୧୭୨ ବିମାନ, ଚାରି…

ଆଜି ଶରଦ ପାୱାର-ଅଜିତ ପାୱାର ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏନସିପିର ବିଭାଜନ ପରେ ଉଭୟ ଶରଦ ପାୱାର ଦଳ ଏବଂ ଅଜିତ ପାୱାର ଦଳ ଆଜି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଏକ ବୈଠକ ଡାକିଛନ୍ତି। ଏନସିପିର ଶରଦ ପାୱାର ଦଳ…

ଇରାନ ହେଲା ଏସସିଓର ନୂଆ ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶୁଭେଚ୍ଛା

ତେହରାନ,୫।୭: ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ନୂତନ ସ୍ଥାୟୀ ସଦସ୍ୟ ହେଲା ଇରାନ। ମଙ୍ଗଳବାର ଭାରତ ଦ୍ୱାରା ଆୟୋଜିତ ଏସସିଓର ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ…

ଦୁବାଇରୁ କୋଚିରେ ପହଞ୍ଚିଥିବା ବିମାନର ଟାୟାର ମିଳିଲା ଫଟା, ସମସ୍ତ ଯାତ୍ରୀ ସୁରକ୍ଷିତ

ଥିରୁଭାନନ୍ତପୁରମ୍‌,୫।୭: ଦୁବାଇ-କୋଚିରେ ପହଞ୍ଚିଥିବା ସ୍ପାଇସଜେଟ ବିମାନର ଟାୟାର ଫାଟିଯାଇଥିବା ଦେଖିବାକୁ ମିଳିଛି। ତଥାପି ଏଥିରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ, ବୋଇଙ୍ଗ ୭୩୭ ବିମାନ ଏସ୍‌ଜି-୧୭ ଦୁବାଇରୁ କୋଚିରେ…

ୟୁସିସି ନେଇ ଭାଜପା ସହଯୋଗୀଙ୍କ ମଧ୍ୟରେ ଦ୍ୱନ୍ଦ, କେନ୍ଦ୍ରର ତରବରିଆ ଭାବ ନେଇ ପ୍ରଶ୍ନ…

ନୂଆଦିଲ୍ଲୀ,୪।୭ : ଖୁବ ଶୀଘ୍ର ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ଭାଜପା ଚାହୁଁଛି। କିନ୍ତୁ ଆଦିବାସୀ ପ୍ରସଙ୍ଗରେ ୟୁସିସି ବିଲକୁ ବିରୋଧ କରୁଥିବା ବିରୋଧୀ ଦଳ ସହିତ ଭାଜପାର ନିଜସ୍ବ ସହଯୋଗୀ ଦଳଙ୍କ ମଧ୍ୟରେ ଅନେକ ଆପତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri