Home Middle

ଜାତିସଂଘରେ ମୋଦିଙ୍କ ଯୋଗ କାର୍ଯ୍ୟକ୍ରମର ବିଶ୍ୱ ରେକର୍ଡ

ନ୍ୟୁୟର୍କ, ୨୨ା୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଆମେରିକା ଗସ୍ତର ଦ୍ୱିତୀୟ ଦିନରେ ବୁଧବାର ନ୍ୟୁୟର୍କସ୍ଥିତ ଜାତିସଂଘ ଭବନରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଯୋଗ ସମସ୍ତ କପିରାଇଟ୍‌, ପ୍ୟାଟେଣ୍ଟ ଏବଂ ରୟାଲିଟିରୁ ମୁକ୍ତ। ଏହା…

ସୁନ୍ଦରବନର ହତଭାଗା ସୁନ୍ଦରୀ

କୋଲକାତା,୨୨ା୬ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ବିଶ୍ୱର ଅନ୍ୟତମ ପ୍ରାକୃତିକ ବିସ୍ମୟ ସୁନ୍ଦରବନ। ଭାରତ ଓ ବାଂଲାଦେଶ ମଧ୍ୟରେ ପରିବ୍ୟାପ୍ତ ଏହି ତ୍ରିକୋଣ ଭୂମି ହେନ୍ତାଳ ବନରେ ପରିପୂର୍ଣ୍ଣ। ଚିରହରିତ୍‌ ବର୍ଷାରଣ୍ୟ ଭିତରକୁ ଅଗ୍ରସର ହେଲେ ପର୍ଯ୍ୟଟକ ବିମୋହିତ ହୁଅନ୍ତି ଏହାର ସୌନ୍ଦର୍ଯ୍ୟରେ।…

ଇଚ୍ଛାକୃତ ଋଣ ଖିଲାପକାରୀଙ୍କୁ ଦଣ୍ଡ ଫାଙ୍କିବା ସୁଯୋଗ

ନୂଆଦିଲ୍ଲୀ,୨୨ା୬ : ଟେକ୍ନିକାଲ ରାଇଟ୍‌-ଅଫ୍ସର ତାତ୍ପର୍ଯ୍ୟ ହେଉଛି, ଏକ ବ୍ୟାଙ୍କ ବକେୟା ରାଶି ଆଦାୟ ଅଧିକାର ତ୍ୟାଗ ନ କରି ନିଜ ଖାତାରୁ ଏନ୍‌ପିଏକୁ ହଟାଇବା। ଅର୍ଥାତ୍‌ ଋଣକୁ ସମ୍ପତ୍ତି ଆକାରରେ ନ ଦେଖାଇ ବ୍ୟାଙ୍କ ଟଙ୍କା ଆଦାୟ ଉଦ୍ୟମ ଜାରି…

ଯୋଗ ପାଇଁ ଏକାଠି ହୋଇଛି ବିଶ୍ୱ: ମୋଦି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୬: ମିଳିତ ଜାତିସଂଘର ମୁଖ୍ୟାଳୟରେ ବୁଧବାର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହାର ନେତୃତ୍ୱ ନେଇଛନ୍ତି। ଏହି ଅବସରରେ ସେ ୧୩୫ଟି ଦେଶର ପ୍ରତିନିଧିଙ୍କ ସହିତ ମିଶି ଯୋଗାଭ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ…

ଦିନେ ଦୁଇଦିନ ପରେ ଆସିପାରେ ମୌସୁମୀ

ଭୁବନେଶ୍ୱର,୨୧ା୬(ଅନିଲ ଦାସ): ଆସନ୍ତା ଦିନେ ଦୁଇ ଦିନ ଭିତରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ସମ୍ଭାବନା ରହିଛି । ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାର ରାଜ୍ୟର ଅନେକ…

କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର,୨୧ା୬(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ…

ଦିଲ୍ଲୀରେ ଜରୁରୀ ଅବତରଣ କଲା ବିମାନ

ନୂଆଦିଲ୍ଲୀ,୨୧ା୬: ଇଣ୍ଡିଗୋର ଦିଲ୍ଲୀ-ଡେରାଡୁନ ବିମାନର ଇଞ୍ଜିନ ଫେଲ୍‌ ମାରିବାରୁ ଦିଲ୍ଲୀ ଆଇଜି ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ୧୦୮ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଇଣ୍ଡିଗୋର ବିମାନ ବୁଧବାର ଦିଲ୍ଲୀରୁ ଉତ୍ତରପ୍ରଦେଶର ଡେରାଡୁନ ଅଭିମୁଖେ ଯାତ୍ରା…

ଓଟିପି ଶେୟାରିଂ ମାମଲା: ସ୍ପେଶାଲ ଟାସ୍କ ଫୋର୍ସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୧ା୬(ସତ୍ୟଜିତ୍‌ ବେହେରା): ଓଡ଼ିଶାରୁ ଆଇଏସ୍‌ଆଇକୁ ଓଟିପି ଶେୟାରିଂ ମାମଲା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରୀତମ କର ଓ ସରୋଜ କୁମାର ନାୟକ କ୍ରିପ୍ଟୋ ଟ୍ରେଡିଂ କରିଛନ୍ତି। ୧ କୋଟିରୁ…

ଶରଧାବାଲିରେ ଦାରୁଦିଅଁ

ପୁରୀ,୨୧ା୬(ଅଜିତ୍‌ ମହାନ୍ତି): ବିଶ୍ୱନିୟନ୍ତା କାଳିଆଠାକୁର ଭଉଣୀ ଦେବୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ମଙ୍ଗଳବାର ଜନ୍ମବେଦି ଅଭିମୁଖେ ବାହାରିଥିଲେ। କାଲି ଅପରାହ୍ନ ୩ଟା ୪ ମିନିଟ୍‌ରୁ ରଥଟଣା ଆରମ୍ଭ ହୋଇଥିଲେ ହେଁ ଶରଧାବାଲିରେ ପହଞ୍ଚି ପାରି ନ ଥିଲା…

ସବୁଠୁ ଅଧିକ ମୋଟାପଣ, ଡାଇବେଟିସ ରୋଗର ଶିକାର ହିମାଚଳବାସୀ: ଆଇସିଏମଆର ରିପୋର୍ଟ

ଶିମଲା,୨୧।୬: ହିମାଚଳ ପ୍ରଦେଶର ଅଧିକାଂଶ ନାଗରିକ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ମେଦବହୁଳତା ଭଳି ରୋଗରେ ପୀଡିତ ଅଛନ୍ତି। ଏନେଇ ଇଣ୍ଡିଆନ କାଉନସିଲ ଫର୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ରିପୋର୍ଟରେ ପ୍ରକାଶ କରିଛି। ଅନୁସନ୍ଧାନରେ ଦାବି କରାଯାଇଛି କି, ପାହାଡିଆ ଅଞ୍ଚଳର କଠିନ…

ପିଟିଆଇ ନେତା ଗିରଫ

ଇସଲାମାବାଦ,୨୧ା୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ)ର ସମସ୍ୟା ପିଛା ଛାଡୁନି। ଇମ୍ରାନ ସରକାରଙ୍କ ମନ୍ତ୍ରୀ ତଥା ବରିଷ୍ଠ ପିଟିଆଇ ନେତା ଗୁଲାମ ସରଓ୍ବର ଖାନ୍‌ଙ୍କୁ ପୋଲିସ ଗିରଫ କରିଛି। ଗୁଲାମ ମେ’ ୯ରେ ହୋଇଥିବା ଦଙ୍ଗାରେ…

ବାଇଡେନଙ୍କ ମନ୍ତବ୍ୟକୁ ନେଇ ଜିନ୍‌ପିଙ୍ଗ୍‌ ଖପ୍ପା

ବେଜିଂ,୨୧ା୬: ଚାଇନା ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଭିଯୋଗ ଉପରେ ଚାଇନା ପ୍ରତିକ୍ରିୟାଶୀଳ ହୋଇଉଠିଛି। ବୁଧବାର ବାଇଡେନଙ୍କ ମନ୍ତବ୍ୟ ଉପରେ ବେଜିଂ ପ୍ରତିକ୍ରିୟା ଦେଇଛି। ବେଜିଂ ବାଇଡେନଙ୍କ ପ୍ରତିକ୍ରିୟାକୁ ଏକ ଖୋଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri