ଅପରାହ୍ନ ୧ଟା ସୁଦ୍ଧା ନୂଆପଡ଼ାରେ ୫୧.୪୨% ମତଦାନ
ନୂଆପଡ଼ା,୧୧ା୧୧(ମକାରୁ ବେମାଲ): ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନର ଉପନିର୍ବଚନରେ ମଙ୍ଗଳବାର ଅପରାହ୍ନ ୧ଟା ସୁଦ୍ଧା ୨.୫୩ ଲକ୍ଷ ଭୋଟରଙ୍କ ମଧ୍ୟରୁ ମୋଟ ୫୧.୪୨ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ଉପନିର୍ବାଚନର ଫଳାଫଳକୁ ବିଜେଡି,…
ବିଦେଶ ମାଟିରୁ ମୋଦିଙ୍କ ହୁଙ୍କାର: ଦିଲ୍ଲୀ ବିସ୍ଫୋରଣକୁ ନେଇ ପ୍ରଥରଥର ଖୋଲିଲେ ମୁହଁ
ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀ ବିସ୍ଫୋରଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଭୁଟାନରେ ଏକ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହିଁ। କୌଣସି ଦୋଷୀଙ୍କୁ ବି ଛଡ଼ାଯିବ ନାହିଁ। ସମସ୍ତଙ୍କୁ ନ୍ୟାୟ ଦିଆଯିବ। ପ୍ରଧାନମନ୍ତ୍ରୀ ସମଗ୍ର…
ଶ୍ରେଣୀ ବିପଦ
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପୁଅ ପାର୍ଥ ଓ ତାଙ୍କ ବ୍ୟବସାୟିକ ସହଯୋଗୀ ପୁନେର ମୁନ୍ଧଓ୍ବା-କେରୋଗାଁଓ ପାର୍କ ଅଞ୍ଚଳରେ ୪୦ ଏକର ସରକାରୀ ଜମିକୁ ୩୦୦ କୋଟି ଟଙ୍କାରେ କିଣିବା ବିଷୟ ପ୍ରଘଟ ହେବା ପରେ ମହାରାଷ୍ଟ୍ର ରାଜନୀତିରେ ଉତ୍ତାପ ବୃଦ୍ଧି…
ଆସିଲା ସନ୍ଦିଗ୍ଧଙ୍କ ଫଟୋ: ଜାଣନ୍ତୁ ଦିଲ୍ଲୀ ବ୍ଲାଷ୍ଟ ଘଟଣା ପୂର୍ବରୁ କ’ଣ କରୁଥିଲେ
ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ରାଜଧାନୀକୁ ଥରାଇ ଦେଇଛି। ଦିଲ୍ଲୀ ପୋଲିସ ବିସ୍ଫୋରଣର ତଦନ୍ତକୁ ଜୋରଦାର କରିଛି। ପ୍ରାରମ୍ଭିକ ତଦନ୍ତରୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି। ଯେଉଁ I20 କାରରେ ବିସ୍ଫୋରଣ ଘଟିଥିଲା ତାହା ପୂର୍ବରୁ କଶ୍ମୀରର…
ଧର୍ମେନ୍ଦ୍ରଙ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍: ପୁଅ କହିଲେ…
ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଅବଜରଭେସନରେ ରଖାଯାଇଛି। ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଥିବା ପୁଅ ସନ୍ନି ଦେଓଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେ ଅବଜରଭେସନରେ ଅଛନ୍ତି।…
ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ: ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
ନୂଆପଡ଼ା,୧୧।୧୧(ମକାରୁ ବେମାଲୁ):ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଆରମ୍ଭ ହୋଇଛି। ଭୋଟିଂ ସ୍ଥାନ ଗୁଡିକରେ ସକାଳ ୭ଟାରୁ ଗହଳି ଦେଖିବାକୁ ମଳିଛି। ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାଜ୍ୟର ପ୍ରମୁଖ ୩ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ମୋଟ୍ ୧୪…
ବିହାର ବିଧାନସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ: ୧୨୨ଟି ଆସନରେ ଭୋଟିଂ ଆରମ୍ଭ
ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ୨୦ଟି ଜିଲାର ୧୨୨ଟି ନିର୍ବାଚନମଣ୍ଡଳୀରେ ମତଦାନ ଆରମ୍ଭ ହୋଇଛି। ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ରାଜ୍ୟବ୍ୟାପୀ ୪୦୦,୦୦୦ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ…
ଦିଲ୍ଲୀ ବିସ୍ଫୋରଣ ପରେ ବାଲିଯାତ୍ରା ପଡ଼ିଆରେ ହାଇଆଲର୍ଟ
କଟକ,୧୦।୧୧: ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣା ପରେ ସମଗ୍ର ଓଡ଼ିଶା ରାଜ୍ୟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି ଖୁରାନିଆ ଏନେଇ ସୂଚନା ଦେଇଛନ୍ତି। ଦିଲ୍ଲୀ ବିସ୍ଫୋରଣ ପରେ ଡିଜିପି ଖୁରାନିଆ ତୁରନ୍ତ…
ଦିଲ୍ଲୀରେ ବିସ୍ଫୋରଣ: ନିର୍ବାଚନ ମୁହାଁ ବିହାରରେ ହାଇ ଆଲର୍ଟ
ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ଲାଲ୍ କିଲ୍ଲା ନିକଟରେ ହୋଇଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହେବା ସହ ୨୦ରୁ ଅଧିକ ଲୋକ ଆହତ ହେବା ପରେ ନିର୍ବାଚନମୁଖୀ ବିହାର ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ନଭେମ୍ବର ୧୧ରେ ହେବାକୁ…
ଲାଲକିଲ୍ଲା ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍! ଦିଲ୍ଲୀ ପୋଲିସ ଦେଲା ଆଶ୍ଚର୍ଯ୍ୟଜନକ ତଥ୍ୟ…
ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଆଶଙ୍କା କରାଯାଉଛି। ପ୍ରାରମ୍ଭିକ ତଦନ୍ତ ପରେ, ଦିଲ୍ଲୀ ପୋଲିସ ନିଶ୍ଚିତ କରିଛି ଯେ ଏହା ଏକ ସାଧାରଣ ଦୁର୍ଘଟଣା ନୁହେଁ ବରଂ ଏକ ଯୋଜନାବଦ୍ଧ…
ଲାଲକିଲ୍ଲା ବିସ୍ଫୋରଣସ୍ଥଳରୁ ଉଦ୍ଧାର ହେଲା ଜୀବନ୍ତ ଗୁଳି
ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା (Red Fort) ନିକଟରେ ସୋମବାର ସନ୍ଧ୍ୟାରେ ଏକ କାର୍ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଏହି ବିସ୍ଫୋରଣସ୍ଥଳରୁ ତଦନ୍ତକାରୀ ଦଳ ଗୋଟିଏ ଜୀବନ୍ତ ଗୁଳି (Live Bullet) ଉଦ୍ଧାର…
‘ଟ୍ରାଫିକ୍ ନିକଟରେ ଧୀର ଗତିରେ ଯାଉଥିଲା କାର୍, ତା’ପରେ ବିସ୍ଫୋରଣ’: ରହିଛି କି ଆତଙ୍କବାଦୀ ଲିଙ୍କ
ନୂଆଦିଲ୍ଲୀ,୧୦।୧୧: ସୋମବାର ସନ୍ଧ୍ୟା ପ୍ରାୟ ୬:୫୨ ମିନିଟ୍ ସମୟରେ ଦିଲ୍ଲୀର ଲାଲକିଲ୍ଲା ଅଞ୍ଚଳରେ, ଗୌରୀ ଶଙ୍କର ଏବଂ ଜୈନ ମନ୍ଦିର ନିକଟରେ ଥିବା ରେଡ୍ ଲାଇଟ୍ ଆଡକୁ ଧୀର ଗତିରେ ଯାଉଥିବା ଏକ ମାରୁତି ସୁଜୁକି ଇକୋ (Maruti Suzuki Eeco)…
Archives


