Home Middle

ପୁଟିନଙ୍କ ଉପରେ ବିପଦ ଥିବା ଅନୁମାନ କଲେ ରୁଷିଆର ପୂର୍ବତନ ଅଧିକାରୀ, ଓ୍ବାଗନର ମୁଖ୍ୟଙ୍କୁ ନେଇ ପ୍ରକଟ କଲେ ଭୟ

ମସ୍କୋ,୧୬।୭: ରୁଷିଆ ରାଷ୍ଟ୍ରବାଦୀ ବ୍ଲଗର ତଥା ପୂର୍ବତନ ଏଫଏସବି ଅଧିକାରୀ ଇଗୋର ଗିରକିନ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭାରି ପଡିପାରେ। ସେ କହିଛନ୍ତି, ଯଦି ଯୁଦ୍ଧ ବନ୍ଦ କରା ନ ଯାଏ ତେବେ…

୮୦ ଟଙ୍କାରେ ଟମାଟୋ ବିକ୍ରି କରୁଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭ : ତୁରନ୍ତ ପ୍ରଭାବ ସହିତ କେନ୍ଦ୍ର ସରକାର ଦିଲ୍ଲୀ-ଏନସିଆରରେ ଟମାଟୋର ଦାମକୁ କିଲୋଗ୍ରାମ ପିଛା ୮୦ ଟଙ୍କାକୁ ହ୍ରାସ କରିଛନ୍ତି। ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂ ରବିବାର ଏହି ସୂଚନା ଦେଇଛନ୍ତି। ପ୍ରବଳ ମୌସୁମୀ ବର୍ଷା ଏବଂ…

୩୩ ବର୍ଷ ପରେ ସିନେମା ହଲ ଖୋଲିଲା, ବଡ଼ ପରଦାରେ ଫିଲ୍ମର ଆନନ୍ଦ ନେବେ ଲୋକେ..

ଶ୍ରୀନଗର,୧୬।୭ : ସିନେମା ହଲ ଗୁଡିକ ୩୩ ବର୍ଷ ପରେ ଜମ୍ମୁ-କଶ୍ମୀରର ବାରମୁଳା ଏବଂ ହାଣ୍ଡୱାରା ପୁଣି ଖୋଲିଛି। ଉପରାଜ୍ୟପାଳ ମନୋଜ ସିହ୍ନା ଉତ୍ତର କଶ୍ମୀରର ଏହି ଦୁଇଟି ସହରରେ ୧୦୦ଟି ସିଟ ବିଶିଷ୍ଟ ଦୁଇଟି ସିନେମା ହଲ୍ର ଉଦଘାଟନ କରିଛନ୍ତି।…

ଜୈବ ସୁରକ୍ଷା କେନ୍ଦ୍ର ବିକାଶ କରିବାକୁ ତାଇଓ୍ବାନର ଘୋଷଣା, ଜୈବିକ ଅସ୍ତ୍ର ପ୍ରସ୍ତୁତି କରିବା ଆଶଙ୍କା…

ତାଇପେ,୧୬।୭ : ଜୈବିକ ଯୁଦ୍ଧ ବିରୁଦ୍ଧରେ ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ ତାଇୱାନ ଜୈବ ନିରାପତ୍ତା ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଗଠନ ପାଇଁ ଯୋଜନା ସମ୍ପର୍କରେ ଘୋଷଣା କରିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଜୈବିକ ଅସ୍ତ୍ର ପ୍ରସ୍ତୁତି କରିବା ଆଶଙ୍କା…

ବେଲାରୁଷରେ ପହଞ୍ଚିଲେ ଓ୍ବାଗନର ଗ୍ରୁପ୍‌

ମସ୍କୋ,୧୬ା୭: ରୁଷିଆରୁ ବିଦ୍ରୋହ କରୁଥିବା ଓ୍ବାଗନର୍‌ ଗ୍ରୁପ୍‌ର ସୈନ୍ୟମାନେ ବେଲାରୁଷରେ ପହଞ୍ଚିଛନ୍ତି। ୟୁକ୍ରେନ ଏବଂ ପୋଲାଣ୍ଡର ଅଧିକାରୀମାନେ ଏନେଇ ନିଶ୍ଚିତ କରିଛନ୍ତି। ବେଲାରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ଓ୍ବଗନର୍‌ ଯୁଦ୍ଧବିମାନ ଓସିପୋଭିଚି ସହର ନିକଟ ଏକ…

ଏନଡିଏକୁ ୨୫ ବର୍ଷ: ଜୁଲାଇ ୧୮ରେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ! ୧୯ ପାର୍ଟିଙ୍କୁ କରାଗଲାଣି ନିମନ୍ତ୍ରଣ

ନୂଆଦିଲ୍ଲୀ,୧୬।୭: ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ ବା ନାଶନାଲ ଡେମୋକ୍ରାଟିକ ଆଲାଏନ୍ସ(ଏନଡିଏ)କୁ ୨୫ ବର୍ଷ ପୂରଣ ହେବା ଅବସରରେ ଏହାର ସିଲଭର ଜୁବଲି ପାଳନ ହେବାକୁ ଯାଉଛି। ଏହାକୁ ନେଇ ୧୮ ଜୁଲାଇରେ ରାଜଧାନୀ ଦିଲ୍ଲୀରେ ମେଣ୍ଟରେ ଥିବା ଦଳମାନଙ୍କର ଏକ ବଡ…

ନାସା ରୋଭରକୁ ମଙ୍ଗଳରେ ମିଳିଲା ଜୀବନ ସଙ୍କେତ…

ଓ୍ବାଶିଂଟନ,୧୬।୭ : ଆମେରିକାର ସ୍ପେସ ଏଜେନ୍ସି ନାସାର ରୋଭର ମଙ୍ଗଳ ଗ୍ରହର ମାର୍ଟିଆନ କ୍ରାଟରରେ କାର୍ବନିକ ଯୌଗିକର ପ୍ରମାଣ ଥିବା ଆବିଷ୍କାର କରିଛି। ଏହା ସୂଚିତ କରୁଛି ଏକଦା ମଙ୍ଗଳ ଗ୍ରହରେ ଜୀବନ ବିଦ୍ୟମାନ ଥିଲା। କାର୍ବନିକ ଯୌଗିକଗୁଡ଼ିକ ହେଉଛି ଅଙ୍ଗାରକାମ୍ଳ…

ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ ଏହି ନିବେଦନ କଲେ ନେତାନ୍ୟାହୁ

ଜେରୁଜେଲମ,୧୬ା୭: ପ୍ରବଳ ଉତ୍ତାପ ଯୋଗୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେ ଘରେ ବେହୋସ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ନିଜେ ଏ…

ଜୈବ ସୁରକ୍ଷା କେନ୍ଦ୍ର ବିକଶିତ କରିବ ତାଇଓ୍ବାନ

ତାଇପେ,୧୬।୭: ଜୈବ ଯୁଦ୍ଧ ବିରୁଦ୍ଧରେ ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ ତାଇୱାନ ଜୈବ ନିରାପତ୍ତା ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଗଠନ ପାଇଁ ଯୋଜନା ଘୋଷଣା କରିଛି। ତେବେ ଏହି ପ୍ରକଳ୍ପରେ ଜୈବିକ ଅସ୍ତ୍ର ବିକଶିତ ହେବ ନାହିଁ ବୋଲି ଜୋର…

ସମ୍ପ୍ରଦାୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛି ଭାଜପା: ଏଆଇୟୁଡିଏଫ ବିଧାୟକ…

ଗୁଆହାଟୀ,୧୬।୭ : ମହଙ୍ଗା ପନିପରିବା ବିଷୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମାଙ୍କ ବିବୃତ୍ତି ନେଇ ଏଆଇୟୁଡିଏଫ ବିଧାୟକ କହିଛନ୍ତି ସମ୍ପ୍ରଦାୟଙ୍କ ମଧ୍ୟରେ ଭାଜପା ମତଭେଦ ସୃଷ୍ଟି କରୁଛି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମା ପନିପରିବା ମୂଲ୍ୟରେ ବୃଦ୍ଧି ପାଇଁ ମିୟା ସମ୍ପ୍ରଦାୟର…

ମୋଦିଙ୍କ ଫ୍ରାନ୍ସ ଗସ୍ତର ଭିଡିଓ ଶେୟାର କଲେ ରାଷ୍ଟ୍ରପତି ଇମାନ୍ବେଲ

ପ୍ୟାରିସ,୧୬।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ଫ୍ରାନ୍ସ ଓ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ର ଯାତ୍ରା ଶନିବାର ଶେଷ ହୋଇଛି। ୧୩ ଜୁଲାଇରେ ମୋଦି ଆରମ୍ଭ କରିଥିବା ଏହି ମହତ୍ୱପୂର୍ଣ୍ଣ ଯାତ୍ରା ଶେଷ କରି ଏବେ ଭାରତ ଫେରି ଆସିଛନ୍ତି। ଇତିମଧ୍ୟରେ ଶନିବାର ଫ୍ରାନ୍ସ…

ମୁସଲମାନ ବ୍ୟକ୍ତିଗତ ଆଇନ ମହିଳାମାନଙ୍କ ପାଇଁ ଆହ୍ବାନ ସୃଷ୍ଟି କରୁଛି, ୟୁସିସି ହ୍ରାସ କରିବ ଅସମାନତା: ଏନସିଡବ୍ଲୁ..

ନୂଆଦିଲ୍ଲୀ,୧୬।୭ : ମୁସଲିମ ବ୍ୟକ୍ତିଗତ ଆଇନର ବର୍ତ୍ତମାନର ଅଣ-ସଂହିତାବଦ୍ଧ ପ୍ରକୃତିର ଭୁଲ ବ୍ୟାଖ୍ୟା କରିଛି ବୋଲି ଜାତୀୟ ମହିଳା ଆୟୋଗ  କହିଛନ୍ତି। ଏହି କାରଣରୁ ମୁସଲମାନ ମହିଳାମାନେ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଏନସିଡବ୍ଲୁ ମୁସଲିମ ମହିଳାଙ୍କ ଅଧିକାର ଉପରେ ଏକ ଆଲୋଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri