ଆଜି ଲୋକ ସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍
ନୂଆଦିଲ୍ଲୀ,୧।୮: ମଣିପୁର ପ୍ରସଙ୍ଗରେ ସଂସଦର ମୌସୁମୀ ଅଧିବେଶନରେ ଏ ପର୍ଯ୍ୟନ୍ତ ଉତ୍ତେଜନା ଜାରି ରହିଛି। ମଙ୍ଗଳବାର ଲୋକ ସଭାରେ ଦିଲ୍ଲୀ ଅଧ୍ୟାଦେଶ ବଦଳରେ ସରକାର ଦିଲ୍ଲୀ ସେବା ବିଲ ଆଗତ କରିବେ। ଏହି କାରଣରୁ ଆଜି ବି ସଂସଦରେ ହଟ୍ଟଗୋଳ ହେବାର…
ପୃଥିବୀର କକ୍ଷ ପଥ ଛାଡି ଚନ୍ଦ୍ର ଆଡକୁ ଗତିକଲା ଚନ୍ଦ୍ରାୟନ-୩, ଅଗଷ୍ଟ ୫ ଗୁରୁତ୍ୱପୂର୍ଣ୍ଣ
ବେଙ୍ଗାଲୁରୁ,୧।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ମଙ୍ଗଳବାର ଚନ୍ଦ୍ରାୟନ-୩ ଅନ୍ତରୀକ୍ଷ ଯାନକୁ ପୃଥିବୀର କକ୍ଷରୁ ବାହାର କରି ସଫଳତାପୂର୍ବକ ଚନ୍ଦ୍ରର କକ୍ଷ ଆଡକୁ ପଠାଇଛି। ଇସ୍ରୋ ତା’ର ଏକ ବୟାନରେ କହିଛି କି ‘ଚନ୍ଦ୍ରାୟନ-୩ ପୃଥିବୀ କକ୍ଷ ପଥକୁ ପୂରଣ କରି…
ହିଂସା ଥିଲା ଅଭୂତପୂର୍ବ ଭୟଙ୍କର
ନୂଆଦିଲ୍ଲୀ, ୧।୮ : ମଣିପୁରରେ ମେ ୪ରେ ଦୁଇ ଆଦିବାସୀ ମହିଳାଙ୍କୁ ଯେଭଳି ଉଲଗ୍ନ ପରେଡ୍ କରାଯାଇ ନିର୍ଯାତନା ଦିଆଯାଇଥିଲା ଓ ତାହାର ଦୃଶ୍ୟ ଭିଡ଼ିଓରୁ ଦେଖିବାକୁ ମିଳିଥିଲା, ତାହା ଥିଲା ଅଭୂତପୂର୍ବ ଭୟଙ୍କର। ସୋମବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.…
ୟୁକ୍ରେନ୍ ସୀମାରେ ରୁଷିଆର ମିଶାଇଲ ମାଡ଼: ୪ ନିହତ
କିଭ୍,୧।୮: ରୁଷିଆର ଏକ କ୍ଷେପଣାସ୍ତ୍ର ସୋମବାର କେନ୍ଦ୍ରୀୟ ୟୁକ୍ରେନ୍ର କ୍ରଭି୍ୟ ରିହ ସହରର ଏକ ଆପାର୍ଟମେଣ୍ଟରେ ମାଡ଼ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା ୟୁକ୍ରେନ୍ ଗୃହମନ୍ତ୍ରୀ କହିଛନ୍ତି। ରୁଷିଆ ଛାଡ଼ିଥିବା ଦୁଇଟି ମିଶାଇଲ ମଧ୍ୟରୁ ଗୋଟିଏ…
କମିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ,୧।୮: ଅଗଷ୍ଟ ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଆସିଛି। ଏଥର କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ପାଇଛି। ଏହି ପରିବର୍ତ୍ତନ ଯୋଗୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୮୦ ଟଙ୍କାକୁ ବୃଦ୍ଧି…
ପୋଲିସ ପ୍ରତ୍ୟାହାର ଦାବିରେ ମହିଳାଙ୍କ ବିକ୍ଷୋଭ
ଇମ୍ଫାଲ,୧।୮: ମ୍ୟାନ୍ମାର ସୀମାକୁ ଲାଗିଥିବା ମଣିପୁରର ମୋରେହ ସହରରୁ ପୋଲିସ ଫୋର୍ସ ପ୍ରତ୍ୟାହାର ଦାବିରେ ୧,୦୦୦ରୁ ଊର୍ଦ୍ଧ୍ୱ ମହିଳା ସୋମବାର ଚୁରାଚାନ୍ଦପୁରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତୁରନ୍ତ ରାଜ୍ୟ ପୋଲିସଙ୍କୁ ପ୍ରତ୍ୟାହାର କରି ନିଆ ନ ଗଲେ ମଣିପୁରର ସମସ୍ତ ଆଦିବାସୀ ଜିଲାରେ…
ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀ ଅଟଳ
ନୂଆଦିଲ୍ଲୀ,୧।୮: ମଣିପୁର ହିଂସା ପ୍ରସଙ୍ଗକୁ ନେଇ ପାର୍ଲାମେଣ୍ଟରେ ସୋମବାର ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରର ଆଇନ ଶୃଙ୍ଖଳା ସ୍ଥିତି ଉପରେ ବିବୃତି ରଖନ୍ତୁ ବୋଲି ପୁଣି ଦାବି କରିଥିଲେ। ହିଂସାପ୍ରବଣ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଉପରେ…
ଶିବକୁମାରଙ୍କ ବିରୋଧରେ ସିବିଆଇ ପିଟିଶନ ଖାରଜ
ନୂଆଦିଲ୍ଲୀ,୧।୮: କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ବିରୋଧରେ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଥିବାବେଳେ ତଦନ୍ତକାରୀ ସଂସ୍ଥା ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ସୋମବାର ମନା କରିଛନ୍ତି। ଜଷ୍ଟିସ…
ନୁହ ହିଂସା: ସକାଳ ୧୧ଟାରେ ଏସପିଙ୍କ ସହ ଉଭୟ ପକ୍ଷର ବୈଠକ, ସ୍କୁଲ କଲେଜ ବନ୍ଦ
ଚଣ୍ଡିଗଡ଼,୧।୮: ହରିୟାଣାର ନୁହ ଜିଲାର ଡେପୁଟି କମିଶନର ପ୍ରଶାନ୍ତ ପାୱାର ଏବଂ ଏସପି ନରେନ୍ଦ୍ର ସିଂ ବିଜାରଣିୟା ସୋମବାର ବିଳମ୍ବିତ ସାରେ ବ୍ରୁଜମଣ୍ଡଳ ଧାର୍ମିକ ଯାତ୍ରା ସମୟରେ ଉତ୍ତେଜନା ସହ ଜଡିତ ଉଭୟ ପକ୍ଷଙ୍କ ସହ ଶାନ୍ତି ଆଲୋଚନା କରିଥିଲେ। ଏହି…
ବୁମ୍ରା ଅଧିନାୟକ
ନୂଆଦିଲ୍ଲୀ, ୧ା୮: ଡବ୍ଲିନଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମ୍ରା ଭାରତୀୟ ଦଳର ନେତୃତ୍ୱ ନେବେ। ବହୁ ଦିନ ଧରି ଆଘାତଜନିତ ସମସ୍ୟାରେ ରହିବା ପରେ ସେ…
ହରିୟାଣାରେ ଧର୍ମୀୟ ଶୋଭାଯାତ୍ରା ବେଳେ ହିଂସା
ନୂଆଦିଲ୍ଲୀ,୧।୮: ହରିୟାଣାର ନୁହ ଜିଲା ନନ୍ଦ ଗାଁ ନିକଟରେ ବିଶ୍ୱ ହିନ୍ଦୁ ପରିଷଦ କର୍ମୀମାନେ ଏକ ଶୋଭାଯାତ୍ରା ବାହାର କରିଥିବାବେଳେ ଗୋଷ୍ଠୀସଂଘର୍ଷରୁ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକଙ୍କ ଗୁଳିରେ ୨ଜଣ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବାବେଳେ ହିଂସା ରୋକିବା ପାଇଁ ନିୟୋଜିତ ଥିବା ଅନେକ…
ବ୍ରିଜ୍ ନିର୍ମାଣବେଳେ ଖସିଲା ମେଶିନ: ୧୫ ମୃତ
ଥାନେ,୧।୮: ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବ୍ରିଜ୍ ନିର୍ମାଣ ସମୟରେ ଗାର୍ଡର ଲଞ୍ଚିଂ ମେଶିନ ଖସି ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଥାନେର ଶାହପୁର ନିକଟରେ ସମୃଦ୍ଧି ଏକ୍ସପ୍ରେସ ରାଜପଥର…
Archives


