‘ମେଟଲ୍ ମିଟ୍ -୨୦୨୩ରେ ଭାଗନେଲେ ୭୫ ଟିମ୍
ଭୁବନେଶ୍ୱର,୫।୮(ଶର୍ମିଷ୍ଠା ପାଣିଗ୍ରାହୀ): ମେଟଲ୍ ମିଟ୍-୨୦୨୩ରେ ଜୁନିୟର୍, ସିନିୟର୍ ଗ୍ରୁପ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନରୁ ଜୁନିୟର୍, ସିନିୟର ବିଭାଗରେ ୭୫ ଟିମ୍ ଭାଗ ନେଇଛନ୍ତି। ଜୁନିୟର୍ରେ ୪୨ଟିମ୍ ଭାଗ ନେଇଥିବା ବେଳେ ସିନିୟରରେ ୩୩…
ଘରେ ନଜରବନ୍ଦୀ ହେଲେ ପିଡିପି ମୁଖ୍ୟ ମେହେବୁବା ମୁଫତି
ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କୁ ଶନିବାର ପୋଲିସ ଗିରଫ କରିଛି। ସେ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଠିକ ଆଜିର ଦିନରେ ୪ବର୍ଷ ପୂର୍ବେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦କୁ ହଟାଇ…
ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନ ଦିଲ୍ଲୀରେ କଲା ଜରୁରୀ ଅବତରଣ
ନୂଆଦିଲ୍ଲୀ,୫।୮: ଦିଲ୍ଲୀରୁ ରାଞ୍ଚି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନର ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ…
ଧମକପୂର୍ଣ୍ଣ ପୋଷ୍ଟ କରି ଅଡୁଆରେ ଟ୍ରମ୍ପ, କୋର୍ଟରେ ପିଟିଶନ ଦାଖଲ
ଓ୍ବାଶିଂଟନ୍,୫।୮: ଅଡୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦିନକୁ ଦିନ ତାଙ୍କ ତାଙ୍କ ଅଡୁଆ ବଢିବାରେ ଲାଗିଛି। ୨୦୨୦ ନିର୍ବାଚନ ଫଳାଫଳକୁ ଅଗ୍ରାହ୍ୟ କରିବାକୁ ଚେଷ୍ଟା କରିବା ମାମଲାରେ ଆଇନଜୀବୀମାନେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ବିରୋଧରେ କୋର୍ଟରେ ଏକ…
ମେଗା କୁଇଜ୍ ଇଭେଣ୍ଟ ‘ମେଟଲ୍ ମିଟ୍ -୨୦୨୩’ ଆରମ୍ଭ
ଭୁବନେଶ୍ୱର,୫।୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ଆୟୋଜିତ ମେଗା କୁଇଜ୍ ପ୍ରତିଯୋଗିତା ‘ମେଟଲ୍ ମିଟ୍ ୨୦୨୩’ ଶନିବାର ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ବସ୍ତି ପ୍ରିମିୟମ୍ରେ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଓଡ଼ିଶାର ପ୍ରମୁଖ ସ୍କୁଲ, କଲେଜ…
ତୋଶାଖାନା ମାମଲାରେ ଇମ୍ରାନଙ୍କୁ ପୁଣି ଝଟକା, ଟ୍ରାଏଲ କୋର୍ଟ ସମନ ଜାରି କରି ହାଜର ହେବାକୁ ଦେଲେ ନିର୍ଦ୍ଦେଶ
ଇସଲାମାବାଦ,୫।୮: ଶନିବାର ପାକିସ୍ତାନର ଫେଡେରାଲ ରାଜଧାନୀର ଏକ ଜିଲା ଏବଂ ଅଧିବେଶନ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ବ୍ୟକ୍ତିଗତ କ୍ଷମତାରେ ଡକାଇଛନ୍ତି। ତେବେ ତୋଶାଖାନା ମାମଲାରେ ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ଇସଲାମାବାଦ ହାଇକୋର୍ଟ ଖାରଜ କରିଛନ୍ତି। ଇସଲାମାବାଦର ଟ୍ରାଏଲ…
ଗୁରୁତର ଅଭିଯୋଗ ପରେ ବି ଟ୍ରମ୍ଫଙ୍କ ପ୍ରାର୍ଥୀଙ୍କୁ ମିଳୁଛି ବିପୁଳ ସମର୍ଥନ
ଓ୍ବାଶିଂଟନ,୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଙ୍କ ବିରୋଧରେ ଦାଖଲ ହୋଇଥିବା ମକଦ୍ଦମାକୁ ଖାରଜ କରି କହିଛନ୍ତି ଯେ ଏହା ଜୋ ବାଇଡେନଙ୍କ ନିରାଶା। ଶୁକ୍ରବାର ଟ୍ରମ୍ଫ ଦକ୍ଷିଣପନ୍ଥୀ ବୋଲି ବିବେଚନା କରାଯାଉଥିବା ଲବାମା ଗସ୍ତରେ ଥିଲେ। ଅଲବାମାରେ ଟ୍ରମ୍ଫଙ୍କୁ…
ସୋସିଆଲ ମିଡିଆ ସେଲିବ୍ରିଟିଙ୍କୁ ଭେଟିବାକୁ ନେଇ ନ୍ୟୁୟର୍କରେ ହିଂସା, ଭାଙ୍ଗିଲା ଅନେକ ଗାଡି
ଓ୍ବାଶିଂଟନ,୫।୮: ଶୁକ୍ରବାର ଆମେରିକାର ନ୍ୟୁୟର୍କ ରାସ୍ତାରେ ବିଶୃଙ୍ଖଳା ଏବଂ ଦଙ୍ଗାର ପରିବେଶ ସୃଷ୍ଟି ହୋଇଥିଲା। ବାସ୍ତବରେ, ରାସ୍ତାରେ ବହୁ ସଂଖ୍ୟାରେ ଯୁବକ ଏକତ୍ରିତ ହୋଇଥିଲେ ଏବଂ ଦେଖଉ ଦେଖୁ ସେଠାରେ ଝଗଡା ଓ ପଥର ମାଡ ଆରମ୍ଭ ହୋଇଯାଇଥିଲା। ଏଥିରେ ଅନେକ…
ଯୁଦ୍ଧ ମଧ୍ୟରେ ତୁର୍କୀ ଗସ୍ତ କରିବେ ପୁଟିନ! ଏର୍ଦୋଗନ କହିଲେ ତାରିଖ ସ୍ଥିର ହୋଇନି, ଆଶା କରାଯାଉଛି ଚଳିତ ମାସରେ ଆସିବେ
ଇସ୍ତାନବୁଲ,୫।୮: ତୁର୍କୀ ଗସ୍ତ କରିପାରନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ପୁଟିନଙ୍କ ଏହି ଗସ୍ତକୁ ନେଇ ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନ କହିଛନ୍ତି ଏବେ ପର୍ଯ୍ୟନ୍ତ ପୁଟିନଙ୍କ ଗସ୍ତକୁ ନେଇ କୌଣସି ତାରିଖ ସ୍ଥିର କରାଯାଇ ନାହିଁ, ହେଲେ ଏହାକୁ ନେଇ…
ରେକର୍ଡ ପରିମାଣର ସୁନା କ୍ରୟ
ଭୁବନେଶ୍ୱର,୫।୮(ଅଭୟ ଦାଶ): ଗତ କିଛି ମାସ ହେବ ବିଶ୍ୱ ସୁନା ବଜାର ଓ ବଜାର କାରବାରରେ ଅନ୍ତର ସୃଷ୍ଟି ହୋଇଛି। ବିଶେଷକରି ବିଶ୍ୱ ବଜାରରେ ସୁନା କ୍ରୟର ଚାହିଦା ରହିଥିବାବେଳେ ଘରୋଇ ବଜାରଗୁଡିକରେ ସୁନାର ଚାହିଦା ସେହି ପରିମାଣରେ କାରବାର ହୋଇପାରିନାହିଁ ବୋଲି…
ନଭାଲନିଙ୍କୁ ଆଉ ୧୯ ବର୍ଷ ଜେଲ
ମସ୍କୋ,୫ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ବିରୋଧୀ ନେତା ଆଲେକ୍ସି ନଭାଲନିଙ୍କୁ ଏକ କୋର୍ଟ ଶୁକ୍ରବାର ୧୯ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ପୂର୍ବରୁ ନଭାଲନିଙ୍କୁ ସାଢ଼େ ୧୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାବେଳେ ସେ…
ଉଠାଦୋକାନୀଙ୍କ ଦୋକାନ ଭାଙ୍ଗିଲେ ସ୍ଥାୟୀ ଦୋକାନୀ
ଭୁବନେଶ୍ୱର, ୫।୮ (ବନ୍ଦନା ସେଠୀ): ଦୀର୍ଘ ୧୮ଦିନ ପରେ ଗୁରୁବାର ଅପରାହ୍ନରୁ ୟୁନିଟ୍-୨ରେ ଥିବା ରାଜ୍ୟର ପ୍ରମୁଖ ବଜାର ମାର୍କେଟ ବିଲ୍ଡିଂ ଖୋଲିଥିଲେ ମଧ୍ୟ ଶୁକ୍ରବାରଠାରୁ ଠିକ୍ ଭାବେ ବେପାର ଆରମ୍ଭ ହୋଇଥିଲା। ତେବେ ମାର୍କେଟ ଖୋଲିବାର ମଧ୍ୟାହ୍ନ ୧୨ଟା ବେଳକୁ…
Archives


