Home Middle

କୋଲକାତା ଟେଷ୍ଟ ହାରିଲା ଟିମ୍‌ ଇଣ୍ଡିଆ, ଭାରତ ୯୩ ରନ୍‌ରେ ଅଲ୍‌ଆଉଟ୍

କୋଲକାତା,୧୬ା୧୧: ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ମାତ୍ର ୧୨୪ ରନ୍‌ର ଲକ୍ଷ୍ୟ ପିଛା କରି ନପାରି ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୯୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଫଳରେ ଟେମ୍ବା…

ନୂଆପଡ଼ା ଉପନିର୍ବାଚନ ପରେ ରାଜନୈତିକ ପରିବର୍ତ୍ତନର ସମ୍ଭାବନା, ଭାଙ୍ଗିଯିବ…

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ଓଡ଼ିଶା ରାଜନୀତିରେ ଅନେକ ରାଜନୈତିକ ଅଙ୍କ ବଦଳିବା ନେଇ ଏବେଠାରୁ ଚର୍ଚ୍ଚା ହେଲାଣି। ଯଦିଓ ଏବେ ବିରୋଧୀ ଆସନରେ ବସୁଛି ତଥାପି ବିଜେଡିର ଭବିଷ୍ୟତ ଏବଂ ଆଭ୍ୟନ୍ତରୀଣ ରାଜନୀତି ବିଷୟରେ ଜାଣିବା…

ଜୟଙ୍କ ନେତୃତ୍ୱରେ ୧ ନମ୍ବର ଜିଲା ହେବ ନୂଆପଡ଼ା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ଭାଜପା ନୂଆପଡ଼ା ଉପନିର୍ବାଚନରେ ବିଜୟ ଲାଭ କରି ଇତିହାସ ରଚିଛି। ନୂଆପଡ଼ାବାସୀ ଭାଜପା ଉପରେ ଭରସା ଓ ବିଶ୍ୱାସ ରଖିଛନ୍ତି। ନୂଆପଡ଼ାରେ ଏଥର ବିକାଶ ହେବ। ଭାଜପା ସରକାର ସେଠାରେ ୧୪୨୧ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି।…

ଓଡ଼ିଶାର ସବୁ ବନ୍ଦରରେ ରହିବ କୋଷ୍ଟଗାର୍ଡ ବର୍ଥ

ପାରାଦୀପ ୧୬ା୧୧(ଶରତ ରାଉତ): ସାମ୍ପ୍ରତିକ ଭୂ-ରାଜନୈତିକ ଓ ସାମରିକ ଘଟଣାକ୍ରମକୁ ଦେଖିଲେ ଉପକୂଳ ଅଞ୍ଚଳ ଓ ବନ୍ଦରଗୁଡ଼ିକର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ହୃଦୟଙ୍ଗମ କରାଯାଇ ଓଡ଼ିଶା ସମେତ ପୂର୍ବ ଭାରତର ଉପକୂଳ ନିରାପତ୍ତା ନିମନ୍ତେ କେତେକ ବର୍ଦ୍ଧିତ ପ୍ରକଳ୍ପ କାର୍ଯ୍ୟକାରୀ…

ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୧୧: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏମ୍ସ ଡାକ୍ତରଙ୍କ ସହ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ହ୍ୟୁମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାକୁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ…

ବିହାରରେ ନୂଆ ସରକାର ଗଠନ ପୂର୍ବରୁ ଶାହାଙ୍କ ଘରେ ଘନ ଘନ ବୈଠକ

ନୂଆଦିଲ୍ଲୀ,୧୫।୧୧: ବିହାରରେ ନୂଆ ସରକାର ଗଠନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ସୂତ୍ର ଅନୁଯାୟୀ, ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସହ-ପ୍ରଭାରୀ ବିନୋଦ ତାୱଡେ ଶନିବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ନିର୍ବାଚନ ଫଳାଫଳ ସମୀକ୍ଷା କରିଥିଲେ…

ହାରିଗଲେ ସତ, ହେଲେ ଭାଜପାକୁ ଦୁଃଖ ଦେଇଗଲେ ପିକେ, ଅଧିକାଂଶ ଆସନରେ…

ପାଟନା,୧୫।୧୧: ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟି (ପ୍ରଶାନ୍ତ କିଶୋର ଜନ ସୂରାଜ ପାର୍ଟି) ବିହାର ବିଧାନସଭା ନିର୍ବାଚନରେ (ବିହାର ନିର୍ବାଚନ ଫଳାଫଳ ୨୦୨୫)ରେ ଗୋଟିଏ ବି ଆସନ ଜିତି ନଥାଇପାରେ, କିନ୍ତୁ ଏହା ନିଶ୍ଚିତ ଭାବରେ ଭାଜପା, ଏନଡିଏ ଏବଂ…

ଭେଣ୍ଟିଲେଟର୍‌ରେ ହ୍ୟୁମାନ ସାଗର: କାନ୍ଦି କାନ୍ଦି ସହାୟତା ଲୋଡିଲେ ମା’

ଭୁବନେଶ୍ୱର,୧୫।୧୧: କଣ୍ଠଶିଳ୍ପୀ ହ୍ୟୁମାନ ସାଗର କିଡ୍‌ନୀ ଏବଂ ଲିଭରଜନିତ ରୋଗରେ ପୀଡ଼ିତ ଅଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକରୁ ଏମ୍‌ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଏହି ସମୟରେ ପୁଅର…

ଭାରତ ୧୮୯ ରନରେ ଅଲ୍‌ଆଉଟ୍‌: ରାହୁଲଙ୍କୁ ଛାଡ଼ି ସମସ୍ତେ ଫ୍ଲପ୍‌

କୋଲକାତା,୧୫।୧୧:ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପ୍ରଥମ ଇନିଂସ ଶେଷ ହୋଇଛି। ପ୍ରଥମ ଇନିଂସରେ ଭାରତ ୧୮୯ ରନ କରିଛନ୍ତି। ଫଳରେ ଟିମ୍‌ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଉପରେ ୩୦ ରନର ସାମାନ୍ୟ ଅଗ୍ରଣୀ ନେଇଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ବ୍ୟାଟିଂ କରୁଥିବା…

ସ୍ପେଶାଲ OTET ରେଜଲ୍ଟ ପ୍ରକାଶ: ଏହି ଓ୍ବେବସାଇଟରେ ଦେଖିପାରିବେ ରେଜଲ୍ଟ

ଭୁବନେଶ୍ୱର,୧୫।୧୧: ପ୍ରକାଶ ପାଇଲା ସ୍ପେଶାଲ OTET-୨୦୨୫ ରେଜଲ୍ଟ। ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷା ରେଜଲ୍ଟ ପ୍ରକାଶ ଶନିବାର ପ୍ରକାଶ ପାଇଛି। ପେପର-୧ରେ ୧୨ହଜାର ୯୮୮ କୃତକାର୍ଯ୍ୟ, ପାସ ହାର ୪୭.୧୭% ଥିବା ବେଳେ ପେପର ୨ରେ ୩୫ ହଜାର ୧୬୫…

ଜୟଙ୍କ ବିଜୟ ପରେ ବଡ଼ ବୟାନ ଦେଲେ ବସନ୍ତଙ୍କ ପୁଅ, କହିଲେ ଆଉ ଆଶା ନାହିଁ…

ନୂଆପଡା,୧୫।୧୧: ବିଜେଡି ଗଡ଼ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି । ୧୧ ବର୍ଷ ପରେ ନୂଆପଡା ପୁଣି ଥରେ ପଦ୍ମ ଫୁଟିଛି । ଭାଜପା ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩…

କମାଲ୍‌ କଲେ ଧର୍ମେନ୍ଦ୍ର ପ୍ରଧାନ: ଭାଜପାର ‘ନୂଆ ଚାଣକ୍ୟ’ଙ୍କୁ ଦିଆଯାଇପାରେ ବଡ଼ ଦାୟିତ୍ୱ

ପାଟନା,୧୫।୧୧: ବିହାର ବିଧାନସଭା ନିର୍ବାଚନରେ NDA ମେଣ୍ଟ ପ୍ରଚଣ୍ଡ ବହୁମତ ହାସିଲ କରିଛି। ଏହି ମେଣ୍ଟର ନେତୃତ୍ୱ କରିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ସବୁଠୁ ବଡ଼ ଭାବେ ଉଭା ହୋଇଛି। ଭାଜପା ୮୯ ଆସନରେ ଜିତିଥିବାବେଳେ ଜେଡିୟୁ ୮୫ ଆସନରେ ଜିତିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri