Home Middle

ମୋଦିଙ୍କୁ ଉଦ୍ଧବଙ୍କ ପ୍ରଶ୍ନ…

ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଭାଜପା ତାଙ୍କୁ ପଛରେ ଛୁରା ଭୁସି ଥିବାରୁ ଥିବାରୁ ସେ କଂଗ୍ରେସ ସହ ଯାଇଥିଲେ ବୋଲି ଉଦ୍ଧବ ଠାକରେ କହିଛନ୍ତି। ଭାଜପା ସହିତ ଯେତେବେଳେ କେହି ନ ଥିଲେ ତାଙ୍କ ପିତା…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

କଟକ,୭ା୮: ସୋମବାର ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ। ଫର୍ମପୂରଣ କରିଥିବା ୧୩୧୦ ପିଲାଙ୍କ ମଧ୍ୟରୁ ୪୩୩ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟ ମୁକ୍ତ ବିଦ୍ୟାଳୟର ୮୧୯୫ ଛାତ୍ରୀଛାତ୍ର ମଧ୍ୟରୁ  ୬୬୭୮ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ପରୀକ୍ଷା ରେଜଲ୍ଟ ବୋର୍ଡ…

କର୍ନାଟକରେ ବଜରଙ୍ଗ ବାଲିଙ୍କ ଗଦା ପାହାର ଖାଇ ମହାରାଷ୍ଟ୍ରରେ ଔରଙ୍ଗଜେବ ଜପ କରୁଛି ଭାଜପା: ଉଦ୍ଧବଙ୍କ କଟାକ୍ଷ…

ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, କର୍ନାଟକରେ ବଜରଙ୍ଗ ବାଲିଙ୍କ ଗଦାରେ ଭାଜପାକୁ ବଡ଼ ଆଘାତ ଲାଗିଥିଲା। ଗଦା ପାହାର ଖାଇ ଭାଜପା ବର୍ତ୍ତମାନ ମହାରାଷ୍ଟ୍ରରେ ଔରଙ୍ଗଜେବ ଔରଙ୍ଗଜେବ ଜପ କରୁଛନ୍ତି । ମୁଁ କହୁଛି ଆମେ…

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୭ା୮: ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (AIIMS) ହସ୍ପିଟାଲ ପରିସରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଣ୍ଡୋସ୍କୋପି ବିଭାଗରେ ଏହି ନିଆଁ ଲାଗିଥିବା ସୂଚନାରୁ ଜଣାପଡ଼ିଛି। ଏମ୍ସ ବିଲ୍ଡିଂର ଦ୍ୱିତୀୟ ମହଲାରେ ଏହି ନିଆଁ ଲାଗିଛି। ତେବେ ସମସ୍ତ…

ଯଦି ସାହସ ଅଛି ରକ୍ଷାବନ୍ଧନରେ ବିଲକିସ ବାନୋଙ୍କଠାରୁ ବାନ୍ଧ ରାଖୀ: ଭାଜପାକୁ ଉଦ୍ଧବଙ୍କ ଚ୍ୟାଲେଞ୍ଜ…

ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ମୁମ୍ବାଇରେ ପାର୍ଟି କର୍ମୀ ତଥା ସମ୍ଭାଜୀ ବ୍ରିଗେଡ କର୍ମୀଙ୍କୁ ସମ୍ବୋଧିତ କରୁଥିବାବେଳେ ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ଉଦ୍ଧବ ଠାକରେ କହିଛନ୍ତି, ’ମୁଁ ଆପଣଙ୍କୁ କହିବାକୁ ଚାହେଁ…

ପାର୍ଲାମେଣ୍ଟରେ ପହଞ୍ଚିଲେ ରାହୁଲ, ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ

ନୂଆଦିଲ୍ଲୀ,୭ା୮: ସୋମବାର ଏମ୍‌ପି ପଦ ଫେରି ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ମଧ୍ୟ ରାହୁଲଙ୍କୁ ସ୍ବାଗତ କରାଯାଇଛି। ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ରାହୁଲ ମାଲ୍ୟାର୍ପଣ କରିଥିଲେ।…

ସେନ୍ଥିଲଙ୍କୁ ଝଟକା: ଗିରଫଦାରୀ ବେଆଇନ ନୁହେଁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୮ : ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଏକ ଝଟକା ଦେଇ ସୁପ୍ରିମକୋର୍ଟ ବାଲାଜୀ ଏବଂ ତାଙ୍କ ସ୍ତ୍ରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ସେଣ୍ଟିଲ ବାଲାଜୀଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟ ଆଇନ ଅନୁସାରେ ଠିକ ବୋଲି କହିଛନ୍ତି ଏବଂ…

ନିର୍ବାଚନ ଠକେଇ ମାମଲାରେ ବିଚାରପତିଙ୍କୁ ହଟାଇବାକୁ ଦାବି କରିଛନ୍ତି ଟ୍ରମ୍ଫ

ଓ୍ବାଶିଂଟନ,୭।୮: ଯୁକ୍ତରାଷ୍ଟ୍ର ଆମେରିକାର ପୂବ;ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ତାଙ୍କର ୨୦୨୦ ନିର୍ବାଚନରେ ପରାଜୟକୁ ଲୁଚାଇବା ପାଇଁ କରାଯାଇଥିବା ଷଡଯନ୍ତ୍ର ମାମଲାରେ ୱାଶିଂଟନ ଡିସି କୋର୍ଟର ଶୁଣାଣି ଚାଲିଛି। ୨୦୨୦ ନିର୍ବାଚନ ଠକେଇ ମାମଲାରେ ତାଙ୍କୁ ନ୍ୟାୟ ମିଳିବ ବୋଲି…

ଦେଶର ସୀମାକୁ କରାଯାଉଛି ସୁଦୃଢ଼: ଜୟଶଙ୍କର…

ନୂଆଦିଲ୍ଲୀ,୭।୮ : ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭୁଟାନ ଏବଂ ଆସାମକୁ ସଂଯୋଗ କରୁଥିବା ରେଳ ଲିଙ୍କ ନେଇ ସୂଚନା ପ୍ରଦାନ କହିଛନ୍ତି। ଏଥି ସହିତ ସେ ମ୍ୟାନମାରର ସୀମା ବିଷୟରେ ମଧ୍ୟ କହିଛନ୍ତି। ଦେଶର ସୀମାକୁ ମଜବୁତ କରାଯାଉଛି। ଭୁଟାନ…

ଶିବରାଜ ଚାହିଁଲେ କଂଗ୍ରେସରେ ହୋଇ ପାରିବେ ସାମିଲ: କମଲ ନାଥଙ୍କ କଟାକ୍ଷ…

ଭୋପାଳ,୭।୮ : ଗତ କିଛି ଦିନ ହେବ ଭାଜପା ନେତାଙ୍କ କଂଗ୍ରେସରେ ଯୋଗଦେବା ପ୍ରକ୍ରିୟା କ୍ରମାଗତ ଭାବେ ବଢ଼ି ଚାଲିଛି। ଦୀପକ ଯୋଶୀଙ୍କ ପରି ଅନେକ ବଡ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ରବିବାର ଦାତିଆର ଜଣେ ବରିଷ୍ଠ ଭାଜପା…

‘ଭଲ ପାଇବାର ବିଜୟ ହୋଇଛି’

ନୂଆଦିଲ୍ଲୀ,୭ା୮: ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ଫେରିବା ପରେ କଂଗ୍ରେସ ମହଲରେ ଆନନ୍ଦର ଲହରି ଖେଳିଯାଇଛି। କଂଗ୍ରେସ ଏମ୍‌ପି ଶିଶି ଥରୁର ଏହି ଘୋଷଣା ଉପରେ ନିଜର ପ୍ରତିକ୍ରିୟା ରଖି ଏହାକୁ ଗଣତନ୍ତ୍ରର ବିଜୟ ବୋଲି କହିବା ସହ ଭଲ…

କ୍ୟାଥଲିକ ଚର୍ଚ୍ଚ ସମଲିଙ୍ଗୀଙ୍କ ପାଇଁ ଖୋଲା ରହିଛି: ପୋପ୍‌…

ଭଟିକାନ ସିଟି,୭।୮ : ଖ୍ରୀଷ୍ଟିଆନମାନଙ୍କର ସବୁଠାରୁ ବଡ ଧାର୍ମିକ ନେତା ପୋପ ଫ୍ରାନ୍ସିସ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ସମଲିଙ୍ଗୀ ସମେତ ସମଗ୍ର ଏଲଜିବିଟି ସମ୍ପ୍ରଦାୟଙ୍କ ପାଇଁ କ୍ୟାଥୋଲିକ ଚର୍ଚ୍ଚ ଖୋଲା ଅଛି। ପୋପ ଫ୍ରାନ୍ସିସ କହିଛନ୍ତି ଆଧ୍ୟାତ୍ମିକତାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri