ସ୍ବାଧୀନତା ଦିବସ: ସୀମାରେ ଅଗଷ୍ଟ ୧୧ରୁ ୧୭ ପର୍ଯ୍ୟନ୍ତ ବିଏସଏଫ ପକ୍ଷରୁ ଅପରେଶନ ଆଲର୍ଟ…
ଜୈସେଲମେର,୧୦।୮ : ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୧ ରୁ ୧୭ ପର୍ଯ୍ୟନ୍ତ ଭାରତ-ପାକିସ୍ଥାନ ଅନ୍ତର୍ଜାତୀୟ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ) ଅପରେଶନ ଆଲର୍ଟ ଜାରି କରିବ। ଅନୁପ୍ରବେଶ ତଥା ଚୋରା ଚାଲାଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକଳାପକୁ…
ଶେହବାଜଙ୍କ ଇସ୍ତଫାକୁ ମୁକ୍ତି ଦିବସ ଭାବେ ପାଳନ କଲା ଇମ୍ରାନଙ୍କ ପାର୍ଟି ପିଟିଆଇ
ଇସଲାମବାଦ,୧୦।୮: ଚଳିତ ସପ୍ତାହରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟକାଳ ସରିଛି। ରାଷ୍ଟ୍ରପତି ଆରିଫ ଆଲଭି ବୁଧବାର ରାତିରେ ଶେହବାଜଙ୍କ ସୁପାରିଶ କ୍ରମେ ସଂସଦକୁ ଭଙ୍ଗ କରିଛନ୍ତି। ସରକାରଙ୍କ କାର୍ଯ୍ୟକାଳକୁ ତିନି ଦିନ ପୂର୍ବରୁ ସଂସଦ ଭଙ୍ଗ ହୋଇଛି। ତେବେ…
ଭାଜପା ଘୃଣାର ଦୋକାନ ଖୋଲିଛି ତେଣୁ ପ୍ରେମଭରା ଇସାରା ବି ବୁଝି ପାରୁନି: ରାହୁଲଙ୍କ ଫ୍ଲାଇଙ୍ଗ କିସ୍ ମାମଲାରେ ଶିବସେନାର ଜବାବ…
ନୂଆଦିଲ୍ଲୀ,୧୦।୮ : ଶାସକ ଦଳ ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଫ୍ଲାଇଙ୍ଗ କିସ୍ ଅଭିଯୋଗ ନେଇ ଶିବସେନା (ୟୁବିଟି) ମୁହଁ ଖୋଲିଛି। ଶିବସେନା (ୟୁବିଟି) ରାଜ୍ୟସଭା ଏମପି ପ୍ରିୟଙ୍କା ଚତୁର୍ବେଦୀ ଭାଜପାକୁ ସମାଲୋଚନା କରିଛନ୍ତି। ସେ ରାହୁଲଙ୍କୁ ସମର୍ଥନ କରି କହିଛନ୍ତି…
କୁଏତ୍ରେ ‘ବାର୍ବି’ ଚଳଚ୍ଚିତ୍ର ନିଷେଧ
କୁଏତ୍,୧୦ା୮: ଗ୍ରେଟାଙ୍କ ‘ବାର୍ବି’ ଚଳଚ୍ଚିତ୍ରକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଇତିମଧ୍ୟରେ ‘ବାର୍ବି’ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଛି କୁଏତ। ଲେବାନନରେ ‘ବାର୍ବି’ ଉପରେ ମଧ୍ୟ ନିଷେଧାଦେଶ ଜାରି ହୋଇଛି। ଏକ ରିପୋର୍ଟ ଅନୁଯାୟୀ, କୁଏତ ଏହି ଚଳଚ୍ଚିତ୍ର ଉପରେ…
ନୀଳ କଙ୍କଡା ବିବାଦକୁ ନେଇ ଇଟାଲୀ ସରକାର ଖର୍ଚ୍ଚ କରିବେ ୨୬ କୋଟି ଟଙ୍କା
ରୋମ,୧୦।୮: ଇଟାଲୀ ସରକାର ନୀଳ କଙ୍କଡା ବିବାଦକୁ ସମାଧାନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସରକାର ୨.୯ ମିଲିୟନ ୟୁରୋ ଅର୍ଥାତ୍ ପ୍ରାୟ ୨୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଇଟାଲୀରେ ନୀଳ କଙ୍କାଳ ସଂଖ୍ୟା ବହୁତ ବୃଦ୍ଧି…
ଏସିଆ କପ ୨୦୨୩ ପୂର୍ବରୁ ଭାରତର ପ୍ଲାନ ଲିକ…
କୋଲକାତା,୧୦।୮ : ଏସିଆ କପ ୨୦୨୩ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ୩୧ ଅଗଷ୍ଟରୁ ଆରମ୍ଭ ହେବ। ୨୦୧୮ ବର୍ଷ ପରେ ଭାରତୀୟ ଦଳ ଏସିଆ କପ ଜିତିବାକୁ ପଡ଼ିଆକୁ ଓହ୍ଲାଇବ। ଚଳିତ ବର୍ଷ…
ଯୌନ ନିର୍ଯାତନାରେ ଗିରଫ ବିସିସିଆଇ ଉପସ୍ଥାପକ ହାର୍ଦ୍ଦିକ ସିଂ କୋହଲ ଖଲାସ
ଲଣ୍ଡନ,୧୦।୮: ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିବା ବ୍ରିଟିଶ ଶିଖ ରୋଷେୟା ତଥା ବିସିସିଆଇର ପୂର୍ବତନ ଉପସ୍ଥାପକା ହାର୍ଦ୍ଦିକ ସିଂ କୋହଲି ଖଲାସ ହୋଇଛନ୍ତି। ଏକ ଶପଥ ପତ୍ର ଜରିଆରେ ସେ ମୁକ୍ତ ହୋଇଛନ୍ତ କିନ୍ତୁ ପରବର୍ତ୍ତୀ ସମୟରେ ସେ କୋର୍ଟରେ…
ଭାରତ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ୩୩ ପ୍ରତିଶତ ହ୍ରାସ କରିଛି…
ନୂଆଦିଲ୍ଲୀ,୧୦।୮ : ଭାରତ ଗତ ୧୪ ବର୍ଷ ମଧ୍ୟରେ ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ୩୩ ପ୍ରତିଶତ ହ୍ରାସ କରି ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ଏକ ମହତ୍ତ୍ୱପୂର୍ଣ ଅବଦାନ ଜାରି ରଖିଛି। ମିଳିତ ଜାତିସଂଘର ଫ୍ରେମୱାର୍କ କନଭେନଶନ ଅଫ…
୯୫ ପ୍ରତିଶତରୁ ଅଧିକ ଗର୍ଭାଶୟ କର୍କଟ ଆକ୍ରାନ୍ତ ଗ୍ରାମାଞ୍ଚଳ ଗରିବ, ଶସ୍ତା ଟିକାକରଣ ଅଭିଯାନ ପାଇଁ ପ୍ରସ୍ତୁତି…
ନୂଆଦିଲ୍ଲୀ,୧୦।୮ : ଗର୍ଭାଶୟ କର୍କଟ ସମ୍ବନ୍ଧରେ ଏକ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦେଶରେ ଗର୍ଭାଶୟ କର୍କଟରେ ପୀଡିତ ୯୫ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଗ୍ରାମାଞ୍ଚଳର ପରିବେଶରେ ବସବାସ କରୁଛନ୍ତି। ସେମାନଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ। ଆକ୍ରାନ୍ତଙ୍କ…
ଆମେରିକା ଗସ୍ତ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେରେ ହେବ ଆଲୋଚନା
ଓ୍ବାଶିଂଟନ୍,୧୦।୮: ଚଳିତ ବର୍ଷ ଅକ୍ଟୋବର ୨୫ରେ ଆମେରିକା ଗସ୍ତ କରିବେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେ। ଏନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଜାରି ହୋଇଛି। ଆମେରିକା ଗସ୍ତ କରି ସେ ପ୍ରଧାନମନ୍ତ୍ରୀ ଜୋ ବାଇଡେନଙ୍କୁ ସାକ୍ଷାତ କରିବେ। ଉଭୟ ଦେଶ…
ରେପୋ ରେଟ ଅପରିବର୍ତ୍ତିତ: ମୁଦ୍ରା ନୀତି ଘୋଷଣା…
ନୂଆଦିଲ୍ଲୀ,୧୦।୮ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ପୂର୍ବାହ୍ନ ୧୦ଟାରେ ମୁଦ୍ରା ନୀତି କମିଟିର ସୁଧ ହାର ନିଷ୍ପତ୍ତି ଘୋଷଣା କରିଛନ୍ତି। ବିଶ୍ୱ ର୍ଅନୈତିକ ଅନିଶ୍ଚିତତା ମଧ୍ୟରେ ସେ କେନ୍ଦ୍ରୀୟ ବ୍ୟାଙ୍କ ନେଇଥିବା ଅନ୍ୟ ନିଷ୍ପତ୍ତି ବିଷୟରେ ମଧ୍ୟ ଘୋଷଣା…
ପୀଡିତାଙ୍କ ପାଇଁ ବଳାତ୍କାର ଯେତିକି ଭୟଙ୍କର, ମିଥ୍ୟା ଅଭିଯୋଗ ତାହାଠୁ ଅଧିକ ଅପମାନଜନକ: ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୧୦।୮ : ସୁପ୍ରିମକୋର୍ଟ କହିଛନ୍ତି ବଳାତ୍କାର ପୀଡିତାଙ୍କୁ ସବୁଠାରୁ ବଡ ଦୁଃଖ, ଭୟ ଏବଂ ଅପମାନର କାରଣ ହୋଇଥିବାବେଳେ ଏକ ମିଥ୍ୟା ଅଭିଯୋଗ ଏହାଠାରୁ ଅଧିକ ପ୍ରଭାବ ପକାଇଥାଏ। ଏଭଳି ପରିସ୍ଥିତିରେ ବଳାତ୍କାରର ଅଭିଯୁକ୍ତଙ୍କୁ ମଧ୍ୟ ଏପରି ପ୍ରଭାବରୁ ରକ୍ଷା କରାଯିବା…
Archives


