ରାଜନୈତିକ ଦଳଙ୍କୁ ଆରଟିଆଇରେ ସାମିଲ କରିବା ଆବେଦନ ନେଇ କେନ୍ଦ୍ର ସରକାର ଦେଲେ ଉତ୍ତର…
ନୂଆଦିଲ୍ଲୀ,୨୫।୭ : ମଙ୍ଗଳବାର କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ସୂଚନା ଅଧିକାର(ଆରଟିଆଇ) ଅଧିନିୟମ ଅଧୀନରେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଆଣିବା ପାଇଁ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ଙ୍କ ଆଦେଶ ସୁପ୍ରିମକୋର୍ଟଙ୍କଠାରୁ ଲିଖିତ ଆବେଦନ ଦ୍ୱାରା କରାଯାଇପାରିବ ନାହିଁ। ପ୍ରଧାନ ବିଚାରପତି…
ଚାଇନାର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ମନ୍ତ୍ରୀପଦରୁ ବହିଷ୍କାର
ବେଜିଂ,୨୫।୭: ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ତାଙ୍କ ପଦରୁ ବିଦା କରାଯାଇଛି। ସେ ଚାଇନା ରାଷ୍ଟ୍ରପତି ଶିି ଜିନପିଙ୍ଗଙ୍କ ବିଶ୍ୱାସଯୋଗ୍ୟ ସହଯୋଗୀ ଥିଲେ।ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଚାଇନାର ଶୀର୍ଷ ବିଧାୟକମାନେ ମଙ୍ଗଳବାର ଅପରାଧିକ ଆଇନ ସଂଶୋଧନ ତଥା ସରକାରୀ ନିଯୁକ୍ତି…
ମଣିପୁର ସ୍ଥିତି ସମ୍ପର୍କରେ କାହିଁକି ନୀରବ ରହୁଛନ୍ତି ମୋଦି? ଖାର୍ଗେଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୨୫।୭ : ମଣିପୁରରେ ହୋଇଥିବା ହିଂସାକୁ ନେଇ ମୌସୁମୀ ଅଧିବେଶନରେ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ମୌସୁମୀ ଅଧିବେଶନ ଆରମ୍ଭରୁ ଏହି ପ୍ରସଙ୍ଗରେ ଉତ୍ତେଜନା ଦେଖାଦେଇଛି। ମଣିପୁର ହିଂସା ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
କେରଳ ବିଧାନସଭା ବାଚସ୍ପତିଙ୍କ ବିରୋଧରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗ…
ଥିରୁଭାନନ୍ତପୁରମ୍,୨୫।୭ : ମଙ୍ଗଳବାର ଭାଜପା ଓ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କେରଳ ବିଧାନସଭା ବାଚସ୍ପତି ଏଏନ ଶାମସିରଙ୍କ ବିରୋଧରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତିି। ସେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଲୋକ ସଭା ସନ୍ଧ୍ୟା ୫ଟା ଯାଏ ସ୍ଥଗିତ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ନୂଆଦିଲ୍ଲୀ,୨୫।୭: ସଂସଦର ମୌସୁମୀ ଅଧିବେଶନରେ ମଣିପୁର ପ୍ରସଙ୍ଗରେ ଉତ୍ତେଜନା ଜାରି ରହିଛି। ମଣିପୁର ହିଂସା ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ସଂସଦରେ ପ୍ରଧାନମନ୍ତ୍ରୀ ଏକ ବିବୃତ୍ତି ଦେବାକୁ ଦାବି କରି ବିରୋଧୀ ଦଳ ଜିଦ ଧରିଛନ୍ତି। ଏଥି ସହ…
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣ ଜାରି ରଖି ଅଭାବୀ ଦେଶମାନଙ୍କୁ ସାହାଯ୍ୟ କରିଛି: ଜାତିସଂଘରେ କହିଲା ଭାରତ…
ଜେନେଭା,୨୫।୭ : ୟୁକ୍ରେନ ବିବାଦ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣରେ ବାଧା ହ୍ରାସ କରି ଅଭାବୀ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରିଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ପାକିସ୍ତାନ, ଶ୍ରୀଲଙ୍କା ଭଳି ଦେଶକୁ ମଧ୍ୟ ପ୍ରଭାବିତ କରିଛି। ଫଳରେ…
ବ୍ରିଟିଶ ପାକିସ୍ତାନୀ କଟ୍ଟରପନ୍ଥୀ ପ୍ରଚାରକ ଅଞ୍ଜମଙ୍କ ଆତଙ୍କବାଦୀଙ୍କ ସହ ଲିଙ୍କ ଥିବା ଅଭିଯୋଗ
ଲଣ୍ଡନ,୨୫।୭: କଟ୍ଟରପନ୍ଥୀ ଇସଲାମ ପ୍ରଚାରକ ଅଞ୍ଜମ ଚୌଧୁରୀଙ୍କୁ ଆତଙ୍କବାଦ ସମ୍ବନ୍ଧୀୟ ଅପରାଧ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ଲଣ୍ଡନ କୋର୍ଟରେ ହାଜର କରାଯିବ। ଚୌଧୁରୀଙ୍କ ପାଖରେ ବ୍ରିଟେନ ଏବଂ ପାକିସ୍ଥାନର ନାଗରିକତ୍ୱ ଅଛିି। ମହାନଗର ନିଗମ ପୋଲିସ ତାଙ୍କୁ ଏକ ନିଷିଦ୍ଧ…
ସଞ୍ଜୟ ସିଂଙ୍କ ନିଲମ୍ବନର ବିରୋଧ ପ୍ରଦର୍ଶନରେ ପହଞ୍ଚିଲେ ଶରଦ ପାଓ୍ବାର
ନୂଆଦିଲ୍ଲୀ,୨୫।୭: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସାକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ଉତ୍ତେଜନା ଜାରି ରହିଛି। ବିରୋଧୀ ଏମ୍ପିମାନେ ସରକାରଙ୍କ ବିରୋଧରେ ଲଗାତାର ନାରାବାଜି କରୁଛନ୍ତି। ଏହି ସମୟରେ ସୋମବାର ଆମ ଆଦମୀ ଦଳର ଏମ୍ପି ସଞ୍ଜୟ…
ଚାଇନା ଅଧିକାରୀଙ୍କ ସହିତ ଉତ୍ତରକୋରିଆ ଗସ୍ତ କରିବେ ରୁଷିଆ ପ୍ରତିରକ୍ଷାମନ୍ତ୍ରୀ…
ମସ୍କୋ/ପ୍ୟୋଙ୍ଗୟାଙ୍ଗ/ବେଜିଂ,୨୫।୭ : ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଖୁବ ଶୀଘ୍ର ଉତ୍ତର କୋରିଆ ଗସ୍ତ କରିବେ। ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଚାଇନାର ଏକ ପ୍ରତିନିଧୀ ଦଳ ମଧ୍ୟ ଉତ୍ତର କୋରିଆ ଗସ୍ତ କରିବେ। ଉତ୍ତର କୋରିଆ କୋରିଆ ଯୁଦ୍ଧର ୭୦ ତମ…
୯ ଭାରତୀୟ ଧୀବରଙ୍କୁ ଗିରଫ କଲେ ଶ୍ରୀଲଙ୍କା ନୌସେନା…
କଲମ୍ବୋ,୨୫।୭ : ଶ୍ରୀଲଙ୍କା ନୌସେନା ନଅ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି ଏବଂ ଏହାର ଦୁଇଟି ଟ୍ରଲରକୁ ଏହାର ସାମୁଦ୍ରିକ ଜଳ ସୀମା ଭିତରେ ବେଆଇନ ମାଛ ଧରିବା ଅଭିଯୋଗରେ ଜବତ କରିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏକ ସରକାରୀ…
ପାଞ୍ଚ ଦିବସୀୟ ଗସ୍ତରେ ଭାରତ ଆସିବେ ବାଇଡେନଙ୍କ ବିଶେଷ ଦୂତ ଜନ କେରି
ଓ୍ବାଶିଂଟନ୍,୨୫।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିଶେଷ ଦୂତ ଜନ କେରି ଭାରତ ଗସ୍ତରେ ଆସୁଛନ୍ତି॥ ଜୁଲାଇ ୨୫ ରୁ ୨୯ ପର୍ଯ୍ୟନ୍ତ ତାଙ୍କର ଗସ୍ତ ସମୟରେ ସେ ଦିଲ୍ଲୀ ଏବଂ ଚେନ୍ନାଇ ଗସ୍ତ କରିବେ। ଚେନ୍ନାଇ ଗସ୍ତ ସମୟରେ କେରି…
ଆମକୁ ଯେଉଁଠିକି ଡାକ ଯିବୁ, ଆମେ ଇଣ୍ଡିଆ: ମୋଦିଙ୍କୁ ରାହୁଲଙ୍କ ଜବାବ…
ନୂଆଦିଲ୍ଲୀ,୨୫।୭ : ବିରୋଧୀ ଦଳର ମିଳିତ ମେଣ୍ଟକୁ ଇଣ୍ଡିଆ ନାମରେ ନାମିତ କରିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀରେ ଭାରତ ଅଛି ଏବଂ ଇଣ୍ଡିଆନ ମୁଜାହିଦ୍ଦିନରେ ଜଣେ ଇଣ୍ଡିଆ ଅଛି।…
Archives


