Home Middle

ଡେନମାର୍କରେ ଇଜିପ୍ଟ-ତୁର୍କୀ ଦୂତାବାସ ସମ୍ମୁଖରେ କୁରାନ ଜଳାଇଲେ ପ୍ରଦର୍ଶନକାରୀ…

କୋପେନହେଗେନ,୨୬।୭ : କୁରାନକୁ ଅସମ୍ମାନ କରିବା ପ୍ରସଙ୍ଗ ଜାରି ରହିଛି। ଇସଲାମ ବିରୋଧୀ ଏକ ଦଳ ଡେନମାର୍କର କୋପେନହେଗେନସ୍ଥିତ ଇଜିପ୍ଟ ଏବଂ ତୁର୍କୀ ଦୂତାବାସ ସମ୍ମୁଖରେ କୁରାନର ନକଲକୁ ପୋଡି ଦେଇଛନ୍ତି। ଏହାପୂର୍ବରୁ ଗତ ସପ୍ତାହରେ ଡେନମାର୍କ ଏବଂ ସ୍ବିଡେନରେ ଘଟିଥିବା…

ନାସାରେ ବିଦ୍ୟୁତ ବିଭ୍ରାଟ, କିଛି ସମୟ ପାଇଁ ମହାକାଶ କେନ୍ଦ୍ର ସହ ଯୋଗାଯୋଗ ବିଚ୍ଛିନ୍ନ, ରୁଷିଆ ସ୍ପେସ ଏଜେନ୍ସି ଦେଲା ସହାୟତା…

ଓ୍ବାଶିଂଟନ,୨୬।୭ : ଆମେରିକାର ସ୍ପେସ ଏଜେନ୍ସି ନାସାରେ ବିଦ୍ୟୁତ ବିଭ୍ରାଟ ଯୋଗୁ ମଙ୍ଗଳବାର ମିଶନ କଣ୍ଟ୍ରୋଲ ଏବଂ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ କିଛି ସମୟ ପାଇଁ ମିଶନ କଣ୍ଟ୍ରୋଲ ଷ୍ଟେଶନକୁ ନିର୍ଦ୍ଦେଶ ପଠାଯାଇ ପାରି…

କାର୍ଗିଲ ବିଜୟର ୨୪ ବର୍ଷ, ବୀର ସୈନ୍ୟଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଆଜି ସମଗ୍ର ଦେଶ କାର୍ଗିଲ ବିଜୟ ଦିବସ ପାଳନ କରୁଛି। ୨୪ ବର୍ଷ ପୂର୍ବେ ୧୯୯୯ ଏହି ଦିନ କାର୍ଗିଲ ଶିଖରରେ ପ୍ରବେଶ କରିଥିବା ଶତ୍ରୁକୁ ଘଉଡାଇ ବିଜୟ ଘୋଷଣା କରିଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ…

ରୁଷିଆ ଯୁଦ୍ଧ ବନ୍ଦ କରି ପାରିଥାନ୍ତା: ଆମେରିକା…

ଓ୍ବାଶିଂଟନ,୨୬।୭ : ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ରୁଷିଆ ଚାହିଁଥିଲେ ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରି ପାରିଥାନ୍ତା। ମାତ୍ର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏଭଳି କରି ନାହାନ୍ତି। ୟୁକ୍ରେନ ଲୋକଙ୍କ ଅବସ୍ଥା ଦେଖି ରୁଷିଆ ଯେକୌଣସି ସମୟରେ…

‘ଇସ୍ତଫା ଦେବାର କୌଣସି ପ୍ରଶ୍ନ ନାହିଁ, ଯଦି କେନ୍ଦ୍ର କହିବ…’

ଇମ୍ଫାଲ,୨୬।୭: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ସ୍ପଷ୍ଟ କରିଛନ୍ତି ଯେ, ସେ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ। ଜାରି ରହିଥିବା ହିଂସାକାଣ୍ଡ ଯୋଗୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି…

ୟୁକ୍ରେନ୍‌କୁ ୪୦୦ ମିଲିୟନ ଡଲାରର ଅତିରିକ୍ତ ସାମରିକ ସହାୟତା ପଠାଇବ ଆମେରିକା

ଓ୍ବାଶିଂଟନ,୨୬।୭: ପ୍ରାୟ ଦେଢ ବର୍ଷ ଧରି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଚାଲିଛି ଏବଂ ଆମେରିକା କ୍ରମାଗତ ଭାବରେ ୟୁକ୍ରେନ୍‌କୁ ସାମରିକ ସହାୟତା ପଠାଉଛି। ଏହି ସମୟରେ ଆମେରିକାର ବୈଦେଶିକ ବିଭାଗ ନୂତନ ସାମରିକ ସହାୟତା ଘୋଷଣା କରିଛି। ୟୁକ୍ରେନ୍‌କୁ ୪୦୦ ମିଲିୟନ ଆମେରିକୀୟ…

ଦ୍ରାସରେ କାର୍ଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜନାଥ ସିଂ

ନୂଆଦିଲ୍ଲୀ,୨୬।୭: ୨୪ ତମ କାର୍ଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଯୁଦ୍ଧ ସ୍ମାରକକୁ ଚୂଡାନ୍ତ ରୂପ ଦିଆଯାଇଛି। ୧୯୯୯ରେ ଏହି ଦିନ ଭାରତ ଦୁନିଆର ସବୁଠାରୁ ଦୁର୍ଗମ ଯୁଦ୍ଧକ୍ଷେତ୍ରରେ ଏକ ଦ୍ରାସରେ ପାକିସ୍ତାନକୁ ବାହାର କରି ବିଜୟ ହାସଲ…

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ, ଅଧୀର ରଞ୍ଜନଙ୍କ ଘୋଷଣା

ନୂଆଦିଲ୍ଲୀ,୨୬।୭: ସଂସଦର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ମଧ୍ୟ ଗୃହ ଉତ୍ତେଜନାପୂର୍ଣ୍ଣ ଥିଲା। ମଙ୍ଗଳବାର ଲୋକ ସଭା ଓ ରାଜ୍ୟ ସଭାରେ ବହୁ ଅସନ୍ତୋଷ ଦେଖାଦେଇଥିଲା। ମଣିପୁର ହିଂସା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ସମ୍ପର୍କରେ ବିରୋଧୀ ଦାବି ଜାରି…

ମଣିପୁରକୁ ଆଂଶିକ ଫେରିଲା ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ,୨୬ା୭: ମଣିପୁରରେ ଜାତିଆଣ ହିଂସା ଯୋଗୁ ଦୁଇ ମାସରୁ ଊର୍ଦ୍ଧ୍ୱ ଇଣ୍ଟରନେଟ୍‌ ସେବା ବନ୍ଦ ରହିବା ପରେ ମଙ୍ଗଳବାର ଆଂଶିକ ଫେରିଛି। ଯେଉଁମାନେ ଷ୍ଟାଟିକ୍‌ ଆଇପି ସଂଯୋଗ ନେଇଛନ୍ତି, ସେମାନେ ସୀମିତ ଇଣ୍ଟରନେଟ୍‌ ସେବା ଉପଲବ୍ଧ କରିପାରିବେ ବୋଲି ରାଜ୍ୟ ସରକାରଙ୍କ…

ଆଜି ଦେଶର ସର୍ବବୃହତ କନ୍‌ଭେନଶନ ସେଣ୍ଟରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପ୍ରଗତି ମଇଦାନରେ ଥିବା ଅନ୍ତର୍ଜାତୀୟ ପ୍ରଦର୍ଶନୀ-ସହ-କନଭେନସନ ସେଣ୍ଟର (ଆଇଇସିସି) କମ୍ପ୍ଲେକ୍ସକୁ ଦେଶ ପାଇଁ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦାବି କରିଛି ଯେ ଏହା ବିଶ୍ୱର ଅଗ୍ରଣୀ ପ୍ରଦର୍ଶନୀ ଏବଂ ସମ୍ମିଳନୀ କମ୍ପ୍ଲେକ୍ସ…

ରାଜ୍ୟରେ ମହିଳାଙ୍କ ପାଇଁ କାହିଁକି ଲାଗୁ ହୋଇନି ସଂରକ୍ଷଣ: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୫।୭ : ମଙ୍ଗଳବାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ କରିଛନ୍ତି। ଭାଜପା ଶାସିତ ରାଜ୍ୟଗୁଡିକ ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ ନ କରି ଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡରେ…

ପୂର୍ବତନ ଭାଜପା ବିଧାୟକ ଲୋଡିଲେ ଇଛାମୃତ୍ୟୁ ଅନୁମତି, ୬ ବର୍ଷ ଧରି ଜେଲରେ…

ଧାନବାଦ,୨୫।୭ : ଝାଡ଼ଖଣ୍ଡର ଜଣେ ପୂର୍ବତନ ବିଧାୟକ କୋର୍ଟରୁ ଇଛାମୃତ୍ୟୁ ଦାବି କରିଛନ୍ତି। ଏହି ମାମଲା ଧାନବାଦ ସହ ଜଡିତ ଯେଉଁଠାରେ ପୂର୍ବତନ ଡେପୁଟି ମେୟର ନୀରଜ ସିଂଙ୍କ ହତ୍ୟା ମାମଲାରେ ଭାଜପାର ପୂର୍ବତନ ଝରିଆ ବିଧାୟକ ସଞ୍ଜୀବ ସିଂ ୨୦୧୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri