Home Middle

ଲୋକ ସଭାରେ ଆଗତ ହେଲା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍‌’

ନୂଆଦିଲ୍ଲୀ,୧୯।୯: ନୂତନ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ଆଗତ କରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍‌ ଆଗତ କରିଛନ୍ତି। ମହିଳା ସଂରକ୍ଷଣ ବିଲ୍‌ର ନାମ ହେଉଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ…

ଲିବିୟାରେ ପୁଣି ୨ ଡ୍ୟାମ ଯୋଗୁ ବିନାଶ ଆଶଙ୍କା, ମହାମାରୀ ଚେତାବନୀ ଦେଲା ଜାତିସଂଘ…

ତ୍ରିପୋଲି,୧୯।୯ : ସେପ୍ଟେମ୍ବର ୧୦ ରେ ଆଫ୍ରିକୀୟ ଦେଶ ଲିବିୟାରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ୩,୯୫୮ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଭୂମଧ୍ୟସାଗରରେ ଥିବା ସାଇକ୍ଲୋନ ଡାନିଏଲ ଯୋଗୁଁ ଦୁଇଟି ଡ୍ୟାମ ଭାଙ୍ଗି ଡର୍ନା ସହରରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି…

ଭୂମିକମ୍ପ ପରେ ସଙ୍କଟ: ମରୋକ୍କୋରେ ବଳାତ୍କାର, ଜବରଦସ୍ତ ବିବାହ ମାମଲାରେ ବୃଦ୍ଧି…

ରାବାତ,୧୯।୯ : ମରୋକ୍କୋରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ ମହିଳା ଅଧିକାର କର୍ମୀ ତଥା ସଂଗଠନମାନେ ସଜାଗ ରହିଛନ୍ତି। ଏହାର କାରଣ ହେଉଛି ମହିଳା ଏବଂ ଝିଇମାନଙ୍କ ବିଷୟରେ ଅନଲାଇନ ପୋଷ୍ଟ। ବାସ୍ତବରେ, ମରୋକ୍କୋର ଆଟଲାସ ପର୍ବତ ନିକଟରେ ସେପ୍ଟେମ୍ବର ୮…

ଚାଇନାର ମୃତ୍ୟୁର ଖେଳ, ଯୁଦ୍ଧକ୍ଷେତ୍ରରେ କେହି ବି ରହିବେନି ଜୀବିତ…

ବେଜିଂ,୧୯।୯ : ସମଗ୍ର ବିଶ୍ୱରେ ବିଭିନ୍ନ ଦେଶର ସରକାର ଏବଂ ସୈନ୍ୟମାନେ ଚାଇନାର ଶସ୍ତା ଯୁଦ୍ଧ ଡ୍ରୋନ ସଂଗ୍ରହ କରୁଛନ୍ତି। ଏହା ସହିତ ଏହି ଡ୍ରୋନଗୁଡ଼ିକୁ ଯୁଦ୍ଧକ୍ଷେତ୍ରରେ ନିୟୋଜିତ କରାଯାଉଛି। ଏହି କାରଣରୁ, ବହୁ ପରିମାଣରେ ଲୋକଙ୍କୁ ହତ୍ୟା କରିବାର ସମ୍ଭାବନା…

ଏହି ପବିତ୍ର କାର୍ଯ୍ୟ ପାଇଁ ଭଗବାନ ଆମକୁ ବାଛିଛନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ ଅର୍ଥାତ୍‌ ମଙ୍ଗଳବାର ନୂତନ ସଂସଦ ଗୃହରେ ଅନୁଷ୍ଠିତ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି କହିଛନ୍ତି, ଭବନ ବଦଳିଛି ଏବଂ ମୁଁ ଚାହେଁ ଯେ ଭାବନା ମଧ୍ୟ ପରିବର୍ତ୍ତନ…

ସଙ୍କଟ ମୁହାଁ ଦିଲ୍ଲୀ: ନିର୍ମଳ ବାୟୁ ଶୀଘ୍ର ହେବ ଅଦୃଶ, ଶ୍ୱାସକ୍ରିୟା ପାଇଁ ଜରୁରୀକାଳୀନ ପରିସ୍ଥିତି…

ନୂଆଦିଲ୍ଲୀ,୧୯।୯ : ଜାତୀୟ ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ମଙ୍ଗଳବାର ସକାଳେ ୨୬.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଯାହା ସ୍ବାଭାବିକଠାରୁ ଦୁଇ ଡିଗ୍ରୀ କମ ଅଟେ। ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ଆପେକ୍ଷିକ ଆର୍ଦ୍ରତା ସକାଳ ସାଢ଼େ ୮ଟାରେ ୮୨…

ମହାରାଷ୍ଟ୍ର ବିଧାନସଭା ନିଷ୍ପତ୍ତି ତରବରିଆ କରିବାକୁ ଚାହୁଁ ନାହିଁ: ନାର୍ଭେକର…

ମୁମ୍ବାଇ, ୧୯।୯: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଧାୟକଙ୍କ ବିରୋଧରେ ଦାଖଲ ହୋଇଥିବା ଅଯୋଗ୍ୟତା ଆବେଦନ ଉପରେ ମନଇଚ୍ଛା ବିଳମ୍ବ କରିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ସେ ତରବରିଆ କିଛି ନିଷ୍ପତ୍ତି…

ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକିଲା ପାକିସ୍ତାନ…

ଇସଲାମାବାଦ/ଓ୍ବାଶିଂଟନ,୧୯।୯: ଏକ ରିପୋର୍ଟ ଦାବି କରାଯାଇଛି ପାକିସ୍ତାନ ୟୁକ୍ରେନକୁ ଯୋଗାଇବା ପାଇଁ ଗୁପ୍ତଚର ଚୁକ୍ତି ଅନୁଯାୟୀ ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିଛି। ଏହାର ପ୍ରତିବଦଳରେ ଅର୍ଥନୈତିକ ସଙ୍କଟରେ ଘେରି ରହିଥିବା ପାକିସ୍ତାନକୁ ଆଇଏମଏଫ ଏକ ବେଲ ଆଉଟ ପ୍ୟାକେଜ ପ୍ରଦାନ କରିଛି।…

ନୂତନ ସଂସଦ ଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ସମସ୍ତ ଏମ୍‌ପି

ନୂଆଦିଲ୍ଲୀ,୧୯।୯: ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ। ଆଜିଠାରୁ ନୂତନ ସଂସଦ ଗୃହରେ ସଂସଦର ପ୍ରକ୍ରିୟା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ଏମ୍‌ପି ନୂତନ ସଂସଦ ଗୃହରେ ପହଞ୍ଚି ନିଜ ନିଜ ଆସନ ଗ୍ରହଣ କରିଛନ୍ତି।ଲୋକ…

ରୁଷିଆ ଯାତ୍ରା ସାରି ସ୍ବଦେଶ ଫେରିଲେ କିମ

ସିଓଲ,୧୯।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ରୁଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ଉତ୍ତର କୋରିଆ ପକ୍ଷରୁ ଏହି ସୂଚନା ଦିଆଯାଇ କୁହାଯାଇଛି କି ରୁଷିଆ ଯାତ୍ରା ଶେଷ କରି କିମ ସ୍ବଦେଶ ଫେରି ଆସିଛନ୍ତି। ଏହି…

ଲୋକ ସଭାରେ ଆଜି ଆଗତ ହେବ ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୯।୯: ଆଜି ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ହେବ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ ଗୃହରେ ଉପସ୍ଥାପନ କରିବେ। ଆସନ୍ତାକାଲି ଅର୍ଥାତ୍‌ ୨୦ ସେପ୍ଟେମ୍ବରରେ ଲୋକ ସଭାରେ ଆଲୋଚନା ପରେ ଏହି ବିଲ୍‌ ପାରିତ…

ଆକ୍ସନ ମୋଡରେ ଭାରତ, କାନାଡା ହାଇ କମିଶନରଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୯: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦିପ ସିଂ ନିଜ୍ଜରଙ୍କ ହତ୍ୟା ସଂପର୍କରେ କାନାଡା ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଏକ ବୟାନ ଦେଇଛନ୍ତି। ଏଥିସହ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟା ପଛରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri