କେନ୍ଦ୍ର ସୁରକ୍ଷା ବାହିନୀରେ ଖାଲି ରହିଛି ୧ଲକ୍ଷରୁ ଅଧିକ ପଦ, ୪୭ହଜାର ନେଇଛନ୍ତି ଅବସର
ନୂଆଦିଲ୍ଲୀ,୨।୮: କେନ୍ଦ୍ର ସୁରକ୍ଷା ବାହିନୀରେ ଖାଲି ରହିଛି ୧ଲକ୍ଷରୁ ଅଧିକ ପଦ। କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ର ବୁଧବାର ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିଆରପିଏଫ, ବିଏଏଫ ଏବଂ ଦିଲ୍ଲୀ ପୋଲିସ ଭଳି କେନ୍ଦ୍ରୀୟ ସୁରକ୍ଷା ବାହିନୀରେ…
ଏଣିକି ନକଲି ଔଷଧ କରିପାରିବେ ଚିହ୍ନଟ, ଔଷଧ ଉପରେ ରହିବ କ୍ୟୁଆର କୋଡ୍
ନୂଆଦିଲ୍ଲୀ: ନକଲି ଔଷଧରେ ଲାଗିବ ଲଗାମ। ନକଲି ଔଷଧ ବିକ୍ରେତାଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ନକଲି ଔଷଧକୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ଔଷଧ ଉପରେ କ୍ୟୁଆର କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର୍…
ନିବେଶକଙ୍କ ୩.୫ ଲକ୍ଷ କୋଟି ପାଣିରେ ପଡ଼ିଲା, ସେନସେକ୍ସ ୭୦୦ପଏଣ୍ଟ ହ୍ରାସ…
ମୁମ୍ବାଇ,୨।୮ : ବୁଧବାର ଘରୋଇ ଷ୍ଟକ ବଜାରରେ ଏକ ବଡ଼ ହ୍ରାସ ଘଟିଛି। ସପ୍ତାହର ତୃତୀୟ ବାଣିଜ୍ୟ ଦିନରେ, ସେନ୍ସେକ୍ସ ୭୦୨.୮୮ ପଏଣ୍ଟ ହ୍ରାସ ପାଇ ୬୫,୭୫୬.୪୩ରେ ବନ୍ଦ ହୋଇଛି। ସେନେସେକ୍ସରେ ୧.୦୬ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ସେହିପରି ନିଫ୍ଟି…
ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଜିଏସଟି କାଉନସିଲ ବୈଠକ, ଅନଲାଇନ ଗେମ୍ ଉପରେ ଟିକସ ଲଗାଇବା ନେଇ ହେବ ଚର୍ଚ୍ଚା
ନୂଆଦିଲ୍ଲୀ,୨।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଏସି କାଉନସେଲିଂ ବୈଠକ ହେବାକୁ ଯାଉଛି। ଏଥିସହ ବୈଠକରେ ପରିଷଦ ଅନଲାଇନ ଗେମିଂର ସଂଜ୍ଞା ସ୍ପଷ୍ଟ କରିବା ସହ ଏହା ଉପରେ ୨୮ ପ୍ରତିଶତ ଟିକସ ଲଗାଯିବା ନେଇ ଆଲୋଚନା କରିବ। ଅର୍ଥମନ୍ତ୍ରୀ…
ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣକୁ ଆମେରିକାର ନିନ୍ଦା
ଓ୍ବାଶିଂଟନ,୨ା୮: ମିଳିତ ଜାତିସଂଘ ଏବଂ ଆମେରିକା ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ରବିବାର ଖାଇବର ପାଖୁତୁନ୍ଖଓ୍ବା ପ୍ରଦେଶର ଜାମିଆତ ଉଲେମା ଇସଲାମ-ଫଜଲର ଏକ ରାଜନୈତିକ ସମ୍ମିଳନୀରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୫୪ ଜଣଙ୍କର ମୃତ୍ୟୁ ହୋଇଥିବା…
ଗତ ୬ମାସରେ ୫ହଜାର କୋଟି ଟଙ୍କାର କସେମେଟିକ୍ କିଣିଛନ୍ତି ମହିଳା, ୪୦ପ୍ରତିଶତ ଅନଲାଇନ ଶପିଂ
ନୂଆଦିଲ୍ଲୀ,୨।୮: ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଜଣାପଡିଛି କି, ଗତ ୬ମାସ ମଧ୍ୟରେ ୫୦୦୦କୋଟି ଟଙ୍କା ମୂଲ୍ୟର ଲିପଷ୍ଟିକ ଭଳି ପ୍ରସାଧନ ସାମଗ୍ରୀ ବିକ୍ରି ହୋଇଛି। କାନ୍ତାରର ରିପୋର୍ଟ ଅନୁଯାୟୀ, ଭାରତର ଟପ୍-୧୦ ସହରରେ ୫ହଜାର…
କଲରାଡୋ ନଦୀ ୧୦ ଟ୍ରିଲିୟନ ଗ୍ୟାଲନରୁ ଅଧିକ ଜଳ ହରାଇଛି: ରିପୋର୍ଟ…
ଓ୍ବାଶିଂଟନ,୨।୮ : ଗ୍ଲୋବାଲ ୱାର୍ମିଙ୍ଗର କ୍ଷତିକାରକ ପ୍ରଭାବ ସମଗ୍ର ଆମେରିକାରେ ଅନୁଭୂତ ହେଉଛି। ଅତ୍ୟଧିକ ତାପମାତ୍ରା ଏବଂ ଉତ୍ତାପ ଲହର ଦକ୍ଷିଣ ଭାଗକୁ ଘୁଞ୍ଚିଯିବା ସହିତ ଆମେରିକୀୟମାନେ ଜଳବାୟୁ ପରିବର୍ତ୍ତନ ଅନୁଭବ କରିଛନ୍ତି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ତାପମାତ୍ରା ବୃଦ୍ଧି…
ସିଙ୍ଗାପୁର ସଂସଦରେ ଶପଥ ଗ୍ରହଣ କଲେ ୩ଭାରତୀୟ ବଂଶୋଦ୍ଭବ
ସିଙ୍ଗାପୁର,୨।୮: ସିଙ୍ଗାପୁର ସଂସଦରେ ଶପଥ ଗ୍ରହଣ କରିଛନ୍ତି ତିନି ଭାରତୀୟ ବଂଶୋଦ୍ଭବ। ନଅ ଜଣ ମନୋନୀତ ସଦସ୍ୟ (ଏନଏମପି)ଙ୍କ ମଧ୍ୟରୁ ତିନିଜଣ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏଥିସହ ସିଙ୍ଗାପୁରରେ ସାମୁଦ୍ରିକ ପ୍ୟାରେଡ ଗ୍ରୁପ ପ୍ରତିନିଧିତ୍ୱ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସାଂସଦ…
ନାବାଳିକା ଅବା ନାବାଳକଙ୍କ ସହିତ ଲିଭଇନରେ ରହିବା ଅମାନ୍ୟ, ଏହା ଆଇନ ସମାଜର ବିରୁଦ୍ଧ: ହାଇକୋର୍ଟ…
ଲକ୍ଷ୍ନୌ,୨।୮ : ଯଦି ଲିଭଇନ ସମ୍ପର୍କରେ ରହୁଥିବା ଦୁଇ ମଧ୍ୟରୁ ଜଣେ ନାବାଳିକା ଅବା ନାବାଳକ, ତେବେ ସମ୍ପର୍କକୁ ଅମାନ୍ୟ ବୋଲି ଧରାଯିବ। ଏହା ସୁରକ୍ଷା ଅଧୀନରେ ଆସିବ ନାହିଁ। ଏକ ମାମଲାର ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ଏହି ମନ୍ତବ୍ୟ…
ଫେସ୍ବୁକ୍, ଇନ୍ଷ୍ଟାଗ୍ରାମରୁ ଖବର ଅପସାରଣ କଲା ମେଟା
ଅଟାଓ୍ବା,୨ା୮: ଟେକ୍ ଜିଆଣ୍ଟ ମେଟା କାନାଡାର ଫେସ୍ବୁକ ଏବଂ ଇନ୍ଷ୍ଟାଗ୍ରାମରୁ ସମ୍ବାଦ ବା ଖବର ହଟାଇବା ପ୍ରକ୍ରିୟା ଆରମ୍ଭ କରିଛି। ଅବଶ୍ୟ କାନାଡାର ୟୁଜରମାନଙ୍କୁ ପଠାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ନ୍ୟୁଜ୍ ବ୍ଲାକଆଉଟ୍ କେବଳ କାନାଡୀୟ ଆଉଟଲେଟ୍ ପାଇଁ ପ୍ରଯୁଜ୍ୟ ହୋଇ ନ…
ମଣିପୁରରେ ଥମୁନି ହିଂସା, ୨ଟି ଘରେ ନିଆଁ ଲଗାଇଲେ ଉପଦ୍ରବକାରୀ
ଇମ୍ଫାଲ,୨।୮: ଜାତିଆଣ ହିଂସାରେ ଏବେ ବି ଜଳୁଛି ମଣିପୁର। ରାଜ୍ୟ ସରକାରଙ୍କ କର୍ଫ୍ୟୁ କୋହଳ ପରେ ମଧ୍ୟ ପୁଣି ଅଣାୟତ୍ତ ହୋଇପଡିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା। ବୁଧବାର ପୂର୍ବାହ୍ନରେ ଇମ୍ଫାଲର ପଶ୍ଚିମ ଜଲାର ଦୁଇଟି ଘରେ ଊପଦ୍ରବକାରୀମାନେ ନିଆଁ ଲଗାଇ ଦେଇଛନ୍ତି।…
ଗୃହ ସୁରୁଖୁରୁରେ ନ ଚାଲିବା ପର୍ଯ୍ୟନ୍ତ ବାଚସ୍ପତି ଆସନରେ ବସିବି ନାହିଁ: ଓମ ବିର୍ଲା…
ନୂଆଦିଲ୍ଲୀ,୨।୮ : ମଙ୍ଗଳବାର (ଅଗଷ୍ଟ ୧) ଲୋକସଭାରେ ଘଟିଥିବା ଘଟଣାରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଗୃହ ସୁରୁଖୁରୁରେ ନ ଚାଲିବା ପର୍ଯ୍ୟନ୍ତ ବାଚସ୍ପତି ଆସନରେ ବସିବି ନାହିଁ। ଦଳର ସଦସ୍ୟ ତଥା ବିରୋଧୀ ଦଳର…
Archives


