ତାଇଓ୍ବାନକୁ ଚାଇନାର ଚେତାବନୀ…
ବେଜିଂ,୧୯।୮ : ଚାଇନା ବାୟୁସେନା ଏବଂ ନୌସେନା ତାଇୱାନ ସୀମା ନିକଟରେ ପାଟ୍ରୋଲିଂ ଏବଂ ମିଳିତ ସମରାଭ୍ୟାସ ଆରମ୍ଭ କରିଛନ୍ତି। ତାଇୱାନର ସୀମା ନିକଟରେ ଚାଇନାର ଏଭଳି କାର୍ଯ୍ୟକୁ ଏକ ବିପଦ ଭାବରେ ବିବେଚନା କରାଯାଉଛି। ଚାଇନାର ଏହି ପ୍ରତିକ୍ରିୟା ଏପରି…
ଓ୍ବାଶିଂଟନରେ ବ୍ୟାପୁଛି ଜଙ୍ଗଲ ନିଆଁ…
ଓ୍ବାଶିଂଟନ,୧୯।୮ : ଆମେରିକାର ୱାଶିଂଟନ ରାଜ୍ୟରେ ଏକ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳର ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ୱାଶିଂଟନର ସ୍ପୋକାନେ ନିକଟରେ ତଥାକଥିତ ଗ୍ରେ ଫାୟାର ମଧ୍ୟାହ୍ନରୁ…
ଖାଲି ଇଞ୍ଜେକସନ ଦେଇ ଶିଶୁଙ୍କ ଜୀବନ ନେବା ଅପରାଧରେ ବ୍ରିଟେନ ନର୍ସ ଦୋଷୀ ସାବ୍ୟସ୍ତ…
ଲଣ୍ଡନ,୧୯।୮: ୭ ଜଣ ଶିଶୁଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନର୍ସ ଲୁସି ଲେଟବି ବ୍ରିଟେନରେ ଗିରଫ ହୋଇଛନ୍ତି। ତାଙ୍କୁ ଗିରଫ କରିବାରେ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଇଂଲଣ୍ଡରେ ରହୁଥିବା ଭାରତୀୟ ମୂଳ ଶିଶୁରୋଗ ବିଶେଷଜ୍ଞ। ସେ…
ଏଲନ ମସ୍କ ଏକ୍ସ(ଟୁଇଟର)ର ଏହି ଫିଚରକୁ କହିଲେ ସେଂସଲେସ, ଖୁବଶୀଘ୍ର ହଟିବ
ଓ୍ବାଶିଂଟନ,୧୯।୮: ଏଲନ ମସ୍କ ଏକ୍ସରୁ ବ୍ଲକ ଫିଚରକୁ ଖୁବଶୀଘ୍ର ହଟାଇବେ। ମସ୍କଙ୍କ ଅନୁଯାୟୀ, ଏହି ଫିଚରର ପ୍ଲାଟଫର୍ମରେ କୌଣସି ଅର୍ଥ ନାହିଁ। ସେ ଟୁଇଟର ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ବାସ୍ତବରେ, ଟେସଲା ମାଲିକ ସିଲିକନ ଭ୍ୟାଲି ଭାବରେ ଜଣାଶୁଣା ଏକ…
ମିଶନ ୨୪: ବିହାରର ୩୦ଟି ସିଟ୍ରେ ନିର୍ବାଚନ ଲଢିବ ଭାଜପା, ଏନଡିଏର ସହଯୋଗୀ ଦଳଙ୍କୁ ମିଳିବ ଏତିକି ସିଟ୍
ପାଟନା,୧୯।୮: ମିଶନ ୨୪ନେଇ ରଣନୀତି ପ୍ରସ୍ତୁତି କଲାଣି ଭାଜପା। ମଧ୍ୟପ୍ରଦେଶ ଓ ଛତିଶଗଡରେ ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ବିହାରରେ କ୍ଷମତାକୁ ଆସିବା ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ଭାଜପା। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜ୍ୟର ୪୦ଟି ସିଟ…
ସିଆରପିଏଫରେ ୫ବର୍ଷ ଭିତରେ ୨୩୦ଜଣ କରିଛନ୍ତି ଆତ୍ମହତ୍ୟା
ନୂଆଦିଲ୍ଲୀ,୧୯।୮: ଦେଶର ସର୍ବବୃହତ କେନ୍ଦ୍ରୀୟ ସାମରିକ ବାହିନୀ ସିଆରପିଏଫର ଦୁଇ ଯବାନ ଗତ ୭୨ଘଣ୍ଟା ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। ଏହି ଦୁଇ ଯବାନଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଓ ଅନ୍ୟଜଣେ ନିଜ ରାଇଫଲରେ ନିଜକୁ ଗୁଳି ଚଳାଇଥିବାର ମାମଲା ଦେଖିବାକୁ…
ଭାରତ ସମେତ ୨୫ଟି ଦେଶରେ ଦେଖାଯାଉଛି ଉତ୍କଟ ଜଳ ସଙ୍କଟ, ବର୍ଷକର ଗୋଟିଏ ମାସରେ ଜଳାଭାବରେ ରହୁଛନ୍ତି ୪୦୦କୋଟି ଲୋକ
ନୂଆଦିଲ୍ଲୀ,୧୯।୮: ଗ୍ଲୋବାଲ ଓ୍ବାର୍ମିଂ ପରି ଭାରତ ସମେତ ବିଶ୍ୱର ୨୫ଟି ଦେଶ ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଛି। ଅଧ୍ୟୟନ ଅନୁଯାୟୀ, ଏହି ଦେଶଗୁଡିକରେ ହେଉଥିବା ଜଳ ଯୋଗାଣର ୮୦ ପ୍ରତିଶତରୁ ଅଧିକ ଜଳ ଖର୍ଚ୍ଚ କରୁଛନ୍ତି। ଏହି ଦେଶରେ…
ଗର୍ଭବତୀ ହୋଇଥିବା କିମ୍ବା ଗର୍ଭପାତ କରିଥିବା ନାବାଳିକାର ନାମ ରିପୋର୍ଟରେ ପ୍ରକାଶ କରିବେ ନାହିଁ ଡାକ୍ତର: ମାଡ୍ରାସ ହାଇକୋର୍ଟ
ଚେନ୍ନାଇ,୧୯।୮: ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଥିବା ନାବାଳିକାର ନାମ ପ୍ରକାଶ କରିବା ଆବଶ୍ୟକ ନୁହେଁ। ଗର୍ଭବତୀ ନାବାଳିକାଙ୍କ ଚିକିତ୍ସା କରୁଥିବା ଡାକ୍ତର ଏନେଇ ନାମ ପ୍ରକାଶ କରିବେ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି…
ଆର୍ଥିକ ସଙ୍କଟ ଦେଇ ଗତି କରୁଛି କେରଳ: କରଜରେ ବୁଡିଛି ରାଜ୍ୟ
ଥିରୁଭାନନ୍ତପୁରମ,୧୯।୮: ସାକ୍ଷରତା ହାରରେ କେରଳ ଦେଶର ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ଏଠାରେ ଅଧିକ ସ୍ବଚ୍ଛଳ ଲୋକ ମଧ୍ୟ ବାସ କରୁଛନ୍ତି। କିନ୍ତୁ କେରଳର ଭାଜପା ନେତା କେ ଜେ ଆଲଫୋନ୍ସ ଦାବି କରିଛନ୍ତି ଯେ ରାଜ୍ୟର ଆର୍ଥିକ ଅବସ୍ଥା…
ସର୍ଭେ ପାଇଁ ଜାତିଗତ ତଥ୍ୟ ଦେଲେ ଗୋପନୀୟତା ଉଲ୍ଲଘଂନ କିପରି ହେବ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୯।୮: ଜାତି ସର୍ବେକ୍ଷଣରେ କୌଣସି ବ୍ୟକ୍ତି ନିଜ ଜାତି କିମ୍ବା ଉପ-ଜାତିର ବିବରଣୀ ପ୍ରଦାନ କରନ୍ତି, ତେବେ କ୍ଷତି କ’ଣ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଅଗଷ୍ଟ ୨ରେ ପାଟନା ହାଇକୋର୍ଟରେ ହୋଇଥିବା ଶୁଣାଣିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା…
ମଣିପୁରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାରୁ ବିଏସଏଫକୁ ପ୍ରଶଂସା କଲେ ରାଜ୍ୟପାଳ ଅନୁସୁୟା ଉଇକେ
ଇମ୍ଫାଲ,୧୯।୮: ବିଏସଏଫ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ସୋନାଲି ମିଶ୍ର ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ଭେଟି ସେ ରାଜ୍ୟର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ବୈଠକରେ ବିଏସଏଫର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ମଣିପୁରରେ ଶାନ୍ତି…
ଏଆକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା
ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜି -୨୦ ଡିଜିଟାଲ ଅର୍ଥ ମନ୍ତ୍ରୀଙ୍କ ବୈଠକକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଏଆଇ-ସଂଚାଳିତ ଭାଷା ଅନୁବାଦ ପ୍ଲାଟଫର୍ମ ‘ଭାଷିଣୀ’ର…
Archives


