Home Middle

ଉଦୟପୁର-ଖଜୁରାହୋ ଇଣ୍ଟରସିଟି ଇଞ୍ଜିନରେ ଅଗ୍ନିକାଣ୍ଡ…

ଗ୍ବାଲିୟର,୧୯।୮ : ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା ଘଟିଛି। ଶନିବାର ଗ୍ବାଲିୟର ଏକ୍ସପ୍ରେସ ଟ୍ରେନର ଇଞ୍ଜିନରେ ହଠାତ ଅଗ୍ନିକାଣ୍ଡ ଘଟି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଯାତ୍ରୀମାନେ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଆତଙ୍କିତ ହୋଇ ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ। ସୂଚନା…

ବାଇକ ଚଳାଇଲେ ରାହୁଲ, ସୋସିଆଲ ମିଡ଼ିଆରେ ଭାଇରାଲ…

ଲେହ,୧୯।୮ : ଲଦାଖ ଗସ୍ତରେ ଯାଇଥିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଶନିବାର ଏକ ଭିନ୍ନ ଅବତାରରେ ନଜର ଆସିଛନ୍ତି। ରାହୁଲ ପାଙ୍ଗୋଙ୍ଗ ହ୍ରଦ ନିକଟରେ ସେ ବାଇକ ଚଳାଉଥିବାର ନଜର ଆସିଥିଲେ। ରାହୁଲ ଗାନ୍ଧୀ ନିଜର ଅଫିସିଆଲ ଏକ୍ସ (ଟୱିଟର)…

ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ…

ନୂଆଦିଲ୍ଲୀ,୧୯।୮ : କେନ୍ଦ୍ର ସରକାର ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ କରିଛନ୍ତି। ଘରୋଇ ବଜାରରେ ପିଆଜ ଦାମ ନିୟନ୍ତ୍ରଣ କରିବା ଲାଗି ଏଭଳି କରାଯିବା ପାଇଁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି…

ପଞ୍ଚାୟତ ସଦସ୍ୟଙ୍କ ପାଇଁ ଦୁଇ ସନ୍ତାନ ସୀମା ମଧ୍ୟରେ କେବଳ ଜନ୍ମିତ ସନ୍ତାନ ହେବେ ସାମିଲ: ହାଇକୋର୍ଟଙ୍କ ବଡ ନିଷ୍ପତ୍ତି…

ମୁମ୍ବାଇ,୧୯।୮ : ଶନିବାର ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ନିଷ୍ପତ୍ତି ନେଇଛି ମହାରାଷ୍ଟ୍ରର ପଞ୍ଚାୟତ ସଦସ୍ୟଙ୍କ ପାଇଁ ନିର୍ଦ୍ଧାରିତ ଦୁଇ ସନ୍ତାନଙ୍କ ସୀମାରେ କେବଳ ଜନ୍ମିତ ସନ୍ତାନଙ୍କୁ ଅନ୍ତର୍ଭୁକ୍ତ କରାଯିବ। କିନ୍ତୁ ପୋଷ୍ୟ ସନ୍ତାନ ନୁହେଁ। ମହାରାଷ୍ଟ୍ର ଜିଲା ପରିଷଦ ଏବଂ…

ଭାରତ ମହାସାଗରରେ ବୃଦ୍ଧି ପାଉଛି ବୁଡ଼ା ଜାହାଜ ବ୍ୟବହାର: ବିକ୍ରମ ସିଙ୍ଘେ…

କଲମ୍ବୋ,୧୯।୮ : ଜାତୀୟ ସୁରକ୍ଷା ରଣନୀତିର ବିସ୍ତୃତ ସମୀକ୍ଷା ଆବଶ୍ୟକତା ଉପରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମ ସିଙ୍ଘେ ଶନିବାର ଜୋର ଦେଇଛନ୍ତି। ଗାଲେ ପ୍ରଦେଶର ଦକ୍ଷିଣ ଜିଲାରେ ନୌସେନାର ଏକ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଏହି ସମୀକ୍ଷାରେ…

ମିଶନ ଅମୃତ ସରୋବରରେ ପଛୁଆ ୮ ରାଜ୍ୟ: ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୯।୮ : ଜାତୀୟ ଲକ୍ଷ୍ୟ ହାସଲ କରିବା ସତ୍ତ୍ୱେ ମିଶନ ଅମୃତ ସରୋବର ଅନ୍ତର୍ଗତ ଥିବା ଲକ୍ଷ୍ୟ ପୂରଣ କରିବାରେ ଦେଶର ଆଠଟି ରାଜ୍ୟ ପଛରେ ପଡିଛନ୍ତି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଶନିବାର ଏକ ବିବୃତ୍ତିରେ କହିଛି। ଏଥିରେ କୁହାଯାଇଛି…

ହିନ୍ଦୁ ଧର୍ମ ସର୍ବ ପୁରାତନ, ଏଠାକୁ ଇସଲାମ ହାତରେ ଖଣ୍ଡା ଧରି ଆସି ନ ଥିଲା: ଗୁଲାମ ନବୀ ଆଜାଦ…

ଶ୍ରୀନଗର,୧୯।୮ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଗତ ଦିନରେ ଡୋଡାଠାରେ ଏକ ବିବୃତ୍ତି ଦେଇଥିଲେ। ଉକ୍ତ ବିବୃତ୍ତିର ସ୍ପଷ୍ଟୀକରଣ ସେ ଶନିବାର ଏକ ନ୍ୟୁଜ ଏଜେନ୍ସି ସହ ବାର୍ତ୍ତାଳାପରେ ଦେଇଛନ୍ତି। ସେ ଦୋହରାଇଛନ୍ତି ହିନ୍ଦୁ ଧର୍ମ ହେଉଛି…

ମଣିପୁର ହିଂସାରେ ଭାଜପା ସରକାର ବିଫଳ ହୋଇଛନ୍ତି, ବିରେନ ସିଂଙ୍କୁ ଶୀଘ୍ର ହଟାନ୍ତୁ: ସିପିଆଇଏମର ଦାବି…

ଇମ୍ଫାଲ,୧୯।୮ : ବରିଷ୍ଠ ସିପିଆଇ (ଏମ) ନେତା ଜିତେନ୍ଦ୍ର ଚୌଧୁରୀ ମଣିପୁରରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାରେ ଭାଜପା ସରକାର ବିଫଳ ହୋଇଥିବା କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ହଟାଇବାକୁ ସେ ଦାବି କରିଛନ୍ତି। ତ୍ରିପୁରା ୟୁନିଟର ସାଧାରଣ…

ନିଖୋଜ ନାହାନ୍ତି ଆଫଗାନିସ୍ତାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧୯।୮: ଭାରତରେ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମାମୁନ୍ଦଜଇ ନିଖୋଜ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ କରିଛି। ତେବେ ତାଙ୍କର କିଛି ଦିନ ହେବ ଖୋଜ ଖବର ମିଳିପାରୁ ନାହିଁ। କିନ୍ତୁ ଏହି ଗୁଜବକୁ ଖଣ୍ଡନ କରିଛନ୍ତି ଖେଶଦ୍‌ ଫାରୁଦ। ସେ…

ୟୁକ୍ରେନର ଚେର୍ନିହିଭ ଉପରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ: ୫ ମୃତ, ୧୧ ଶିଶୁଙ୍କ ସମେତ ୩୭ ଆହତ…

କିଭ୍‌,୧୯।୮ : ଉତ୍ତର ୟୁକ୍ରେନ ଚେର୍ନିହିଭ ସହରର ଏକ କେନ୍ଦ୍ରୀୟ ଅଞ୍ଚଳ ଉପରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୧ ଶିଶୁ ଅଛନ୍ତି ବୋଲି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ…

ଉଡାଣ ଯୋଜନା ୯୩ ପ୍ରତିଶତ ରୁଟରେ କାମ କରୁନାହିଁ, ଖାର୍ଗେ ଦର୍ଶାଇଲେ ସିଏଜି ରିପୋର୍ଟ…

ନୂଆଦିଲ୍ଲୀ,୧୯।୮ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ଦାବି କରିଛନ୍ତି କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ କୁହାଯାଇଛି କେନ୍ଦ୍ରର ଛଡାଣ ଯୋଜନା ୯୩ ପ୍ରତିଶତ ରୁଟରେ କାମ କରୁନାହିଁ। ସାଧାରଣ ଜନତା କେବଳ ସରକାରଙ୍କଠାରୁ ମିଥ୍ୟା…

ଫଡନାଭିସ ହୋଇଗଲେଣି ଅହଂକାରୀ: ସାମନାର ଅଭିଯୋଗର ଜବାବ ଦେଲା ଭାଜପା…

ମୁମ୍ବାଇ,୧୯।୮ : ଶିବସେନା ଉଦ୍ଧବ ବାଲାସାହେବ ଠାକରେ ପକ୍ଷରୁ ଅଭିଯୋଗ କରିଛି ଉପମୁଖ୍ୟମନ୍ତ୍ରୀ ହେବା ପରେ ଦେବେନ୍ଦ୍ର ଫଡନାଭିସ ଅହଂକାରୀ ଏବଂ ଅସହିଷ୍ଣୁ ହୋଇପଡିଛନ୍ତି। ପୂର୍ବରୁ ଫଡନାଭିସ ଜଣେ ସହନଶୀଳ ବ୍ୟକ୍ତି ଥିଲେ କିନ୍ତୁ ଉପମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କଠାରେ ଏଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri