Home Middle

ପ୍ରଧାନମନ୍ତ୍ରୀ-ସ୍ମୃତି ଇରାନୀଙ୍କୁ ଟାର୍ଗେଟ କଲେ ରଶିଦ ଅଲଭି…

ନୂଆଦିଲ୍ଲୀ,୨୧।୮ : ଏନଡିଏ ଏବଂ ବିରୋଧୀ ଦଳ ଇଣ୍ଡିଆ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ପୂର୍ବତନ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତାକୁ ସ୍ଥଗିତ ରଖିବା ପରେ ତାଙ୍କା ନିର୍ବାଚନ ଲଢ଼ିବା ନେଇ…

ଭାରତକୁ ଧମକ ଦେଲେ ଟ୍ରମ୍ପ: କ୍ଷମତାକୁ ଆସିଲେ ଲାଗୁ କରିବି ଅଧିକ ଟ୍ୟାକ୍ସ ବ୍ୟବସ୍ଥା…

ଓ୍ବାଶିଂଟନ,୨୧।୮ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କିଛି ଆମେରିକୀୟ ଉତ୍ପାଦ ଉପରେ ଭାରତ ଦ୍ୱାରା ଅଧିକ ଟିକସ ପ୍ରସଙ୍ଗ ଉଠାଇଛନ୍ତି। ଆସନ୍ତା ବର୍ଷ ଯଦି ସେ କ୍ଷମତାକୁ ଆସନ୍ତି ତେବେ ଭାରତ ଉପରେ ଅଧିକ ଟ୍ୟାକ୍ସ ଲଗାବାକୁ…

ଏଲନ ମସ୍କଙ୍କ କମ୍ପାନୀ ଟେସଲାର ତଥ୍ୟ ଲିକରେ ୨ ପୂର୍ବତନ କର୍ମଚାରୀଙ୍କ ସମ୍ପୃକ୍ତି, ୭୫ ହଜାରରୁ ଅଧିକ ଲୋକ ହୋଇଥିଲେ ପ୍ରଭାବିତ…

ଓ୍ବାଶିଂଟନ,୨୧।୮ : ଏଲନ ମସ୍କଙ୍କର ମାଲିକାନାରେ ଥିବା କମ୍ପାନୀ ଟେସଲା ଇଙ୍କରେ ମେ ମାସରେ ଡାଟା ଲିକ ଦ୍ୱାରା ୭୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ଏଥିରେ କମ୍ପାନୀର ଅନେକ ସାମ୍ପ୍ରତିକ ଏବଂ ପୂର୍ବତନ କର୍ମଚାରୀ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ।…

ଚନ୍ଦ୍ରାୟନ-୩: ଅବତରଣ ପୂର୍ବରୁ ଫଟୋ ପଠାଇଲା ବିକ୍ରମ ଲ୍ୟାଣ୍ଡର…

ନୂଆଦିଲ୍ଲୀ,୨୧।୮ : ଚନ୍ଦ୍ରାୟନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ର ପୃଷ୍ଠରୁ ଅଳ୍ପ କିଲୋମିଟର ଦୂରରେ କକ୍ଷପଥ କରୁଛି। ଇସ୍ରୋ ଅନୁଯାୟୀ, ଚନ୍ଦ୍ରଯାନ -୩ ର ଦ୍ୱିତୀୟ ତଥା ଅନ୍ତିମ ଡିବୋଷ୍ଟିଂ ମନିଭର୍‌ ସଫଳତାର ସହ କରାଯାଉଛି। ବର୍ତ୍ତମାନ ୨୩ ଅଗଷ୍ଟକୁ ଅପେକ୍ଷା…

ମୋର କୌଣସି ପଶ୍ଚାତାପ ନାହିଁ, ବ୍ୟାନ ପରେ ହରମାନପ୍ରୀତ କୌରଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୧।୮ : ଭାରତୀୟ ମହିଳା ଦଳର ଅଧିନାୟକ ହରମାନପ୍ରୀତ କୌର ବାଂଲାଦେଶ ଗସ୍ତର ଶେଷ ମ୍ୟାଚରେ ଅନେକ ବିବାଦ ସୃଷ୍ଟି କରିଥିଲେ। ଏହା ପରେ ଆଇସିସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ଅଧିନାୟିକାଙ୍କ ଉପରେ ବ୍ୟାନ ଲଗାିଥିଲେ। ବାରଣ କିନ୍ତୁ,…

ଲୋକସଭା ନିର୍ବାଚନ ଲଢ଼ିବାକୁ ସଞ୍ଜୟଙ୍କ ପ୍ରସ୍ତୁତି: ମୁମ୍ବାଇର ଉତ୍ତର ପୂର୍ବ ଆସନରୁ ଲଢ଼ିବା ଯୋଜନା…

ମୁମ୍ବାଇ,୨୧।୮ : ଲୋକସଭା ର୍ନିବାଚନରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତଙ୍କୁ ଲୋକସଭା ନିର୍ବାଚନୟରେ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଚାଲିଛି। ଦଳ ଚାହୁଁଛି ସଞ୍ଜୟ ରାଉତ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ରାଉତ ମୁମ୍ବାଇର ଉତ୍ତର ପୂର୍ବ ଲୋକସଭା…

ନୀତୀଶ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି: ଭାଜପା…

ନୂଆଦିଲ୍ଲୀ,୨୧।୮ : ଭାରତୀୟ ଜନତା ପାର୍ଟି ବିହାରରେ ଘଟିଥିବା ଅପରାଧିକ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରି କହିଛି ସେ ଦେଶର ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି, କିନ୍ତୁ ତାଙ୍କ ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା କରିବାରେ ମଧ୍ୟ…

ଆମେରିକା-ଦକ୍ଷିଣ କୋରିଆକୁ କଡ଼ା ଜବାବ ଦେଲେ କିମ୍‌: କଲେ କ୍ଷେପଣାସ୍ତ୍ର ପରୀକ୍ଷଣ…

ପ୍ୟୋଙ୍ଗାୟାଙ୍ଗ୨୧।୮ : ଉତ୍ତର କୋରିଆ ର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଆମେରିକା ଏବଂ ଦକ୍ଷିଣ କୋରିଆକୁ କଡ଼ା ଜବାବ ନେଇଛନ୍ତି। ତାଙ୍କ ନିର୍ଦ୍ଦେଶରେ ନୌସେନା ଜାହାଜରୁ କ୍ରୁଜ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନର…

ଅଧିକାରୀମାନଙ୍କୁ ବିଦେଶୀ ଶବ୍ଦ-କାର-ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ମନା: ପୁଟିନଙ୍କ ନିର୍ଦ୍ଦେଶ…

ମସ୍କୋ,୨୧।୮ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କେବେ ଶେଷ ହେବ ତାହା ପୂର୍ବାନୁମାନ କରିବା ଅତ୍ୟନ୍ତ କଷ୍ଟକର ହୋଇ ପଡ଼ିଛି। ଭାରତ ସମେତ ଅନେକ ବଡ ଦେଶର ଶାନ୍ତି ଆବେଦନ ପରେ ମଧ୍ୟ ଏଥିରୁ କୌଣସି ଫଳାଫଳ…

ନେଦରଲାଣ୍ଡ-ଡେନମାର୍କର ବଡ ନିଷ୍ପତ୍ତି, ୟୁକ୍ରେନକୁ ଦେବେ ଏଫ-୧୬ ଯୁଦ୍ଧ ବିମାନ…

କିଭ,୨୧।୮ : ନେଦରଲାଣ୍ଡ ଏବଂ ଡେନମାର୍କ ୟୁକ୍ରେନକୁ ଏଫ-୧୬ ଯୁଦ୍ଧ ବିମାନ ଯୋଗାଇବେ। ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଏହା ବିଷୟରେ କହିଛନ୍ତି। ଏହାପୂର୍ବରୁ ରୁଟ ନେଦରଲାଣ୍ଡର ବିମାନବନ୍ଦରରେ ଜେଲେନସ୍କିଙ୍କୁ ଭେଟିଥିଲେ। କିଛି ସର୍ତ୍ତ ପୂରଣ…

ଇରାନରେ ପହଞ୍ଚିଲା ଭାରତୀୟ ଯୁଦ୍ଧପୋତ ଆଇଏନଏସ ତ୍ରିକନ୍ଦ…

ତେହେରାନ,୨୧।୮ : ଇରାନର ବନ୍ଦର ସହର ବାନ୍ଦର ଅବ୍ବାସରେ ଭାରତୀୟ ନାଭାଲ ଜାହାଜ ଆଇଏନଏସ ତ୍ରିକନ୍ଦ ପହଞ୍ଚିଛି। ପରେ ଏହାକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ନୌସେନାର ମୁଖପାତ୍ର କହିଛନ୍ତି ଆଞ୍ଚଳିକ ଦେଶମାନଙ୍କ ସହ ସହଯୋଗୀ ସାମୁଦ୍ରିକ ଯୋଗଦାନ ଦିଗରେ ଭାରତୀୟ ନୌସେନାର…

କର୍ନାଟକ ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୨୧।୮ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଆକ୍ୱାଟିକ୍‌ ସେଣ୍ଟରରେ ଜାତୀୟ ଜୁନିୟର ଏବଂ ସବ୍‌ଜୁନିୟର ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ମୋଟ ୧୧୯ଟି ପଦକ ଜିତି କର୍ନାଟକ ଓଭରଅଲ୍‌ ଚାମ୍ପିୟନ ହୋଇଛି। ଏହା ମଧ୍ୟରେ ୫୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri