Home Middle

ଭାଜପା ଶାସିତ ରାଜ୍ୟରେ ୮୦%

ଓ୍ବାଶିଂଟନ୍‌,୨୮ା୯ : ୨୦୨୩ ପ୍ରଥମାର୍ଦ୍ଧରେ ଭାରତରେ ୨୫୫ ମୁସଲମାନ ବିରୋଧୀ ଘୃଣା ମନ୍ତବ୍ୟ ଦିଆଯାଇଛି। ଭାଜପା ଶାସିତ ରାଜ୍ୟଗୁଡ଼ିକରେ ସର୍ବାଧିକ ମୁସଲମାନଙ୍କୁ ଟାର୍ଗେଟ କରାଯାଇଥିବା ବିଷୟ ହିନ୍ଦୁତ୍ୱ ଓ୍ବାଚ୍‌ ରିପୋର୍ଟରେ ଦର୍ଶାଯାଇଛି। ଚଳିତବର୍ଷ ୫ ରାଜ୍ୟରେ ବିଧାନସଭା ଭୋଟ ଏବଂ ୨୦୨୪ରେ…

ପୋଲିସ, ବିକ୍ଷୋଭକାରୀ ସଂଘର୍ଷ

ଇମ୍ଫାଲ,୨୮ା୯: ଜାତିଆଣ ହିଂସା ପ୍ରଭାବିତ ମଣିପୁରରେ ମେଇତି ସମ୍ପ୍ରଦାୟର ନିଖୋଜ ଛାତ୍ରୀ ଲୁଓ୍ବାଙ୍ଗ୍‌ବି ହିଜାମ୍‌ ଏବଂ ଛାତ୍ର ଫିଜାମ୍‌ ହେମନ୍‌ଜିତଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇ ସ୍ଥିତି ଅଣାୟତ୍ତ ହୋଇଛି। ଇମ୍ଫାଲରେ ପୋଲିସ ନିଷ୍କ୍ରିୟତା…

କିମ ଜୋଙ୍ଗ ଆଣବିକ ଅସ୍ତ୍ର ନୀତିକୁ ଦେଲେ ସାମ୍ବିଧାନିକ ମାନ୍ୟତା , କହିଲେ କାହାକୁ ଉଲ୍ଲଂଘନ କରିବାକୁ ଅନୁମତି ନାହିଁ…

ପ୍ୟୋଙ୍ଗୟାଙ୍ଗ,୨୮।୯: ଉତ୍ତର କୋରିଆ ଦେଶର ସମ୍ବିଧାନରେ ଆଣବିକ ଅସ୍ତ୍ର ଶକ୍ତି ଭାବରେ ଦେଶର ସ୍ଥିତିକୁ ଦୃଢ଼ କରିଛି। ରାଜ୍ୟ ଗଣମାଧ୍ୟମ ଗୁରୁବାର ରିପୋର୍ଟ କରିଛି ନେତା କିମ ଜୋଙ୍ଗ ଉନ ମଙ୍ଗଳବାର ଏବଂ ବୁଧବାର ଦିନ ଅନୁଷ୍ଠିତ ଏକ ବୈଠକରେ କହିଛନ୍ତି…

୨୦୨୪ରେ ପାକିସ୍ତାନରେ ନିର୍ବାଚନ: ଜାରି ହେଲା ପରସିମନ ରିପୋର୍ଟ…

ଇସଲାମାବାଦ, ୨୮।୯: ନିକଟରେ ଶେଷ ହୋଇଥିବା ଜନଗଣନାକୁ ଆଧାର କରି ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ବୁଧବାର ଅସ୍ଥାୟୀ ରିପୋର୍ଟ ପ୍ରକାଶ କରିଛି। ୧୭ ଅଗଷ୍ଟରେ ଇସିପି ଦ୍ୱାରା ଜାରି କରାଯାଇଥିବା ମୂଳ ଡେଲିମିଟେସନ କାର୍ଯ୍ୟସୂଚୀ ଅନୁଯାୟୀ, ଜନଗଣନା ଫଳାଫଳର ବିଜ୍ଞପ୍ତିର…

ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ

ରାଜକୋଟ,୨୭।୯: ରାଜକୋଟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି। ୩୫୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୯.୪ ଓଭରରେ ୨୮୬ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଏହାସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ…

ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ

ଭୁବନେଶ୍ୱର,୨୭ା୯: ଆସନ୍ତା ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ କରାଯିବ ବୋଲି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ବୁଧବାର ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଏହି ଧର୍ମଘଟକୁ ଓହ୍ଲାଇବ ବସ୍‌…

ଭାରତକୁ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ

ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଆଜି ରାଜକୋଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୫୦ ଓଭରରେ…

ଆପୋଲ ୧ର ୩ମହାକାଶ ଯାତ୍ରୀ ମହାକାଶରେ ହୋଇଯାଇଥିଲେ ଜୀବନ୍ତ ଦଗ୍ଧ, ଦୁର୍ଘଟଣାର ଅଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୭।୯: ବିଶ୍ୱର ଅନେକ ଚନ୍ଦ୍ର ମିଶନ ସମ୍ପର୍କରେ କେବେ ବି ଆଲୋଚନା ହେଲେ ଆମେରିକାର ଆପୋଲୋ ୧ ବିଷୟରେ ନିଶ୍ଚେ ଆଲୋଚନା ହୁଏ। ଚନ୍ଦ୍ରରେ ପାଦ ଥାପିବା ପାଇଁ ଆମେରିକାର ଅପୋଲୋ ୧ ୩ଯାତ୍ରୀଙ୍କ ସହ ମହାକାଶକୁ ଯାଇଥିଲା। କିନ୍ତୁ ସେହି…

ଏଲପିଜି ସବସିଡି-ମାଗଣା ରାଶନ ଯୋଜନାର ହେବ ସମୀକ୍ଷା, ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଲାଗି ନୂଆ ରଣନୀତି …

ନୂଆଦିଲ୍ଲୀ,୨୭।୯ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଏଲପିଜିର ସମୀକ୍ଷା କରିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ସର୍ବବୃହତ ସବସିଡି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ଦାୟିତ୍ୱ ନୀତି ଆୟୋଗକୁ ଦିଆଯାଇଛି। ୪…

୩ମାସରେ ୮୩୦୦କୋଟି ଟଙ୍କା ଋଣ ପରିଶୋଧ କରିବ ବେଦାନ୍ତ, କମ୍ପାନୀର ରେଟିଂ ହ୍ରାସ କଲା ମୁଡିଜ

ନୂଆଦିଲ୍ଲୀ,୨୭।୯: ଉଦ୍ୟୋଗପତି ଅନିଲ ଅଗ୍ରୱାଲଙ୍କ କମ୍ପାନୀ ବେଦାନ୍ତର ସମସ୍ୟା ବଢିବାରେ ଲାଗିଛି। କମ୍ପାନୀ କରଜରେ ବୁଡି ରହିଛି। ବର୍ତ୍ତମାନ ମୁଡି ଇନଭେଷ୍ଟର୍ସ ସର୍ଭିସେସ କମ୍ପାନୀର କ୍ରେଡିଟ ରେଟିଂ ହ୍ରାସ କରିଛି। କମ୍ପାନୀ ଦିନକୁ ଦିନ ଋଣ ଚାପରେ ଫସୁଥିବା ଦେଖି ବେଦାନ୍ତ…

ସମଗ୍ର ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ସରକାର

ଇମ୍ଫାଲ,୨୭ା୯: ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ସରକାର ବୁଧବାର ସମଗ୍ର ରାଜ୍ୟକୁ ଏକ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ୧୯ଟି ନିର୍ଦ୍ଦିଷ୍ଟ ପୋଲିସ ଷ୍ଟେଶନ ଅଞ୍ଚଳ ବ୍ୟତୀତ ସମଗ୍ର ରାଜ୍ୟକୁ ସଶସ୍ତ୍ର…

ଆଧାର କାର୍ଡ ବିଶ୍ୱର ସବୁଠାରୁ ବିଶ୍ୱସ୍ତ ଡିଜିଟାଲ ପରିଚୟ ପତ୍ର

ନୂଆଦିଲ୍ଲୀ,୨୭।୯: ଆଧାର କାର୍ଡକୁ ବିଶ୍ୱର ସବୁଠାରୁ ବିଶ୍ୱସ୍ତ ଡିଜିଟାଲ ପରିଚୟ ପତ୍ର ବୋଲି ବର୍ଣ୍ଣନା କରି ଭାରତ ସରକାର ଗ୍ଲୋବାଲ ରେଟିଂ ଏଜେନ୍ସି ମୁଡିଜ ଇନଭେଷ୍ଟର୍ସ ସର୍ଭିସର ରିପୋର୍ଟକୁ ଖାରଜ କରିଛନ୍ତି। ସେପ୍ଟେମ୍ବର ୨୧ରେ ଏକ ରିପୋର୍ଟ ଜାରି କରି ମୁଡିଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri