Home Middle

ଦିଲ୍ଲୀର ଫ୍ଲାଏଓଭର, ଆଇଏସବିଟିରେ ଭାରତ ବିରୋଧି ସ୍ଲୋଗାନ ଲେଖିଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସୋସିଆଲ ମିଡିଆରେ କଲେ ଭିଡିଓ ଜାରି

ନୂଆଦିଲ୍ଲୀ,୨୮।୯: ଖଲିସ୍ତାନ ଆଙ୍କବାଦୀ ନିଜ୍ଜରକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଚରମ ସୀମାରେ ପହଞ୍ଚିଛି। ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍‌ ଫର ଜଷ୍ଟିସର ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁ କ୍ରମାଗତ ଭାବରେ ଭାରତ ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି।…

ପୁରୁଷ ଶୁଟିଂରେ ଭାରତକୁ ସ୍ବର୍ଣ୍ଣ ପଦକ…

ହାଙ୍ଗଝୋ,୨୮।୯ : ଏସିଆନ ଗେମ୍ସ ୨୦୨୩ ର ୫ ଦିନରେ ଭାରତ ଏକ ରୌପ୍ୟ ପଦକ ସହିତ ଆରମ୍ଭ କରିଛି। ମଣିପୁରର ରୋଶିବିନା ଦେବୀ ମାର୍ଶଲ ଆର୍ଟରେ ରୌପ୍ୟ ପଦକ ଜିତିଥିଲେ। ତାଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା କରାଯାଉଥିଲା, କିନ୍ତୁ ସେ…

ଜମ୍ମୁ-କଶ୍ମୀରରେ ନିହତ ହୋଇଥିବା ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପାକିସ୍ତାନ…

ଶ୍ରୀନଗର/ଇସଲାମାବାଦ,୨୮।୯ : ଭାରତରେ ଆତଙ୍କବାଦ ବିସ୍ତାର କରୁଥିବା ଆତଙ୍କବାଦୀଙ୍କୁ ପାକିସ୍ତାନ ଖୋଲାଖୋଲି ସମର୍ଥନ କରୁଥିବା ପୁଣି ଥରେ ପ୍ରମାଣିତ ହୋଇଛି। ଜମ୍ମୁ-କଶ୍ମୀରର ରେସି ଜିଲାରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ଶକିଲଙ୍କୁ ପାକିସ୍ତାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।…

ଆମେରିକା ସରକାରଙ୍କ ୬୦ ହଜାର ଇ-ମେଲ ଚୋରି କରିଛନ୍ତି ଚାଇନା ହ୍ୟାକର…

ଓ୍ବାଶିଂଟନ/ବେଜିଂ,୨୮।୯ : ଚଳିତ ବର୍ଷ ପ୍ରାରମ୍ଭରେ ମାଇକ୍ରୋସଫ୍ଟର ଇ-ମେଲ ପ୍ଲାଟଫର୍ମକୁ ଅଦଳବଦଳ କରିଥିବା ଚାଇନିଜ ହ୍ୟାକରମାନେ ଆମେରିକାର ବୈଦେଶିକ ବିଭାଗ ଆକାଉଣ୍ଟରୁ ହଜାର ହଜାର ଇ-ମେଲ ଚୋରି କରିଛନ୍ତି ବୋଲି ସିନେଟର ଜଣେ କର୍ମଚାରୀ ବୁଧବାର ଦିନ ରଏଟର୍ସକୁ କହିଛନ୍ତି। ବୁଧବାର…

ବିଦେଶ ଗସ୍ତକୁ ନେଇ ମମତାଙ୍କୁ ଟାର୍ଗେଟ କଲେ ଅଧୀର ରଞ୍ଜନ, କହିଲେ ମଉଜ ମଜଲିସ ପାଇଁ ରାଜ୍ୟର ପାଣ୍ଠି କରୁଛନ୍ତି ଖର୍ଚ୍ଚ

କୋଲକତା,୨୮।୯: କଂଗ୍ରେସର ପଶ୍ଚିମବଙ୍ଗ ସଭାପତି ଆଧୀର ରଂଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ହୋଇଥିବା ବିଦେଶ ଗସ୍ତକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ନାମରେ ଟିକସଦାତାଙ୍କ ଟଙ୍କାକୁ ଅପବ୍ୟବହାର କରୁଛନ୍ତି।…

୨୦୨୦ରେ ପୃ୍‌ଥିବୀରେ କର୍କଟ ମୃତ୍ୟୁ ସଂଖ୍ୟା ୫୩ ଲକ୍ଷ…

ଓ୍ବାଶିଂଟନ,୨୮।୯ : ୨୦୨୦ ମସିହାରେ, କର୍କଟ କାରଣରୁ ଅକାଳ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କୁ ଜୀବିତ ରଖାଯାଇ ପାରିଥାନ୍ତା। ଏହି ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଲୋକଙ୍କ ପାଇଁ ଚିକିତ୍ସା ଉପଲବ୍ଧ ଥିଲା। ଦ ଲାନସେଟ ଗ୍ଲୋବାଲ ହେଲଥରେ…

ଗୁପ୍ତ ଭାବେ ଯୁଦ୍ଧ ପ୍ରସ୍ତୁତି କରୁଛନ୍ତି କିମ: ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି ପାଇଁ ଦେଲେ ନିର୍ଦ୍ଦେଶ…

ପ୍ୟୋଙ୍ଗୟାଙ୍ଗ,୨୮।୯ : ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ତାଙ୍କ ଦେଶକୁ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନକୁ ବୃଦ୍ଧି କରିବାକୁ ଏବଂ ଏକ ନୂତନ ଶୀତଳ ଯୁଦ୍ଧରେ ଆମେରିକା ସହ ମୁହାଁମୁହିଁ ହୋଇଥିବା ରାଷ୍ଟ୍ର ମିଳିତ ମଞ୍ଚରେ ଏକ ପ୍ରମୁଖ ଭୂମିକା…

ପାକିସ୍ତାନର ରାଜନୀତିରେ ରହିବ ସାମରିକ ପ୍ରଭାବ…

ଇସଲାମାବାଦ,୨୮।୯ : ପାକିସ୍ତାନରେ ସୈନ୍ୟବାହିନୀର ଅପରିହାର୍ଯ୍ୟ ଭୂମିକାକୁ ଦର୍ଶାଇ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ସ୍ବୀକାର କରିଛନ୍ତି କ୍ଷମତା ଦଖଲ ଯୋଗୁ ଦେଶରେ ନାଗରିକ ପ୍ରତିଷ୍ଠାନ ଦୃଢ଼ ନ ହେଲେ ପାକିସ୍ତାନର ରାଜନୀତିରେ ସାମରିକ ପ୍ରଭାବ ଜାରି ରହିବ ।…

୩ ମହାକାଶଚାରୀ ୩୭୧ ଦିନ ପରେ ମହାକାଶରୁ ଫେରିଲେ…

ଓ୍ବାଶିଂଟନ,୨୮।୯ : ଆମେରିକାର ମହାକାଶଚାରୀ ଫ୍ରାଙ୍କ ରୁବିଓଙ୍କ ସମେତ ତିନିଜଣ ମହାକାଶଚାରୀ ୩୭୧ ଦିନ ମହାକାଶରେ ରହିବା ପରେ ପୃଥିବୀକୁ ଫେରିଛନ୍ତି। ସେପ୍ଟେମ୍ବର ୨୭ ରେ ସେମାନଙ୍କର ସୋୟୁଜ ଏମଏସ-୨୩ କ୍ୟାପସୁଲ କାଜାଖସ୍ତାନର ମରୁଭୂମିରେ ନିରାପଦରେ ଅବତରଣ କରିଛି। ରୁଷିଆର ମହାକାଶଚାରୀ…

ଭାରତରେ ବଢୁଛି ବରିଷ୍ଠ ନାଗରିକଙ୍କ ସଂଖ୍ୟା, କେରଳରେ ସର୍ବାଧିକ: ଜାତିସଂଘ ରିପୋର୍ଟ…

ନୂଆଦିଲ୍ଲୀ/ଜେନେଭା,୨୮।୯ : ଆଜିର ଯୁବ ଭାରତ ଆଗାମୀ ଦଶନ୍ଧିରେ ଦ୍ରୁତ ବେଗରେ ବରିଷ୍ଠ ନାଗରିକଙ୍କ ସମାଜରେ ପରିଣତ ହେବ। ୨୦୫୦ ସୁଦ୍ଧା, ଅର୍ଥାତ ୨୭ ବର୍ଷ ପରେ ଦେଶରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ବୃଦ୍ଧ ହୋଇଯିବେ। ଶତାବ୍ଦୀର ଶେଷ…

ଭାରତରେ ୪୦ ପ୍ରତିଶତରୁ ଅଧିକ ବରିଷ୍ଠ ନାଗରିକ ଗରିବ…

ଜେନେଭା,୨୮।୯ : ମିଳିତ ଜାତିସଂଘର ଏକ ନୂତନ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଭାରତର ୪୦ ପ୍ରତିଶତରୁ ଅଧିକ ବରିଷ୍ଠ ନାଗରିକ ଗରିବ ଗୋଷ୍ଠୀରେ ଅଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ସେମାନଙ୍କ ମଧ୍ୟରୁ ପ୍ରାୟ ୧୮.୭ ପ୍ରତିଶତ ଆୟ ବିନା…

୭ ବର୍ଷ ପରେ ଭାରତରେ ପାକିସ୍ତାନ କ୍ରିକେଟ ଦଳ

ହାଇଦ୍ରାବାଦ, ୨୮।୯ (ପି.ଟି.): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ଉଷ୍ମତା ବଢ଼ିଛି। ଦୀର୍ଘ ୭ ବର୍ଷ ବ୍ୟବଧାନରେ ପାକିସ୍ତାନ କ୍ରିକେଟ ଦଳ ପ୍ରଥମଥରପାଇଁ ଭାରତରେ ଆସିଛି। ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ବୁଧବାର ଲାହୋରରୁ ଦୁବାଇ ବାଟଦେଇ ଏଠାକୁ ଆସିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri