ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏକ୍ସରେ କରନ୍ତୁ ଏପରି…କହିଲେ ଏଲନ ମସ୍କ
ଓ୍ବାଶିଂଟନ୍,୨୨।୮: ସାମ୍ବାଦିକଙ୍କୁ ଏକ ଭଲ ଅଫର ଦେଇଛନ୍ତି ଏକ୍ସ(ପୂର୍ବ ଟ୍ବିଟର) ସିଇଓ ଏଲନ ମସ୍କ। ଏକ୍ସରେ ସିଧାସଳଖ ଭାବେ ସେମାନଙ୍କ ଲେଖା କିମ୍ବା ଆର୍ଟିକିଲ ପ୍ରକାଶ କରିବାକୁ ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ମସ୍କ ଟ୍ବିଟକ କରି କହିଛନ୍ତି, ସାମ୍ବାଦିକମାନେ ଯଦି ଚାହିଁବେ…
ସିଙ୍ଗାପୁର ରାଷ୍ଟ୍ରପତି ପଦ ଦୌଡରେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନ
ସିଙ୍ଗାପୁର,୨୨।୮: ସିଙ୍ଗାପୁରରେ ରାଷ୍ଟ୍ରପତି ପଦ ଦୌଡରେ ଭାରତୀୟ ବଂଶୋଦ୍ଭବ। ସେ ହେଉଛନ୍ତି ଥର୍ମନ ଶନମୁଗରତ୍ନ। ମଙ୍ଗଳବାର ସିଙ୍ଗାପୁରରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥି ନାମ ଘୋଷଣା ହୋଇଛି। ଶନମୁଗରତ୍ନଙ୍କ ସହିତ ଚାଇନାର ଦୁଇଜଣ ପୂର୍ବତନ ବ୍ୟବସାୟୀ ମଧ୍ୟ ଏଥିରେ ସାମିଲ ଅଛନ୍ତି।
ଦରଦାମ ବୃଦ୍ଧି ଆକାଶଛୁଆଁ, ମୋଦିଙ୍କ ଭାବମୂର୍ତ୍ତି ବଞ୍ଚାଇବା-ପୁଞ୍ଜିପତିଙ୍କୁ ଉପକୃତ କରିବା ପାଲଟିଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ: କଂଗ୍ରେସ…
ନୂଆଦିଲ୍ଲୀ,୨୨।୮ : ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ ମୂଲ୍ୟ ନେଇ କଂଗ୍ରେସ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ଅଭିଯୋଗ କରିଛି ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ ବଞ୍ଚାଇବା ଏବଂ ଏହାର ପୁଞ୍ଜିପତି…
ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କେସିଆରଙ୍କ ପ୍ରାର୍ଥୀ ତାଲିକା ପରାଜୟର ଏକ ନିଶ୍ଚିତ ପଦ୍ଧତି: ପ୍ରକାଶ ଜାଭଡେକର…
ହାଇଦ୍ରାବାଦ,୨୨।୮ : ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର କହିଛନ୍ତି ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଆରଏସ ସୁପ୍ରିମୋ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଥିବା ପ୍ରାର୍ଥୀଙ୍କ ତାଲିକା ଏକ ପରାଜୟର…
ସଂସଦୀୟ ବ୍ୟାଘାତ ଏକ ଚିନ୍ତାର ବିଷୟ: ଉପରାଷ୍ଟ୍ରପତି…
ଜୟପୁର,୨୨।୮ : ସଂସଦୀୟ କାର୍ଯ୍ୟ ଉପରେ ମନ୍ତବ୍ୟ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନକର ମଙ୍ଗଳବାର କହିଛନ୍ତି ପୂର୍ବରୁ ସମ୍ବିଧାନସଭାକୁ ଗୋଟିଏ ଦିନ ବି କୌଣସି ବ୍ୟାଘାତର ସମ୍ମୁଖୀନ ହୋଇ ନାହିଁ। ସଂସଦରେ ଅଧିକ ଜଟିଳ ପ୍ରସଙ୍ଗ ଉପରେ ମଧ୍ୟ ବିତର୍କ ହୋଇଥିଲା।…
ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
ଜୋହାନ୍ସବର୍ଗ,୨୨।୮: ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। #WATCH | PM Narendra Modi arrives in South Africa’s Johannesburg for the 15th…
୮ଲକ୍ଷ ପାକିସ୍ତାନୀ ଛାଡିଲେଣି ଦେଶ
ଇସଲାମବାଦ,୨୨।୮: ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ। ତେବେ ଏଭଳି ଖରାପ ସମୟରେ ଲୋକମାନେ ପାକିସ୍ତାନ ଛାଡିବାକୁ ବାଧ୍ୟ ହେଉଛନ୍ତି। ଚଳିତ ବର୍ଷ ୬ମାସରେ ପ୍ରାୟ ୮ଲକ୍ଷ ନାଗରିକ ଦେଶ ଛାଡିଛନ୍ତି। ପାକିସ୍ତାନର ବିପର୍ଯ୍ୟସ୍ତ ଅର୍ଥନୀତି ଯୋଗୁଁ ଏପରି…
ପ୍ରତିଶ୍ରୁତି ପୂରଣ ପାଇଁ ନାହିଁ ଅର୍ଥ, କେନ୍ଦ୍ରକୁ ୧୧ ହଜାର କୋଟି ମାଗିଲେ କର୍ନାଟକ ସରକାର…
ବେଙ୍ଗାଲୁରୁ,୨୨।୮ : କର୍ନାଟକ ନିର୍ବାଚନରେ କଂଗ୍ରେସ ଏକ ଉଲ୍ଲେଖନୀୟ ବିଜୟ ହାସଲ କରି ସରକାର ଗଠନ କରିଥିଲା। କିନ୍ତୁ ବର୍ତ୍ତମାନ କର୍ନାଟକରେ କ୍ଷମତାକୁ ଆସିଥିବା କଂଗ୍ରେସ ସରକାର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ନେଇ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏହି…
ହତ୍ୟା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବଙ୍କୁ ସିଙ୍ଗାପୁରରେ ମିଳିପାରେ ମୃତ୍ୟୁଦଣ୍ଡ
ସିଙ୍ଗାପୁର,୨୨।୮: ଭାରତୀୟ ବଂଶୋଦ୍ଭବ ଅସୱେନ ପଚନ ପିଲ୍ଲାଇ ସୁକୁମାରନଙ୍କୁ ମିଳିବ ମୃତ୍ୟୁଦଣ୍ଡ। ଦୁଇ ନାଗରିକଙ୍କ ହତ୍ୟା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ସିଙ୍ଗାପୁରର କନକର୍ଡ ହୋଟେଲ ଏବଂ ସପିଂ ମଲରେ ମୋହଦ ଇସ୍ରାଟ ଓ ମୋହଦ ଇସମାଇଲଙ୍କୁ ହତ୍ୟା କରିଥିବା ଅଭିଯୋଗ…
ସଡ଼କ ଦୁର୍ଘଟଣାରେ ଲାଗିବ ରୋକ, ସରକାର ଆରମ୍ଭ କଲେ ଭାରତ ଏନସିଏପି…
ନୂଆଦିଲ୍ଲୀ,୨୨।୮ : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତ ନୂତନ କାର ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଅର୍ଥାତ ଭାରତ ଏନସିଏପି ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଡ଼କ ପରିବହନ ଏବଂ…
ପାକିସ୍ତାନର ସୁରକ୍ଷା ବାହିନୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୬ଯବାନ ମୃତ
ଇସଲାମବାଦ,୨୨।୮: ପୁଣି ପାକିସ୍ତାନର ସୁରକ୍ଷା ବାହିନୀଙ୍କୁ ଆକ୍ରମଣ ଆତଙ୍କବାଦୀ। ତେହେରିକ-ଏ-ତାଲିବାନ ପାକିସ୍ଥାନ(ଟିଟିପି)ର ଆତଙ୍କବାଦୀମାନେ ପାକିସ୍ତାନର ଖେବର ପଖତୁନଖଓ୍ବାରେ ସୁରକ୍ଷା ବାହିନୀର ଏକ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୬ ପାକିସ୍ତାନୀ ଯବାନ ଓ ୪ ଜଣ ଆତଙ୍କବାଦୀ ନିହତ…
କଂଗ୍ରେସରେ ୧୨ ଜେଡିଏସ ବିଧାୟକ ସାମିଲ ହେବା ନେଇ ଚର୍ଚ୍ଚା…
ବେଙ୍ଗାଲୁରୁ,୨୨।୮ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କର୍ନାଟକ କଂଗ୍ରେସ ଜନତା ଦଳ (ଧର୍ମନିରପେକ୍ଷ) ର ଅନେକ ବିଧାୟକଙ୍କ ସହ ଯୋଗାଯୋଗରେ ଅଛି ଏବଂ ସେମାନଙ୍କୁ ଦଳକୁ ଆଣିବାକୁ ଯୋଜନା କରୁଛି। ଏକ ରିପୋର୍ଟ ଅନୁଯାୟୀ, ଅଯୋଗ୍ୟତା ଅବା ଉପନିର୍ବାଚନରୁ…
Archives


