Home Middle

ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାଜପାର କାର୍ଯ୍ୟକ୍ରମ, ପ୍ରଥମଥର ପାଇଁ ଏନ୍‌ଡିଏକୁ ନିମନ୍ତ୍ରଣ

ନୂଆଦିଲ୍ଲୀ, ୧୬।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାଜପା ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏଥିନେଇ ଭାଜପାର ସମସ୍ତ ବଡ ନେତା ପହଞ୍ଚୁଛନ୍ତି। ବିଶେଷ କଥା ହେଉଛି ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ପ୍ରଥମ…

ବିଶ୍ୱକପ ପୂର୍ବରୁ ଭାରତକୁ ପାକିସ୍ତାନ ଖେଳାଳିଙ୍କ ଚେତାବନୀ: ଆମେ ୩୦୦ ରନ ଟାର୍ଗେଟର ପିଛା କରିବାକୁ ସକ୍ଷମ…

କୋଲକାତା,୧୫।୮ : ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ୫ ଅକ୍ଟୋବରରେ ଖେଳାଯିବ। ଏଥି ସହିତ ଏହି ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ନଭେମ୍ବର ୧୯ ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ୧୪ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ।…

ବାରାଣସୀରେ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ…

ବାରାଣସୀ,୧୫।୮ : ଉତ୍ତରପ୍ରଦେଶରେ ଖୁବ ଶୀଘ୍ର ଅନ୍ୟ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଉପହାର ପାଇବାକୁ ଯାଉଛି। ବାରାଣାସୀରେ ନିର୍ମାଣ ହେବାକୁ ଥିବା ବାରାଣସୀ କ୍ରିକେଟ ଷ୍ଟାଡିୟମର କାର୍ଯ୍ୟ ଆରମ୍ଭ ହୋଇଛି। ନିର୍ମାଣ କାର୍ଯ୍ୟ ଲାରସେନ ଆଣ୍ଡ ଟୁବ୍ରୋ ଗ୍ରହଣ କରିଛି।…

ଜାପାନରେ ଟାଇଫୁନ ଲାନ ତାଣ୍ଡବ: ୯୦୦ରୁ ଅଧିକ ଉଡ଼ାଣ ବାତିଲ…

ଟୋକିଓ,୧୫।୮ : ଶକ୍ତିଶାଳୀ ଟାଇଫୁନ ଲାନ ଜାପାନରେ ତାଣ୍ଡବ ରଚିଛି। ଟାଇଫୁନ ଯୋଗୁଁ ଜାପାନରେ ପ୍ରାୟ ୯୦୦ରୁ ଅଧିକ ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ଏହା ବ୍ୟତୀତ ୨ ଲକ୍ଷ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।…

ଆମେରିକୀୟ ସୈନିକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମହିଳା: ୩୦ ବର୍ଷ କାରାଦଣ୍ଡରେ ଦଣ୍ଡିତ…

ଓ୍ବାଶିଂଟନ,୧୫।୮ : ଜଣେ ସୈନିକଙ୍କ ମୃତଦେହ ଲୁଚାଇବାରେ ସାହାଯ୍ୟ କରିଥିବାରୁ ଆମେରିକାରେ ଜଣେ ମହିଳା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ମହିଳାଙ୍କୁ ୩୦ ବର୍ଷ ଦଣ୍ଡିତ କରାଯାଇଛି। ୨୦୨୦ରେ, ଟେକ୍ସାସରେ ରହୁଥିବା ଜଣେ ମହିଳା ସୈନିକଙ୍କ ମୃତଦେହକୁ…

୯ ବର୍ଷରେ ସରକାର ଡିବିଟିରୁ ସଞ୍ଚୟ କରିଛନ୍ତି ୨.୭୩ ଲକ୍ଷ କୋଟି: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଧାର୍ଯ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ସିଧାସଳଖ ଲାଭ ଟ୍ରାନ୍ସଫର (ଡିବିଟି) ଯୋଜନା ଗ୍ରହଣ କରି ସରକାର ଗତ ୯ ବର୍ଷ ମଧ୍ୟରେ ୨.୭୩ ଲକ୍ଷ କୋଟି ଟଙ୍କା ସଞ୍ଚୟ…

ଏସିଆନ ଗେମ୍ସରୁ ବିନେଶ ଫୋଗାଟ ବାହାର, ଆଣ୍ଠୁରେ ଆଘାତ ଯୋଗୁ ନେଲେ ନିଷ୍ପତ୍ତି, ଅମିତ ପଙ୍ଘାଲ ସାମିଲ ହେବା ଆଶା…

ନୂଆଦିଲ୍ଲୀ,୧୫।୮ : ଏସିଆନ ଗେମ୍ସ ପୂର୍ବରୁ ଭାରତ ଏକ ବଡ଼ ଝଟକାର ସମ୍ମୁଖୀନ ହୋଇଛି। ହରିୟାଣା ରେସଲର ବିନେଶ ଫୋଗାଟ ଏସୀୟ ଖେଳରୁ ବାହାରି ଯାଇଛନ୍ତି। ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବିନେଶ କହିଛନ୍ତି ଅଗଷ୍ଟ ୧୩…

ସୁଲଭ ଇଣ୍ଟରନ୍ୟାଶନାଲ ପ୍ରତିଷ୍ଠାତାଙ୍କ ପରଲୋକ…

ନୂଆଦିଲ୍ଲୀ,୧୫।୮ : ସୁଲଭ ଇଣ୍ଟରନ୍ୟାଶନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ପରଲୋକ ଘଟିଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇ ଥିଲା। ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଉଲ୍ଲେଖନୀୟ କଥା ହେଉଛି,…

ପ୍ରତି ଭାରତୀୟଙ୍କ ସ୍ବର ହେଉଛନ୍ତି ଭାରତ ମାତା: ରାହୁଲ…

ନୂଆଦିଲ୍ଲୀ,୧୫।୮ : ୭୭ ତମ ସ୍ବାଧୀନତା ଦିବସ ଅବସରରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଦେଶର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭାରତ ମାତାଙ୍କୁ ପ୍ରତ୍ୟେକ ଭାରତୀୟଙ୍କ ସ୍ବର ବୋଲି କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରାହୁଲ ଗାନ୍ଧୀ କହିଛନ୍ତି…

ହାତ ଯୋଡ଼ିଲେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୧୫।୮ : ସୁପ୍ରିମ କୋର୍ଟ ର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ମଙ୍ଗଳବାର ୭୭ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ଅତିଥିମାନଙ୍କ ମଧ୍ୟରେ ବସିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସ୍ବାଧୀନତା ଦିବସ ସମ୍ବୋଧନରେ ଆଞ୍ଚଳିକ…

ହର ଘର ତ୍ରିରଙ୍ଗା ଓ୍ବେବସାଇଟରେ ଅପଲୋଡ ହେଲା ୯ କୋଟିରୁ ଅଧିକ ସେଲଫି…

ନୂଆଦିଲ୍ଲୀ,୧୫।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ହର ଘର ତ୍ରିରଙ୍ଗା ୍‌ଅଭିଯାନରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ଏକ ସେଲଫି ତ୍ରିରଙ୍ଗା ସହିତ ସୋସିଆଲ ମିଡିଆରେ ଅପଲୋଡ କରିବାକୁ ପଡିବ। ଏନେଇ ସରକାରଙ୍କ…

ଚାଇନା ବିକଶିତ କଲା ନୂଆ ଲେଜର ଅସ୍ତ୍ର: ବାୟୁରେ ଟାର୍ଗେଟ କରିବାକୁ ସକ୍ଷମ…

ବେଜିଂ,୧୫।୮ : ଚାଇନା ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏହି ମର୍ମରେ ଚାଇନା ଏକ ଲେଜର ଅସ୍ତ୍ର ବିକଶିତ କରିଛି। ଚାଇନାର ସାମରିକ ବୈଜ୍ଞାନିକମାନେ ଏକ ନୂତନ କୁଲିଂ ସିଷ୍ଟମ ବିକଶିତ କରିଥିବା ଦାବି କରିଛନ୍ତି ଯାହା ଉଚ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri