ଜେଇଇ-ନିଟ୍ରେ ଅସଫଳ: କୋଟାରେ ୮ ବର୍ଷରେ ୧୧୬ ଛାତ୍ରୀଛାତ୍ର କଲେଣି ଆତ୍ମହତ୍ୟା…
କୋଟା,୧୬।୮ : ଶିକ୍ଷା ସହର ଭାବେ ପରିଚିତ ରାଜସ୍ଥାନର କୋଟା ସହରରେ କୋଚିଂ ନେଉଥିବା ଛାତ୍ରୀଛାତ୍ରମାନଙ୍କ ଆତ୍ମହତ୍ୟା ଶୃଙ୍ଖଳା ଜାରି ରହିଛି। ଜିଲା ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ମଙ୍ଗଳବାର ସୁଦ୍ଧା ଗତ ଆଠ ବର୍ଷ ମଧ୍ୟରେ ଚଳିତ…
ନେହେରୁ ସଂଗ୍ରହାଳୟର ନାମ ବିବାଦ: ମୋଦିଙ୍କୁ ପ୍ରଶଂସା କଲେ ଥରୁର୍
ନୂଆଦିଲ୍ଲୀ,୧୬।୮: ନେହେରୁ ମେମୋରିଆଲ ସଂଗ୍ରହାଳୟର ନାମ ପରିବର୍ତ୍ତନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି। ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଥରୁର୍ କହିଛନ୍ତି, ପୂର୍ବ ସମସ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ନିର୍ଦଶନ ଦେବା…
ପିଏଲଏରେ ବଡ ପରିବର୍ତ୍ତନ: ବାୟୁସେନା ନୌସେନା ବିମାନକୁ କଲା ଅଧିଗ୍ରହଣ, ଫିଲିପାଇନ୍ସକୁ ଅଟକାଇବା ପାଇଁ ଏକଜୁଟ…
ବେଜିଂ,୧୬।୮ : ଚାଇନାର କମ୍ୟୁନିଷ୍ଟ ପାର୍ଟିର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ହେଉଛି ବିଶ୍ୱର ସବୁଠାରୁ ବଡ ସେନା। ସମ୍ପ୍ରତି ପିଏଲଏରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏକାଧିକ ସଶସ୍ତ୍ର ସେବା ମଧ୍ୟରେ ମିଳିତ କାର୍ଯ୍ୟ ପାଇଁ ଦକ୍ଷିଣ ଚାଇନା ସାଗରରେ…
ଚନ୍ଦ୍ରାୟନ-୩: କକ୍ଷ ପରିବର୍ତ୍ତନର ଅନ୍ତିମ ପ୍ରକ୍ରିୟା ଶେଷ
ନୂଆଦିଲ୍ଲୀ,୧୬।୮: ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରାୟାନ-୩। ବୁଧବାର ଚନ୍ଦ୍ରାୟାନ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟର ଚନ୍ଦ୍ର କକ୍ଷପଥକୁ ପ୍ରବେଶକୁ ସଫଳତାର ସହ ସମାପ୍ତ କରିଛି। ଚନ୍ଦ୍ରାୟନ ଏବେ ଚନ୍ଦ୍ରର ଆହୁରି ନିକଟତର ହୋଇଛି। ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ,…
ଅତିକ୍ରମଣ ଉପରେ ବୁଲଡୋଜର ଚାଲିବା ଉପରେ ୧୦ ଦିନିଆ ରୋକ…
ନୂଆଦିଲ୍ଲୀ,୧୬।୮ : ବୁଧବାର ସୁପ୍ରିମକୋର୍ଟ ମଥୁରାର କୃଷ୍ଣ ଜନ୍ମଭୂମିରେ ଅତିକ୍ରମଣକାରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଅତିକ୍ରମଣ ଅଞ୍ଚଳରେ ବୁଲଡୋଜର ଚାଲିବା ଉପରେ ୧୦ ଦିନିଆ ରୋକ ଜାରି କରାଯାଇଛି। କୃଷ୍ଣ ଜନ୍ମଭୂମି ନିକଟରେ ହୋଇଥିବା ଅତିକ୍ରମଣ ହଟାଇବା ପାଇଁ ରେଳ କର୍ତ୍ତୃପକ୍ଷଙ୍କ…
ଲାଇଭ୍ ଶୋ’ରେ ଋଷ ଡ୍ରମରଙ୍କୁ ସ୍ବାଗତ କରିବାରୁ କ୍ଷମା ମାଗିଲା ଆମେରିକାର ଲୋକପ୍ରିୟ ରକ୍ ବ୍ୟାଣ୍ଡ
ଓ୍ବାଶିଂଟନ୍,୧୬।୮: ଆମେରିକାର ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଲୋକପ୍ରିୟ ରକ୍ ବ୍ୟାଣ୍ଡ ଦି କିଲର୍ସ ସୋସିଆଲ ମିଡିଆରେ କ୍ଷମା ମାଗିଛି। ଭୂଲ ଏତିକି ଯେ, ଦି କିଲର୍ସ ବ୍ୟାଣ୍ଡ ଜର୍ଜିଆରେ ଏକ ଲାଇଭ ଶୋ ସମୟରେ ଋଷ ଡ୍ରମରମାନଙ୍କୁ ଷ୍ଟେଜ ଉପରେ…
ରୁଢିବାଦୀ ଶବ୍ଦ ମହିଳାମାନଙ୍କ ସମ୍ବନ୍ଧୀୟ ତଥ୍ୟ ଏବଂ ରାୟରେ ବ୍ୟବହୃତ ହେବ ନାହିଁ: ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୧୬।୮ : ମହିଳାଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ପଦକ୍ଷେପ ନେଇଛନ୍ତି। ମହିଳାମାନଙ୍କ ସମ୍ବନ୍ଧୀୟ ଆଇନଗତ ତଥ୍ୟ ଏବଂ ରାୟରେ ରୁଢିବାଦୀ (ଷ୍ଟେରିଓଟାଇପ) ଶବ୍ଦ ବ୍ୟବହାର ହେବ ନାହିଁ। ନ୍ୟାୟିକ ନିଷ୍ପତ୍ତିରେ ଲିଙ୍ଗଗତ ଷ୍ଟେରିଓଟାଇପିଂ ଶେଷ କରିବାକୁ ଭାରତର ପ୍ରଧାନ ବିଚାରପତି…
ଆଜାଦପୁର ମଣ୍ଡିର ପରିବା ବିକ୍ରେତା ରାମେଶ୍ୱରଙ୍କୁ ମିଳିଛି ଗ୍ୟାସ ସିଲିଣ୍ଡର, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ଆଜାଦପୁର ମଣ୍ଡିରେ ପନିପରିବା ବିକ୍ରେତା ରାମେଶ୍ୱରଙ୍କ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଅନେକଙ୍କୁ ପ୍ରଭାବିତ କରିଥିଲା। ଏହାପରେ ଜାତୀୟ ଗଣମାଧ୍ୟମର ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ ରାହୁଲ ଗାନ୍ଧୀଙ୍କୁ ଭେଟିବାର ଇଚ୍ଛା ବିଷୟରେ କହିଥିଲେ। ରାହୁଲ ତାଙ୍କୁ ଭେଟି…
ଅର୍ଥନୈତିକ ସମ୍ପର୍କିତ ବହୁ ତଥ୍ୟ ଲୁଚାଉଛି ଚାଇନା, ଏକ ପଞ୍ଚମାଂଶ ଯୁବବର୍ଗ ଛଟେଇ…
ବେଜିଂ,୧୬।୮ : ଚାଇନାର ଆକସ୍ମିକ ନିଷ୍ପତ୍ତି ଏହି ସପ୍ତାହରେ ବୃଦ୍ଧି ପାଉଥିବା ଯୁବ ବେରୋଜଗାରୀ ହାର ଉପରେ ତଥ୍ୟ ପ୍ରକାଶକୁ ସ୍ଥଗିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ସମ୍ବେଦନଶୀଳ ସୂଚନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ମାସରେ ୨୧.୩ ପ୍ରତିଶତ ରେକର୍ଡ…
ରୁଷିଆକୁ ଡ୍ରୋନ ନ ଦେବାକୁ ଇରାନକୁ ମନା କଲା ଆମେରିକା…
ଓ୍ବାଶିଂଟନ,୧୬।୮ : ୱାଶିଂଟନ ଏବଂ ତେହେରାନ ମଧ୍ୟରେ ବଢୁଥିବା ତିକ୍ତତାକୁ କମାଇବା ପାଇଁ ବ୍ୟାପକ ଲିଖିତ ବୁଝାମଣା ଉପରେ ଆଲୋଚନାର ଏକ ଅଂଶ ଭାବରେ ଆମେରିକା ରୁଷିଆକୁ ସଶସ୍ତ୍ର ଡ୍ରୋନ ବିକ୍ରୟ ବନ୍ଦ କରିବା ଲାଗି ଇରାନକୁ ମନା କରିଛି। ବୁଧବାର…
ଇମ୍ରାନଙ୍କ ଜାମିନ ଖାରଜ କଲେ କୋର୍ଟ
ଇସଲାମବାଦ,୧୬।୮: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଅଡୁଆ ବଢିବାରେ ଲାଗିଛି। ଜିଲା ଓ ଅଧିବେଶନ କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଖାରଜ କରିଦେଇଛନ୍ତି। ଜଜ ମହମ୍ମଦ ସୋହେଲ ଶୁଣାଣି କରି କହିଛନ୍ତି ଯେ, ଗତ ବର୍ଷ ସଂସଦୀୟ ଭୋଟ ମାଧ୍ୟମରେ…
ଚାଇନାର ପ୍ରଜନନ ହାର ସର୍ବନିମ୍ନ ରେକର୍ଡ ସ୍ତରରେ…
ବେଜିଂ,୧୬।୮ : ୨୦୨୨ ମସିହାରେ ଚାଇନାର ପ୍ରଜନନ ହାର ସର୍ବନିମ୍ସ ସ୍ତରକୁ ଖସି ଆସିଛି। ଏହା ରେକର୍ଡସ୍ତର ୧.୦୯ ପ୍ରତିଶତକୁ ଖସି ଆସିଥିବା ଆକଳନ କରାଯାଉଛି। ଏହା ସହିତ ୧୦୦ ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରେ ଚାଇନାର ପ୍ରଜନନ…
Archives


