Home Middle

ଏପ୍ରିଲ ପହିଲାରୁ ବନ୍ୟା, ବଜ୍ରପାତ, ଭୂସ୍ଖଳନରେ ମଲେଣି ୨୦୩୮ଜଣ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ତଥ୍ୟ

ନୂଆଦିଲ୍ଲୀ,୧୮।୮: ଚଳିତ ବର୍ଷ ମୌସୁମୀ ସମୟରେ ବନ୍ୟା, ବଜ୍ରପାତ ଏବଂ ଭୂସ୍ଖଳନ ଯୋଗୁଁ ଦେଶରେ ୨୦୩୮ ଲୋକ ପ୍ରାଣ ହରାଇଛନ୍ତି। ବିହାରରେ ସର୍ବାଧିକ ୫୧୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହିମାଚଳ ପ୍ରଦେଶ ୩୩୦ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ବର୍ଷ ଏପ୍ରିଲ ୧ରୁ ଅଗଷ୍ଟ…

ପାକିସ୍ତାନରେ ଗୀର୍ଜାଘର ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ କକର

ଇସଲାମବାଦ,୧୮।୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସଂଖ୍ୟାଲଘୁ ଖ୍ରୀଷ୍ଟିଆନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର-ଉଲ-ହକ କକର। ସେ କହିଛନ୍ତି, ତାଙ୍କ ମଧ୍ୟବର୍ତ୍ତୀ ସରକାର ସମାଜରେ ଅନ୍ଧାରି ଶକ୍ତିକୁ ସମର୍ଥନ କରିବ ନାହିଁ। ପଞ୍ଜାବ ହେଉଛି ଦେଶର…

ତାଲିବାନରେ ୧୦ଦିନରେ ଗିରଫ ହେଲେଣି ୯ସାମ୍ବାଦିକ

କାବୁଲ,୧୮।୮: ଗତ ଦୁଇ ବର୍ଷ ଧରି ତାଲିବାନଙ୍କର କ୍ରୁର ଶାସନରେ ଅସ୍ଥିର ହୋଇପଡିଛନ୍ତି ଆଫଗାନିସ୍ତାନୀ। ତେବେ ସେଥିରୁ ବାଦ୍‌ ପଡି ନାହାନ୍ତି ସାମ୍ବାଦିକ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ୧୦ଦିନ ମଧ୍ୟରେ ତାଲିବାନ କର୍ତ୍ତୃପକ୍ଷ ୯ଜଣ ସାମ୍ବାଦିକଙ୍କୁ ଗିରଫ କରିଛନ୍ତି। ଆଫଗାନିସ୍ତାନରେ…

ମିଶନ ୨୪କୁ ନେଇ କଂଗ୍ରେସକୁ ଭାଜପାର ଚେକ ମେଟ୍‌!

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କଲାଣି ଭାଜପା। ୨୪ ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜ୍ୟର ଏନଡିଏ ମେଣ୍ଟକୁ ସୂଦୃଢ କରିବା ପାଇଁ ବଳ ଗୋଟାଉଛି ଭାଜପା। ସେପଟେ କେନ୍ଦ୍ର…

ସାମ୍ନାକୁ ଆସିଲା ଚନ୍ଦ୍ରର ଖୁବ ନିକଟରୁ ଉଠାଯାଇଥିବା ଫଟୋ

ନୂଆଦିଲ୍ଲୀ,୧୮।୮: ଭାରତର ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରୟାନ ଧୀରେ ଧୀରେ ଏହାର ଲକ୍ଷ୍ୟର ନିକଟତର ହେବାକୁ ଯାଉଛି। ଗୁରୁବାର ଲ୍ୟାଣ୍ଡର୍‌ ଏବଂ ରୋଭରଠାରୁ ଅଲଗା ହୋଇଥିବା ପ୍ରୋପଲଶନ ମଡ୍ୟୁଲ ପରେ ଏକ ସୁନ୍ଦର ଚିତ୍ର ପଠାଇଛି। ଇସ୍ରୋ ଦ୍ୱାରା ଜାରି କରାଯାଇଥିବା…

ଚନ୍ଦ୍ରାୟାନ-୩: ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରାୟାନ, ଇସ୍ରୋ ଜାରି କଲା ଭିଡିଓ

ନୂଆଦିଲ୍ଲୀ,୧୮।୮: ଚନ୍ଦ୍ରର ନିକଟତର ହୋଇଛି ଚନ୍ଦ୍ରାୟାନ-୩। ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟାନର ଅବତରଣ ପରେ ଇତିହାସ ରଚିବ ଭାରତ। ଏବେ ଆମେ ଚନ୍ଦ୍ର ଠାରୁ ୧୧୩ କିମି x ୧୫୭କିମି ଦୂରରେ ଅଛୁ। ଗୁରୁବାର ପ୍ରପୁଲସନ ମଡ୍ୟୁଲରେ ବିକ୍ରମ ଲ୍ୟାଣ୍ଡର ଅଲଗା…

ଉତ୍ତର ପ୍ରଦେଶ କଂଗ୍ରେସର ଘୋଷଣା, ଆମେଠିରୁ ସ୍ମୃତି ଇରାନିଙ୍କୁ ଟକ୍କର ଦେବେ ରାହୁଲ

ଆମେଠି,୧୮।୮: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ରେ ଦେଶରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ଏବଂ ବିରୋଧୀ ଦଳ ଇଣ୍ଡିଆ (I.N.D.I.A) ମଧ୍ୟରେ ଏକ ରୋମାଞ୍ଚକର ପ୍ରତିଯୋଗିତା ଦେଖିବାକୁ ମିଳେ। ଏଥର ଦେଶର…

ଆରଏସଏଫ କାର୍ଯ୍ୟକର୍ତ୍ତାଙ୍କ ଆକ୍ରମଣ ଘଟଣା: ଥାନାରେ ଅଭିଯୋଗ କଲେ ଶୁଭେନ୍ଦୁ ଅଧିକାରୀ

କୋଲକତା,୧୮।୮: ଯାଦବପୁର ବିଶ୍ୱବିଦ୍ୟାଳୟ ନିକଟରେ କଟରପନ୍ଥୀ-ବାମପନ୍ଥୀ ବିପ୍ଳବୀ ଛାତ୍ର ସଂଘ (ଆରଏସଏଫ) ଏବଂ ଭାଜପାର ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗୁରୁବାର ସଂଘର୍ଷ ହୋଇଥିଲା। ଏହାର ଗୋଟିଏ ଦିନ ପରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ତଥା ଭାଜପା ନେତା ଶୁଭେନ୍ଦୁ…

ସଂସଦର ବିଶେଷାଧିକାର କମିଟି ସାମ୍ନାରେ ନିଜର ପକ୍ଷ ରଖିବେ ଅଧିର ରଂଜନ

ନୂଆଦିଲ୍ଲୀ, ୧୮।୮: ସଂସଦରେ ଅସଂସଦୀୟ ବ୍ୟବହାର ପାଇଁ ଲୋକସଭାରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀଙ୍କୁ ନିଲମ୍ବନ କରାଯାଇଥିଲା। ସଂସଦର ବିଶେଷାଧିକାର କମିଟି ଆଧୀରଙ୍କ ନିଲମ୍ବନର କାରଣକୁ ଯାଞ୍ଚ କରୁଛି। ଶୁକ୍ରବାର କମିଟିର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ,…

ମଣିପୁର ଗସ୍ତରେ ସୀତାରାମ ୟେଚୁରୀଙ୍କ ସମେତ ସିପିଆଇଏମ ନେତା

ନୂଆଦିଲ୍ଲୀ,୧୮।୮: ଗତ ମେ ୩ ତାରିଖରୁ ମଣିପୁର ଜାତିଗତ ହିଂସାର ନିଆଁରେ ଜଳୁଛି। ଦୁନିଆ ସାମ୍ନାରେ ବିଶ୍ୱଗୁରୁ ହୋଇଥିବା ଦେଶ ଲଜ୍ଜାରେ ମୁଣ୍ଡ ତଳକୁ ନୁଆଇଁ ଛିଡା ହୋଇଛି। ସେହିପରି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଶକୁ ଭର୍ତ୍ସନା କରାଯାଇଛି। ତେବେ ଏନେଇ…

ଭାରତକୁ ପ୍ରଶଂସା କଲା ଚାଇନା, କହିଲା ଧନ୍ୟବାଦ କମ୍‌..

ମୁମ୍ବାଇ,୧୮।୮: ଚାଇନା ନାଗରିକଙ୍କୁ ଗୁରୁତର ଅବସ୍ଥାରେ ଆରବ ସାଗର ମଝିରୁ ଉଦ୍ଧାର କରିଥିବାରୁ ଭାରତୀୟ କୋଷ୍ଟଗାର୍ଡଙ୍କୁ ପ୍ରଶଂସା କରିଛି ଚାଇନା ଦୂତାବାସ। କୋଷ୍ଟଗାର୍ଡଙ୍କୁ ପ୍ରଶଂସା କରି ଚାଇନା ଦୂତାବାସ କହିଛି, ଏହି ସାହାର୍ଯ୍ୟ ପାଇଁ ଆମେ କୃତଜ୍ଞ। ଏଥିପାଇଁ ଟିମ୍‌କୁ ଯେତେ…

ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକକୁ ନେଇ ଏମଭିଏର ପ୍ରସ୍ତୁତି

ମୁମ୍ବାଇ,୧୮।୮: ୨୪କୁ ନେଇ ରଣନୀତି ପ୍ରସ୍ତୁତ କଲେଣି ବିରୋଧୀ। ଗୋଟିଏ ପରେ ଗୋଟିଏ ବିରୋଧୀ ଦଳ ବୈଠକ କରି ଏନଡିଏ ବିରୋଧରେ ବଳ ଗୋଟାଉଛି ଇଣ୍ଡିଆ ମେଣ୍ଟ। ତେବେ ଆଗାମୀ ବିରୋଧୀ ବୈଠକକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri