ପୁରୁଷଙ୍କ ପାଖରେ କମୁଛି ପ୍ରଜନନ କ୍ଷମତା: ପ୍ରାୟ ୧୮ ପ୍ରତିଶତ ବୟସ୍କ ହୋଇପାରୁ ନାହାନ୍ତି ବାପା

ମେଲବର୍ନ,୩।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ରିପୋର୍ଟ କହୁଛି ଯେ ଛଅ ଦଶନ୍ଧି ମଧ୍ୟରେ ବିଶ୍ୱର ମୋଟ ପ୍ରଜନନ ହାର (ଟିଏଫଆର) ୫.୩ ରୁ ମାତ୍ର ୨.୩କୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି, ଯେତେବେଳେ କି ୧୯୬୦ରେ ଜଣେ ମହିଳା ତାଙ୍କ ଜୀବନରେ ହାରାହାରି ୫.୩ ସନ୍ତାନ ଜନ୍ମ ଦେଉଥିଲେ, ଆଜି ସେ କେବଳ ୨.୩ ସନ୍ତାନ ପ୍ରସବ କରିବାରେ ସକ୍ଷମ ହୋଇଛନ୍ତି। ୨୦୨୨ରେ, ୧୭.୫ ପ୍ରତିଶତ ବୟସ୍କ ପିଲା ଜନ୍ମ କରିବାରେ ଅସମର୍ଥ ହୋଇଥିଲେ, ଅର୍ଥାତ୍‌ ପ୍ରତି ଛଅ ଦମ୍ପତିଙ୍କ ମଧ୍ୟରୁ ଜଣେ ସନ୍ତନେ ପ୍ରସବ କରିବାକୁ ସକ୍ଷମ ହେଉଛନ୍ତି। ପୁରୁଷମାନଙ୍କ ମଧ୍ୟରେ ବାତା ବୃଦ୍ଧି ପାଉଥିବାରୁ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ପରିବାରରେ ସନ୍ତାନ ନ ଥିବା ପାଇଁ ୩୫ ପ୍ରତିଶତ କ୍ଷେତ୍ରରେ ମହିଳାଙ୍କ ବନ୍ଧ୍ୟାତ୍ୱ କାରଣ ହୋଇଥିବାବେଳେ ୩୦ ପ୍ରତିଶତ ମାମଲାରେ ପୁରୁଷଙ୍କ ପ୍ରଜନନ ଅକ୍ଷମତା ଦାୟୀ ବୋଲି କୁହାଯାଉଛି। ପାର୍ଥକ୍ୟ ବହୁତ ବଡ ନୁହେଁ, କିନ୍ତୁ ଦୀର୍ଘ ସମୟ ଧରି ମହିଳାମାନଙ୍କ ମଧ୍ୟରେ ବାକରଣ ଉପରେ ବ୍ୟାପକ ଅନୁସନ୍ଧାନ କରାଯାଇଛି ଏବଂ ଚିକିତ୍ସା ମଧ୍ୟ ମିଳିଛି। ଏଥି ସହିତ ପୁରୁଷ ପ୍ରଜନନକ୍ଷମ ଅକ୍ଷମତା ଉପରେ ଆଲୋଚନା ମଧ୍ୟ ଗୁପ୍ତରେ ଅନୁଷ୍ଠିତ ହୋଇଥାଏ। ମେଲବାର୍ନ ବିଶ୍ୱବିଦ୍ୟାଳୟରେ ପୁରୁଷ ପ୍ରଜନନ ସ୍ବସ୍ଥ୍ୟ ଉପରେ କାର୍ଯ୍ୟ କରୁଥିବା ଡିନ ଏବଂ ପୁରୁଷ ପ୍ରଜନନ ଉପରେ କାମ କରୁ୍‌ଥିବା ପ୍ରଫେସର ମୋୟରା ଓ’ବ୍ରାୟନଙ୍କ ଅନୁଯାୟୀ ପୁରୁଷମାନଙ୍କ ମଧ୍ୟରେ ବାକରଣ ଏକ ସାଧାରଣ ସମସ୍ୟା ଏବଂ ଏହା ସମଗ୍ର ବିଶ୍ୱରେ ବ୍ୟାପିଛି। ପୁରୁଷମାନଙ୍କରେ ଏହି ଦିଗକୁ ଅଣଦେଖା କରିବା ସ୍ବାସ୍ଥ୍ୟ ବ୍ୟବସ୍ଥାର ବିଫଳତା। ପୁରୁଷମାନଙ୍କ କ୍ଷେତ୍ରରେ, ସମସ୍ୟାର କାରଣ ଅନ୍ୟ କେତେକ ରୋଗ ମଧ୍ୟ ହୋଇପାରେ।
ଏହି ସମସ୍ୟାର କାରଣ ଜୀବନଶୈଳୀ ଠାରୁ ଦ୍ରୁତଗତିରେ ପ୍ରଦୂଷିତ ହେଉଥିବା ପରିବେଶ ପର୍ଯ୍ୟନ୍ତ, କିନ୍ତୁ ପ୍ରକୃତ କାରଣ ପ୍ରକାଶ କରାଯାଇ ନାହିଁ। ଏଥିପାଇଁ ବିଭିନ୍ନ ପ୍ରକାରର ଅକ୍ଷମତାକୁ ବୁଝିବାକୁ ପଡିବ, ତେବେ ଯାଇ ଏହାର ଚିକିତ୍ସା ମିଳିପାରିବ। ଆଜି ବି ଏହି ଅକ୍ଷମତା ପରୀକ୍ଷା କରିବାର ସଠିକ ପଦ୍ଧତି ଉପଲବ୍ଧ ନାହିଁ । ଏହି ପ୍ରସଙ୍ଗରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?