ଆମେରିକାରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିବା ପାକିସ୍ତାନୀ ଡାକ୍ତରଙ୍କୁ ୧୮ବର୍ଷ ଜେଲ୍
ଓ୍ବାଶିଂଟନ୍,୨୬।୮: ଆମେରିକାରେ ଏଚ-୧ବି ଭିସା ଉପରେ କାର୍ଯ୍ୟ କରୁଥିବା ଜଣେ ପାକିସ୍ତାନୀ ଡାକ୍ତର ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ସାହାଯ୍ୟ କରୁଥିବାର ଏକ ମାମଲା ସାମ୍ନାକୁ ଆସିଛି। ଡାକ୍ତର ଜଣକ ଆମେରିକାରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ମେଣ୍ଟୋରିଆଲ ସ୍ପୋଟର୍ସ ଓ ଲୋନ ଓଲଫ୍…
ହିନ୍ଦୁସ୍ତାନ, ଇଣ୍ଡିଆ ରଖାଯାଇ ପାରିଥାଆନ୍ତା, ‘ଶିବଶକ୍ତି’ କାହିଁକି,ଚନ୍ଦ୍ରାୟନ-୩ ଲ୍ୟାଣ୍ଡିଂ ପଏଣ୍ଟକୁ ନେଇ ପ୍ରଶ୍ନ ଉଠାଇଲେ ମୌଲାନା ସୈଫ
ନୂଆଦିଲ୍ଲୀ,୨୬।୮: ଅଗଷ୍ଟ ୨୩ରେ ଭାରତ ଇତିହାସ ରଚିଛି। ଚନ୍ଦ୍ରାୟାନ-୩ ଚନ୍ଦ୍ରର ସାଉଥ ପୋଲରେ ଲ୍ୟାଣ୍ଡିଂ କରି ଭାରତକୁ ଏହି କ୍ଷେତ୍ରରେ ବିଶ୍ୱରେ ପ୍ରଥମ ଦେଶ ଭାବେ ପରିଚିତ କରାଇଲା। ଏହାସହ ଚନ୍ଦ୍ରରେ ପହଞ୍ଚିଥିବା ଚତୁର୍ଥ ଦେଶର ମାନ୍ୟତା ପାଇଲା ଭାରତ। ଏହି…
ଆମେରିକା-ତାଇଓ୍ବାନ ସାମରିକ ଚୁକ୍ତିରେ ଚାଇନା ଖପ୍ପା, ତାଇଓ୍ବାନ ଦ୍ୱୀପରେ କଲା ଶକ୍ତି ପ୍ରଦର୍ଶନ
ବେଜିଂ,୨୬।୮: ନିକଟରେ ୫୦୦ ମିଲିୟନ ଆମେରିକୀୟ ଡଲାର ଚୁକ୍ତିରେ ତାଇଓ୍ବାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା। ଏହି ଚୁକ୍ତିରେ ତାଇଓ୍ବାନକୁ ଟାର୍ଗେଟ କରିଛି ଡ୍ରାଗନ। ଚୁକ୍ତିର କିଛି ଦିନ ପରେ ଚାଇନା ୧୨ଟି ବିମାନ ଓ ଜାହାଜକୁ ତାଇଓ୍ବାନ ଦ୍ୱୀପ ଆଡକୁ ପଠାଇଛି।…
ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ପଦ ପ୍ରାର୍ଥୀ ଥର୍ମନଙ୍କ ବଡ ବୟାନ
ସିଙ୍ଗାପୁର,୨୬।୮: ସିଙ୍ଗାପୁର ଯେ କୌଣସି ସମୟରେ ଜଣେ ଅଣ-ଚାଇନା ପ୍ରଧାନମନ୍ତ୍ରୀ ପାଇଁ ପ୍ରସ୍ତୁତ ରହିଛି॥ ଭାରତୀୟ ମୂଳ ବାସିନ୍ଦା ତଥା ରାଷ୍ଟ୍ରପତି ପ୍ରାର୍ଥୀ ଥର୍ମନ ଶନମୁଗରତ୍ନମ ସେପ୍ଟେମ୍ବର ୧ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଏହା କହିଛନ୍ତି। ସିଙ୍ଗାପୁରର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ…
ଇସ୍ରୋର ମହିଳା ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ବେଙ୍ଗାଲୁରୁ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ର ମହିଳା ବୈଜ୍ଞାନିକଙ୍କ ସହ କଥା ହୋଇଛନ୍ତି। ଏହି ମହିଳା ବୈଜ୍ଞାନିକମାନେ ଚନ୍ଦ୍ରୟାନ-୩ର ଅଂଶ ଥିଲେ। ପ୍ରଧkାନମନ୍ତ୍ରୀ ମୋଦି ଚନ୍ଦ୍ରାୟନ-୩ର ସପ୍ଟ ଲ୍ୟାଣ୍ଡିଂର ସଫଲ ମିଶନ ପାଇଁ ସେମାନଙ୍କର ମହତ୍ୱପୂର୍ଣ୍ଣ…
ମେଘାଳୟର ଶାଲ, ଛତିଶଗଡ଼ର ଡୋକରା କଳାକୃତି ଗ୍ରୀସ ନେତାଙ୍କୁ ଉପହାର ଦେଲେ ମୋଦି
ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦିବସୀୟ ଗ୍ରୀସ ଗସ୍ତ ସମୟରେ ସେଠାରେ ତାଙ୍କ ସମକକ୍ଷଙ୍କୁ ଭାରତୀୟ ଲୋକ ସଂସ୍କୃତି ସହ ଜଡିତ ଉପହାର ଦେଇଛନ୍ତି। ଏହି ଉପହାରରେ ପ୍ରଧାନମନ୍ତ୍ରୀ ମେଘାଳୟରୁ ତେଲେଙ୍ଗାନା ପର୍ଯ୍ୟନ୍ତ କଳାକୃତିକୁ ସାାମିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ସୁଯୋଗ ମିଳିଲେ କଂଗ୍ରେସ ଅଧ୍ୟକ୍ଷ ହେବି, ଏହା ମୁଖ୍ୟମନ୍ତ୍ରୀ ପଦଠାରୁ ବି ୧୦୦ ଗୁଣା ବଡ: ଗେହଲୋଟ
ଜୟପୁର,୨୬।୮: ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି କି ପରିସ୍ଥିତି ଏମିତି ହେଲା ଯେ ମୁଁ ଅଧ୍ୟକ୍ଷ ହୋଇ ପାରିଲି ନାହିଁ। ଏହା ୧୦୦ ଗୁଣ ଭଲ ହେବ ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ବହୁତ ବଡ…
ଡୋନାଲ୍ଡ ଟ୍ରମ୍ଫଙ୍କ ମଗ ସଟକୁ ନେଇ ପରିହାସ କଲେ ବାଇଡେନ
ଓ୍ବାଶିଂଟନ,୨୬।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ୨୦୨୦ ନିର୍ବାଚନକୁ ରଦ୍ଦ କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଗୁରୁବାର ଜର୍ଜିଆରେ ଆତ୍ମ ସମର୍ପଣ କରିଛନ୍ତି। ଏହି ସମୟରେ ତାଙ୍କ ମଗ ସଟ ଅପରାଧୀଙ୍କ ପରି ନିଆଯାଇଥିଲା। ଆମେରିକାର ଇତିହାସରେ ପ୍ରଥମ ଥର…
ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଉଠିଲା ଦାବି
ଇସଲାମାବାଦ,୨୬।୮: ରାଜନୈତିକ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତର ପଡୋଶୀ ଦେଶ ପାକିସ୍ତାନରେ ଏବେ ସାଧାରଣ ନିର୍ବାଚନ କରିବାକୁ ଦାବି ଜୋର ଧରିଲାଣି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର ଭାଙ୍ଗିବା ପରେ ଏବଂ ସେ ଗିରଫ ପରଠାରୁ…
ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରାଯିବ: ମୋଦି
ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରୟାନ ମିଶନରେ ଜଡିତ ବୈଜ୍ଞାନିକମାନଙ୍କୁ ଭେଟିବା ପାଇଁ ବେଙ୍ଗାଲୁରୁର ଇସ୍ରୋରେ ପହଞ୍ଚିଛନ୍ତି। ଚନ୍ଦ୍ରୟାନ-୩ର ଚନ୍ଦ୍ରରେ ସଫଳ ଅବତରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏସଆର ଦଳର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି…
ଚନ୍ଦ୍ରୟାନ-୩ ଅବତରଣ କରିଥିବା ସ୍ଥାନକୁ ‘ଶିବ ଶକ୍ତି’, ଚନ୍ଦ୍ରୟାନ-୨ ଅବତରଣ କରିଥିବା ସ୍ଥାନକୁ ‘ତ୍ରିରଙ୍ଗା’ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇସ୍ରୋ ଗସ୍ତରେ ଅଛନ୍ତି। ଯେଉଁଠାରେ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଭେଟି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଚନ୍ଦ୍ରରେ ଯେଉଁଠାରେ ଭାରତର ଚନ୍ଦ୍ରୟାନ-୩ ଅବତରଣ କରିଛି, ତାହାର ନାମ ‘ଶିବ ଶକ୍ତି’ ନାମରେ ପରିଚିତ…
ମୁଦ୍ରାସ୍ଫୀତି ହ୍ରାସ ଅର୍ଥନୀତି ଅଭିବୃଦ୍ଧି ଆଣିବ
ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ଗତ କିଛି ମାସ ହେବ ଦେଶର ଖୁଚୁରା ମୁଦ୍ରାସ୍ଫୀତ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଗତ ୧୫ ମାସରେ ମୁଦ୍ରାସ୍ଫୀତ ହାର ସବୋର୍ଚ୍ଚ ସ୍ତରରେ ରହିଛି। ସେହିଭଳି ମୁଦ୍ରାସ୍ଫୀତ ଓ ଖାଦ୍ୟଶସ୍ୟ ଦରଦାମ ଦେଶର ଅର୍ଥନୀତିରେ ଅଭିବୃଦ୍ଧି…
Archives


