Home Middle

ଏମରସନ ମଙ୍ଗାୱା ପୁଣି ଥରେ ଜିମ୍ବାୱେର ରାଷ୍ଟ୍ରପତି…

ହରାରେ,୨୭।୮: ଜିମ୍ବାୱେ ରାଷ୍ଟ୍ରପତି ଏମର୍ସନ ମଙ୍ଗାୱା ଶନିବାର ଦ୍ୱିତୀୟ ତଥା ଅନ୍ତିମ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହୋଇଛନ୍ତି। ତେବେ ଶାସକ ଦଳ ଜେଡଏଏନଓ୍ବାଇ-ପିଏଫ ବିରୋଧରେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ନ୍ୟୁୟର୍କ ଟାଇମ୍ସ ଏହି ସୂଚନା ଦେଇଛି । ରାଷ୍ଟ୍ରପତି…

ମହାକାଶ ଯିବ ମହିଳା ରୋବୋ

ଚନ୍ଦୟାନ-୩ର ସଫଳତା ପରେ ମହାକାଶ ମିଶନ ପାଇଁ ପ୍ରସ୍ତୁତି ଚଳାଇଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)। ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଗଗନୟାନ ମିଶନର ଟ୍ରାଏଲ୍‌ ହେବ। ଏଥିରେ ସ୍ପେସ୍‌କୁ ଏକ ଫିମେଲ ରୋବୋ ‘ବ୍ୟୋମମିତ୍ର’କୁ ପଠାଯିବ। ଏହି…

ଦୁର୍ଗାପୂଜା ଧାର୍ମିକ ଅପେକ୍ଷା ଅଧିକ ଧର୍ମନିରପେକ୍ଷ: ହାଇକୋର୍ଟ…

କୋଲକାତା,୨୬।୮ : ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ। ଏହା ପ୍ରକୃତ ପକ୍ଷେ ବିଭିନ୍ନ ସଂସ୍କୃତିକୁ ସଂଯୋଗ କରୁଥିତ୍ବା ଏକ ଧର୍ମନିରପେକ୍ଷ ସାର୍ବଜନୀନ ଉତ୍ସବ। ଏହାର ଏକ ବ୍ୟାପକ ଅର୍ଥ ରହିଛି ବୋଲି କୋଲକାତା ହାଇକୋର୍ଟ କହିଛନ୍ତି। ବିୀଚାରପତି ସବ୍ୟସାଚୀ…

୨ରେ ଲଘୁଚାପ ସମ୍ଭାବନା, ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର,୨୬ା୮(ଅନିଲ ଦାସ): ଆସନ୍ତା ୩୦ ତାରିଖରେ ଉତ୍ତର-ପୂର୍ବ ବାଲାଂଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୨ ବେଳକୁ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର…

ନିୟନ୍ତ୍ରଣ ବାହାରେ ପାକିସ୍ତାନର ସ୍ଥିତି, ଜରୁରୀ ବୈଠକ ଡାକିଲେ କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୬ା୮: ପାକିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ବିଦ୍ୟୁତ ମୂଲ୍ୟ ବୃଦ୍ଧି ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏଥିସହ ବିଦ୍ୟୁତ ମୂଲ୍ୟକୁ ନେଇ ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ୍‌ ଟ୍ରେଣ୍ଡ କରୁଛି। ଏହା ପରେ ଦେଶର କାମଚଳା…

ନବୀନ ପୁଣି ୧ ନମ୍ବର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୮(ଅନିଲ ଦାସ): ୫ ଥର ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଛବି ଅମଳିନ ରହିଛି। ରାଜ୍ୟଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପୁଣିଥରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ଇଣ୍ଡିଆ ଟୁଡେ ମୁଡ୍‌…

ରୁଷିଆ ଉପରେ ପୁଣି ଡ୍ରୋନ ଆକ୍ରମଣ କଲା ୟୁକ୍ରେନ୍‌,୩ ବନ୍ଦରରେ ବିମାନ ଉଡ଼ାଣ ବନ୍ଦ…

ମସ୍କୋ,୨୬।୮ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ବନ୍ଦ ହେବାର ନାମ ନେଉନାହିଁ। ଉଭୟ ଦେଶ କ୍ରମାଗତ ଭାବେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶନିବାର ମସ୍କୋ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ ଯୋଗୁ…

ନଏଡାରେ ଭିକ ମାଗିବା ହେବ ମନା…

ନଏଡା,୨୬।୮ : ଉତ୍ତରପ୍ରଦେଶର ନଏଡା ଦେଶର ପ୍ରଥମ ସ୍ଥାନ ହେବାକୁ ଯାଉଛି ଯେଉଁଠାରେ କୌଣସି ଭିକାରୀ ଦେଖାଯିବେ ନାହିଁ। ନିର୍ମାଣ ସ୍ଥାନ ତଥା ବସ୍ତି ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପିଲାମାନଙ୍କୁ ଟ୍ରାଫିକ ସିଗନାଲରେ ଭିକ୍ଷା ମାଗିବା ବନ୍ଦ କରାଯାଇ ସେମାନଙ୍କ…

ଶିବରାଜଙ୍କ କ୍ୟାବିନେଟ ସମ୍ପସାରଣ: ୩ ହେଲେ ମନ୍ତ୍ରୀ…

ଭୋପାଳ,୨୬।୮ : ମଧ୍ୟପ୍ରଦେଶରେ ଭାଜପା ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ଶେଷରେ ଶନିବାର ହୋଇଛି। ବିଧାନସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ସଂହିତା ଲାଗୁ ହେବାର ୪୫ ଦିନ ପୂର୍ବରୁ ହୋଇ ଥିବା ଶିବରାଜଙ୍କ କ୍ୟାବିନେଟ ସମ୍ପ୍ରସାରଣ ଆଞ୍ଚଳିକ ସନ୍ତୁଳନ ଏବଂ ଜାତି…

ମହାକାଶ ଯାତ୍ରା କଲେ ୪ ଦେଶର ମହାକାଶଚାରୀ

କେପ୍‌ କାନ୍‌ଭେରାଲ,୨୬ା୮: ଚାରି ଦେଶରୁ ୪ ମହାକାଶଚାରୀ ଶନିବାର ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନରୁ ମହାକାଶକୁ ଯାତ୍ରା ଆରମ୍ଭ କରିଛନ୍ତି। ରବିବାର ସ୍ପେସ୍‌ ଏକ୍ସ କ୍ୟାପସୁଲର କକ୍ଷପଥରେ ପହଞ୍ଚିଯିବେ। ଏହି ସମସ୍ତ ଯାତ୍ରୀ ମାର୍ଚ୍ଚରୁ ସେଠାରେ ରହିଥିବା ଚାରିଜଣ ମହାକାଶଯାତ୍ରୀଙ୍କ ସ୍ଥାନ ନେବେ।…

ନୀତୀଶଙ୍କ ଭଳି ୧୦୦ ମୁଖ୍ୟମନ୍ତ୍ରୀ ଆସିଲେ ବି ୧୦ ଲକ୍ଷ ନିଯୁକ୍ତି ପ୍ରଦାନ କରି ପାରିବେନି: ପିକେ…

ପାଟନା,୨୬।୮ :  ବିହାରରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ବହୁ ସଂଖ୍ୟକ ପ୍ରାର୍ଥୀ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଯୋଗଦେବା ପାଇଁ ନିଜ ନିଜ କେନ୍ଦ୍ରରେ ପହଞ୍ଚିଛନ୍ତି। ମହାମେଣ୍ଟ ସରକାର ଏହି ପରୀକ୍ଷାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ…

ମନା କରିବା ପରେ ମଧ୍ୟ ଗ୍ୟାଲେଣ୍ଟ୍ରି ପଦକ ପାଇଥିବା ସୈନିକମାନଙ୍କ ପେନସନରୁ ଆୟକର କଟାଯାଉଛି…

ନୂଆଦିଲ୍ଲୀ,୨୬।୮ : ବ୍ୟାଙ୍କଗୁଡିକ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ସୁରକ୍ଷା ବାହିନୀ ଏବଂ ପୋଲିସ ସଂଗଠନର ଗ୍ୟାଲେଣ୍ଟ୍ରି ପଦକ ପାଇଥିବାେ କର୍ମଚାରୀଙ୍କ ପେନସନରୁ ଆୟକର କାଟୁଛନ୍ତି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଅଧୀନରେ ଥିବା କେନ୍ଦ୍ରୀୟ ପେନସନ ଆକାଉଣ୍ଟିଂ କାର୍ଯ୍ୟାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri