Home Middle

ଆସୁଛି ବଡ଼ ବିପର୍ଯ୍ୟୟ

ଓ୍ବାଶିଂଟନ,୩୦ା୮: ସମ୍ଭାବ୍ୟ ଝଡ଼ ‘ଇଡାଲିଆ’ ଫ୍ଲୋରିଡ଼ାଠାରେ ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ବିପଦପୂର୍ଣ୍ଣ ବର୍ଗ-୪କୁ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ବହିବା ସହ ଫ୍ଲୋରିଡାର ପଶ୍ଚିମ କୂଳରେ ବିପର୍ଯ୍ୟୟ…

ଏକ ଲକ୍ଷ ବର୍ଷ ଯାଏଁ ଚନ୍ଦ୍ରପୃଷ୍ଠରେ ରହିପାରିବେ ୮୦୦କୋଟି ଲୋକ, “ରେଗୋଲିଥ”ରୁ ମିଳିପାରେ ୬୩୦କି.ଗ୍ରା ଅମ୍ଲଜାନ

ଓ୍ବାଶିଂଟନ୍‌,୩୦।୮: ଚନ୍ଦ୍ରାବତରଣ କରିଛି ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩। ତେବେ ଲ୍ୟାଣ୍ଡିଂର ୭ଦିନ ପରେ ଖୁସି ଖବର  ଦେଇଛନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞା। ଚନ୍ଦ୍ରର ଦକ୍ଷିଣ ମେରୁରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି ପ୍ରଜ୍ଞା। ଏଥିସହ…

ମସ୍କୋ ଉପରେ ସବୁଠୁ ବଡ଼ ଡ୍ରୋନ୍‌ ଆକ୍ରମଣ କଲା ୟୁକ୍ରେନ

କିଭ୍‌,୩୦ା୮: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ମାସ ଧରି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ଏହି ଯୁଦ୍ଧ ମଧ୍ୟରେ ରୁଷିଆ ବର୍ତ୍ତମାନ ୟୁକ୍ରେନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ରୁଷିଆ କହିଛି, ୟୁକ୍ରେନ ରୁଷିଆ ଉପରେ ସବୁଠୁ…

ମହାକାଶରେ ଦିନ-ରାତି କିପରି ଜାଣନ୍ତି ମହାକାଶଚାରୀ, ୨୪ ଘଣ୍ଟାରେ ଦେଖନ୍ତି ୧୬ଟି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ

ପୃଥିବୀରେ ଦିନ ରାତି କିପରି ହୁଏ ଏବିଷୟରେ ନିଶ୍ଚେ ଅବଗତ ଥିବେ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ପୃଥିବୀ ବାହାରେ ଅର୍ଥାତ୍‌ ମହାକାଶରେ ଦିନ ରାତି କିପରି ହୁଏ। ଆଉ ମହାକାଶଚାରୀମାନେ ଏବିଷୟରେ କିପରି ଜାଣନ୍ତି। ମହାକାଶରେ ମାଇକ୍ରୋଗ୍ରାଭିଟି ବିଷୟରେ…

ମଙ୍ଗଳରେ ୫୦ବର୍ଷ ପୂର୍ବେ ମିଳିଥିଲା ଜୀବଜଗତର ସନ୍ଧାନ, ଭୁଲରେ ନଷ୍ଟ ହୋଇଯାଇଛି ପ୍ରମାଣ: ବୈଜ୍ଞାନିକଙ୍କ ଦାବି

ଓ୍ବାଶିଂଟନ୍‌,୩୦।୮: ମଙ୍ଗଳ ଗ୍ରହରେ ଜୀବଜଗତ ଥିବା ନେଇ ବହୁବାର ଦାବି କରାଯାଇ ଆସୁଛି। ତେବେ ଏପରି କୁହାଯାଇ ସାରଛି କି ମଙ୍ଗଳ ଗ୍ରହରେ ପୂର୍ବରୁ ଜୀବଜଗତ ଥିଲା କିନ୍ତୁ ବର୍ତ୍ତମାନର ସେଠାକାର ପରିସ୍ଥିତିକୁ ନେଇ ଜୀବଜଗତ ସୃଷ୍ଟି ପାଇଁ ଅନୁକୂଳ ନୁହେଁ।…

‘ସ୍ମାଇଲ୍‌ ପ୍ଲିଜ’! ଲ୍ୟାଣ୍ଡର ‘ବିକ୍ରମ’ର ଫଟୋ ଉଠାଇଲା ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ,୩୦।୮: ଚନ୍ଦ୍ରାୟନ ୩ ମିଶନର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍‌ ବିକ୍ରମର ଫଟୋ ଉଠାଇଛି। ଇସ୍ରୋ ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛି। ଫଟୋ ଉଠାଇବା ବେଳେ ପ୍ରଜ୍ଞାନ କହିଛି, ସ୍ମାଇଲ୍‌ ପ୍ଲିଜ୍‌। ରୋଭର ପ୍ରଜ୍ଞାନରେ ଲାଗିଥିବା ନାଭିଗେସନ କ୍ୟାମେରା…

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ଅକାଳରେ ମରିଯିବେ ୧୦୦କୋଟି ଲୋକ

ନୂଆଦିଲ୍ଲୀ,୩୦।୮: ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ବିଶ୍ୱ ତାପମାତ୍ରାରେ ଯଦି ଦୁଇ ଡିଗ୍ରୀ ସେଲସିୟସ ବୃଦ୍ଧି ପାଏ ତେବେ ପରବର୍ତ୍ତୀ ଶତାବ୍ଦୀରେ ପ୍ରାୟ ୧୦୦କୋଟି ଲୋକ ଅକାଳରେ ମୃତ୍ୟୁବରଣ କରିବେ। ୪୦ଶତକଡାରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ତୈଳ ଏବଂ ଗ୍ୟାସ ଶିଳ୍ପ…

ଲଞ୍ଚିଂ ପାଇଁ ପ୍ରସ୍ତୁତ ଭାରତର ସୋଲାର ମିଶନ ଆଦିତ୍ୟ-ଏଲ ୧

ବେଙ୍ଗାଲୁରୁ,୩୦।୮: ଚନ୍ଦ୍ରାବତରଣ ପରେ ସୂର୍ଯ୍ୟ ମିଶନ ପାଇଁ ପ୍ରସ୍ତୁତ ଭାରତ। ସୋଲାର ମିଶନ ଆଦିତ୍ୟ ଏଲ ୧ ଶନିବାର ସେପ୍ଟେମ୍ବର ୨ରେ ଲଞ୍ଚ ହେବ। ଚାରି ମାସର ଯାତ୍ରା ସମୟରେ ଆଦିତ୍ୟ ଏଲ୧ ୧୫ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରି ଲାଗ୍ରାଙ୍ଗିଆନ…

ରେଲଓ୍ବେର ପ୍ରମୁଖ ମ୍ୟାନେଜମେଣ୍ଟ ସିଷ୍ଟମକୁ ସଂରକ୍ଷିତ ଘୋଷଣା କଲେ ସରକାର, କ୍ଷତି ଘଟାଇଲେ ୧୦ବର୍ଷ ଜେଲ୍‌

ନୂଆଦିଲ୍ଲୀ,୩୦।୮: ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ କେନ୍ଦ୍ର ସରକାର ଉତ୍ତର ମଧ୍ୟ ରେଲଓ୍ବେ ଯାତାୟାତ ନିୟନ୍ତ୍ରଣ ଓ ମଧ୍ୟ ତଥା ପଶ୍ଚିମ ରେଲଓ୍ବେ ଟ୍ରେନ ମ୍ୟାନେଜମେଣ୍ଟ ସିଷ୍ଟମକୁ ସଂରକ୍ଷିତ ଘୋଷଣା କରିଛନ୍ତି। ଆଇଟି ଆକ୍ଟ ଅନୁଯାୟୀ, ଏକ ସଂରକ୍ଷିତ ସିଷ୍ଟମ ହେଉଛି…

ମସଜିଦରେ ‘ଅଜାନ’ ପଢିବାକୁ ନେଇ ନୂଆ ଗାଇଡଲାଇନ ଜାରି କଲା ଆମେରିକା

ଓ୍ବାଶିଂଟନ୍‌,୩୦।୮: ଆମେରିକାର ନ୍ୟୁୟର୍କ ସହରରେ ଅଜାନକୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି। ଅଜାନ ପ୍ରାର୍ଥନା କରିବା ସମୟରେ ମସଜିଦରେ ଅନୁମତି ନେବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି। ଗାଇଡଲାଇନ ଅନୁଯାୟୀ, ରାତି ୧୨.୩୦ ରୁ ରାତି ୧.୩୦ଯାଏଁ ମୁସଲମାନମାନେ ବିନା…

ଲୋକ ସଭା, ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ବିଏସପି: ମାୟାବତୀଙ୍କ ଘୋଷଣା

ଲକ୍ଷ୍ନୌ,୩୦।୮: ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏନ୍‌ଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଚାଲିଛି। ଏସବୁ ମଧ୍ୟରେ ବାହୁଜନ ସମାଜ ପାର୍ଟି (ବିଏସପି)ମୁଖ୍ୟ ମାୟାବତୀ ଇଣ୍ଡିଆ ସହ ମେଣ୍ଟ…

ଅନ୍ୟ ଦେଶ ସହ ଗୁପ୍ତ ବୈଠକ କରୁଛନ୍ତି ଲିବିଆର ମହିଳା ମନ୍ତ୍ରୀ ନଜଲା, ବୈଠକକୁ ନେଇ ଲିବିଆରେ ହିଂସା

ଜେରୁଜେଲମ,୩୦।୮: ଲିବିଆର ବୈଦେଶିକ ମହିଳା ମନ୍ତ୍ରୀଙ୍କୁ ନେଇ ଇସ୍ରାଏଲରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଲିବିଆର ବୈଦେଶିକ ମନ୍ତ୍ରୀ ନଜଲା ମଙ୍ଗୋଶ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହ ଗୁପ୍ତ ବୈଠକ କରିଥିଲେ। ଏନେଇ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ବୈଠକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri