‘ଅବୈଧ ପିଲାଙ୍କର ରହିବ ମାତାପିତାଙ୍କ ସମ୍ପତ୍ତିରେ ଭାଗ’: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧।୯: ଅବୈଧ ବିବାହରେ ହୋଇଥିବା ପିଲାମାନେ ସେମାନଙ୍କ ପିତାମାତାଙ୍କ ସମ୍ପତ୍ତିରେ ଅଂଶ ଦାବି କରିପାରିବେ। ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଶୀର୍ଷ ଅଦାଲତ ଆହୁରି କହିଛନ୍ତି, ଅବୈଧ ବିବାହର ପିଲାମାନେ ହିନ୍ଦୁ ନିୟମ ଅନୁଯାୟୀ ପିତାମାତାଙ୍କ ସମ୍ପତ୍ତିରେ…
ବିଜୁଳି ଦରରେ ଲାଗୁନି ଲଗାମ, ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ
ଇସଲାମବାଦ,୧।୯:ପାକିସ୍ତାନରେ ଘନେଇଲାଣି ବିଦ୍ୟୁତ ସଙ୍କଟ। ଏହି ପ୍ରସଙ୍ଗରେ ଲୋକମାନେ ବହୁ ଆଗରୁ ଲଗାତାର ବିରୋଧ କରିଆସୁଛନ୍ତି। ବର୍ଦ୍ଧିତ ହାରକୁ ସରକାର ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ଦେଶର ବ୍ୟବସାୟୀମାନେ ମଧ୍ୟ ଏହି ବିକ୍ଷୋଭରେ ଯୋଗ ଦେଇଛନ୍ତି। ଯେଉଁମାନେ ପୂର୍ବରୁ ବର୍ଦ୍ଧିତ…
୧୩ ସଦସ୍ୟ ବିଶିଷ୍ଟ ସମନ୍ବୟ କମିଟି ଗଠନ କଲା ଇଣ୍ଡିଆ, ଶରଦ ପାଓ୍ବାର, ଅଭିଷେକ ବାନାର୍ଜୀ ସମେତ ଏହି ନେତାଙ୍କ ନାଁ ସାମିଲ
ମୁମ୍ବାଇ,୧।୯: ବିରୋଧୀ ମେଣ୍ଟ ଇଣ୍ଡିଆ ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛି। ଇଣ୍ଡିଆର ନେତାମାନେ ୧୩ ଜଣ ସଦସ୍ୟ ବିଶିଷ୍ଟ ଏକ ସମନ୍ବୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ମେଣ୍ଟର ସ୍ଲୋଗାନ ‘ଜୁଡେଗା…
ଜର୍ଜିଆ ନିର୍ବାଚନ ଠକେଇ ମାମଲା: ନିଜକୁ ନିର୍ଦ୍ଦୋଷ କହିଲେ ଟ୍ରମ୍ପ
ଓ୍ବାଶିଂଟନ୍,୧।୯: ଜର୍ଜିଆ ନିର୍ବାଚନ ଠକେଇ ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଛନ୍ତି ଖୋଦ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ଆସନ୍ତା ସପ୍ତାହରେ ଏହି ମାମଲାରେ ହେବାକୁ ଥିବା ଶୁଣାଣିରେ ଯୋଗଦେବେ ନାହିଁ। ମୁଁ କିଛି ଭୁଲ କରି…
ଜି-୨୦ ବୈଠକରେ ଯୋଗଦେବେ ଆମେରିକାର ଟ୍ରେଜେରୀ ସଚିବ
ଓ୍ବାଶିଂଟନ/ନୂଆଦିଲ୍ଲୀ, ୧।୯: ଜି-୨୦ର ଅଧ୍ୟକ୍ଷତା ପାଇଁ ଭାରତ ପ୍ରସ୍ତୁତ। ଦେପ୍ଟେମ୍ବର ୭ରୁ ୧୦ ସେପ୍ଟେମ୍ବର ମଧ୍ୟରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱର ପ୍ରମୁଖ ଦେଶର ମୁଖ୍ୟମାନେ ଯୋଗଦେବେ। ତେବେ ଏନେଇ ହ୍ବାଇଟ ହାଉସ ସୂଚନା ଦେଇଛି…
ଶି’ ଜିନପିଙ୍ଗଙ୍କୁ ନେଇ ଏମିତି କହିଲେ ବାଇଡେନ
ଓ୍ବାଶିଂଟନ,୧ା୯: ଭାରତର ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ଶିଖର ସମ୍ମିଳନୀରେ ଶି’ ଜିନପିଙ୍ଗ ଯୋଗ ଦେବେ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଶା ପ୍ରକଟ କରିଛନ୍ତି। ଆସନ୍ତା ସପ୍ତାହରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ…
ସିଙ୍ଗାପୁରରେ ନବମ ରାଷ୍ଟ୍ରପତି ପାଇଁ ନିର୍ବାଚନ ଆରମ୍ଭ, ରେସରେ ଭାରତୀୟ ମୂଳ ବାସିନ୍ଦା ଥର୍ମନ ଶନମୁଗରତ୍ନମ
ସିଙ୍ଗାପୁର,୧।୯: ସିଙ୍ଗାପୁରବାସୀ ଗୋଟିଏ ଦଶକରୁ ଅଧିକ ସମୟ ପରେ ଦେଶର ନବମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ଭୋଟ ଦେଉଛନ୍ତି। କୁହାଯାଉଛି ଯେ ଏହି ନିର୍ବାଚନରେ ଏକ ତ୍ରିକୋଣୀୟ ପ୍ରତିଯୋଗିତା ରହିଛି, ଯେଉଁଥିରେ ସିଙ୍ଗାପୁରରେ ଜନ୍ମିତ ପୂର୍ବତନ ଭାରତୀୟ ମନ୍ତ୍ରୀ ଥର୍ମନ…
ପୂର୍ବତନ ଏମ୍ପିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧ା୯: ୧୯୯୫ର ଡବଲ ମର୍ଡର ମାମଲାରେ ପୂର୍ବତନ ଆରଜେଡି ଏମ୍ପି ପ୍ରଭୁନାଥ ସିଂଙ୍କୁ ଶୁକ୍ରବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ପ୍ରଭୁନାଥ ଏବଂ ବିହାର ସରକାର ପୀଡ଼ିତଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟଙ୍କ…
ଆଦିତ୍ୟ- ଏଲ୍୧ ମିଶନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ
ନୂଆଦିଲ୍ଲୀ,୧।୯: ଚନ୍ଦ୍ରୟାନ-୩ ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ବର୍ତ୍ତମାନ ମହାକାଶର ଆହୁରି ଭିତରକୁ ଯିବାକୁ ପ୍ରସ୍ତୁତ। ଏଥର ଆଖି ସୂର୍ଯ୍ୟଙ୍କ ଉପରେ ଅଛି, ଯେଉଁଥି ପାଇଁ ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ- ଏଲ୍୧ ମିଶନର ଲଞ୍ଚ୍…
ଜି ୨୦ ସମ୍ମିଳନୀ ପାଇଁ ‘ବୁଲେଟ ପ୍ରୁଫ’ ହେଲା ରାଜଧାନୀ ଦିଲ୍ଲୀ
ନୂଆଦିଲ୍ଲୀ,୧।୯: ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସୁଥିବା ୨୯ଟି ଦେଶର ରାଷ୍ଟ୍ରାଧ୍ୟକ୍ଷ ତଥା ଆନ୍ତର୍ଜାତୀୟ ସଂଗଠନର ଅଧିକାରୀଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସର ସମସ୍ତ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଦିନରାତି କାର୍ଯ୍ୟ କରୁଛନ୍ତି। ହୋଟେଲଗୁଡିକର ସମସ୍ତ ୱିଣ୍ଡୋରେ ବୁଲେଟପ୍ରୁଫ…
ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର
ଇସଲାମାବାଦ,୧ା୯: ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ପାକିସ୍ତାନ ପୁଣି ଥରେ ଆର୍ଥିକ ସମସ୍ୟାରେ ପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର କାମଚଳା ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୪.୯୧ ଟଙ୍କା ଏବଂ ହାଇ ସ୍ପିଡ୍ ଡିଜେଲ (HSD) ଲିଟର ପିଛା ୧୮.୪୪…
ପୁଣି କମିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ,୧।୯: ସରକାର ଘରୋଇ ଗ୍ୟାସ୍ ପରେ ବର୍ତ୍ତମାନ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ୧୯ କେଜି କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରାଯାଇଛି। ଏହା ଆଜିଠାରୁ ଲାଗୁ ହେବ। କିଛି ଦିନ ପୂର୍ବରୁ ଘରୋଇ…
Archives


