Home Middle

ଜି-୨୦କୁ ନେଇ ଚାଇନାର ଅଭିଯୋଗକୁ ଖଣ୍ଡନ କଲା ଭାରତ…

ନୂଆଦିଲ୍ଲୀ, ୩।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ଭାଗରେ ଜି-୨୦ ବୈଠକ ଅନୁଷ୍ଠିତ ହେବା ସ୍ବାଭାବିକ। ଅରୁଣାଚଳ ପ୍ରଦେଶ ଏବଂ କ୍‌ଶ୍ମୀରରେ ଜି -୨୦ ବୈଠକ ଆୟୋଜନ ଉପରେ ଚାଇନାର ଆପତ୍ତିକୁ ପ୍ରଧାନମନ୍ତ୍ରୀ ଖଣ୍ଠନ କରିଛନ୍ତି। ଭାରତର…

ତିବ୍ବତରେ ବୃଦ୍ଧି ପାଉଛି ଚାଇନାର ସକ୍ରିୟତା: ଭାରତର ଚିନ୍ତା ବଢ଼ିଲା…

ଲାସା,୩।୯ : ଯେ କୌଣସି ଉପାୟରେ ସାର୍ବଭୌମ ରାଷ୍ଟ୍ରକୁ ଦଖଲ କରିବାକୁ ଚାଇନାର ଶକ୍ତି ଏବଂ ଅଭିଳାଷ ବେଶ୍‌ ଜଣାଶୁଣା। ଏହାର ପଥରେ ତିବ୍ଦତର କ୍ଷୁଦ୍ର ହିମାଳୟ ରାଷ୍ଟ୍ର ଏବେ ଆସିଛି। ତିବ୍ଦତ ଉପରେ ଚାଇନା ନୀତି ବିଷୟରେ ଏକ ସ୍ପଷ୍ଟ…

‘୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ଦେଶ’

ନୂଆଦିଲ୍ଲୀ,୩ା୯: ଦେଶର ଆର୍ଥିକ ଅଭିବୃଦ୍ଧିକୁ ମୋଦି ସରକାରଙ୍କ ୯ ବର୍ଷର ରାଜନୈତିକ ସ୍ଥିରତାର ଏକ ‘ସ୍ବାଭାବିକ ସହ-ଉତ୍ପାଦ’ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ପ୍ରକଟ କରିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ,…

ଇଣ୍ଡିଆ ମେଣ୍ଟରେ ଫାଟ: ପୁଥୁପାଲ୍ଲି ଉପନିର୍ବାଚନରେ କଂଗ୍ରେସ-ସିପିଏମ ମୁହାଁମୁହିଁ…

ନୂଆଦିଲ୍ଲୀ,୩।୯ : ଇଣ୍ଡିଆ ମେଣ୍ଟର ଦୁଇ ଦଳ କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) (ସିପିଏମ) ଆସନ୍ତା ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ସଂକଳ୍ପ ପାରିତ କରିଛନ୍ତି। ଭାଜପା ବିରୋଧରେ…

ଭାରତ ଏକ ବିଲିୟନ ଭୋକିଲାଙ୍କ ଦେଶରୁ ଆଜି ପାଲଟିଛି ଏକ ବିଲିୟନ ବୁଦ୍ଧିଆଙ୍କ ଦେଶ…

ନୂଆଦିଲ୍ଲୀ,୩।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆଜି ଏକ ବିଲିୟନ ବୁଦ୍ଧିଆଙ୍କ ଦେଶ ପାଲଟିଛି। ଭାରତୀୟମାନଙ୍କୁ ଆଜି ଏପରି ବିକାଶର ମୂଳଦୁଆ ପକାଇବାକୁ ଏକ ଅନନ୍ୟ ସୁଯୋଗ ରହିଛି, ଯାହା ଆଗାମୀ ହଜାର ହଜାର ବର୍ଷ ପାଇଁ ସ୍ମରଣୀୟ…

ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକରାକୁ ନେଇ ବିରୋଧୀଙ୍କ ରଣନୀତି ପ୍ରସ୍ତୁତ: ଖାର୍ଗେଙ୍କ ଘରେ ବସିବ ବୈଠକ

ନୂଆଦିଲ୍ଲୀ,୩।୯: ସଂସଦରେ ସ୍ବତନ୍ତ୍ର ଅଧିବେଶନ ଡକାଯିବାକୁ ନେଇ ବିରୋଧୀ ଏକଜୁଟ ହୋଇଥିବା ଜଣାପଡିଛି। କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଅଲ ଇଣ୍ଡିଆ ଆଲାଇନ୍ସରେ ଜଡିତ ଦଳର ନେତାମାନଙ୍କର ଏକ ବୈଠକ ହେବ। ୧୮ ସେପ୍ଟେମ୍ବରରୁ କେନ୍ଦ୍ର ସରକାର ସଂସଦର…

ଆପଣଙ୍କର ତଥ୍ୟ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟବହୃତ ହେବ: ଏଲନ ମସ୍କଙ୍କ ଘୋଷଣା…

ଓ୍ବାଶିଂଟନ,୩।୯ : ତୁମେ ଯାହା ଖୋଜୁଛ, ତୁମେ ଯାହା ଦେଖୁଛ, ତୁମେ କେଉଁଠାକୁ ଯାଅ, ଯେତେବେଳେ ତୁମେ ଯାଅ ଏଲନ ମସ୍କ ସବୁକିଛି ଜାଣେ। ପ୍ରକୃତରେ, ଏକ୍ସର ମାଲିକ ଏଲୋନ ମସ୍କ, ତାଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ମାଧ୍ୟମରେ ଆପଣଙ୍କର ପ୍ରତ୍ୟେକ…

ସଫଳତାର ସହ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧

ନୂଆଦିଲ୍ଲୀ,୩।୯: ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧ ସଫଳତାର ସହ ପୃଥିବୀର ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରବିବାର ଏହି ସୂଚନା ଦେଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ଇସ୍ରୋ କହିଛି, ସ୍ୟାଟେଲାଇଟ୍‌…

‘ଆଗାମୀ ଦିନରେ ଭାରତ ଟପ ଅର୍ଥ ବ୍ୟବସ୍ଥାରେ ସାମିଲ ହେବ’,ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩।୯: ଏକ ଦଶନ୍ଧିରୁ କମ ସମୟ ମଧ୍ୟରେ ଦେଶ ପାଞ୍ଚଟି ସ୍ଥାନକୁ ଡେଇଁବା ରେକର୍ଡକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ। ପ୍ରଧାନମନ୍ତ୍ରୀ କହିଛନ୍ତି, ସବକା…

୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ କୌଣସି ପ୍ରଶ୍ନର ଉତ୍ତର ପ୍ରଦାନ କରି ନାହାନ୍ତି: କଂଗ୍ରେସ…

ନୂଆଦିଲ୍ଲୀ,୩।୯ : ତାଙ୍କ କାର୍ଯ୍ୟକାଳର ଗତ ନଅ ବର୍ଷ ମଧ୍ୟରେ ସେ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିବା ଦାବି କରି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ମାଣିକାମ ଟାଗୋର ସୋସିଆଲ…

‘ଭାରତର ଜି-୨୦ ଅଧ୍ୟକ୍ଷତାରୁ ଅନେକ ସକରାତ୍ମକ ପ୍ରଭାବ, କିଛି ମୋ ହୃଦୟର ବହୁତ ନିକଟତର’, ମୋଦି

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଚାର ଏଜେନ୍ସି ପିଟିଆଇକୁ ଏକ ଏକ୍ସକ୍ଲୁସିଭ ଇଣ୍ଟରଭ୍ୟୁ ଦେଇଛନ୍ତି। ଏହା ଏମିତି ସମୟରେ ଆସିଛି, ଯେତେବେଳେ ଅଗାମୀ ୯-୧୦ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଜି-୨୦ ଦେଶର ବୈଠକ ହେବାକୁ ଯାଉଛି। ଏହା ବ୍ୟତୀତ କେନ୍ଦ୍ର ୧୮-୨୨ସେପ୍ଟେମ୍ବର ମଧ୍ୟରେ…

ଟିଫିନ ବାକ୍ସରୁ ମିଳିଲା ଆଇଇଡି…

ଶ୍ରୀନଗର,୩।୯ : ରବିବାର ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ଟିଫିନ ବାକ୍ସ ଭିତରେ ରଖାଯାଇଥିବା ଏକ ସନ୍ଦିଗ୍ଧ ବିସ୍ଫୋରକ ଉପକରଣ (ଆଇଇଡି) ମିଳିଛି। ଟିଫିନ ବାକ୍ସ ଭିତରେ ଲଗାଯାଇଥିବା ସନ୍ଦିଗ୍ଧ ଆଇଏଡି ରବିବାର ସକାଳେ ଜିଲାର ଚିଙ୍ଗିସ ଅଞ୍ଚଳର ସାଙ୍ଗପୁର ଗାଁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri