ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ସଭାପତି ପଦବୀ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ
ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ଦୀର୍ଘ ୮ ବର୍ଷ ପରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ହୋଇଛି। ବିଳମ୍ବିତ ସନ୍ଧ୍ୟାରେ କଲେଜ ପ୍ରଶାସନ ପକ୍ଷରୁ ବିଜୟୀ ପ୍ରାର୍ଥୀମାନଙ୍କ ନାମ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ…
ମା’ମାଣିକେଶରୀ ବିଶ୍ୱବିଦ୍ୟାଳୟରେ AVBPର ବାଜିମାତ: ଆରିୟା ସଭାନେତ୍ରୀ, ଓମକାର ସମ୍ପାଦକ
ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟରେ ଏବିଭିପିର ବାଜିମାତ ଦେଖିବାକୁ ମିଳିଛି। ସଭାପତି, ଉପସଭାପତି ଓ ସମ୍ପାଦକ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବିଜୟୀ ହାସଲ କରିଛି ଏବିଭିପି। ଏବିଭିପିର ସଭାନେତ୍ରୀ ପ୍ରାର୍ଥିନି ଆରିୟା ନାୟକ…
ସରକାର କଲେ ବଡ଼ ଘୋଷଣା: ବଢିଲା ଅନ୍ତ୍ୟୋଦୟ ଯୋଜନାର ଅବଧି
ଭୁବନେଶ୍ୱର,୧୫।୧୦: ଅନ୍ତ୍ୟୋଦୟ ଗୃହ ଯୋଜନାର ଅବଧିକୁ ଆଉ ଦୁଇ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨୦୨୭ରେ ଏହି ଯୋଜନାର ଅବଧି ଶେଷ ହେବାକୁ ଥିବାବେଳେ ଏବେ ଏହା ୨୦୨୯ ପର୍ଯ୍ୟନ୍ତ ଚାଲିବ। ଏଥିସହ ଯୋଜନାରେ ଆଉ ୨ ଲକ୍ଷ…
ରମାଦେବୀରେ BCJDର ବିପୁଳ ବିଜୟ: ସଭାପତି ହେଲେ ସୋନାଲି
ଭୁବନେଶ୍ୱର,୧୫ ।୧୦: ରମାଦେବୀ ବିଶ୍ୱବିଦ୍ୟାଳୟରେ BCJD ବାଜିମାତ୍ କରିଛି। ସଭାପତି ପ୍ରାର୍ଥୀ ଭାବେ ସୋନାଲି ବେହେରା ବିପୁଳ ବିଜୟ ହାସଲ କରିଛନ୍ତି। ସେ ନିକଟତମ AVBP ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। BCJD ବିଜୟ ପରେ ଛାତ୍ରୀମାନେ ଜୋରଦାର ସେଲିବ୍ରେଶନ କରିଛନ୍ତି। ସୂଚନାଯୋଗ୍ୟ,…
ରେଭେନ୍ସାରେ କିଏ ମାରିଲା ବାଜି: ଜାଣନ୍ତୁ କାହା ହାତକୁ ଗଲା ସଭାପତି ପଦ
କଟକ,୧୫।୧୦: ରାଜ୍ୟର ବିଭିନ୍ନ କଲେଜରେ ଗୁରୁବାର ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବାଜିମାତ କରିଛି BCJD। ABVP ପ୍ରତିଦ୍ୱନ୍ଦୀ ଆରୋବିନ ରଥଙ୍କୁ ହରାଇ ସଭାପତି ପଦରେ ବିଜୟୀ ହେଲେ ବିଶଜିତ ସାହୁ। ଅନ୍ୟପଟେ ଶୈଳବାଳା ସ୍ବୟଂଶାସିତ…
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ
ନୂଆଦିଲ୍ଲୀ,୧୫।୧୦: ସୁପ୍ରିମକୋର୍ଟ ଧର୍ମ ପରିବର୍ତ୍ତନ ପରେ ସଂରକ୍ଷଣ ଏବଂ ପଛୁଆ ବର୍ଗର ମାନ୍ୟତା ହାସଲ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ସେହି ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି, ଯେଉଁଥିରେ ତାମିଲନାଡୁ ସରକାରଙ୍କ ସେହି ଆଦେଶକୁ ଅସାମ୍ବିଧାନିକ ଘୋଷଣା…
ପାଠ ପଢୁଥିବା ବେଳେ ଭୁଶୁଡ଼ିଲା ସ୍କୁଲ ଛାତ, ଚାଲିଗଲା ୨୦ଛାତ୍ରୀଛାତ୍ରଙ୍କ ଜୀବନ
ଇସଲାମବାଦ,୧୫ା୧୦: ପାକିସ୍ତାନର ପେଶାୱରରେ ଏକ ସ୍କୁଲ୍ର ଛାତ ଭୁଶୁଡ଼ି ପଡ଼ିବାରୁ ଏକ ବଡ଼ ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୨୦ ଜଣ ଛାତ୍ରୀଛାତ୍ରଙ୍କ ସହ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହାସହ ୨୧ ଜଣ ଆହତ ହୋଇଛନ୍ତି।…
ଆଜି ଛାତ୍ର ସଂସଦ ନିର୍ବାଚନ: ୩୫୯ ଉଚ୍ଚ ଶିକ୍ଷାନୁଷ୍ଠାନର ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଭୁବନେଶ୍ୱର,୧୫ା୧୦(ସୁଚିସ୍ମିତା ସାହୁ): ଦୀର୍ଘ ୯ ବର୍ଷ ପରେ ଗୁରୁବାର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଛାତ୍ରୀଛାତ୍ରମାନେ ନିଜ ପ୍ରତିନିଧି ବା ଛାତ୍ର ନେତାଙ୍କୁ ବାଛିବେ। ଏହା ପୂର୍ବରୁ ବୁଧବାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ‘ହ୍ବାଏ ଆଇ…
୪ର୍ଥ ଟି-୨୦ରେ ଭାରତର ଶୋଚନୀୟ ପରାଜୟ: ଏହି ୬ ଖେଳାଳିଙ୍କ ଉପରେ ଦୋଷ ଲଦିଲେ ଶ୍ରେୟସ ଆୟର! କହିଲେ ଏମାନଙ୍କ ପାଇଁ…
ନୂଆଦିଲ୍ଲୀ, ୧୫।୧୦: ଚତୁର୍ଥ ଟି-୨୦ ମ୍ୟାଚରେ ଭାରତକୁ ୨୪ ରନରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ। ଏହି ପରାଜୟ ପାଇଁ ବୋଲରମାନଙ୍କୁ ଦାୟୀ କରିଛନ୍ତି ଭାରତୀୟ ଅଧିନାୟକ ଶ୍ରେୟସ ଆୟର। ହାଇଦ୍ରାବାଦରେ ୨୪୮ ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ଦଳ…
ଦିଲ୍ଲୀରେ ପହଞ୍ଚି ବଡ଼ ଘୋଷଣା କଲେ ଅଭିଜିତ୍ ଦୀପକେ, ୧୬ ଅକ୍ଟୋବର ସନ୍ଧ୍ୟା ୫ଟାରେ…..
ନୂଆଦିଲ୍ଲୀ,୧୪ା୧୦: ଦିଲ୍ଲୀରେ ତ୍ରିରଙ୍ଗା ଉଡ଼ାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି । କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆସନ୍ତା ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୫ଟାରେ ଦିଲ୍ଲୀର କନଟ୍ ପ୍ଲେସ୍ସ୍ଥିତ ସେଣ୍ଟ୍ରାଲ ପାର୍କରେ ‘ଲହରା ଦୋ ତିରଙ୍ଗା’…
ଦୀପାବଳି ପୂର୍ବରୁ ରେଳ କର୍ମଚାରୀଙ୍କୁ ବଡ଼ ଉପହାର, ଏତିକି ଦିନର ମିଳିବ ବୋନସ୍
ନୂଆଦିଲ୍ଲୀ,୧୪।୧୦: ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ରେଳ କର୍ମଚାରୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ୨୦୨୬ ଅକ୍ଟୋବର ୧୪ ତାରିଖରେ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ୍…
ବିକଳ ହେଲେ ହେବ ନାହିଁ
ନୂଆଦିଲ୍ଲୀରେ ଗତ ମାସ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ଆଗମନରେ ଭାରତୀୟ ଶୀର୍ଷ ନେତା ଆନନ୍ଦିତ ହୋଇଥିଲେ। ଏଥିସହିତ ଗୋଟେ ଧାରଣା…

