‘ମହିଳା ସଂରକ୍ଷଣ ବିଲ୍’କୁ ସମର୍ଥନ କଲେ ବିରୋଧୀ ଦଳର ବହୁ ନେତା, କହିଲେ ସଂସଦରେ ପକ୍ଷ ରଖିବୁ…
ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ କଲେ ବିରୋଧୀ ଦଳର ବହୁ ନେତା, କହିଲେ ସଂସଦରେ ପକ୍ଷ ରଖିବୁ… ନୂଆଦିଲ୍ଲୀ,୫।୯: ‘ମହିଳା ସଂରକ୍ଷଣ ବିଲ୍’କୁ ନେଇ ଦେଶରେ ପୁଣି ଆଲୋଚନା ତୀବ୍ର ହୋଇଛି। ଜୟପୁରର ମହାରାଣୀ ମହାବିଦ୍ୟାଳୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଏକ…
ପରମାଣୁ ବୋମା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଇରାନ, ଲୁଚାଇ ରଖୁଛି ଅସ୍ତ୍ରଶସ୍ତ୍ର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା
ତେହେରାନ,୫।୯: ପରମାଣୁ ବୋମା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଇରାନ। ଇରାନ ବର୍ତ୍ତମାନ ୬୦ ପ୍ରତିଶତ ଶୁଦ୍ଧ ୟୁରାନିୟମ ଉତ୍ପାଦନ କରି ସାରିଛି। ମିଳିତ ଜାତିସଂଘର ସଂସ୍ଥା ଅନ୍ତର୍ଜାତୀୟ ପରମାଣୁ ଉର୍ଜା ସଂଘ (ଆଇଏଇଏ) ଏନେଇ ଦୁଇଟି ରିପୋର୍ଟ ପ୍ରକାଶ କରିଛି।…
ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ,୫।୯: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କ ଅଧିନାୟିତ୍ୱରେ ଦଳରେ ଅଭିଜ୍ଞ ଖେଳାଳିଙ୍କୁ ପ୍ରାଥମିକତା ଦିଆଯାଇଛି। ବିରାଟ କୋହଲି, ଇଶାନ କିଶନ ଏବଂ ଶ୍ରେୟାସ…
ଚିନି, ପରିବାପତ୍ର ପରେ ପାକିସ୍ତାନରେ ଦୁଗ୍ଧ ସଙ୍କଟ, ଦରଦାମ୍ ଆକାଶଛୁଆଁ
ଇସଲାମବାଦ,୫।୯: ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ଓ ରାଜନୈତି ଅଚଳାବସ୍ଥା ନେଇ ଗତି କରୁଛି। ଦେଶରେ ଖାଦ୍ୟ ସାମଗ୍ରୀର ଦାମ୍ ଆକାଶଛୁଆଁ ହେବା ପରେ ବର୍ତ୍ତମାନ ଦୁଗ୍ଧ ସଙ୍କଟ ଦେଖାଦେଇଛି। ଦୁଗ୍ଧ ବିକ୍ରେତାମାନେ ମୂଲ୍ୟ ବୃଦ୍ଧି ଦାବିରେ ବିରୋଧ କରି ସୋମବାର ଠାରୁ…
ଥାନା ପରିସରରେ ବୋମା ଫିଙ୍ଗି ଆକ୍ରମଣ, ବରିଷ୍ଠ ସୈନ୍ୟ କମାଣ୍ଡରଙ୍କ ସମେତ ୫ମୃତ
ନାଏପିଡାଉ,୫।୯: ପୂର୍ବ ମିଆଁମାରର ମାୟାୱାଡି ସହରରେ ଜିଲା ପୋଲିସ କାର୍ଯ୍ୟାଳୟ ପରିସରରେ ଡ୍ରୋନରେ ଆକ୍ରମଣ ହୋଇଛି। ଏଥିରେ ଜଣେ ବରିଷ୍ଠ ସୈନ୍ୟ କମାଣ୍ଡରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରି ଏପରି ବଢ ଧରଣର…
ଗୁରୁ ଦିବସ: ୭୫ ଶିକ୍ଷକଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୫।୯: ସେପ୍ଟେମ୍ବର ୫ ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୭୫ ଜଣ ଶିକ୍ଷକଙ୍କୁ ମଙ୍ଗଳବାର ସମ୍ମାନୀତ କରିବେ। ଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ।…
ନ୍ୟୁକ୍ଲିଅର ରିଆକ୍ଟର, ଜେଟ ଡିଲ, ଭିଜା, ୟୁକ୍ରେନକୁ ମିଳିତ ସହଯୋଗ…ଜି-୨୦ ବୈଠକରେ ମୋଦି-ବାଇଡେନ କରିବେ ଏହି ପ୍ରସଙ୍ଗରେ ଚର୍ଚ୍ଚା
ନୂଆଦିଲ୍ଲୀ,୫।୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ଗୁରୁବାର ଭାରତ ଆସୁଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି…
କାନାଡା ସ୍କୁଲରେ ଖଲିସ୍ତାନ ଜନମତ ସଂଗ୍ରହ ଅନୁମତି ରଦ୍ଦ, ଚୁକ୍ତିର କରାଯାଇଥିଲା ଉଲ୍ଲଂଘନ
ଜଳନ୍ଧର/ଓଟାଓ୍ବା,୫।୯: କାନାଡାରେ ଖାଲିସ୍ତାନ ସମର୍ଥକଙ୍କୁ ବଡ ଝଟକା ଲାଗିଛି। କାନାଡାର ଅଧିକାରୀ ଅସ୍ତ୍ରଶସ୍ତ୍ରର ଫଟୋ ଦେଖାଉଥିବା ପ୍ରଚାର ସାମଗ୍ରୀକୁ ନେଇ ଚିନ୍ତା ବଢିବା ପରେ ଦେଶର ଏକ ବିଦ୍ୟାଳୟରେ ଖାଲିସ୍ତାନ ଜନମତ ସଂଗ୍ରହ ଅନୁମତି ପ୍ରତ୍ୟାହାର କରିଛନ୍ତି। ସେପ୍ଟେମ୍ବର ୧୦ରେ କାନାଡା…
ଲଘୁଚାପ: ୮ ଯାଏ ବର୍ଷା ସମ୍ଭାବନା
ଭୁବନେଶ୍ୱର,୫ା୯(ଅନିଲ ଦାସ):ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇପାରେ। ଏହା ପ୍ରଭାବରେ ଆଗାମୀ ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଲଘୁଚାପ ପ୍ରଭାବରେ…
ଛଅ ଆଫ୍ରିକୀୟ ଦେଶକୁ ଖୁବଶୀଘ୍ର ମାଗଣା ଶସ୍ୟ ଯୋଗାଇବେ ରୁଷିଆ ରାଷ୍ଟ୍ରପତି
ମସ୍କୋ,୫।୯: ରୁଷିଆ ଖୁବଶୀଘ୍ର ୬ଟି ଆଫ୍ରିକୀୟ ଦେଶକୁ ମାଗଣା ଶସ୍ୟ ଯୋଗାଇ ଦେବ ବୋଲି ଜଣାପଡିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନଙ୍କୁ କହିଛନ୍ତି ଯେ ରୁଷ୍ରିା ଏକ ବ୍ଲାକ ସି ଶସ୍ୟ ଚୁକ୍ତି ପାଇଁ ପ୍ରସ୍ତୁତ, କିନ୍ତୁ…
୩୭ ହଜାର ଏଲିୟନ ପ୍ରଜାତି ମାନବ-ପ୍ରକୃତି ପାଇଁ ବିପଦ, ପ୍ରତିବର୍ଷ ୪୨୩ ଅରବ ଡଲାର କ୍ଷତି
ଓ୍ବାଶିଂଟନ,୫।୯: ଏକ ରିପୋର୍ଟରୁ ଜଣାପଡିଛି ଯେ ବିଦେଶୀ ପ୍ରଜାତିଗୁଡିକ (ପ୍ରଜାତିଗୁଡିକ ସ୍ଥାନୀୟ ନୁହଁନ୍ତି ଏବଂ ବିଭିନ୍ନ ଉପାୟରେ ନୂତନ ସ୍ଥାନରେ ପହଞ୍ଚିଛନ୍ତି) ପୃଥିବୀର ଜୈବ ବିବିଧତା ପାଇଁ ବ୍ୟାପକ କ୍ଷତି ଘଟାଇଛି। ପରିସ୍ଥିତି ଏପରି ଯେ ଏହି ବିଦେଶୀ ପ୍ରଜାତି ଯୋଗୁଁ…
ଅଶୋଧିତ ତୈଳ ଦର ବୃଦ୍ଧି
ନୂଆଦିଲ୍ଲୀ,୫।୯ (ଅଭୟ ଦାଶ): ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଏପରିକି ଗତ ସପ୍ତାହ ସପ୍ତାହ ମଧ୍ୟରେ ୨% ମୂଲ୍ୟ ବୃଦ୍ଧି ସହ ବ୍ୟାରେଲ ପିଛା…
Archives


