ଦରଦାମ ବୃଦ୍ଧି ସହିତ ମିଳିମିଶି ଲଢ଼ିବା: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୬।୯ : ଦେଶର ବିଭିନ୍ନ ସହରରେ ଜି-୨୦ ଉତ୍ସବ ଆୟୋଜନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଦରଦାମ ବୃଦ୍ଧି ଏକ ବଡ ପ୍ରସଙ୍ଗ ଯାହା ଏହି ସମୟରେ ସମଗ୍ର ବିଶ୍ୱ ସାମ୍ନା କରୁଛି।…
ନୂଆ ନୁହେଁ ପୁରୁଣା ପାର୍ଲାମେଣ୍ଟ ହାଉସରେ ହେବ ବିଶେଷ ଅଧିବେଶନ
ନୂଆଦିଲ୍ଲୀ,୬।୯: ସଂସଦର ବିଶେଷ ଅଧିବେଶନ ନୂଆ ସଂସଦ ଭବନରେ ବା ପାର୍ଲାମେଣ୍ଟ ହାଉସରେ ନ ହୋଇ ପୁରୁଣା ବିଲଡିଂରେ ହେବ। ଏହାପରେ ୧୯ ସେପ୍ଟେମ୍ବର ଅର୍ଥାତ୍ ଗଣେଶ ଚତୁର୍ଥୀରେ ଏହା ନୂଆ ସଂସଦ ଭବନକୁ ସିପ୍ଟ କରାଯିବ। ଏହି ସୂଚନା ସମାଚାର…
ଇଣ୍ଡିଆ ବନାମ ଭାରତ: ଇଣ୍ଡିଆ ନାମକୁ ହଟାଇବା ପାଇଁ କ’ଣ କହୁଛି ସମ୍ବିଧାନ
ନୂଆଦିଲ୍ଲୀ,୬।୯: ଇଣ୍ଡିଆ ବନାମ ଭାରତକୁ ନେଇ ଦେଶରେ ରାଜନୀତି ଜୋର ଧରିବାରେ ଲାଗିଛି। ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତିଙ୍କ ତରଫରୁ ଅତିଥିଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍…
ଗ୍ରୀନ କାର୍ଡ ଆଶାରେ ୪ ଲକ୍ଷରୁ ଅଧିକ ଭାରତୀୟଙ୍କ ଜୀବନ ଦୀପ ଲିଭିଯାଇପାରେ: ୧୧ ଲକ୍ଷରୁ ଅଧିକ ବ୍ୟାକଲଗ୍, ଶେଷ ପାଇଁ ଲାଗିବ ୧୩୪ ବର୍ଷରୁ ବେଶି…
ଓ୍ବାଶିଂଟନ,୬।୯ : ଆମେରିକାରେ ଲକ୍ଷ ଲକ୍ଷ ଭାରତୀୟ ଅଛନ୍ତି ଯେଉଁମାନେ ଗ୍ରୀନ କାର୍ଡ ପାଇବାକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଆଜିକାଲି ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଆମେରିକାରେ ଗ୍ରୀନ କାର୍ଡ ପାଇବାକୁ ଅପେକ୍ଷା କରୁଥିବାବେଳେ ଚାରି ଲକ୍ଷରୁ ଅଧିକ ଭାରତୀୟ…
ଚନ୍ଦ୍ରୟାନ-୩ ମିଶନରେ ହୋଇଛି ଅଧିକ ଖର୍ଚ୍ଚ, କମ ମିଳିବ ଏଥର ରାଶନ: ଝାଡଖଣ୍ଡରେ ଠକେଇ…
ଚତରା,୬।୯ : ଝାଡଖଣ୍ଡର ଚତରାରୁ ରାଶନ ଡିଲରଙ୍କ ଅଭିନବ ଠକେଇର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଚନ୍ଦ୍ରୟାନ-୩ ମିଶନରେ ହୋଇଥିବା ଖର୍ଚ୍ଚ ଦର୍ଶାଇ ରାଶନ ଡିଲରମାନେ କମ ରାଶନ ଦେଇଛନ୍ତି। କେତେକ ସ୍ଥାନରେ ୧୦ କିଲୋଗ୍ରାମ ଏବଂ…
କ୍ୟାନସରର ଅଧିକ ଶିକାର ହେଉଛନ୍ତି ଯୁବଗୋଷ୍ଠୀ, ବର୍ଷକରେ ମରୁଛନ୍ତି ୧୦ଲକ୍ଷରୁ ଅଧିକ
ଏଡିନବର୍ଗ,୬।୯: ଏକ ଅଧ୍ୟୟନରୁ ଜଣାପଡିଛି କି, କ୍ୟାନସରରେ ଅଧିକ ଯୁବକମାନେ ଶିକାର ହେଉଛନ୍ତି। ତିନି ଦଶନ୍ଧି ମଧ୍ୟରେ ୫୦ ବର୍ଷରୁ କମ ଲୋକଙ୍କୁ କ୍ୟାନସର ହେବାର ଦେଖାଯାଉଛି। ଆଉ ଏହି କ୍ୟାନସର ରୋଗୀଙ୍କ ସଂଖ୍ୟା ୮୦ଶତକଡା ବୃଦ୍ଧି ପାଇଛି। ବିଶ୍ୱରେ ୧୯୯୦ମସିହାରେ…
ହ୍ବାଟସ ଆପ ନିଷେଧ କଲା ୭୨ ଲକ୍ଷରୁ ଅଧିକ ଆକାଉଣ୍ଟ, ରହିଛି କି ଆପଣଙ୍କର ?…
ନୂଆଦିଲ୍ଲୀ,୬।୯ : ହ୍ବାଟସ ଆପର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ସ୍କାମରମାନେ ମଧ୍ୟ ଏହାର ସୁଯୋଗ ନେଇ ଅନେକ ନିରୀହ ଲୋକଙ୍କ ପକେଟ ଖାଲି କରୁଛନ୍ତି। ଭାରତରେ ବଢୁଥିବା ଅନଲାଇନ ସ୍କାମକୁ ହଟାଇବା ପାଇଁ ହ୍ବାଟସ ଆପ ଏକ ବଡ ପଦକ୍ଷେପ ନେଇଛି।…
ପୁଣି ନରଭକ୍ଷୀ ଫେରିବା ନେଇ ଆତଙ୍କ: ଆମେରିକାରେ ଡାଇନୋସର ପାଦଚିହ୍ନ…
ଓ୍ବାଶିଂଟନ,୬।୯ : ହ୍ପୃଥିବୀରେ ଅନେକ ଥର ଡାଇନୋସରର ପ୍ରମାଣ ମିଳିଛି। କିନ୍ତୁ ଏଥର ପ୍ରତ୍ନତତ୍ତ୍ୱବିତ୍ମାନେ ଏକ ବଡ଼ ପ୍ରମାଣ ପାଇଛନ୍ତି। ବାସ୍ତବରେ, କିଛି ଦିନ ପୂର୍ବରୁ ଆମେରିକାର ଟେକ୍ସାସ ରାଜ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖାଦେଇଥିଲା, ଯେତେବେଳେ ଏଠାରେ ଏକ ଶୁଖିଲା…
ଶିବସେନା-ଏନସିପି ମଧ୍ୟରେ ବିଭାଜନ କରିଛି ଭାଜପା, ଶରଦ ପାଓ୍ବାରଙ୍କ ଅଭିଯୋଗ
ମୁମ୍ବାଇ,୬।୯: ଶିବସେନା-ଏନସିପି ମଧ୍ୟରେ ବିଭାଜନ ସୃଷ୍ଟି କରିଛି ଭାଜପା। ଏଭଳି ଅଭିଯୋଗ ଆଣିଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ଶରଦ ପାୱାର। ଜାଲଗାଓଁରେ ଏକ ସମାବେଶକୁ ସମ୍ବୋଧିତ କରି ସେ କରି କହିଛନ୍ତି, ଗତ ନଅ ବର୍ଷ ମଧ୍ୟରେ ମୋଦି…
ଚନ୍ଦ୍ରପୃଷ୍ଠରେ ବିକ୍ରମର ଫଟୋ ଉଠାଇଲା ଏଲଆରଓ, ନାସା ଜାରି କଲା ଫଟୋ
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୬।୯: ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ରାୟାନ ୩ର ବିକ୍ରମ ଲ୍ୟାଣ୍ଡରର ଫଟୋ କ୍ଲିକ କରିଛି। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଫଟୋ ଜାରି କରି ନାସା ସୂଚନା ଦେଇଛି। ଏହି ଫଟୋ ସେହି ସମୟର ଯେତେବେଳେ ବିକ୍ରମ ସଫଳତାର…
ଦିଲ୍ଲୀରେ ୩ ଦିନ ବନ୍ଦ ରହିବ ସ୍ବିଗି-ଜୋମାଟୋ-ଆମାଜନ-ଫ୍ଲିପକାର୍ଟ ସେବା…
ନୂଆଦିଲ୍ଲୀ,୬।୯ : ଭାରତର ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ହେବାକୁ ଯାଉଛି। ସମ୍ମିଳନୀ ୯ ଏବଂ ୧୦ ସେପ୍ଟେମ୍ବରରେ ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ…
ଦେଶର ନାଗରିକ ‘ଇଣ୍ଡିଆ’ ଅବା ‘ଭାରତ’ କହିବାକୁ ସ୍ବାଧୀନ: ୨୦୧୬ମସିହାରେ କହିଥିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୬।୯: ଇଣ୍ଡିଆ ବନାମ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଓ ଖେଳାଳୀମାନେ ମଧ୍ୟ ଏପ୍ରସଙ୍ଗରେ ମତ ରଖୁଛନ୍ତି। ତେବେ ଏଠାରେ କହି ରଖୁଛୁ ଏହି ବିାଦ ଏବେର ନୁହେଁ। ଏହି…
Archives


