୯/୧୧ ଆକ୍ରମଣକୁ ପୂରଣ ହେଲା ୨୨ ବର୍ଷ, ଯେଉଁଥିରେ ଥରି ଉଠିଥିଲା ଆମେରିକା
ଓ୍ବାଶିଂଟନ,୧୧।୯: ଆମେରିକାରେ ହୋଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣକୁ ୨୨ ବର୍ଷ ବିତିଗଲାଣି। ୨୦୦୧ରେ ଠିକ ଆଜିର ଦିନରେ ଆତଙ୍କବାଦୀମାନେ ଚାରିଟି ବିମାନ ଅପହରଣ କରି ନିଜର ନିଷ୍ଠୁର ଉଦ୍ଦେଶ୍ୟ ପୂରଣ କରିଥିଲେ। ଏହି ଆକ୍ରମଣ ଲୋକଙ୍କ ମନରେ ଏବେ ବି ଜୀବନ୍ତ…
ସନାତନ ବିବାଦରେ ଛନ୍ଦି ହେଲେ ପ୍ରକାଶ ରାଜ…
ଚେନ୍ନାଇ,୧୧।୯ : ତାମିଲନାଡୁର ମନ୍ତ୍ରୀ ତଥା ସିଏମ ଷ୍ଟାଲିନଙ୍କ ପୁଅ ଉଦୟାନିଧିଙ୍କ ପରେ ବର୍ତ୍ତମାନ ପ୍ରସିଦ୍ଧ ଅଭିନେତା ପ୍ରକାଶ ରାଜ ମଧ୍ୟ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଷ୍ଟାଲିନଙ୍କ ପୁଅର ବିବୃତ୍ତିକୁ ସମର୍ଥନ କରି ପ୍ରକାଶ ରାଜ ଏହାକୁ…
ଶେୟାର ବଜାର ଉପର ମୁହାଁ, ସେନସେକ୍ସରେ ୩୪୫ ଅଙ୍କ ବୃଦ୍ଧି,ନିଫ୍ଟି ୧୯୯୦୦ ଟପିଲା…
ମୁମ୍ବାଇ,୧୧।୯ : କ୍ରମାଗତ ସପ୍ତମ ଦିନ ପାଇଁ ଷ୍ଟକ ମାର୍କେଟରେ ବୃଦ୍ଧି ଦୃଷ୍ଟି ଗୋଚର ହୋଇଛି। ସୋମବାର ପ୍ରମୁଖ ସୂଚକାଙ୍କ ଜୋରଦାର କାରବାର କରୁଛି। ପୂର୍ବାହ୍ନ ୯ଟା ୨୦ରେ, ସେନସେକ୍ସ ୬୬,୮୪୪.୨୮ ସ୍ତରରେ ୨୪୫.୩୭ ଅଙ୍କ (୦.୩୬ ପ୍ରତିଶତ) ଅଙ୍କ ବୃଦ୍ଧି…
ରାଷ୍ଟ୍ରପତି ଭବନରେ ସୌଦି କ୍ରାଉନ ପ୍ରିନ୍ସଙ୍କୁ ଔପଚାରିକ ସ୍ବାଗତ
ନୂଆଦିଲ୍ଲୀ,୧୧।୯: ଜି -୨୦ ଶିଖର ସମ୍ମିଳନୀ ଆରମ୍ଭ ହେବା ପରେ ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ଭାରତକୁ ସରକାରୀ ଗସ୍ତ ସୋମବାର ଆରମ୍ଭ ହୋଇଛି। ସୋମବାର ସକାଳେ ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ସେଠାରେ ତାଙ୍କୁ…
ରିଜର୍ଭ ଡେ ମ୍ୟାଚକୁ ବର୍ଷା ଧୋଇ ନେବା ଆଶଙ୍କା, ଅପରାହ୍ନ କଲେମ୍ବୋରେ ବର୍ଷା ସମ୍ଭାବନା ଅଧିକ…
କଲମ୍ବୋ,୧୧।୯ : ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ଏପର୍ଯ୍ୟନ୍ତ ସ୍ଥିର ରହିଆସିଥିବା ଗୋଟିଏ ଜିନିଷ ହେଉଛି ବର୍ଷା। ବର୍ଷା କାରଣରୁ ଭାରତ ବନାମ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଧୋଇଯିବା ପରେ ଏହା ରବିବାର ସୁପର…
ଝିଅଙ୍କର କାନ୍ଧରେ ହାତ ରଖିବା, ପୋଷାକ ଟାଣିବା , ପୋକ୍ସୋ ଅନୁସାରେ ମନ୍ଦ ଉଦ୍ଦେଶ୍ୟର ପ୍ରମାଣ: ହାଇକୋର୍ଟ…
ଭୋପାଳ,୧୧।୯ : ମଧ୍ୟପ୍ରଦେଶ ହାଇକୋର୍ଟ ପୋକ୍ସୋ ଆକ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଠାଦେଶକୁ କାଏମ ରଖିଛନ୍ତି। ହାଇକୋର୍ଟ କହିଛନ୍ତି ଜଣେ ବ୍ୟକ୍ତି ଝିଅଙ୍କର ପୋଷାକ ଟାଣି କାନ୍ଧରେ ହାତ ରଖିବା ତାଙ୍କ ମନ୍ଦ ଉଦ୍ଦେଶ୍ୟକୁ ଦର୍ଶାଇଥାଏ। ଜଷ୍ଟିସ ପ୍ରେମ…
ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ବାଂଲାଦେଶରେ ଦିଆଗଲା ୨୧ ତୋପ ସଲାମି
ଢାକା/ପ୍ୟାରିସ,୧୧।୯: ଭାରତରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀରେ ଯୋଗଦେବା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରବିବାର ବାଂଲାଦେଶରେ ପହଞ୍ଚିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୩ ବର୍ଷ ମଧ୍ୟରେ ବାଂଲାଦେଶକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଐତିହାସିକ ଗସ୍ତ। ଦୁଇ ଦିନିଆ…
ଜି-୨୦ରେ ଭାରତ-ସୌଦି ଆରବ ଚୁକ୍ତିରେ ଚକିତ ହୋଇଛି ପାକିସ୍ତାନ, ସୋସିଆଲ ମିଡିଆରେ ଲୋକେ କହୁଛନ୍ତି ଆମେ ଲଜ୍ଜିତ
ନୂଆଦିଲ୍ଲୀ,୧୧।୯: ଭାରତରେ ପ୍ରଥମ ଥର ପାଇଁ ସଫଳ ହୋଇଥିବା ଜି -୨୦ ଶିଖର ସମ୍ମିଳନୀ ସମଗ୍ର ବିଶ୍ୱରେ ପ୍ରଶଂସା ସାଉଁଟୁଛି। ଏଥିରେ ଅଂଶଗ୍ରହଣ କରିବା ପରେ ବିଶ୍ୱ ସ୍ତରର ସମସ୍ତ ନେତା ଭାରତର ହୋଷ୍ଟିଂ ଏବଂ ଶିଖର ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ…
‘ଏବେ ଆଶା କରୁଛୁ ଆସିବେ ରୁଷିଆ-ଚାଇନା ରାଷ୍ଟ୍ରପତି’, ଜି-୨୦ ଅଧ୍ୟକ୍ଷତା ମିଳିବା ପରେ କହିଲେ ବ୍ରାଜିଲ ରାଷ୍ଟ୍ରପତି
ବ୍ରାସିଲିୟା,୧୧।୯: ଭାରତ ପରେ ବ୍ରାଜିଲକୁ ବର୍ତ୍ତମାନ ଜି -୨୦ ଗୋଷ୍ଠୀର ଅଧ୍ୟକ୍ଷତା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜି -୨୦ ଗୋଷ୍ଠୀର ଅଧ୍ୟକ୍ଷତା ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ଦେଇଛନ୍ତି। ରାଷ୍ଟ୍ରପତି ସିଲଭା ଏହା ପାଇବା…
ବାଲ୍ୟ ବିବାହ ଉପରେ ଅଙ୍କୁଶ: ଆଗାମୀ ୧୦ ଦିନରେ ହେବେ ୩ ହଜାର ଗିରଫ, ବିଶ୍ୱ ଶର୍ମାଙ୍କ ନିର୍ଦ୍ଦେଶ…
ଗୁଆହାଟୀ,୧୧।୯ : ଆସାମରେ ବାଲ୍ୟ ବିବାହରେ ସମ୍ପୃକ୍ତ ଥିବା ୩ ହଜାର ଲୋକଙ୍କୁ ଗିରଫ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଚେତାବନୀ ଦେଇଛନ୍ତି। ଭାଜପା ମହିଳା ମୋର୍ଚ୍ଚାର ୨ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକର ସମାପ୍ତ ସମାରୋହରେ ସିଏମ…
ଭିଏତନାମ ଯାତ୍ରା ଚାଇନା ଉପରେ ଅଙ୍କୁଶ ଲଗାଇବା ପାଇଁ ନୁହେଁ, ବିଶ୍ୱରେ ସ୍ଥିରତା ପ୍ରଦାନ କରିବା ପାଇଁ: ବାଇଡେନ
ହାନୋଇ,୧୧।୯: ଭାରତରେ ହୋଇବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭିଏତନାମ ଅଭିମୁଖେ ଯାତ୍ରା କରିଥିଲେ। ଜି -୨୦ ଶିଖର ସମ୍ମିଳନୀ ସମାପ୍ତ ହେବା ପୂର୍ବରୁ ବାଇଡେନ ଭିଏତନାମ ଗସ୍ତରେ ବାହାରିଥିଲେ। ସମ୍ମିଳନୀର…
ଗାନ୍ଧୀ ଉପନାମ ଫେରାଇ ଦିଅ: ରାହୁଲଙ୍କୁ ହିମନ୍ତ ବିଶ୍ୱ ଶର୍ମାଙ୍କ ଆକ୍ଷେପ…
ଗୁଆହାଟୀ,୧୧।୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଗାନ୍ଧୀ ଉପନାମ ବ୍ୟବହାରର ବୈଧତା ଉପରେ ପ୍ରଶ୍ନ କରିଛନ୍ତି। ସେ ଗାନ୍ଧୀ ପରିବାରକୁ ନକଲ ସର୍ଦ୍ଦାର’ ଅର୍ଥାତ…
Archives


