୨୦୦ ବର୍ଷର ଇତିହାସ ଭାଙ୍ଗିଲେ ୧୯ ବର୍ଷରେ ମହେଶ, ଆଶ୍ଚର୍ଯ୍ୟ ହେଲେ ପ୍ରଧାନମନ୍ତ୍ରୀ
ବାରାଣସୀ,୨।୧୨: ୧୯ ବର୍ଷ ବୟସ୍କ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଶୁକ୍ଳ ଯଜୁର୍ବେଦର (ମାଧ୍ୟନ୍ଦିନ ଶାଖା) ପ୍ରାୟ ୨,୦୦୦ ମନ୍ତ୍ରର ଅତ୍ୟନ୍ତ ଜଟିଳ ଆବୃତ୍ତି ‘ଦଣ୍ଡକ୍ରମ ପାରାୟଣମ୍’ ସମାପ୍ତ କରି ଏକ ଐତିହାସିକ ଆଧ୍ୟାତ୍ମିକ ଉପଲବ୍ଧି ହାସଲ କରିଛନ୍ତି। ବାରାଣସୀରେ ଏହି…
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଏତଲା ଦେଲେ ମନ୍ମଥ ରାଉତରାୟ, ଜାତିଗତ ଅପମାନ…
ଭୁବନେଶ୍ୱର,୨।୧୨: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଥିତ ଅପମାନଜନକ ମନ୍ତବ୍ୟ ଦେଇ ମାମଲାର ସମ୍ମୁଖୀନ ହେବାର କିଛି ଦିନ ପରେ ବିଜୁ ଜନତା ଦଳ (ବିଜେଡି)ର ନେତା ମନ୍ମଥ ରାଉତରାୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ମନ୍ମଥ…
‘ସୋନିଆ ଗାନ୍ଧୀ’ଙ୍କୁ ପ୍ରାର୍ଥୀ ଘୋଷଣା କଲା BJP, ଲଢ଼ିବେ ପଞ୍ଚାୟତ ନିର୍ବାଚନ
ନୂଆଦିଲ୍ଲୀ,୨।୧୨: କେରଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମୁନ୍ନାରରେ ପଞ୍ଚାୟତ ନିର୍ବାଚନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଭାଜପା ଜଣେ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି, ଯାହାଙ୍କ ନାମ ହେଉଛି ସୋନିଆ ଗାନ୍ଧୀ। ହଁ, ଆପଣ ଠିକ୍ ଶୁଣିଛନ୍ତି; ଏହି ପ୍ରାର୍ଥୀ ଭାରତୀୟ…
ଭୁବନେଶ୍ୱର ସମେତ ରାଜ୍ୟର ୧୬ ସ୍ଥାନରେ ନଦୀ ଜଳ ପ୍ରଦୂଷିତ, ଜାଣନ୍ତୁ
ଭୁବନେଶ୍ୱର,୨।୧୨: ଓଡ଼ିଶାରେ ୧୬ଟି ନଦୀ ସ୍ଥାନ ପ୍ରଦୂଷିତ ହୋଇଥିବା କଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ସୂଚନା ଦେଇଛନ୍ତି। ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ…
ଶ୍ରୀଲଙ୍କାକୁ ଏକ୍ସପାଏରି ରିଲିଫ୍ ସାମଗ୍ରୀ ପଠାଇ ପାକିସ୍ତାନ ନିନ୍ଦିତ, ଭାଇରାଲ ହେଲା ଫଟୋ
ନୂଆଦିଲ୍ଲୀ,୨।୧୨: ବନ୍ୟା ପ୍ରଭାବିତ ଶ୍ରୀଲଙ୍କାକୁ ସହାୟତା ପଠାଇବାର ପାକିସ୍ତାନର ଉଦ୍ୟମ ବଡ଼ ଧରଣର ଲଜ୍ଜାର କାରଣ ହୋଇଛି। ପାକିସ୍ତାନର ହାଇ କମିଶନଙ୍କ ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ରିଲିଫ୍ ପ୍ୟାକେଜ୍ର ଫଟୋରେ ସାମଗ୍ରୀର ଏକ୍ସପାଏରି ତାରିଖ ପୂର୍ବରୁ ସରିଯାଇଥିବା ଦେଖିବାକୁ…
PMO Seva Teerth: ସରକାରଙ୍କ ବଡ଼ ନିଷ୍ପତ୍ତି, ବଦଳିଲା PMOର ନାମ
ନୂଆଦିଲ୍ଲୀ,୨।୧୨: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ ସେବା ତୀର୍ଥ ରଖାଯାଇଛି। କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୁବ ଶୀଘ୍ର ଏକ ନୂତନ କମ୍ପ୍ଲେକ୍ସକୁ ସ୍ଥାନାନ୍ତରିତ ହେବ ବୋଲି ସୂଚନା ମିଳିଛି। ଏହି କୋଠାର ନାମ ସେବା ତୀର୍ଥ ରଖାଯାଇଛି।…
ଆରାବଳିକୁ ମାରିଦେବେ
ଆରାବଳି ଭାରତର ଉତ୍ତର-ପଶ୍ଚିମାଞ୍ଚଳ ଭାଗରେ ଅବସ୍ଥିତ ସବୁଠାରୁ ପୁରୁଣା ପର୍ବତମାଳା। ପ୍ରାୟ ୨୦୦ କୋଟି ବର୍ଷ ପୂର୍ବରୁ ଏହା ସୃଷ୍ଟି ହୋଇଥିଲା। ତୁଳନାତ୍ମକ ଭାବେ ଦେଖିଲେ ହିମାଳୟ ପର୍ବତମାଳା ୪୦ରୁ ୫୦ ନିୟୁତ ବର୍ଷ ପୂର୍ବେ ଗଠିତ ହୋଇଥିଲା। ଆରାବଳି ଦକ୍ଷିଣ-ପଶ୍ଚିମ…
ଛୁଟିଦିନରେ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ; ଅଟକାଉଛନ୍ତି ଅମଲା
ଭୁବନେଶ୍ୱର,୨।୧୨ (ରବିନାରାୟଣ ଜେନା):ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟରେ ପରିଗଣିତ କରିବା ପାଇଁ ରାଜ୍ୟ ସରକାର ଦିନରାତି ଏକ କରି ଦେଉଛନ୍ତି। ଏପରି କି ମୁଖ୍ୟମନ୍ତ୍ରୀ ଛୁଟିଦିନଗଡ଼ିକରେ ମଧ୍ୟ ଲୋକସେବା ଭବନରେ ବସି କାର୍ଯ୍ୟ କରୁଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିକାଶ…
‘ତୁରନ୍ତ ଦେଶ ଛାଡ଼ି ପଳାଅ’, ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ରେ ଧମକ ଦେଲେ ଟ୍ରମ୍ପ
ନୂଆଦିଲ୍ଲୀ,୧।୧୨: ଭେନେଜୁଏଲା ସହ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ଫୋନ୍ରେ ଦେଶ ଛାଡ଼ି ପଳାଇଯିବାକୁ ଧମକ ଦେଇଛନ୍ତି। ମିଆମି ହେରାଲ୍ଡର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଫୋନ୍ରେ ମାଦୁରୋଙ୍କୁ ଚେତାବନୀ ଦେଇ କହିଥିଲେ…
ବ୍ରହ୍ମୋସ୍ ପରୀକ୍ଷା କଲା ଭାରତୀୟ ସେନା, ପାକିସ୍ତାନ ଛାନିଆ
ନୂଆଦିଲ୍ଲୀ,୧।୧୨: ଭାରତୀୟ ସେନା ସୋମବାର ବଙ୍ଗୋପସାଗର ଉପରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି। ଦକ୍ଷିଣ କମାଣ୍ଡର ଏକ ବ୍ରହ୍ମୋସ୍ ୟୁନିଟ୍ ଦ୍ୱାରା ଏହି ଦୂରଗାମୀ ଏବଂ ସଠିକ୍ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଆଣ୍ଡାମାନ ଓ ନିକୋବର କମାଣ୍ଡ…
ରାଜ୍ୟରେ ଅସୁରକ୍ଷିତ ମହିଳା ପୋଲିସ କର୍ମଚାରୀ, ୩ ବର୍ଷରେ ୧୮ଟି ମାମଲା ରୁଜୁ
ଭୁବନେଶ୍ୱର,୧।୧୨: ଓଡିଶାରେ ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ମଧ୍ୟରେ ରାଜ୍ୟ ପୋଲିସ ପ୍ରତିଷ୍ଠାନରେ ମଧ୍ୟ ମହିଳା କର୍ମଚାରୀଙ୍କ ସୁରକ୍ଷା ପ୍ରସଙ୍ଗ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି ଯେ ଗତ ତିନି ବର୍ଷ (୨୦୨୩ରୁ…
ମନରେଗା ଅତିରିକ୍ତ ସହାୟତା ଅବଧି ବଢ଼ାଇଲେ ଓଡିଶା ସରକାର: ଏହିବର୍ଷ ଯାଏଁ ଲାଗୁ ହେବ
ଭୁବନେଶ୍ୱର,୧।୧୨: ଗ୍ରାମାଞ୍ଚଳରେ ଜୀବିକା ସୁଦୃଢ଼ କରିବା ଏବଂ ଶ୍ରମିକମାନଙ୍କ ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଲକ୍ଷ୍ୟରେ ଓଡିଶା ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ଅତିରିକ୍ତ ଆର୍ଥିକ ସହାୟତାକୁ ଆର୍ଥିକ ବର୍ଷ ୨୦୨୮-୨୯…
Archives


