Home Middle

ପାଲେଷ୍ଟାଇନର ଦାବି, ଧ୍ୱଂସ ହୋଇଛି ହମାସର ୩୨୦ ଶିବିର

ଜେରୁଜେଲମ,୨୪।୧୦: ବନ୍ଧକ ମୁକ୍ତ ହେବା ପର୍ଯ୍ୟନ୍ତ ଗ୍ରାଉଣ୍ଡ ଆକ୍ରମଣରୁ ଦୂରେଇ ରହିଥିବା ଇସ୍ରାଏଲ ରବିବାର ରାତି ସାରା ଗାଜା ଉପରେ ବୋମା ମାଡ କରିଥିଲା। ଇସ୍ରାଏଲ ସେନା କହିଛି ଯେ ୩୨୦ ହମାସ ଶିବିରକୁ ଟାର୍ଗେଟ କରାଯାଇଛି। ଏଥିରେ ଟନେଲ, କମାଣ୍ଡ…

ଏଥର ରାବଣ ପୋଡିରେ ରାବଣ ସହ ଦାହ କରାଯିବ ସନାତନ ଧର୍ମ ବିରୋଧୀ, ଆତଙ୍କବାଦୀଙ୍କର ପୁତ୍ତଳିକା

ନୂଆଦିଲ୍ଲୀ,୨୪।୧୦: ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ବିଜୟା ଦଶମୀଙ୍କ ଦିନ ଶେଷରେ ଆସିଛି ଯେତେବେଳେ ରାମଲିଳାରେ ଲଙ୍କାପତୀ ରାବଣ ବଦ୍ଧ ସହିତ ଏହାର ପୁତ୍ତଳିକା ପୋଡି ଦିଆଯିବ। ଏଥି ସହିତ, କିଛି ରାମଲିଳାରେ, ସନାତନ ବିରୋଧୀଙ୍କ ଚତୁର୍ଥ ପ୍ରଭାବ ମଧ୍ୟ…

ରାମ-ରାବଣ ଯୁଦ୍ଧ ଦେଖିବାକୁ ଏକାଠି ହେବେ ନେତା, ସାମିଲ ହେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୪।୧୦: ରାଜଧାନୀ ଦିଲ୍ଲୀରେ ରାମଲିଳା ମଞ୍ଚସ୍ଥ କରୁଥିବା କମିଟିଗୁଡିକ ଆୟୋଜନ ସ୍ଥଳରେ ଦଶହରା ପର୍ବ ପାଳନ କରିବାକୁ ମଙ୍ଗଳବାର ନେତାମାନେ ଏକାଠି ହେବେ। ଲାଲକିଲା ମଇଦାନରେ ରାମଲିଳା କରୁଥିବା ଶ୍ରୀ ଧାର୍ମିକ ଲିଳା କମିଟି ଓ ଲବକୁଶ ରାମଲିଳା କମିଟିର ଆୟୋଜନରେ…

ଥରିଲା ତାଇଓ୍ବାନ: ଭୟରେ ଲୋକେ ଦୌଡିଲେ

ତାଇପେଇ,୨୩।୧୦: ତାଇୱାନର ରାଜଧାନୀ ତାଇପେଇରେ ମଙ୍ଗଳବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରହିଛି। ଭୂକମ୍ପ ସମୟରେ ତାଇପେଇରେ ଅଟ୍ଟାଳିକା ଥରିବାକୁ ଲାଗିଲା। ତଥାପି ପ୍ରାଥମିକ ଭାବେ କୌଣସି କ୍ଷୟକ୍ଷତିର ଖବର ନାହିଁ। ତାଇୱାନର କେନ୍ଦ୍ରୀୟ…

ସ୍ୱେଚ୍ଛାକୃତ ଅବସର ନେଲେ 5T ସଚିବ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର,୨୩/୧୦: ସ୍ୱେଚ୍ଛାକୃତ ଅବସର ଗ୍ରହଣ କଲେ 5T ସଚିବ ଭି.କେ ପାଣ୍ଡିଆନ୍। ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାର ପଠାଇଥିବା ଆବେଦନ ମଂଜୁର କଲେ କେନ୍ଦ୍ର ସରକାର। ରାଜ୍ୟ ସରକାର ଅକ୍ଟୋବର ୨୦ରେ ଚିଠି ପଠାଇଥିବା ବେଳେ ଆବେଦନ ପତ୍ରକୁ ମଂଜୁରି…

ଇଣ୍ଡିଆନ ପାନୋରାମା ୨୦୨୩ରେ ସାତଭାୟାର କାହାଣୀ: ଅଣ-ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଦ ସି ଆଣ୍ଡ ସେଭେନ ଭିଲେଜ’ ଚୟନ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୧୦: ଇଣ୍ଡିଆନ ପାନୋରାମା ୨୦୨୩, ୫୪ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଆଇଏଫଏଫଆଇ) ପାଇଁ ଅଣ-ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଦ ସି ଆଣ୍ଡ ସେଭେନ ଭିଲେଜ’କୁ ଚୟନ କରାଯାଇଛି। ଏହି ଓଡିଆ ଡକ୍ୟୁମେଣ୍ଟାରୀ ବିଶିଷ୍ଟ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଦ୍ୱାରା…

ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୮୩…

ଚେନ୍ନାଇ,୨୩।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ୨୨ତମ ମ୍ୟାଚରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଫଗାନିସ୍ତାନ…

ସ୍ତ୍ରୀଙ୍କ ଉପରେ ଦୋଷ ଲଦି ଭରଣ ପୋଷଣରୁ ରକ୍ଷା ପାଇପାରିବେ ନାହିଁ ସ୍ତ୍ରାମୀ: ହାଇକୋର୍ଟ…

ଭୋପାଳ,୨୩।୧୦ : ମଧ୍ୟପ୍ରଦେଶ ହାଇକୋର୍ଟ ଏକ ମାମଲାରେ ଆବେଦନକାରୀ ସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ସମୀକ୍ଷା ଆବେଦନକୁ ଖାରଜ କରି କହିଛନ୍ତି ସ୍ତ୍ରୀଙ୍କ ଉପରେ ଦୋଷ ଲଦି ସ୍ବାମୀ ଭରଣ ପୋଷଣରୁ ରକ୍ଷା ପାଇପାରିବେ ନାହିଁ। ଭରଣ ପୋଷଣ ଦାବି…

ରାଜନୀତିରେ ପାଦ ଦେବେ ଜ୍ୟୋତିରାଦିତ୍ୟଙ୍କ ପୁଅ ଆର୍ଯ୍ୟମାନ, ଦେଲେ ସଙ୍କେତ…

ଗ୍ବାଲିୟର,୨୩।୧୦ : କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ ଆର୍ଯ୍ୟମାନ ସିନ୍ଧିଆ କହିଛନ୍ତି ତାଙ୍କ ରାଜନୀତିରେ ପ୍ରବେଶ କରିବା ପାଇଁ କବାଟ ବନ୍ଦ ହୋଇନାହିଁ ଏବଂ ସେ ଯେ କୌଣସି ସମୟରେ ରାଜନୀତିକୁ ଆସିପାରନ୍ତି। ଏକ ସାକ୍ଷାତକାରରେ ଆର୍ଯ୍ୟମାନ କହିଛନ୍ତି ଯଦି…

୨୦ ଲକ୍ଷରୁ ଅଧିକ ପିଲାଙ୍କ ସ୍କୁଲରୁ କଟିବ ନାମ, ଶିକ୍ଷା ବିଭାଗର କଡ଼ା ପଦକ୍ଷେପ…

ପାଟନା,୨୩।୧୦ : ବିହାରର ଶିକ୍ଷା ବିଭାଗ ଅନୁପସ୍ଥିତ ଥିବାରୁ ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲରେ ପଢୁଥିବା ୨୦,୮୭,୦୬୩ ଛାତ୍ରୀଛାତ୍ରଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ବିନା ଅନୁମତିରେ କ୍ରମାଗତ ୧୫ ଦିନ ପିଲାମାନେ ଅନୁପସ୍ଥିତ…

ଗୁରୁବାରଠାରୁ ଦିଲ୍ଲୀରେ ରେଡ ଲାଇଟ ଅନ , ଗାଡି ଅଫ ନିୟମ ଲାଗୁ, ଗଡିବନି ବାଇକ…

ନୂଆଦିଲ୍ଲୀ,୨୩।୧୦ : ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟଙ୍କ ନେତୃତ୍ୱରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୁଣି ଥରେ ‘ରେଡ ଲାଇଟ ଅନ, ଗାଡି ଅଫ’ ଅଭିଯାନ…

ମହାନ କ୍ରିକେଟର୍‌ ବିଶନ ସିଂ ବେଦିଙ୍କ ପରଲୋକ

ନୂଆଦିଲ୍ଲୀ,୨୩।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିଶ୍ୱ ସିଂ ବେଦିଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ୭୭ ବର୍ଷ ବୟସ ହୋଇଥିଲା। ସେ ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ସ୍ପିନର ଥିଲେ। ବେଦି ୨୫ ସେପ୍ଟେମ୍ବର ୧୯୪୬ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri