Home Middle

୧୦୦୦+ ମୃତ

ଗାଜା,୯ା୧୦ : ପାଲେଷ୍ଟାଇନ୍‌ର ହମାସ୍‌ ବିଦ୍ରୋହୀମାନେ ଶନିବାର ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିବା ପରେ ଏହା ଯୁଦ୍ଧର ରୂପ ନେଇଛି। ଜବାବୀ ଆକ୍ରମଣରେ ଇସ୍ରାଏଲ୍‌ ବାୟୁସେନା ଗାଜାଷ୍ଟ୍ରିପ୍‌ ଉପରେ ଜୋର୍‌ଦାର ବୋମାମାଡ଼ ଜାରି ରଖିଛି। ଏହି ସଂଘର୍ଷରେ ଉଭୟ ପକ୍ଷରୁ…

ଶିଶୁ ଏସ୍‌ଡିଜିରେ ଭାରତର ଅଗ୍ରଗତି ବିଶ୍ୱକୁ ପ୍ରଭାବିତ କରିବ: ୟୁନିସେଫ୍‌

ନୂଆଦିଲ୍ଲୀ,୯ା୧୦(ପି.ଟି.): ବୈଶ୍ୱିକ ସ୍ତରରେ ଶିଶୁ ସମ୍ପର୍କିତ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର ଦୁଇ-ତୃତୀୟାଂଶ ବିଫଳ ହୋଇଛି। ଏଭଳି ସ୍ଥିତିରେ ଭାରତର ଅଗ୍ରଗତି ଲକ୍ଷ୍ୟ ହାସଲ ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ୟୁନିସେଫ୍‌ ମୁଖ୍ୟ କାଥେଲିନ୍‌ ଏମ୍‌. ରୁସେଲ୍‌ କହିଛନ୍ତି। ଭାରତ ଯେତେବେଳେ…

ଭରତପୁର, ସତ୍ୟନଗର ଶ୍ମଶାନରେ ୨୮ ଅଚିହ୍ନା ମୃତଦେହ ସଂସ୍କାର ହେବ

ଭୁବନେଶ୍ୱର, ୯।୧୦ (ବନ୍ଦନା ସେଠୀ):ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଶତାଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ତେବେ ୪ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଏଯାଏ ୨୮ଟି ମୃତଦେହ ଚିହ୍ନଟ ହୋଇପାରୁ ନାହିଁ। ଏସବୁ ମୃତଦେହ ଏବେ ଏମ୍ସ ଭୁବନେଶ୍ୱର…

ଇରାନ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦରେ ଅଭିଯୋଗ: ହମାସକୁ ଯୋଗାଇଛି ପାଣ୍ଠି…

ଜେନେଭା,୯।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲର ରାଷ୍ଟ୍ରଦୂତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଇସ୍ରାଏଲର ଦୂତ ଇରାନକୁ ହମାସକୁ ଅର୍ଥ ପ୍ରଦାନ କରୁଥିବା ଅଭିଯୋଗ କରିଛନ୍ତି। ଇସ୍ରାଏଲ…

ଫିନଲ୍ୟାଣ୍ଡ ଇଷ୍ଟୋନିଆ ମଧ୍ୟରେ ବାଲଟିକ ସାଗରରେ ଥିବା ଗ୍ୟାସ ପାଇପଲାଇନ ବନ୍ଦ: ଲିକ ସନ୍ଦେହ…

ହେଲସିଙ୍କ,୯।୧୦: ଫିନଲ୍ୟାଣ୍ଡ ଏବଂ ଇଷ୍ଟୋନିଆ ମଧ୍ୟରେ ବାଲଟିକ ସାଗରରେ ଥିବା ‘ବାଲଟିକ କନେକ୍ଟର’ ଗ୍ୟାସ ପାଇପଲାଇନ ଲିକ ସନ୍ଦେହରେ ସାମୟିକ ଭାବେ ଏହାକୁ ବନ୍ଦ ହୋଇଯାଇଛି। ଏହି ବିଷୟରେ ସୂଚନା ପ୍ରଦାନ କରି ପାଇପଲାଇନ ଚଳାଉଥିବା ଫିନଲ୍ୟାଣ୍ଡର ‘ଗ୍ୟାସଗ୍ରିଡ ଫିନଲ୍ୟାଣ୍ଡ’ ଏବଂ…

ହମାସ ଆକ୍ରମଣ: ୭୦୦ରୁ ଅଧିକ ଇସ୍ରାଏଲ ନାଗରିକ ମୃତ, ୪୧୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଲା…

ଜେରୁଜେଲମ, ୯।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣର ୩୬ ଘଣ୍ଟା ପରେ ମଧ୍ୟ ଇସ୍ରାଏଲର ଅନେକ ଅଞ୍ଚଳରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ହମାସ ନିୟନ୍ତ୍ରିତ ଗାଜାରେ ଇସ୍ରାଏଲ ବାୟୁସେନା ଆକ୍ରମଣ ଜାରି ରହିଛି। ଯୁଦ୍ଧ…

ଅଷ୍ଟ୍ରେଲିଆକୁ ହରାଇ ଭାରତର ବିଶ୍ୱକପ୍‌ ଅଭିଯାନ ଆରମ୍ଭ

ଚେନ୍ନାଇ,୮।୧୦: ଏମ୍‌ଏ ଚିଦାମ୍ବରମ୍‌ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ୨୦୨୩ ବିଶ୍ୱକପ୍‌ର ପଞ୍ଚମ ମ୍ୟାଚ୍‌ରେ ବିରାଟ କୋହଲି ଏବଂ କେ.ଏଲ୍‌ ରାହୁଲଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଭାରତ ୬ ଉଇକେଟରେ ବିଜୟୀ ହୋଇଛି। ବିଶ୍ୱକପରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ…

ଅକ୍ଟୋବର ୧୦ ରାଜ୍ୟବ୍ୟାପୀ ବସ ଧର୍ମଘଟ

ଭୁବନେଶ୍ୱର,୮।୧୦(ସୁନିତ ମିଶ୍ର): ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବସ ଧର୍ମଘଟ ହେବ। ଏନେଇ ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ରବିବାର ସୂଚନା ଦେଇଛନ୍ତି। ଗାଁ ଗହଳିକୁ ‘ଲକ୍ଷ୍ମୀ’ ଯୋଜନାରେ ଗଡୁଥିବା ବସ ଭିତରେ…

ଭାରତକୁ ୨୦୦ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ଚେନ୍ନାଇ,୮।୧୦: ବିଶ୍ୱକପ ପଞ୍ଚମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ୨୦୦ ରନ୍‌ର ଟାର୍ଗେଟ୍‌ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୧୯୯ ଅଲଆଉଟ୍‌ ହୋଇଛି। ଫଳରେ ଭାରତକୁ ଜିତିବା ପାଇଁ ୨୦୦ ରନ ଦରକାର। ଷ୍ଟିଭ ସ୍ମିଥ…

ଲୁଫଥାନ୍ସ, ଏୟାର ଇଣ୍ଡିଆ ପରେ ଏବେ ଫ୍ରାନ୍ସ ବି ରଦ୍ଦ କଲା ତେଲ ଆଭିବ ପାଇଁ ଉଡାଣ

ପ୍ୟାରିସ,୮।୧୦: ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ ଏୟାର ଫ୍ରାନ୍ସ ତେଲ ଆଭିବକୁ ବିମାନ ଉଡ଼ାଣ ବାତିଲ କରିଛି। ଏହାପୂର୍ବରୁ ଏୟାର ଇଣ୍ଡିଆ ଏବଂ ଲୁଫଥାନ୍ସ ମଧ୍ୟ ଇସ୍ରାଏଲକୁ ବିମାନ ଉଡ଼ାଣ ବାତିଲ କରିବାକୁ ଘୋଷଣା କରିଥିଲେ। ଏୟାର ଇଣ୍ଡିଆର ମୁଖପାତ୍ର…

‘ଦୁଇ ରାଜ୍ୟ ମଧ୍ୟରେ ସମାଧାନ ଆବଶ୍ୟକ’

ବେଜିଂ,୮ା୧୦: ଇସ୍ରାଏଲ ଉପରେ ହମାସ୍‌ ଆକ୍ରମଣ କରିବା ପରେ ହିଂସା ବୃଦ୍ଧି ପାଇଛି। ଶାନ୍ତି ଫେରାଇବାକୁ ହେଲେ ଇସ୍ରାଏଲ, ପାଲେଷ୍ଟାଇନ୍‌ ଦୁଇ ରାଜ୍ୟ ମଧ୍ୟରେ ସମାଧାନ ଆବଶ୍ୟକ ବୋଲି ଚାଇନା କହିଛି। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିବାର ଏକ ବିବୃତ୍ତିରେ…

ଇସ୍ରାଏଲକୁ ମିଳିଲା ଭାରତ-ଆମେରିକାର ସହଯୋଗ

ଜେରୁଜେଲମ,୮।୧୦: ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସର ଯୁଦ୍ଧବିମାନ ଶନିବାର ସକାଳେ ହଠାତ୍‌ ମଧ୍ୟ ପୂର୍ବ ଦେଶ ଇସ୍ରାଏଲ ଉପରେ ଜଳ, ସ୍ଥଳ ଏବଂ ଆକାଶରୁ ଆକ୍ରମଣ କରିଥିଲା, ଏହି କାରଣରୁ ଇସ୍ରାଏଲ ବହୁ କ୍ଷତି ସହିଥିଲା। ଏହି ଆକସ୍ମିକ ଆକ୍ରମଣ ହେତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri