ଜାନୁୟାରୀ ୨୬ରେ ଭାରତ ଆସିବେନି ଜୋ ବାଇଡେନ, କ୍ୱାଡ ବୈଠକ ସ୍ଥଗିତ…
ଓ୍ବାଶିଂଟନ,୧୨।୧୨: ଜାନୁଆରୀ ୨୦୨୪ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାନୁୟାରର ୨୬ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେ ନାହିଁ। ଆସନ୍ତା ବର୍ଷ ଜାନୁଆରୀରେ କ୍ୱାଡ ନେତାଙ୍କ ସମ୍ମିଳନୀ ଆୟୋଜନ କରିବା ପାଇଁ ଭାରତ ରାଷ୍ଟ୍ରପତି ବାଇଡେନଙ୍କୁ ଗଣତନ୍ତ୍ର ଦିବସ ପାଳନ ପାଇଁ…
ଭଜନଲାଲ୍ ଶର୍ମା ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ
ଜୟପୁର,୧୨।୧୨: ରାଜସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଶେଷ ହୋଇଛି। ଜୟପୁରରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଭାଜପା ବିଧାୟକ ଦଳ ବୈଠକରେ ଭଜନଲାଲ୍ ଶର୍ମାଙ୍କ ନାମକୁ ଅନୁମୋଦନ ମିଳିଛି। ରାଜସ୍ଥାନରେ ନିର୍ବାଚନ ଫଳାଫଳ ଆସିବାର ନଅ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ…
ଦେଶରେ ବେଆଇନ ଭାବେ ବାସ କରୁଥିବା ଲୋକଙ୍କ ସଂଖ୍ୟା ଆକଳନ କରିବା ସମ୍ଭବ ନୁହେଁ: ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଜବାବ…
ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ବେଆଇନ ଲୋକଙ୍କ ଉପରେ ତଥ୍ୟ ସଂଗ୍ରହ କରିବା ସମ୍ଭବ ନୁହେଁ କାରଣ ବେଆଇନ ଲୋକମାନେ ଗୁପ୍ତରେ ଦେଶରେ ପ୍ରବେଶ କରିଛନ୍ତି। ନାଗରିକତ୍ୱ ଆଇନର ଧାରା ୬-ଏ ର ସାମ୍ବିଧାନିକ…
ରାଜନାଥ ସିଂଙ୍କ ସହ ବୈଠକ ପରେ ହସି ହସି ବାହାରକୁ ଆସିଲେ ବସୁନ୍ଧରା, ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ହେବ ଘୋଷଣା
ଜୟପୁର,୧୨।୧୨: ରାଜସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଶେଷ ହେବାକୁ ଯାଉଛି। ଏହି ସମୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚିତ ବସୁନ୍ଧରା ରାଜେ ପର୍ଯ୍ୟବେକ୍ଷକ ରାଜନାଥ ସିଂଙ୍କ ସହ ଏକ ବନ୍ଦ କୋଠରୀରେ ବୈଠକ କରିଛନ୍ତି।…
ଲୋକ ସଭାରୁ ବହିଷ୍କୃତ ହେବା ପରେ ଏବେ ମହୁଆଙ୍କୁ ଖାଲି କରିବାକୁ ପଡିବ ସରକାରୀ ବାସଭବନ
ନୂଆଦିଲ୍ଲୀ,୧୨।୧୨: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ତୃଳମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରାଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡିବ, ଏ ସମ୍ପର୍କରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ସୂଚନାନୁସାରେ, ଲୋକ…
ଶକ୍ତିଶାଳୀ ଭୂକମ୍ପକୁ ସହ୍ୟ କରିପାରିବ ଅଯୋଧ୍ୟା ରାମ ମନ୍ଦିର, ୧୦୦୦ ବର୍ଷ ପାଇଁ ଆବଶ୍ୟକ ନାହିଁ କୌଣସି ମରାମତି
ନୂଆଦିଲ୍ଲୀ, ୧୨ା୧୨: ଅଯୋଧ୍ୟାରେ ରାମ ଜନ୍ମଭୁମି ମନ୍ଦିର ନିର୍ମାଣକୁ ସୁପ୍ରିମକୋର୍ଟ ଅନୁମତି ଦେବାର ଚାରି ବର୍ଷ ପରେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପ୍ରାୟ ଶେଷ ହୋଇସାରିଛି। ଜଣାଶୁଣା ସ୍ଥପତି ଚନ୍ଦ୍ରକାନ୍ତ ଭୋଇ ସୋମପୁରାଙ୍କ ଅଧୀନରେ ପରିକଳ୍ପିତ ନାଗରା ଶୈଳୀ ମନ୍ଦିର ମୁଖ୍ୟତଃ…
ବଢୁଛି ସଞ୍ଜୟଙ୍କ ଅଡୁଆ
ମୁମ୍ବାଇ,୧୨।୧୨: ଉଦ୍ଧବ ବାଲା ସାହେବ ଠାକରେଙ୍କ ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଅସୁବିଧାରେ ଅଛନ୍ତି। ୟୁବିଟି ମୁଖପାତ୍ର ସାମାନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଲେଖାଯାଇଥିବା ତାଙ୍କ ଆର୍ଟିକିଲ ଏବେ ତାଙ୍କୁ ଅସୁବିଧାରେ ପକାଇଛି, ୟାଭାଟମାଲ ଜିଲାର…
ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀଙ୍କୁ ହତ୍ୟା ଧମକ
ଓ୍ବାଶିଂଟନ,୧୨।୧୨: ଭାରତୀୟ ମୂଳ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ବାମୀ ଆସନ୍ତା ବର୍ଷ ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜଣେ ପ୍ରାର୍ଥୀ ଅଟନ୍ତି। ଏହି ସମୟରେ ବିବେକ ରାମସ୍ବାମୀଙ୍କୁ ହତ୍ୟା ଧମକ ଦିଆଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ସୋମବାର…
ପ୍ରବାସୀଙ୍କ ପାଇଁ ଅଷ୍ଟ୍ରେଲିଆ କରୁଛି ନୂଆ ନିୟମ
ନୂଆଦିଲ୍ଲୀ,୧୨।୧୨: ଅଷ୍ଟ୍ରେଲିଆ ମାଇଗ୍ରେଶନ ପାଇଁ ନୂତନ ନିୟମ ପ୍ରସ୍ତୁତ କରିବ। ଏହା ଅଧୀନରେ ଅଷ୍ଟ୍ରେଲିଆ ଯିବାକୁ ଆବେଦନ କରୁଥିବା ଛାତ୍ରମାନଙ୍କ ଇଂରାଜୀ ଭାଷାରେ ପାରଦର୍ଶିତା ପରୀକ୍ଷା ଅନ୍ତର୍ଭୂକ୍ତ କରାଯିବ। ସୋମବାର ଏହି ବିଷୟରେ ପରିଚିତ ଲୋକମାନେ କହିଛନ୍ତି ଯେ ଏହା ଭାରତୀୟ…
ହିଣ୍ଡନ ଏୟାରବେସ୍ ପାଚେରି ତଳେ ସୁଡ଼ଙ୍ଗ
ନୂଆଦିଲ୍ଲୀ,୧୨ା୧୨: ଦିଲ୍ଲୀଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହିଣ୍ଡନ ଏୟାରବେସ୍ ମଧ୍ୟକୁ ଏକ ସୁଡ଼ଙ୍ଗ ଖୋଳାଯିବାକୁ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି। ଫଳରେ ଏୟାରବେସ୍ର ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଗାଜିଆବାଦରେ ଥିବା ଉକ୍ତ ଏୟାରବେସ୍…
ତିନି ନ୍ୟାୟ ସଂହିତା ବିଲ୍ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୧ା୧୨: କେନ୍ଦ୍ର ପକ୍ଷରୁ ପ୍ରସ୍ତାବିତ ତିନିଜଣ ନୂତନ ଅପରାଧୀ – ଭାରତୀୟ ନ୍ୟାୟ ସଂହିତା ବିଲ୍, ଭାରତୀୟ ନାଗରିକ୍ ସୁରକ୍ଷା ବିଲ୍ ଏବଂ ଭାରତୀୟ ସାକ୍ଷ୍ୟ ବିଲ୍ – ସଂସଦୀୟ ସ୍ଥାୟୀ କମିଟିର ସୁପାରିଶ ପରେ ସରକାର ପ୍ରତ୍ୟାହାର କରି ନେଇଛନ୍ତି।…
ଏଏଫ୍ସି କପ୍: ବିଜୟ ସହ ନକ୍ ଆଉଟରେ ଓଏଫ୍ସି
ଭୁବନେଶ୍ୱର,୧୧ା୧୨: କଳିଙ୍ଗ ଷ୍ଟାଡିୟମରେଅନୁଷ୍ଠିତ ଏଏଫ୍ସି କପ୍ର ମ୍ୟାଚ୍ରେ ବସୁନ୍ଧରା କିଙ୍ଗ୍ସକୁ ୧-୦ରେ ପରାସ୍ତ କରିଛି ଓଡ଼ିଶା ଏଫ୍ସି(ଓଏଫ୍ସି)। ଏହି ବିଜୟ ସହିତ ଏଏଫ୍ସି କପ୍ର ନକ୍ ଆଉଟ ରାଉଣ୍ଡକୁ ଦଳ ଉତ୍ତୀର୍ଣ୍ଣ ହୋଇଛି। ଗ୍ରୁପ୍ ଡିରେ ସ୍ଥାନ ପାଇଥିବା ଓଏଫ୍ସି ୬…
Archives


